CSCSPV NABARANGPUR retweetledi

ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା, ନିରାପଦ ଫସଲ,ସୁରକ୍ଷିତ କୃଷକ
ଚାଷୀଙ୍କୁ ସୁଲଭ ଫସଲ ବୀମା ଯୋଗାଇବା |
ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା #PMFBY ରେ ପଞ୍ଜିକରଣ ପାଇଁ ନିକଟତମ ଜନସେବା କେନ୍ଦ୍ର ରେ (CSC) ଯୋଗାଯୋଗ କରନ୍ତୁ ।
ଯେକୌଣସି ପ୍ରଶ୍ନ ପାଇଁ, 14447 କୁ କଲ କରନ୍ତୁ ।
#kharif2024
@pmfby
@CSCegov_
@krushibibhag

OR


















































