Banisha

400 posts

Banisha banner
Banisha

Banisha

@das_Rose001

Accountant of PC ORMAS Balasore.

Katılım Ekim 2022
86 Takip Edilen535 Takipçiler
Banisha
Banisha@das_Rose001·
ମୁକ ହେଇ ବଞ୍ଚିବା ଟା ସେତେ ସହଜ ହୋଇନପାରେ, ଯେଉଁ ଟା ଆଖି ରେ ଖାଲି ଦେଖି ହୁଏ କିନ୍ତୁ, କିଛି କହିବାର ସକ୍ଷମ ନଥାଏ।। ମନର ଅନେକ ଦ୍ଵନ୍ଦ, ପ୍ରଶ୍ନ, ଅନୁଭୂତି, ପ୍ରେମ ସବୁ ଚାପି ହୋଇରହିଯାଏ।।
Banisha tweet media
OR
1
1
3
36
md.🍁
md.🍁@TheM_DsPen·
ଏ ବ୍ୟାଟେରୀ ଗାଡି ଵାଲା 🛵 ଗୁଡା.. ଯେମିତି ପେଟ୍ରୋଲ ଗାଡି ବାଲାଙ୍କୁ 🏍️ ଦେଖୁଛନ୍ତି... 🚗😏 ଲାଗୁଛି ଶାଶୁ 👩‍🦱 ବୋହୁ ...👰 ଭିତରେ ମ୍ୟାଟର ହେଇଯିବ... ଆଉ ତେଲ ଟାଙ୍କି ଗୁଡା⛽ ସମାନେ ନଖ ଘଷୁଛନ୍ତି ଆଉ ..😂 #ପାଗଳ_ମୁଁ 🥀💔
OR
3
0
11
338
Fan Mazi Tuunde
Fan Mazi Tuunde@KingTunde_SZN·
Who is a Billionaire?🤔 Correct answer deserve $500.
Fan Mazi Tuunde tweet media
English
7.6K
533
6.7K
1.6M
Banisha
Banisha@das_Rose001·
ଭାବୁଛି! କନ୍ହେଇ ମୋ ହାତରେ ସେତେ ସୁନ୍ଦର ହେଇ ପାରିଲେନି 🤢🤢
Banisha tweet media
OR
1
0
4
120
Banisha
Banisha@das_Rose001·
ଏଇ ମନର ନିରବତା ଆଖି ରେ ଆଖିଏ ସ୍ବପ୍ନ, ଆଉ ଚାପି ହେଇଯାଉଥିବା ଗୁଡ଼ାଏ ପ୍ରଶ୍ନ କାହା ପାଇଁ? କେମିତି? କେତେ ଦିନ ? ଏଇମିତି ଛନ୍ଦି ହେଇ ରହିଥିବ 🤔।।
Banisha tweet media
OR
0
0
6
363
md.🍁
md.🍁@TheM_DsPen·
ସିଏ ତ ଆଉ କାହାର ହେଇଯାଏ... ଏ ନିରବ ଭଲ ପାଇବା ଏମିତି ତା ବିନା ଗୁମରି ଗୁମରି କାନ୍ଦୁଥାଏ... #ପାଗଳ_ମୁଁ 🥀💔
OR
3
1
17
902
md.🍁
md.🍁@TheM_DsPen·
ଅତୀତର ସେ ମୁହୂର୍ତ୍ତ ସବୁ ଆଖିରେ ଭାସି ଆସେ... କ୍ଷଣିକ ପାଇଁ ହଉ ପଛକେ ମୁଁ ସେ ଦୁନିଆକୁ ଫେରିଯାଏ.. ଖୁସିରେ ବିଭୋର ହେବାକୁ ଆରମ୍ଭ କଲା ବେଳେ ହିଁ... ବାସ୍ତବତାର ଦାୟିତ୍ୱବୋଧ ମତେ ଚିତ୍କାର କରି ମୋ ଔକାତ କଥା ମନେ ପକେଇ ଦିଏ... #ପାଗଳ_ମୁଁ 🥀💔
OR
3
3
33
1.2K
likhnewala✍️
likhnewala✍️@GumnaamPal·
" ମୟୂରଭଞ୍ଜ ମହୋତ୍ସବ ୨୦୨୫ " . . . . . ଜନ୍ମମାଟିର ମହୋତ୍ସବକୁ ସାଦର ଆମନ୍ତ୍ରଣ 🍂
likhnewala✍️ tweet media
OR
1
0
2
135
Banisha
Banisha@das_Rose001·
କେଡ଼େ ବିଚିତ୍ର ଏ ସମ୍ପର୍କ ସ୍ବାର୍ଥ ଅଭାବ ହେଲେ ଆପଣା ଲୋକ ବି ଗୋଡ଼ ରେ ଆଡେ଼ଇ ଦେଇ କହନ୍ତି "ସେ ଆମ ନିଜର ନଥିଲା" ।। ସମାଜ ର ନିୟମ ଭାରି କଠିନ ଆଉ ଦୁଃଖ ଦିଏ ସତ, କିନ୍ତୁ ସମ୍ପର୍କ ର ମୂଲ୍ୟ ନିଶ୍ଚିତ ବୁଝାଇଥାଏ।
OR
3
3
39
1.5K
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra .
ଦିନେ.. ଅତୀତର ମଧୁବୋଳା #ସ୍ମୃତି ଆସ୍ତେ କିନା ଚିମୁଟି ପଚାରିଲା ବର୍ତ୍ତମାନକୁ କହିଲୁ ଦେଖି ତୁ ସୁନ୍ଦର କି ମୁଁ ସୁନ୍ଦର? #ବର୍ତ୍ତମାନ ଭାରି ବିବେକୀ ! କହିଲା ଅତୀତକୁ ହେଇ ଓଳିଗି ମୁଁ ତ ସୁନ୍ଦର ତୁମ ଲାଗି ସାଥି ତୁମଠୁଁ ଜନମ ମୋହର ଏଣୁ ତୁମେ ହିଁ ସୁନ୍ଦର !! #ମୋ_କବିତା✍️ କାହାଣୀ ଅତୀତ ଓ ବର୍ତ୍ତମାନର କେ କହିବ ଭବିଷ୍ୟ ଗୁମର?
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . tweet media
OR
1
1
7
225
Banisha
Banisha@das_Rose001·
ମନରେ ତ ବହୁତ କିଛି ଥାଏ କହିବାକୁ, ମନ ଭରି କାନ୍ଦିବାକୁ, ହେଲେ କାହିଁକି? କେଉଁଠି ? ଅଟ୍ଟହାସ୍ୟ ଉପହାସ୍ୟ ର ଭୟ ବାସ୍ ନିଜ ଅନ୍ତରରେ ଜଳିବା; ସମାଜ ସାମ୍ନାରେ ହସିବା ଅଭିନୟ ରେ ।।
Banisha tweet media
OR
8
1
117
3.5K
Math Files
Math Files@Math_files·
Easy math
Math Files tweet media
English
588
22
195
2.7M
Banisha
Banisha@das_Rose001·
ଯଦି ତୁମେ ଜହ୍ନ ଓ ମୁଁ ତାରା ଟିଏ ହୋଇଥାନ୍ତେ, ତେବେ ଆକାଶ ରେ ଘର ଟିଏ ଗଢି ଥାନ୍ତେ; ସେଇଠି କେବଳ ତୁମେ ଆଉ ମୁଁ ଏ ଦୁନିଆ ଠାରୁ ଅଲଗା ଆଉ ଦୂରରେ। ବାସ୍ ! ସାରା ଦୁନିଆ ତମକୁ ଦେଖିବାକୁ ଖୋଜିଲେ ବି ପାଇ ପାରିବେନି କାରଣ🤔 ତମକୁ ଦେଖିବାର ଅଧିକାର କେବଳ ମୋର ।।
Banisha tweet media
OR
5
1
49
1.5K
likhnewala✍️
likhnewala✍️@GumnaamPal·
@das_Rose001 କିନ୍ତୁ ଜହ୍ନ ଓ ତାରାଙ୍କୁ ତ ସଭିଏଁ ଦେଖି ପାରନ୍ତି ।
OR
2
0
0
67