ZP_ANGUL
917 posts

ZP_ANGUL retweetledi

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ କରକମଳରେ ଆଜି ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରୁ ହେବ 'ବିକାଶ ବାହନ' ଯାତ୍ରାର ରାଜ୍ଯସ୍ତରୀୟ ଶୁଭାରମ୍ଭ।
'ବିକାଶ ବାହନ' ବିକାଶର ବାର୍ତ୍ତା ନେଇ ଆପଣଙ୍କ ଅଞ୍ଚଳରେ ପହଞ୍ଚୁଛି। ଆସନ୍ତୁ, ଏହି ସେବା ଓ ବିକାଶ ଯାତ୍ରାରେ ସାମିଲ ହୋଇ 'ବିକଶିତ ଓଡ଼ିଶା' ଗଠନରେ ଭାଗୀଦାର ହେବା।
#BikashBahanYatra #OneYearOfMohanMajhi #BarshaEkUpalabdhiAnek #OneYearOfSushasan #LokankaSarkar #Odisha #BikashitaOdishaBikashitaBharat

OR
ZP_ANGUL retweetledi

ଆଗାମୀ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା-୨୦୨୫କୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ରଥଯାତ୍ରା ପରିପ୍ରେକ୍ଷୀରେ ସମ୍ଭାବ୍ୟ ଜନଗହଳି ଓ ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ଏହାର ସୁପରିଚାଳନା ଓ ସୁବ୍ୟବସ୍ଥା ନିମନ୍ତେ ପ୍ରସ୍ତୁତି ନେଇ ଆଲୋଚନା କରାଯାଇଥିଲା।
ରଥଯାତ୍ରା ସମୟରେ ବହୁ ସଂଖ୍ୟାରେ ଜନସାଧାରଣ ଓ ପର୍ଯ୍ୟଟକଙ୍କର ଆଗମନ, ଶ୍ରୀଜଗନ୍ନାଥ ମନ୍ଦିର, ପୁରୀ ବଡଦାଣ୍ଡ ଏବଂ ପୁରୀ ବେଳାଭୂମି, ଶ୍ରୀଗୁଣ୍ଡିଚା ମନ୍ଦିରରେ ଭିଡ଼କୁ ଲକ୍ଷ ରଖି ଟ୍ରାଫିକ ପରିଚାଳନା ଓ ଭିଡ଼ ନିୟନ୍ତ୍ରଣ କରିବା, ଅପରାଧ ରୋକିବା ଓ ଆଇନଶୃଙ୍ଖଳା ପରିଚାଳନା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

OR
ZP_ANGUL retweetledi

ମହାକୁମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପ୍ରୟାଗରାଜ୍ ଗସ୍ତ କରି ତ୍ରିବେଣୀ ସଙ୍ଗମ ସ୍ଥଳରେ ପବିତ୍ର ବୁଡ଼ ପକାଇ ପୂଜା ଓ ଆରତି କରିଛନ୍ତି।
ଏହା କେବଳ ଗଙ୍ଗା, ଯମୁନା, ସରସ୍ଵତୀର ସଙ୍ଗମ ସ୍ଥଳ ନୁହେଁ, ଏହା ହେଉଛି ବିଶ୍ଵାସ, ପରମ୍ପରା ଓ ଦିବ୍ୟତ୍ୱର ସଙ୍ଗମ ସ୍ଥଳ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ପ୍ରାର୍ଥନା କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି।




OR
ZP_ANGUL retweetledi

Detailed review of Line Department Officers by BDO, Kishorenagar on DA-JGUA Scheme focusing 6 villages under Kishorenagar Block on 06-02-2025.@DM_Nuapada @drda_angul @sdm_athmallik @sird_pr_odisha @PRDeptOdisha



English
ZP_ANGUL retweetledi

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଆଜି ସୁଭଦ୍ରା ଯୋଜନାରେ ୧୮ ଲକ୍ଷ ନୂତନ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହି ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ହସ୍ତାନ୍ତର କରାଯାଇଛି।
ପୂର୍ବରୁ ୩ଟି ପର୍ଯ୍ୟରେ ୮୦ ଲକ୍ଷ ମହିଳା ପ୍ରଥମ କିସ୍ତି ପାଇଥିବା ବେଳେ, ଆଜିକୁ ମିଶାଇ ୪ଟି ପର୍ଯ୍ୟାୟରେ ୯୮ ଲକ୍ଷ ମହିଳା #ସୁଭଦ୍ରା ଯୋଜନାରେ ସହାୟତା ପାଇଲେ।
ଯାଜପୁର ଠାରେ ଆୟୋଜିତ ଏହି ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, #ସୁଭଦ୍ରା ଯୋଜନାରେ ମା’ମାନଙ୍କୁ ୨ଟି କିସ୍ତିରେ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ୫ ବର୍ଷରେ ୫୦ ହଜାର ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। #ବିକଶିତଓଡ଼ିଶା

OR
ZP_ANGUL retweetledi
ZP_ANGUL retweetledi

ଗ୍ରାମୀଣ ଓଡ଼ିଶାର ସାମଗ୍ରିକ ବିକାଶଧାରାକୁ ତ୍ଵରାନ୍ଵିତ କରି ଏକ ବିକଶିତ ରାଷ୍ଟ୍ର ନିର୍ମାଣ ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଆଜି ଖୋର୍ଦ୍ଧା ଜିଲ୍ଲାସ୍ଥିତ ଜଙ୍କିଆ ମିନି ଷ୍ଟାଡିୟମ୍ ରେ ଆୟୋଜିତ ଏକ ଭବ୍ୟ ସମାରୋହରେ “ବିକଶିତ ଗାଁ ବିକଶିତ ଓଡ଼ିଶା” ଯୋଜନାର ଶୁଭାରମ୍ଭ ହୋଇଛି ।
ଏହି ନୂତନ ଯୋଜନାର ଶୁଭ ଉଦ୍ଘାଟନ ଅବସରରେ ଶ୍ରୀ ରବି ନାରାୟଣ ନାଏକ, ମାନ୍ୟବର ମନ୍ତ୍ରୀ @PRDeptOdisha, ଶ୍ରୀ ପ୍ରଶାନ୍ତ କୁମାର ଜଗଦେବ, ମାନ୍ୟବର ବିଧାୟକ, ଖୋର୍ଦ୍ଧା, ଶ୍ରୀ ବାବୁ ସିଂ, ମାନ୍ୟବର ବିଧାୟକ, ଏକାମ୍ର–ଭୁବନେଶ୍ଵର, ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନସିଂ, ଅଧ୍ୟକ୍ଷା, @ZPKHORDHA, ଶ୍ରୀ ଗିରୀଶ ଏସ. ଏନ୍, ଆୟୁକ୍ତ ତଥା ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାର ଓ ଶ୍ରୀ ଚଞ୍ଚଳ ରାଣା @DMKhordha ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ I
ରାଜ୍ୟର ୩୦ ଗୋଟି ଜିଲ୍ଲା ଓ ୩୧୪ ବ୍ଲକରୁ ଆଭାସୀ ମାଧ୍ୟମରେ ବହୁ ସାଂସଦ, ବିଧାୟକ, ପଞ୍ଚାୟତିରାଜ ସଦସ୍ୟ, ସରକାରୀ କର୍ମକର୍ତ୍ତା ତଥା ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
#ବିକଶିତଗାଁବିକଶିତଓଡ଼ିଶା #Odisha #ViksitOdishaViksitBharat




OR
ZP_ANGUL retweetledi

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ 'ବିକଶିତ ଗାଁ ବିକଶିତ ଓଡ଼ିଶା' ଯୋଜନାର ଶୁଭାରମ୍ଭ |
୦୫ ଫେବୃଆରୀ ୨୦୨୫
Link: youtube.com/live/xUA9hPLm8…
#Odisha #ବିକଶିତଓଡ଼ିଶା #ବିକଶିତଗାଁବିକଶିତଓଡ଼ିଶା
@CMO_Odisha @RabiNaikBJP @IPR_Odisha

YouTube
OR
ZP_ANGUL retweetledi

‘‘ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ଉଦ୍ୟୋଗୀ ଓ ନିବେଶକ ଯୋଗ ଦେଇଛନ୍ତି। ଏହାକୁ ନେଇ ଓଡ଼ିଶାବାସୀଙ୍କ ଭିତରେ ବେଶ୍ ଉତ୍ସାହ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଓଡ଼ିଶା ବିକଶିତ ହେଉଛି। ଯୁବପିଢ଼ିଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଖୁବଶୀଘ୍ର ନୂଆ ଷ୍ଟାର୍ଟଅପ୍ ନୀତି ଲାଗୁ ହେବାକୁ ଯାଉଛି।’’ – ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷାମନ୍ତ୍ରୀ
#UtkarshOdisha
OR
ZP_ANGUL retweetledi
ZP_ANGUL retweetledi
ZP_ANGUL retweetledi
ZP_ANGUL retweetledi

‘‘ଓଡ଼ିଶାରେ ପୁଞ୍ଜି ନିବେଶ ସହିତ ରୋଜଗାର ସୃଷ୍ଟି କରିବା ଲକ୍ଷ୍ୟରେ ‘ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ରେଳବାଇ କ୍ଷେତ୍ର ପାଇଁ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ କାମ ହାତକୁ ନିଆଯାଇଛି। ଏହାଛଡ଼ା ଓଡ଼ିଶା କିପରି ଆଇଟି, ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରରେ ଆଗକୁ ଯିବ ସେ ଦିଗରେ ପଦକ୍ଷେପ ନିଆଯାଉଛି।’’ – ଶ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ମନ୍ତ୍ରୀ
#UtkarshOdisha #Odisha
OR
ZP_ANGUL retweetledi

The Utkarsh Odisha: Make in Odisha Conclave 2025 has been a remarkable success for the State, with Odisha receiving a mammoth investment intent of nearly INR 20,900 crores in IT/ITeS, electronics, semiconductors, data centres, and other ancillary sectors.
These investments are expected to give a significant boost to its economic growth and ensuring balanced regional development. #UtkarshOdisha

English
ZP_ANGUL retweetledi

Prime Minister Shri Narendra Modi and Chief Minister Shri Mohan Charan Majhi at Utkarsh Odisha Make in Odisha Conclave 2025 at Janata Maidan, 28 January 2025.
#UtkarshOdisha #UtkarshOdisha2025




Slovenščina























