drdakjr

3.7K posts

drdakjr

drdakjr

@drdakjr

Official Account of DRDA,Keonjhar

Katılım Mayıs 2021
25 Takip Edilen180 Takipçiler
drdakjr
drdakjr@drdakjr·
ଆଜି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୁଷଣ (ଓ. ପ୍ର, ସେ) @nagbhusan8 ଆଭାସୀ ମାଧ୍ୟମରେ ସମସ୍ତ ୧୩ ଗୋଟି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ବିଭିନ୍ନ ଯୋଜନାର ଅଗ୍ରଗତିର ଏକ ସମୀକ୍ଷା ବୈଠକ କରିଥିଲେ @DistAdmKeonjhar @PRDeptOdisha
drdakjr tweet media
OR
1
2
4
46
drdakjr retweetledi
CMO Odisha
CMO Odisha@CMO_Odisha·
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଓଡ଼ିଶା ଦିବସ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ-୨୦୨୬ରେ ଯୋଗ ଦେବାକୁ ଯାଉଛନ୍ତି। #OdiaPakhya #ଓଡ଼ିଆପକ୍ଷ
CMO Odisha tweet media
OR
0
6
33
1.3K
drdakjr retweetledi
CMO Odisha
CMO Odisha@CMO_Odisha·
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଖଲ୍ଲିକୋଟ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେବ ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପରି ଅନେକ ବରପୁତ୍ରଙ୍କ ଅତୁଳନୀୟ ଅବଦାନ ରହିଛି। ବ୍ୟାସକବି ଫକୀର ମୋହନ, ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ କର୍ମବୀର ଗୌରୀଶଙ୍କର ରାୟଙ୍କ ଲେଖନୀ ଓ ସଂଗ୍ରାମ ଓଡ଼ିଆ ଜାତିକୁ ଏକଜୁଟ କରିଥିଲା। ଆଜିର ଏହି ପବିତ୍ର ଦିନ ଅବସରରେ ମହାପୁରୁଷମାନଙ୍କ ତ୍ୟାଗ ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ @MohanMOdisha ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
OR
1
4
23
1.2K
drdakjr retweetledi
CMO Odisha
CMO Odisha@CMO_Odisha·
ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଦିବସକୁ ଜାତିର ସ୍ୱାଭିମାନ ଓ ସଂକଳ୍ପର ପର୍ବ ଭାବେ ଅଭିହିତ କରିବା ସହ ବରପୁତ୍ରଙ୍କ ସ୍ମୃତି ଚାରଣ କରିଛନ୍ତି ଓ ସତ୍ୟବାଦୀର ଶିକ୍ଷା ଓ ସାଂସ୍କୃତିକ ଐତିହ୍ୟକୁ ଉଜ୍ଜୀବିତ କରିବା ସରକାରଙ୍କ ପ୍ରାଥମିକତା ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଘୋଷିତ ବିକାଶମୂଳକ ପ୍ରକଳ୍ପଗୁଡ଼ିକ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରିବା ସହ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ମାଇଲଖୁଣ୍ଟ ସାଜିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।
CMO Odisha tweet mediaCMO Odisha tweet media
OR
1
5
18
1.2K
drdakjr retweetledi
CMO Odisha
CMO Odisha@CMO_Odisha·
ପବିତ୍ର ଓଡ଼ିଶା ଦିବସ ଅବସରରେ ଆଜି ପୁରୀ ଜିଲ୍ଲାର ସୁଆଣ୍ଡୋଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଯୋଗ ଦେଇଛନ୍ତି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟ ଜନ୍ମପୀଠରେ ପହଞ୍ଚି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଥମେ ଗୋପବନ୍ଧୁଙ୍କ ଷଠୀଘର ଓ କୂଳଦେବତା ଶ୍ରୀ ରାଧା ବିନୋଦ ବିହାରୀଙ୍କ ମନ୍ଦିର ଦର୍ଶନ କରିଥିଲେ। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପଣ୍ଡିତ ଗୋପବନ୍ଧୁଙ୍କ ସମେତ ଓଡ଼ିଆ ଜାତିର ସମସ୍ତ ବରପୁତ୍ରମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଓଡ଼ିଆ ଅସ୍ମିତାର ସଂରକ୍ଷଣ ଓ ସତ୍ୟବାଦୀର ଗୌରବମୟ ଇତିହାସକୁ ଉଜ୍ଜୀବିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଘୋଷଣା କରିଛନ୍ତି : ✅ସତ୍ୟବାଦୀ ଓ ସୁଆଣ୍ଡୋ ଅଞ୍ଚଳର ପୁନଃବିକାଶ ତଥା ହେରିଟେଜ୍ କରିଡର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ବ୍ୟବସ୍ଥା ✅ ସାଂସ୍କୃତିକ, ଆଧ୍ୟାତ୍ମିକ ଓ ଶିକ୍ଷା କେନ୍ଦ୍ରରେ ପରିଣତ ହେବ ଐତିହାସିକ ବକୁଳବନ। ଏହାର ସୌନ୍ଦର୍ଯ୍ୟକରଣ ଓ ବିକାଶ ପାଇଁ ପଦକ୍ଷେପ ✅ସତ୍ୟବାଦୀ ଅଞ୍ଚଳର ହେବ କାୟାକଳ୍ପ, ନିର୍ମାଣ ହେବ ଏକ ଭବ୍ୟ 'ହେରିଟେଜ୍ କରିଡର' ଓ ସ୍ଥାନୀୟ ଜଳାଶୟଗୁଡ଼ିକର କରାଯିବ ପୁନରୁଦ୍ଧାର ✅ରତ୍ନଚିରା ନଦୀର ତଟ ବିକାଶ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ, ଯାହା ପର୍ଯ୍ୟଟନ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ସହାୟକ ହେବ
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
2
8
51
1.7K
drdakjr retweetledi
Panchayati Raj and Drinking Water Department
ଓଡ଼ିଆ ପକ୍ଷର ଦ୍ୱିତୀୟ ଦିବସରେ "ଆମ ପୋଷାକ ଆମ ପରିଚୟ" ଅଭିଯାନରେ ପଞ୍ଚାୟତିରାଜ ପାନୀୟ ଜଳ ବିଭାଗର ଅନନ୍ୟ ସ୍ୱାକ୍ଷର । ଆମ ପରମ୍ପରା ହେଉଛି ଆମର ପରିଚୟ, ଆମ ପୋଷାକରେ ଝଲକି ଉଠେ ଓଡ଼ିଆ ସଂସ୍କୃତିର ଗୌରବ । #OdiaPakhya2026 #ଓଡ଼ିଆପକ୍ଷ୨୦୨୬ #Odisha #OdiaCulture #TraditionalWear #AmaParichaya #OdiaAsmita @CMO_Odisha @IPR_Odisha @RabiNaikBJP
Panchayati Raj and Drinking Water Department tweet media
OR
1
6
23
1.3K
drdakjr retweetledi
CMO Odisha
CMO Odisha@CMO_Odisha·
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଭୁବନେଶ୍ୱରସ୍ଥିତ ବାବା ସାହେବ ଆମ୍ୱେଦକର ବସ୍‌ ଟର୍ମିନାଲ୍ ଠାରେ VFS ଗ୍ଲୋବାଲ ଦ୍ୱାରା ପରିଚାଳିତ ନୂତନ ଭିସା ଆବେଦନ କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି।
OR
3
11
166
8K
drdakjr retweetledi
District Administration,Keonjhar
ବନ୍ଦେ ଉତ୍କଳ ଜନନୀ ! ଓଡ଼ିଆ ଜାତିର ସ୍ୱାଭିମାନ, ସଂସ୍କୃତି ଓ ଅସ୍ମିତାର ପର୍ବ ‘ଓଡ଼ିଶା ଦିବସ’ ଅବସରରେ ଜ଼ିଲ୍ଲା ପ୍ରଶାସନ ତରଫରୁ ରାଜ୍ଯବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା।
District Administration,Keonjhar tweet media
OR
0
1
6
142
drdakjr retweetledi
District Administration,Keonjhar
ଓଡ଼ିଆ ପକ୍ଷ ପାଳନର ପ୍ରଥମ ସନ୍ଧ୍ୟାରେ ପୌର ପ୍ରେକ୍ଷାଳୟରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ କଳାକାରମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିଛନ୍ତି। @CMO_Odisha @Culturedeptt @IPR_Odisha
District Administration,Keonjhar tweet mediaDistrict Administration,Keonjhar tweet media
OR
0
1
2
152
drdakjr retweetledi
District Administration,Keonjhar
#ଓଡ଼ିଆପକ୍ଷ ଅବସରରେ ଆସନ୍ତୁ ଓଡ଼ିଆ ପାରମ୍ପରିକ ପୋଷାକ ପରିଧାନ କରି ଓଡ଼ିଆ ସଂସ୍କୃତି, ଐତିହ୍ୟ ଏବଂ କଳାତ୍ମକ ବୈଭବକୁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ଦେବା।
District Administration,Keonjhar tweet media
OR
0
1
7
159
drdakjr retweetledi
CMO Odisha
CMO Odisha@CMO_Odisha·
ଆମ ଅସ୍ମିତାର ଆଧାର ହେଉଛି ଆମ ଓଡ଼ିଆ ଭାଷା। ଶତାବ୍ଦୀ ଧରି ଶିଳାଲିପିରୁ ସାହିତ୍ୟ ପର୍ଯ୍ୟନ୍ତ ଯାତ୍ରା ଆମ ସଂସ୍କୃତିକୁ କରିଛି ସମୃଦ୍ଧ ଓ ଶକ୍ତିଶାଳୀ। ଆଦିକବି ସାରଳା ଦାସଙ୍କ ‘ମହାଭାରତ’ ଠାରୁ ଅତିବଡ଼ି ଜଗନ୍ନାଥ ଦାସଙ୍କ ‘ଭାଗବତ’ ପର୍ଯ୍ୟନ୍ତ ଏବଂ ପରବର୍ତ୍ତୀ କାଳର ଅନେକ ମହାନ କବି ଓ ଲେଖକଙ୍କ ଅମୂଲ୍ୟ ଅବଦାନ ଓଡ଼ିଆ ଭାଷାକୁ ଘରେ ଘରେ ପହଞ୍ଚାଇଛି । ଏହାର ସମ୍ମାନ, ସୁରକ୍ଷା ଓ ପ୍ରଚାର ଆମ ସମସ୍ତଙ୍କର ଦାୟିତ୍ୱ। ଏହାର ଐତିହ୍ୟକୁ ସମ୍ମାନ ଦେଇ, ଆମ ଭାଷାକୁ ଆହୁରି ଆଗକୁ ନେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
OR
8
10
50
1.9K
drdakjr retweetledi
Ministry of Panchayati Raj, Government of India
#RashtriyaGramSwarajAbhiyan | FY 2025–26 records the highest-ever training under revamped #RGSA, with over 45.24 lakh Elected Representatives, Panchayat functionaries and other stakeholders trained across States/UTs, surpassing all previous years since 2022–23. Cumulatively, over 1.63 crore participants have been trained under #RGSA in the last four years, highlighting its expanding reach. #PMO #MoPR #RGSA #CapacityBuilding #Training #PanchayatiRaj #RevampedRGSA
Ministry of Panchayati Raj, Government of India tweet media
English
0
3
11
362
drdakjr retweetledi
BDO champua
BDO champua@champua1·
ଉତ୍କଳ ଦିବସ ଉପଲକ୍ଷେ ଚମ୍ପୁଆ ବ୍ଲକ ର ୨୨ ଗୋଟି ଗ୍ରାମ ପଞ୍ଚାୟତକୁ ଆଲୋକ ଦ୍ଵାରା ସୁସଜ୍ଜିତ କରାଯାଇଅଛି । @DistAdmKeonjhar @drdakjr @PRDeptOdisha
BDO champua tweet media
OR
0
1
2
16
drdakjr retweetledi
District Administration,Keonjhar
ଜିଲ୍ଲାପାଳ ଆଜି ସଦର ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷାଦାନ ବ୍ୟବସ୍ଥା ଖାଦ୍ଯ ପ୍ରସ୍ତୁତି ମଧ୍ୟାହ୍ଣ ଭୋଜନ ମାନ ତଦାରଖ କରିବା ସହ ଅନ୍ୟ ଆନୁଷଙ୍ଗିକ ସ୍ଥିତିର ସମୀକ୍ଷା କରିଛନ୍ତି। ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଓ ବରିଷ୍ଠ ଅଧିକାରୀମାନେ ଗସ୍ତବେଳେ ଉପସ୍ଥିତ ଥିଲେ। @CMO_Odisha
District Administration,Keonjhar tweet mediaDistrict Administration,Keonjhar tweet mediaDistrict Administration,Keonjhar tweet mediaDistrict Administration,Keonjhar tweet media
OR
0
1
8
226
drdakjr retweetledi
District Administration,Keonjhar
ଓଡ଼ିଶା ଦିବସଠାରୁ ଆରମ୍ଭ ହୋଇଛି ଓଡିଆ ପକ୍ଷ ପାଳନ। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସାଂସ୍କୃତିକ ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। @CMO_Odisha @Culturedeptt @IPR_Odisha
District Administration,Keonjhar tweet mediaDistrict Administration,Keonjhar tweet mediaDistrict Administration,Keonjhar tweet media
OR
0
1
7
155