Dipti Ranjan patra retweetledi

ଗାଡ଼ିର ବକେୟା ଥିବା ଚାଲାଣ ପାଇଁ ଯଦି ଅଧା ଟଙ୍କା ଦେବାର ସୁବିଧା ମିଳୁଛି
ତେବେ ହାତଛଡ଼ା କାହିଁକି କରିବେ ?
ଜାତୀୟ ଲୋକ ଅଦାଲତଙ୍କ ଦ୍ୱାରା ପ୍ରଦତ୍ତ ସୁଯୋଗ ଅନୁଯାୟୀ ୩୧ ମାର୍ଚ୍ଚ ୨୦୨୬ ଯାଏଁ ଏହା ଉପଲବ୍ଧ ରହିଛି
ଅନଲାଇନରେ ପୈଠ ପାଇଁ: echallan.parivahan.gov.in

OR















































