DURGASHISH

2.5K posts

DURGASHISH banner
DURGASHISH

DURGASHISH

@durgashish

Executive Editor, Argus News

Bhubaneswar, Odisha Katılım Nisan 2011
1.1K Takip Edilen5.7K Takipçiler
Sabitlenmiş Tweet
DURGASHISH
DURGASHISH@durgashish·
#ରୋକଠୋକ ସୋମବାରରୁ ଶୁକ୍ରବାର । ପ୍ରତିଦିନ ସନ୍ଧ୍ୟା 7.30ରେ @ArgusNews_in
OR
13
11
100
0
DURGASHISH
DURGASHISH@durgashish·
I have booked a cylinder on 10th March. The amount has been deducted from my account, but till date I have not received any message or confirmation from Indane. @IOCDelhiIDO @HardeepSPuri @PetroleumMin
DURGASHISH tweet media
English
0
0
4
275
DURGASHISH retweetledi
Argus News
Argus News@ArgusNews_in·
ସରକାର ବଦିଳିବା ପରେ ବଦଳିଲା ଆଭିମୁଖ୍ୟ I ସମ୍ବେଦନଶୀଳତା ଦେଖାଇଲେ ବିଜେପି ସରକାର I ମୃତ ସରକାରୀ କର୍ମଚାରୀଙ୍କ ପରିବାରର ପୋଛିଲେ ଲୁହ I @CMO_Odisha @MohanMOdisha
OR
75
24
125
6.6K
DURGASHISH retweetledi
Argus News
Argus News@ArgusNews_in·
#ଦିଲ୍ଲୀରେ_ଧୁମ୍‌ଧାମ୍‌ରେ_ପାଳନ_ହେବ_ଓଡ଼ିଶା_ଦିବସ ଆଗାମୀ ବର୍ଷରୁ ଦିଲ୍ଲୀ ସରକାରଙ୍କ ତରଫରୁ ପ୍ରତିବର୍ଷ ପାଳନ ହେବ ଓଡ଼ିଶା ଦିବସ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା... @BJP4Delhi @BJP4Odisha @gupta_rekha @MohanMOdisha @dpradhanbjp
OR
1
7
17
425
DURGASHISH retweetledi
Argus News
Argus News@ArgusNews_in·
#ଦିଲ୍ଲୀ_ସରକାର_ପାଳିବେ_ଓଡ଼ିଶା_ଦିବସ -ଆଗାମୀ ବର୍ଷଠୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆୟୋଜନ କରାଯିବ ଓଡ଼ିଶା ଦିବସ। ସମସ୍ତ ଖର୍ଚ୍ଚ ବହନ କରିବେ ଦିଲ୍ଳୀ ସରକାର। #ArgusNews #DelhiCM #RekhaGupta #lordjagannathtemple #OdishaDiwas #darshan #NewsDelhi #HauzKhas #NationalNews @gupta_rekha
OR
1
13
20
411
DURGASHISH retweetledi
Argus News
Argus News@ArgusNews_in·
#କିଟ୍_ନେପାଳୀ_ଛାତ୍ରୀ_ମୃତ୍ୟୁ_ଘଟଣା -ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ କିଟକୁ ଦାୟୀ କରିଛନ୍ତି NHRC #KIIT #NHRC #Odisha #ArgusNews
OR
1
9
17
553
DURGASHISH retweetledi
Argus News
Argus News@ArgusNews_in·
#ଚର୍ଚ୍ଚାରେ_ଅଞ୍ଜନାଙ୍କ_ଆକ୍ରମଣ ଅର୍ଗସ ଷ୍ଟୁଡିଓରେ କଂଗ୍ରେସ ଓ ବିଜେଡି ସରକାରର ପୋଲ୍ ଖୋଲିଦେଲେ ଅଂଜନା ମିଶ୍ର I କହିଲେ କଂଗ୍ରେସ ଯେମିତି , ନବୀନ ବି ସେମିତି I @INCOdisha @bjd_odisha @Naveen_Odisha
OR
139
25
85
11.1K
DURGASHISH retweetledi
Argus News
Argus News@ArgusNews_in·
ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି I କୋଟିଏ ମହିଳାଙ୍କୁ ଗୋଟିଏ ଦିନରେ ୫ ହଜାର କୋଟି ଦେଇ ଇତିହାସ ରଚିଲେ ରାଜ୍ୟ ସରକାର I #SubhadraYojana #CMMohanMajhi
OR
2
17
32
520
DURGASHISH retweetledi
Argus News
Argus News@ArgusNews_in·
#ସାମ୍ନାକୁ_ଆସିଲା_ସାଂଘାତିକ_ସତ ମାହାଙ୍ଗାରେ ବିଜୁବାବୁ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାରେ ସାମ୍ନାକୁ ଆସିଲା ସାଂଘାତିକ ସତ ବିବାଦରେ ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରତାପ ଜେନା ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ମୂର୍ତ୍ତି ଭାଙ୍ଗିଥିବା 2 ଅଭିଯୁକ୍ତ ଖୁଲାସା କରିଛନ୍ତି 2 ଅଭିଯୁକ୍ତ ନନ୍ଦକିଶୋର ମଲିକ ଓ ରାଜା ପ୍ରତାପଙ୍କ ଖାସ୍ ଇଲୁ ମଦ ପିଆଇ ମୂର୍ତ୍ତି ଭାଙ୍ଗିବା ପାଇଁ କହିଥିଲା: ଅଭିଯୁକ୍ତ #Odisha #BijuPatnaik #StatueVandalismCase
Argus News tweet media
OR
4
11
28
974
DURGASHISH retweetledi
Argus News
Argus News@ArgusNews_in·
#ସାମ୍ନାକୁ_ଆସିଲା_ସାଂଘାତିକ_ସତ ମାହାଙ୍ଗାରେ ବିଜୁବାବୁ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା I ବିବାଦରେ ପୂର୍ବତନ ବିଧାୟକ ପ୍ରତାପ ଜେନା I ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ମୂର୍ତ୍ତି ଭାଙ୍ଗିଥିବା ଅଭିଯୁକ୍ତ ନନ୍ଦକିଶୋର ମଲିକ ଏବଂ ରାଜା I @BJP4Odisha @bjd_odisha @Naveen_Odisha @jenapratap66 @saradapradhan10
OR
2
13
21
506
DURGASHISH retweetledi
Argus News
Argus News@ArgusNews_in·
#WATCH | "Raja Chakra was very influential...It might be due to Bobby Das & VK Pandian...But our Mohan Majhi Government is against corruption and guilty will be punished...," says BJP Rajya Sabha member Mamata Mohanta BJD leader Raja Chakra is under EOW scanner for his alleged involvement in Gandhamardan Loading Agency, which is engaged in loading iron ore from mines of OMC, in the misappropriation of Rs 35 crore. #Odisha @MamataMohanta5 #RajaChakra
English
3
12
16
421
DURGASHISH retweetledi
Argus News
Argus News@ArgusNews_in·
ରାଜା ଚକ୍ରଙ୍କ ଆଲିଶାନ୍ ଫାର୍ମ ହାଉସ୍ ନିର୍ମାଣ ନେଇ ଜଙ୍ଗଲ ବିଭାଗ ମନ୍ତ୍ରୀଙ୍କ ବଡ଼ ବୟାନ ନିଜେ ଖୋଳିଥିବା ଗାତରେ ରାଜା ଚକ୍ର ନିଜେ ପଡ଼ିବେ ବୋଲି କହିଲେ ମନ୍ତ୍ରୀ `ରାଜା ଚକ୍ରଙ୍କ ଫାର୍ମହାଉସ୍‌ର କିଛି ଅଂଶ ରାଜସ୍ଵ ଓ ବନ ବିଭାଗ ଅଧୀନରେ ରହିଛି' ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ: ଗଣେଶ ରାମସିଂ ଖୁଣ୍ଟିଆ ସେପଟେ, ରାଜା ଚକ୍ରଙ୍କ କେନ୍ଦୁଝର ବାସଭବନରେ ଦ୍ବିତୀୟ ଥର ଖୋଳତାଡ଼ କଲା EOW #Odisha #Kendujhar #RajaChakra #EOW #GaneshRamSinghKhuntia
Argus News tweet mediaArgus News tweet media
OR
2
14
30
597
DURGASHISH retweetledi
Argus News
Argus News@ArgusNews_in·
#ରାଜା_ଚକ୍ରଙ୍କ_କୋଇଡ଼ା_ଖଣି_ଅଞ୍ଚଳ_ଲିଙ୍କ୍ ଗନ୍ଧମାର୍ଦ୍ଦନ ଲୋଡିଂ ଆଣ୍ଡ୍ କୋ-ଅପରେଟିଭ୍ ସୋସାଇଟି ଠକେଇ ଘଟଣା ରାଜା ଚକ୍ରଙ୍କ କୋଇଡ଼ା ଖଣି ଅଞ୍ଚଳ ଲିଙ୍କ୍ ପଦାକୁ ଆସିଲା କୋଇଡ଼ାରେ ପହଞ୍ଚିଲେ EOW ଅଧିକାରୀ ଓ ଟାସ୍କଫୋର୍ସ ରାଜା ଚକ୍ରଙ୍କ 20ଟି ଦାମୀ ଗାଡ଼ି ଜବତ ହୋଇଥିବା ସୂଚନା କାଲି 25ଟି ଆକାଉଣ୍ଟ ଠାବ କରିଛି କ୍ରାଇମ୍‌ବ୍ରାଞ୍ଚ EOW ସୌମ୍ୟ ଚକ୍ର ଓରଫ୍‌ ରାଜାଙ୍କ ନାଁରେ ରହିଛି 3ଟି ବଡ଼ କମ୍ପାନି ଶଙ୍କର ମାଇନ୍ସ, ଶଙ୍କର ପ୍ରୋଜେକ୍ଟ, ଶଙ୍କର ମିନେରାଲ୍ ସଂସ୍ଥା ରହିଛି ରାଜାଙ୍କ ଭୁବନେଶ୍ଵର ପାହାଳରେ ଏକ ବଡ଼ ଆପାର୍ଟମେଣ୍ଟରେ ରେଡ୍ ହୋଇଛି କେନ୍ଦୁଝର, କୋଇଡା, ଧାମରା, ଗୋପାଳପୁର ସମେତ 8ଟି ସ୍ଥାନରେ ରେଡ୍‌ #Odisha #RajaChakra #EOW
Argus News tweet media
OR
1
9
14
1K
DURGASHISH retweetledi
Argus News
Argus News@ArgusNews_in·
#ଆମେରିକାରେ_ସୁବର୍ଣ୍ଣ_ଯୁଗର_ଆରମ୍ଭ: ଟ୍ରମ୍ପ୍ ସଂସଦରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ବୋଧନ I ଆମେରିକା ପାଇଁ ଏବେ ସୁବର୍ଣ୍ଣ ଯୁଗର ଆରମ୍ଭ ହୋଇଛି I ଆମେରିକା ନିଜ ପୁରୁଣା ଅନ୍ଦାଜରେ ଫେରିଛି କହିଲେ ଟ୍ରମ୍ପ୍ I #DonaldTrump #USA #Adderess
OR
0
8
15
263