Sabitlenmiş Tweet
Hindi Sanskrit Shikshaka Milita Mancha
8 posts

Hindi Sanskrit Shikshaka Milita Mancha
@hindisanskrit_
TG ମାନ୍ୟତା ଓ ଷ୍ଟେଟ କ୍ୟାଡ଼ର ଆମର ଆଇନଗତ ଅଧିକାର। ଏଥିରୁ ଆମକୁ କେହି ବଞ୍ଚିତ କରି ପାରିବେ ନାହିଁ ✊🏻
Odisha Katılım Eylül 2025
22 Takip Edilen151 Takipçiler

ଆଜି ଆମ ରାଜ୍ୟର ଯୁକ୍ତ ଦୁଇରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଖୁସିର ମୁହୂର୍ତ୍ତ। ସେମାନଙ୍କ ପାଇଁ ଉଦଘାଟିତ ହୋଇଛି CHSE ପରୀକ୍ଷା ପ୍ରସ୍ତୁତିର ଅନଲାଇନ୍ ପୋର୍ଟାଲ chse.examprepare.in । ଯାହା କୃତିମବୁଦ୍ଧିମତା ବା AI ର ବ୍ୟବହାରରେ ପ୍ରସ୍ତୁତ। ଏହି ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ସମସ୍ତ ପ୍ରକାରର ପାଠ୍ୟକ୍ରମ ପାଇ ପାରିବା ସହିତ ନିଜକୁ ପ୍ରସ୍ତୁତ କରିପାରିବେ।
ଏହି ପଦକ୍ଷେପ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ପାଠ ଘୋଷିବା ବଦଳରେ ପ୍ରଯୁକ୍ତି ବିଦ୍ୟା ଓ କୌଶଳକୁ ଆଧାର କରି ଆମ ପିଲାମାନଙ୍କ ପାଇଁ ନୂଆ ରାସ୍ତା ଖୋଲିବ। ଏହା ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ଦିଗରେ ଏକ ସୁନ୍ଦର ପଦକ୍ଷେପ।
AI ଆଧାରିତ ଏହି ଶିକ୍ଷା Test my knowledge, Home work helper, Guided learning ଏହି ୩ଟି ବାଟରେ ଛାତ୍ରଛାତ୍ରୀମାନଙ୍କୁ ପାଠ ବୁଝିବା ଦିଗରେ ସାହାଯ୍ୟ କରିବ। ଏହା ସହିତ ଅଭ୍ୟାସ ଓ ମୋକ ଟେଷ୍ଟରେ ସହାୟକ ହେବ। ଯାହା ଦ୍ଵାରା ଛାତ୍ରଛାତ୍ରୀ ମାନେ ଆଗାମୀ ଦିନରେ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ହାସଲ କରିପାରିବେ।
#NEP2020




OR

ଓଡ଼ିଶାର ଗର୍ବ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ @dpradhanbjp ଙ୍କୁ ବିହାରର ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ଵ ମିଳିଥିବାରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ପୂର୍ବରୁ ମଧ୍ୟ ପ୍ରଭାରୀ ଭାବେ ନିଜ ଦାୟିତ୍ଵକୁ ଖୁବ ସୂଚାରୁ ଭାବେ ତୁଳାଇ ଦଳ ପାଇଁ ବିଜୟ ଆଣି ଦେଇଛନ୍ତି। ସେହି ଧାରାକୁ ପୁନର୍ବାର ବଜାୟ ରଖିବେ ବୋଲି ମୋର ସଂପୂର୍ଣ୍ଣ ଆଶା ଓ ବିଶ୍ବାସ।
#BiharElection


OR






