Jayadev Jena

503 posts

Jayadev Jena banner
Jayadev Jena

Jayadev Jena

@jayadevjenainc

Former President, Odisha Pradesh Congress Committee and Former Minister, Government of Odisha

Anandpur, Keonjhar, Odisha Katılım Kasım 2014
17 Takip Edilen1.3K Takipçiler
Jayadev Jena
Jayadev Jena@jayadevjenainc·
ଓରାଳୀ (ହାଟଡିହି, କେନ୍ଦୁଝର) ର Additional PHC ରେ ଡାକ୍ତର, ଫାର୍ମାସିଷ୍ଟ ଓ କର୍ମଚାରୀ ନାହାନ୍ତି—ସ୍ୱାସ୍ଥ୍ୟ ସେବା ପ୍ରାୟ ବନ୍ଦ। ରାମନବମୀ ସମୟରେ ତୁରନ୍ତ ବ୍ୟବସ୍ଥା ଆବଶ୍ୟକ। @HFWOdisha @CMO_Odisha #Odisha #Healthcare @m_mahaling01
OR
0
0
0
45
Jayadev Jena
Jayadev Jena@jayadevjenainc·
ପବିତ୍ର ହୋଲି ଅବସରରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଓ ସମଗ୍ର ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା। 🌸🎨 ପ୍ରଭୁ ରାଧାକୃଷ୍ଣଙ୍କ ଅଶୀର୍ବାଦରେ ଆପଣମାନଙ୍କ ଜୀବନ ସଦା ହସ, ଖୁସି ଓ ସମୃଦ୍ଧିରେ ଭରି ରହୁ। 🙏🏻✨ ଶୁଭ ହୋଲି! 🌈
Jayadev Jena tweet media
OR
2
0
6
69
Jayadev Jena
Jayadev Jena@jayadevjenainc·
ପବିତ୍ର ଦୋଳପୁର୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା। ରଙ୍ଗ, ଭକ୍ତି ଓ ପ୍ରେମର ଏହି ପବିତ୍ର ପର୍ବରେ ମାତା ରାଧା ଓ ପ୍ରଭୁ କୃଷ୍ଣଙ୍କ କୃପାରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ସଦା ଶାନ୍ତି, ସମୃଦ୍ଧି ଓ ସଫଳତାରେ ଭରି ରହୁ — ଏହାହିଁ ମୋର ପ୍ରାର୍ଥନା। 🙏🌸✨ ରାଧେ କୃଷ୍ଣ! 🌼
Jayadev Jena tweet media
OR
2
0
10
60
Jayadev Jena
Jayadev Jena@jayadevjenainc·
Feeling immensely proud of my beloved granddaughter Harsheeta for securing 1st position in the SAI Olympics 2025-26 at SAI International School, Bhubaneswar. 🏅✨ Your hard work, dedication, and excellence make our hearts shine with joy. you make us all so proud! 💖🎉👏
Jayadev Jena tweet mediaJayadev Jena tweet mediaJayadev Jena tweet media
English
0
0
4
77
Jayadev Jena
Jayadev Jena@jayadevjenainc·
"ଆନନ୍ଦପୁର ମହାବିଦ୍ୟାଳୟ ପରି ସରକାରୀ ଶିକ୍ଷାନୁଷ୍ଠାନରେ ବିଜେପିର ପାର୍ଟି ଚିହ୍ନ ସହିତ ରକ୍ତଦାନ ଶିବିର — ଲଜ୍ଜାଜନକ ଓ ଅସମ୍ବିଧାନିକ । ସରକାରୀ ସଂସ୍ଥାକୁ ଦଳୀୟ ମଞ୍ଚରେ ପରିଣତ କରିବା ଲୋକତନ୍ତ୍ର ପାଇଁ ଅପମାନ । @CollectorKjr @spkeonjhar @DHE_Odisha କାର୍ଯ୍ୟବାହୀ ଆବଶ୍ୟକ ।
Jayadev Jena tweet media
OR
0
0
5
101
Jayadev Jena
Jayadev Jena@jayadevjenainc·
ହାଟଡିହି ତହସିଲ କାର୍ଯ୍ୟାଳୟର ଅବସ୍ଥା ଅତ୍ୟନ୍ତ ଦୟନୀୟ। କର୍ମଚାରୀଙ୍କ ଅଭାବ ଓ ମୌଳିକ ସୁବିଧାର ଅଭାବରୁ ସାଧାରଣ ଜନସାଧାରଣ, ବିଶେଷତଃ ମହିଳାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜମି, ରେଭେନ୍ୟୁ, ସାର୍ଟିଫିକେଟ, ପେନ୍ସନ ସମ୍ବନ୍ଧୀୟ କାର୍ଯ୍ୟ ସମୟରେ ସମାଧାନ ହେଉନାହିଁ। @CMO_Odisha @RevenueDeptOdisha
Jayadev Jena tweet mediaJayadev Jena tweet mediaJayadev Jena tweet media
OR
0
1
8
198
Jayadev Jena
Jayadev Jena@jayadevjenainc·
ହାଟଡିହି ତହସିଲର ଦୁର୍ଦଶା ଲଜ୍ଜାଜନକ! କର୍ମଚାରୀ ନାହିଁ, ସୁବିଧା ନାହିଁ, ଲୋକମାନେ ହଇରାଣ। ଜମି-ସର୍ଟିଫିକେଟ-ପେନ୍ସନ କାମ ଅଟକିଛି, ଶୌଚାଳୟ ନଥିବାରୁ ମହିଳାମାନେ କଷ୍ଟରେ। @RevenueDeptOdisha @CMO_Odisha ତୁରନ୍ତ ପଦକ୍ଷେପ ନନେଲେ ଲୋକଙ୍କ ସହ ରାସ୍ତାକୁ ଅସିବି। #Hatadihi #Odisha
Jayadev Jena tweet media
OR
0
0
2
68
Jayadev Jena
Jayadev Jena@jayadevjenainc·
In Hatadihi (Nandipada PS), Bali Mafia loaded 26 trucks illegally from Girigaon Bali Ghat to WB during the ban. Samana GP locals protesting since last night. Authorities promised action, but nothing done yet. Urgent intervention needed! @BibhutiBhusanJena @MohanMajhiIn
English
2
0
2
99
Jayadev Jena
Jayadev Jena@jayadevjenainc·
ଓଡିଶାରେ 10,000+ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ 3ର୍ଥ ଦିନକୁ ପ୍ରବେଶ। ଦାବୀ ପୂରଣ ନହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ। ସରକାର ଧମକ ଛାଡ଼ି, ଶାନ୍ତିପୂର୍ଣ୍ଣ ଆଲୋଚନା କରି ଜନତାଙ୍କୁ ନ୍ୟାୟ ଦେଉ। @CMO_Odisha @MohanMajhi_BJP @SureshPujariBJP
OR
0
0
2
69
Jayadev Jena
Jayadev Jena@jayadevjenainc·
ଧରଣୀଧର କଲେଜର ଛାତ୍ରୀ, ବଡରମ୍ପାସ GP-ର ନୂଆରମ୍ପାସର ଶିବାନୀ ଜେନାଙ୍କର ହୋଷ୍ଟେଲ୍‌ରେ ସନ୍ଦେହଜନକ ମୃତ୍ୟୁ। @CMO_Odishaଙ୍କୁ ଅନୁରୋଧ କ୍ରାଇମ ବ୍ରାଞ୍ଚ ମାଧ୍ୟମରେ ନିଷ୍ପକ୍ଷ ତଦନ୍ତ କରାଯାଉ। @spkendujhar @CollectorKendujhar @WomenDevOdisha @DGPOdisha ତ୍ୱରିତ କାର୍ଯ୍ୟକଳାପ ଗ୍ରହଣ କରନ୍ତୁ।
Jayadev Jena tweet media
OR
0
0
1
67
Jayadev Jena
Jayadev Jena@jayadevjenainc·
Wishing a very Happy Birthday to Shri Mallikarjun Kharge ji 🙏🇮🇳 A tireless voice for the marginalized and an inspiration to millions—from Block Congress Chief to INC President. May Lord Jagannatha bless you with health, strength & long life. 💐 @kharge
Jayadev Jena tweet media
English
0
0
4
115
Jayadev Jena
Jayadev Jena@jayadevjenainc·
On the birthday of our beloved leader @RahulGandhi Ji — the voice of the poor & oppressed — I pray to Lord Jagannath for his good health & long life. May he be blessed with strength to continue his fight for justice, unity & the soul of our nation.🙏🎉🇮🇳 #HappyBirthdayRahulGandhi
Jayadev Jena tweet media
English
0
0
2
82
Jayadev Jena
Jayadev Jena@jayadevjenainc·
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବେରୁଣପଦୀ ଗ୍ରାମର ମଣି ଜେନାଙ୍କ ବିଦ୍ୟୁତ ସ୍ପର୍ଶରେ ଦୁଃଖଦ ମୃତ୍ୟୁ। @TPCODL_Official ଙ୍କ ଅବହେଳା ଦ୍ୱାରା ଜଣେ ନିରୀହ ଲୋକ ଜୀବନ ହାରାଇଲେ। @CMO_Odisha @EnergyOdisha ଙ୍କୁ ଅନୁରୋଧ – କ୍ଷତିପୂରଣ, ଚାକିରି ଓ ସୁରକ୍ଷା ନିଶ୍ଚିତ କରନ୍ତୁ। #JusticeForManiJena
Jayadev Jena tweet media
OR
2
0
3
166
Jayadev Jena
Jayadev Jena@jayadevjenainc·
ଶ୍ରମିକ ଦିବସ ଅବସରରେ ସମସ୍ତ ଶ୍ରମିକ ବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ l ଦେଶର ବିକାଶ କେବଳ ଶ୍ରମିକ ଏବଂ କୃଷକ ମାନଙ୍କ ଉପରେ ନିର୍ଭର କରେ ଏବଂ ସଭ୍ୟତା ଓ ସମୃଦ୍ଧି ଯେଉଁ ମାନଙ୍କର ନିସ୍ବାର୍ଥ ଶ୍ରମ ଦାନରେ ଗଢି ଉଠେ ସେ ହିଁ ଶ୍ରମିକ ସେ ହିଁ ଆମ ଜାତିର କର୍ଣ୍ଣଧାର ଏଥିରେ ଦ୍ବିମତ ନାହିଁ ।
Jayadev Jena tweet media
OR
0
0
4
69
Jayadev Jena
Jayadev Jena@jayadevjenainc·
ହାଟଡିହି ବ୍ଲକ ପଞ୍ଚୁଗୋଛିଆ ଗ୍ରାମରେ ଅଗ୍ନିକାଣ୍ଡରେ ୧୨ଟି ପରିବାର ଘରହୀନ। ଆସବାହପାତ୍ର ସମସ୍ତ ଜଳିଗଲା। ସରକାର ତତ୍କାଳ ଆଶ୍ରୟ ବ୍ୟବସ୍ଥା କରି ଘର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ସ୍ଥାୟୀ ସମାଧାନ ଦିଅ। ବିପଦ ପରିଚାଳନା ବିଭାଗ ତ୍ୱରିତ କାର୍ଯ୍ୟନିଷ୍ଠ ହେଉ। @CMO_Odisha @SRC_Odisha @DRDOdisha @PMOIndia @DistAdmKeonjhar
OR
0
0
5
69
Jayadev Jena
Jayadev Jena@jayadevjenainc·
ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ପର୍ଯ୍ୟଟକଙ୍କ ମୃତ୍ୟୁ ଓ ଆହତ ଘଟଣା ନିନ୍ଦନୀୟ। ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଓ ଆହତଙ୍କୁ ଶୀଘ୍ର ଆରୋଗ୍ୟ କାମନା। ସରକାର କଡ଼ା ପଦକ୍ଷେପ ନିଅନ୍ତୁ, ଯାହା ଏଭଳି ଘଟଣା ଆଉ ନ ଘଟେ। #ଆତଙ୍କବାଦ_ବିରୋଧ
OR
0
0
3
57
Jayadev Jena
Jayadev Jena@jayadevjenainc·
Deeply saddened by the passing of Pope Francis — a global symbol of compassion and justice. His voice uplifted the marginalized and inspired millions. My thoughts are with the Catholic community worldwide.
Jayadev Jena tweet media
English
0
0
1
51
Jayadev Jena
Jayadev Jena@jayadevjenainc·
Odisha Pradesh Congress committee rises in unity against injustice — Protest in front of ED office Bhubaneswar against the fabricated ED charges on Sonia ji and Rahul ji . Truth will prevail !
Jayadev Jena tweet media
English
0
0
7
110
Jayadev Jena
Jayadev Jena@jayadevjenainc·
ଭାରତର ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ପ୍ରଧାନ ଙ୍କ ବିୟୋଗରେ ତାଙ୍କ ଭୁବନେଶ୍ୱର ବାସଭବନରେ ପହଁଞ୍ଚି ତାଙ୍କ ଫୋଟୋରେ ପୁଷ୍ପାଞ୍ଜଳି ଅର୍ପଣ କରି ଅଶ୍ରୁପୁର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଲି। ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶୋକସନ୍ତପ୍ତ ପରିବାରଙ୍କୁ ସାନ୍ତ୍ୱନା ଓ ସମବେଦନା ଜଣାଇଲି। ଓଁ ଶାନ୍ତି🙏🏻 @dpradhanbjp
Jayadev Jena tweet mediaJayadev Jena tweet mediaJayadev Jena tweet media
OR
1
0
6
99