Chris
920 posts


କିଛି ଭୁଲ କାମ କରିବାକୁ ଜାଣିଶୁଣି ଜୀବନରେ ଡର ଲାଗେ, ଏଥିପାଇଁ ନୁହେଁ କି ମୁଁ ତୋତେ ଡରେ,
.
.
ଏଥିପାଇଁ,କାହିଁକି ନା ତୋତେ ଭଲ ଲାଗିବନି କି ମୋ ସନ୍ତାନ ମାନେ ମୋତେ ଡାକିକି ଭୁଲ ବାଟରେ ଯାଉଛନ୍ତି, ଯାହା ହେଲେ ବି ତୁ ଆମକୁ ଗଢ଼ିଛୁ, ତୋତେ ଆମକୁ ତିଆରି କରିକି କେବେ ବି ଖରାପ ଲାଗୁ, ଏଟା ତ କେବେ ବି ଠିକ୍ ନୁହେଁ , ସେଥିପାଇଁ ସବୁବେଳେ ଯେତେଦୂର ସମ୍ଭବ ସଠିକ୍ ପଥ ବାଛିବା ଆମ କର୍ତ୍ତବ୍ୟ ✍️
#ହେ_ନାଥ 🙏

OR

@rishibagree No confirmation on his de*th yet
@grok any update ?
English











