Manasmita Khuntia

8.2K posts

Manasmita Khuntia banner
Manasmita Khuntia

Manasmita Khuntia

@manasmitak

Member of Odisha State Commission for Protection of Child Rights (OSCPCR). State Executive Member @BJP4Odisha. ABVP Ex Student Leader Nilgiri college.

Bhadrak, Odisha Katılım Haziran 2018
317 Takip Edilen13.1K Takipçiler
Sabitlenmiş Tweet
Manasmita Khuntia
Manasmita Khuntia@manasmitak·
ମୋର ନେତା,ମାର୍ଗଦର୍ଶକ,କର୍ମନିଷ୍ଠ ତଥା ଓଡ଼ିଶାର ଗର୍ବ ଓ ଗୌରବ,ଆମ ସମସ୍ତଙ୍କର ପ୍ରିୟ ସମ୍ମାନୀୟ କେନ୍ଦ୍ରମନ୍ତ୍ରୀ @dpradhanbjp ଜୀଙ୍କୁ ଭେଟି ଇଂରାଜୀ ନବବର୍ଷରେ ଶୁଭେଛା ଜଣାଇଲି। @BJP4India @BJP4Odisha
Manasmita Khuntia tweet media
Cuttack, India 🇮🇳 OR
45
43
842
0
Manasmita Khuntia
Manasmita Khuntia@manasmitak·
"କ୍ୟାମ୍ପ କୋର୍ଟ" ମାଧ୍ୟମରେ ବିଭିନ୍ନ ଘଟଣାରେ ନ୍ୟାୟ ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ପୋଲିସ ଅଧିକାରୀ , ସିଡିଏମଓ ,ଶିକ୍ଷା ଅଧିକାରୀ,DCPO , ଜିଲ୍ଲା ସ୍ତରୀୟ ଅନ୍ୟାନ୍ୟ ଅଧିକାରୀ ମାନେ ଏବଂ ଆୟୋଗର ଲିଗାଲ ଅଫିସର ଉପସ୍ଥିତ ରହିଥିଲେ।
Manasmita Khuntia tweet mediaManasmita Khuntia tweet mediaManasmita Khuntia tweet mediaManasmita Khuntia tweet media
OR
0
0
0
16
Manasmita Khuntia
Manasmita Khuntia@manasmitak·
ବଲାଙ୍ଗୀର ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ, "ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ" (#OSCPCR)ତରଫରୁ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଏବଂ କ୍ୟାମ୍ପ କୋର୍ଟରେ ଆୟୋଗର ଅଧ୍ୟକ୍ଷା@BabitaPatro5 ,ସଦସ୍ୟା @mishra_kasturi ସହ ମିଶି ଯୋଗଦେଲି। ଆୟୋଗ ତରଫରୁ ବିଭିନ୍ନ ଅଭିଯୋଗ ଶୁଣାଣି କରିବା ସହ ସେଗୁଡିକ ସମାଧାନ କରାଯାଇଥିଲା।
Manasmita Khuntia tweet mediaManasmita Khuntia tweet mediaManasmita Khuntia tweet mediaManasmita Khuntia tweet media
OR
1
1
15
434
Manasmita Khuntia
Manasmita Khuntia@manasmitak·
।। ଆମ ପୋଷାକ ଆମ ପରିଚୟ।। ଆସନ୍ତୁ ଆଜି ଆମ ସ୍ୱାଭିମାନ ଓ ପରିଚୟ ବହନ କରୁଥିବା ଓଡ଼ିଆ ପାରମ୍ପରିକ ପୋଷାକ ପରିଧାନ କରି ନିଜ ନିଜର କର୍ମକ୍ଷେତ୍ରକୁ ଓହ୍ଲାଇବା । ବନ୍ଦେ ଉତ୍କଳ ଜନନୀ ! #ଓଡ଼ିଆପକ୍ଷ୨୦୨୬ #ଓଡ଼ିଆପକ୍ଷ #OdiaPakhya2026 #ଓଡ଼ିଶା
Manasmita Khuntia tweet media
OR
0
0
12
88
Manasmita Khuntia
Manasmita Khuntia@manasmitak·
।।ବନ୍ଦେ ଉତ୍କଳ ଜନନୀ ।। ଓଡ଼ିଶାର ଭାଷା,ସାହିତ୍ୟ, କଳା, ସଂସ୍କୃତି ଓ ଐତିହ୍ୟ ପରମ୍ପରା ହେଉଛି ସମୃଦ୍ଧ। ସମସ୍ତଙ୍କୁ ‘ଓଡ଼ିଶା ଦିବସ’ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। #OdishaDivas #ଓଡ଼ିଶାଦିବସ #UtkalDivas
Manasmita Khuntia tweet media
OR
0
1
12
136
Manasmita Khuntia
Manasmita Khuntia@manasmitak·
ଭଦ୍ରକର ପ୍ରସିଦ୍ଧ "ଶ୍ରୀରାମ ନବମୀ" ମହୋତ୍ସବ ତଥା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଙ୍କ ଜନ୍ମଉତ୍ସବର ପାଳନ ଅବସରରେ ଭବ୍ୟ ଶୋଭାଯାତ୍ରାର ନଗର ପରିକ୍ରମାରେ ଯୋଗଦେଇ ପ୍ରଭୁଙ୍କ ଆଶୀର୍ବାଦ ନେବାର ସୌଭାଗ୍ୟ ମିଳିଲା। ।।ଜୟ ଶ୍ରୀରାମ।। 🚩 #RamNavami #Bhadrak #BhadrakRamNavami #shreeram
Manasmita Khuntia tweet mediaManasmita Khuntia tweet mediaManasmita Khuntia tweet mediaManasmita Khuntia tweet media
OR
1
0
9
123
Manasmita Khuntia
Manasmita Khuntia@manasmitak·
ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପବିତ୍ର ଶ୍ରୀରାମନବମୀ ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । 🙏
Manasmita Khuntia tweet media
OR
0
0
5
51
Manasmita Khuntia
Manasmita Khuntia@manasmitak·
ଜନଶୁଣାଣି ମାଧ୍ୟମରେ ନିର୍ଦ୍ଦିଷ୍ଟ ଘଟଣା ନେଇ ଆସିଥିବା ଅଭିଯୋଗର ତଦନ୍ତ ହେତୁ "ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ" (#OSCPCR) ତରଫରୁ ଗଞ୍ଜାମ ଜିଲ୍ଲାର କଳା ଯମୁନା ଠାରେ ସ୍ଥିତ ଶ୍ରୀ ସାଇ ସରସ୍ୱତୀ ବିଦ୍ୟାମନ୍ଦିର ସ୍କୁଲ ପରିଦର୍ଶନ କରିଥିଲୁ। @NCPCR_ @OSCPCR_Odisha
Manasmita Khuntia tweet mediaManasmita Khuntia tweet mediaManasmita Khuntia tweet mediaManasmita Khuntia tweet media
OR
0
0
4
62
Manasmita Khuntia retweetledi
Collector and District Magistrate, Angul
ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର, ସଦସ୍ୟା ମନସ୍ମିତା ଖୁଣ୍ଟିଆ ଓ କସ୍ତୁରୀ ମିଶ୍ର ଆଜି ଦିନିକିଆ ଅନୁଗୋଳ ଗସ୍ତରେ ଆସି ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ର , ବାଳାଶ୍ରମ, ଆଶ୍ରମ ବିଦ୍ୟାଳୟ ଇତ୍ୟାଦି ପରିଦର୍ଶନ କରିବା ସହ ଅପରାହ୍ନରେ ସର୍କିଟ ହାଉସ ସମ୍ମିଳନୀ କକ୍ଷଠାରେ ଶିଶୁ ସୁରକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। @CMO_Odisha @IPR_Odisha @WCDOdisha
Collector and District Magistrate, Angul tweet mediaCollector and District Magistrate, Angul tweet mediaCollector and District Magistrate, Angul tweet mediaCollector and District Magistrate, Angul tweet media
OR
0
3
11
371
Manasmita Khuntia
Manasmita Khuntia@manasmitak·
ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ @BabitaPatro5 ଏବଂ ଶ୍ରୀମତୀ @mishra_kasturi ଙ୍କ ସହ ମିଶି ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍କୁଲ, ଆବାସିକ ବିଦ୍ୟାଳୟ, ଶିଶୁ ଯତ୍ନ ଗୃହ ଇତ୍ୟାଦି ପରିଦର୍ଶନ କରି ପିଲାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ସମସ୍ତ ବିଷୟରେ ସ୍ଥିତି ଅନୁଧ୍ୟାନ କରିଥିଲୁ। #OSCPCR
Manasmita Khuntia tweet mediaManasmita Khuntia tweet mediaManasmita Khuntia tweet mediaManasmita Khuntia tweet media
OR
1
0
1
56
Manasmita Khuntia
Manasmita Khuntia@manasmitak·
ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଢେଙ୍କାନାଳ ଜିଲ୍ଲା ଗସ୍ତରେ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିବା ଅବସରରେ କୁନି କୁନି ପିଲାଙ୍କ ଗହଣରେ କିଛି ସମୟ ଅତିବାହିତ କରିଥିଲୁ। #OSCPCR #Odisha #dhenkanal
Manasmita Khuntia tweet mediaManasmita Khuntia tweet mediaManasmita Khuntia tweet mediaManasmita Khuntia tweet media
OR
1
1
5
88
Manasmita Khuntia
Manasmita Khuntia@manasmitak·
"ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ" ଅଧ୍ୟକ୍ଷା @BabitaPatro5 ଏବଂ @mishra_kasturi ଙ୍କ ସହ ମିଶି ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସରକାରୀ ସ୍କୁଲ ଏବଂ ଆବାସିକ ବିଦ୍ୟାଳୟ ,ହଷ୍ଟେଲ ଆଦି ପରିଦର୍ଶନ କରିବା ସହ ଆନୁଷଙ୍ଗିକ ବ୍ୟବସ୍ଥା, ପିଲାଙ୍କ ପାଠ ପଢା ,ଖାଦ୍ୟ, ସ୍ୱାସ୍ଥ୍ୟ ସବିଶେଷ ବିଷୟରେ ନିରୀକ୍ଷଣ କରଥିଲୁ। #OSCPCR
Manasmita Khuntia tweet mediaManasmita Khuntia tweet mediaManasmita Khuntia tweet mediaManasmita Khuntia tweet media
OR
1
1
5
71
Manasmita Khuntia retweetledi
Mohan Charan Majhi
Mohan Charan Majhi@MohanMOdisha·
On the occasion of Pakhala Divas, Odisha has achieved a remarkable global milestone with Odisha Tourism setting a Guinness World Record for the Largest Serving of Pakhala. With an unprecedented 1,174 kilograms prepared and presented in a single vessel, this historic achievement brings global recognition to Pakhala, one of Odisha’s most cherished traditional dishes, deeply rooted in our culture and daily life. This accomplishment reflects our commitment to promoting Odisha’s rich culinary heritage on the global stage. It is a proud moment for every Odia, as we take our timeless traditions from local to global, further strengthening Odisha’s identity as a hub of cultural and gastronomic excellence. #PakhalaDibasa @GWR
Mohan Charan Majhi tweet media
English
42
130
989
21.4K
Manasmita Khuntia
Manasmita Khuntia@manasmitak·
ଶିଶୁ ମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ସୁରକ୍ଷା ସର୍ବପରି ସେମାନଙ୍କର ଯତ୍ନ ଏବଂ ସରକାରୀ ଯୋଜନାର କ୍ରିୟାନୟନ ଉପରେ ସବିଶେଷ ଆଲୋଚନା କରିଥିଲୁ।
OR
0
0
0
12
Manasmita Khuntia
Manasmita Khuntia@manasmitak·
ଢେଙ୍କାନାଳ ଜିଲ୍ଲାରେ "ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ"ର (OSCPCR) ଅଧ୍ୟକ୍ଷା ଶ୍ରୀମତୀ @BabitaPatro5 , ସଦସ୍ୟା ଶ୍ରୀମତୀ @mishra_kasturi ସହ ମିଶି ସମୀକ୍ଷା ବୈଠକରେ ଯୋଗ ଦେଲି।ଏହି ବୈଠକରେ ଜିଲ୍ଲାପାଳ ,ଏସପି,ଏଡିଏମ ସିଡିଏମଓ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, DCPO , DSWO,DEO ଉପସ୍ଥିତ ଥିଲେ।
Manasmita Khuntia tweet mediaManasmita Khuntia tweet mediaManasmita Khuntia tweet mediaManasmita Khuntia tweet media
OR
1
1
8
104
Manasmita Khuntia
Manasmita Khuntia@manasmitak·
"ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ" ରେ କୋର୍ଟ ଶୁଣାଣି ମାଧ୍ୟମରେ ଆସିଥିବା ବିଭିନ୍ନ ଅଭିଯୋଗର ତ୍ୱରିତ ନ୍ୟାୟପ୍ରଦାନ ପାଇଁ ଆୟୋଗର ମାନନୀୟା ଅଧ୍ୟକ୍ଷା @BabitaPatro5 ଏବଂ ସଦସ୍ୟାଙ୍କ ଉପସ୍ଥିତିରେ କେସର ଶୁଣାଣି କରାଯାଇଛି। @CMO_Odisha @MohanMOdisha @PravatiPOdisha @WCDOdisha @NCPCR_ @OSCPCR_Odisha #OSCPCR
Manasmita Khuntia tweet mediaManasmita Khuntia tweet mediaManasmita Khuntia tweet mediaManasmita Khuntia tweet media
OR
0
1
5
95