Sabitlenmiş Tweet

ସେବା, ସମର୍ପଣ ଓ ସୁଶାସନର ମନ୍ତ୍ର ନେଇ ଆଜି ଆମ ଓଡ଼ିଶା ସମୃଦ୍ଧି ପଥରେ ଆଗେଇ ଚାଲିଛି। ପ୍ରତିଟି ଓଡ଼ିଆଙ୍କ ସହଯୋଗ ଓ ସଂକଳ୍ପ ବଳରେ ରାଜ୍ୟ ଆଜି ବିକାଶର ଏକ ନୂଆ କାହାଣୀ ଲେଖୁଛି। ଗାଁଠୁ ସହର ପର୍ଯ୍ୟନ୍ତ ପ୍ରତିଟି ବର୍ଗଙ୍କ କଲ୍ୟାଣ ଓ ସର୍ବାଙ୍ଗୀନ ପ୍ରଗତି ହିଁ ଆମର ଏକମାତ୍ର ଲକ୍ଷ୍ୟ।
#SAMRUDDHAODISHA
OR























