NHM Odisha

1.3K posts

NHM Odisha

NHM Odisha

@nhmodisha

Official X account of National Health Mission, Odisha.

Bhubaneswar Katılım Eylül 2014
6 Takip Edilen48.6K Takipçiler
NHM Odisha
NHM Odisha@nhmodisha·
A major milestone in Odisha's health care.After training at TMC Kolkota, Dr Sudha Sethy has successfully performed 4 Bone Marrow Transplants. She expressed her sincere gratitude to @HFWOdisha, Dean & principal, Supdt. & transplant team for making this possible. #SCBMCH #Odisha.
NHM Odisha tweet media
English
0
2
10
244
NHM Odisha
NHM Odisha@nhmodisha·
A city level consultation on development of City Health Plan was held under the Chairpersonship of ADM, Puri & representatives from departments & State officials of @HFWOdisha participated in the program. PATH is preparing the comprehensive city health plan with support of ADB.
NHM Odisha tweet mediaNHM Odisha tweet media
English
0
1
14
425
NHM Odisha
NHM Odisha@nhmodisha·
Odisha stood first in the country, with reporting score of 94.5% for the year 2025 (Jan to Dec) among all States/UTs in the Integrated Disease Surveillance Programme responsible for disease surveillance, outbreak response & realtime reporting on IDSP- IHIP Portal. @CMO_Odisha
NHM Odisha tweet mediaNHM Odisha tweet media
English
2
4
22
671
NHM Odisha retweetledi
CMO Odisha
CMO Odisha@CMO_Odisha·
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜାତୀୟ ଏଚ୍.ପି.ଭି. ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଯୋଗ ଦେଇଛନ୍ତି । ଏଥିସହ ରାଜ୍ୟରେ ଜରୁରୀକାଳୀନ ସ୍ବାସ୍ଥ୍ୟସେବାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୮ଟି ନୂତନ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି । @HFWOdisha @PMOIndia
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
2
6
31
1.6K
NHM Odisha retweetledi
CMO Odisha
CMO Odisha@CMO_Odisha·
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜାତୀୟ ଏଚ୍.ପି.ଭି. ଟୀକାକରଣ ଅଭିଯାନର ଶୁଭାରମ୍ଭ କରିବେ। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ରାଜ୍ୟସ୍ତରୀୟ ଅଭିଯାନର ଶୁଭାରମ୍ଭ କରିବା ସହ ୨୮ଟି ନୂତନ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କରିବାକୁ ଯାଉଛନ୍ତି।
CMO Odisha tweet media
OR
1
7
52
2K
NHM Odisha retweetledi
CMO Odisha
CMO Odisha@CMO_Odisha·
PM Modi Live: Prime Minister Shri Narendra Modi inaugurates and lays foundation stone of multiple development projects worth over ₹16,680 crore from Ajmer, Rajasthan. In a major step towards strengthening preventive healthcare and advancing women's well-being, the Prime Minister also launches a nationwide campaign for Human Papillomavirus (HPV) vaccination for girls aged 14 years. #PMModi #narendramodi youtube.com/live/TcIRRBAIy…
YouTube video
YouTube
English
1
4
9
2.2K
NHM Odisha
NHM Odisha@nhmodisha·
Happy to share that AAM- UPHC, Maneswar, Sambalpur district received NQAS certification from @MoHFW_INDIA for ensuring quality health services. It is 50th UPHC of #Odisha achieved the milestone.
NHM Odisha tweet mediaNHM Odisha tweet media
English
1
2
15
785
NHM Odisha retweetledi
CMO Odisha
CMO Odisha@CMO_Odisha·
ରାଜ୍ୟବାସୀଙ୍କୁ ଜରୁରୀକାଳୀନ ଚିକିତ୍ସା ସୁବିଧା ସମୟ ମଧ୍ୟରେ ପହଞ୍ଚାଇବା ଲକ୍ଷ୍ୟରେ ୪୨୮ଟି ନୂଆ ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା ହୋଇଛି । ଏହାର ପ୍ରଥମ ପର୍ଯ୍ୟାୟରେ ଗତ ୨୩ ଡିସେମ୍ବରରେ ୧୫୦ଟି ଆମ୍ବୁଲାନ୍ସର ଶୁଭାରମ୍ଭ ହୋଇଥିବାବେଳେ, ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ୨୫୦ ଟି ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି । @HFWOdisha @nhmodisha
CMO Odisha tweet media
OR
9
8
53
3.1K
NHM Odisha retweetledi
Mohan Charan Majhi
Mohan Charan Majhi@MohanMOdisha·
ଆଜି କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟବାସୀଙ୍କ ସେବାରେ ଆଉ ୨୫୦ଟି ନୂତନ ‘୧୦୮’ ଆମ୍ବୁଲାନ୍ସର ଶୁଭାରମ୍ଭ କଲି। ଆମ ସରକାର ଲୋକଙ୍କ ସରକାର; ତେଣୁ ଉପକୂଳରୁ ଉପାନ୍ତ ଏବଂ ଗାଁରୁ ସହର - ପ୍ରତ୍ୟେକ ବର୍ଗର ଲୋକଙ୍କ ପାଖରେ ଉନ୍ନତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଆମର ପ୍ରାଥମିକତା। ରାଜ୍ୟର ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପ୍ରାୟ ₹୧୧୧ କୋଟିର ପାଣ୍ଠି ବିନିଯୋଗରେ ମୋଟ ୪୨୮ଟି ନୂଆ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। ଏହା ଭିତରୁ ପୂର୍ବରୁ ୧୫୦ଟି ଆମ୍ବୁଲାନ୍ସ ଲୋକାର୍ପିତ ହୋଇଥିବା ବେଳେ ଆଜିର ଏହି ନୂତନ ସଂଯୋଗ ଆମ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ। ଅତି କମ୍ ସମୟ ମଧ୍ୟରେ ରୋଗୀଙ୍କୁ ହସ୍‌ପିଟାଲରେ ପହଞ୍ଚାଇବା ସହ ଚିକିତ୍ସା ଅଭାବରୁ ହେଉଥିବା ମୃତ୍ୟୁ ହାର କମ୍ କରିବା ଆମର ଲକ୍ଷ୍ୟ। ବିପଦ ସମୟରେ ଏହି ଆମ୍ବୁଲାନ୍ସଗୁଡ଼ିକ ଲୋକଙ୍କ ପାଇଁ ଏକ ଭରସାଯୋଗ୍ୟ ‘ଜୀବନରେଖା’ ସାଜିବେ। ସଶକ୍ତ ଓ ସୁରକ୍ଷିତ ଓଡ଼ିଶା ଗଠନ ଦିଗରେ ଆମର ଏହି ପ୍ରୟାସ ନିରନ୍ତର ଜାରି ରହିବ।
Mohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet media
OR
16
17
101
3.3K
NHM Odisha retweetledi
CMO Odisha
CMO Odisha@CMO_Odisha·
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ୨୫୦ଗୋଟି ୧୦୮- ଆମ୍ବୁଲାନ୍ସର ଲୋକାର୍ପଣ କରିବାକୁ ଯାଉଛନ୍ତି।
CMO Odisha tweet media
OR
9
9
48
2.7K
NHM Odisha retweetledi
Mohan Charan Majhi
Mohan Charan Majhi@MohanMOdisha·
ଓଡ଼ିଶାର କୋଣ-ଅନୁକୋଣରେ ଉନ୍ନତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଆମ ସରକାର ସଂକଳ୍ପବଦ୍ଧ। ରାଜ୍ୟର ଜରୁରୀକାଳୀନ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରି ଜୀବନ ରକ୍ଷାକୁ ଆମେ ସର୍ବୋଚ୍ଚ ପ୍ରାଥମିକତା ଦେଉଛୁ। ଏଥିପାଇଁ ୧୧୧ କୋଟି ଟଙ୍କା ବିନିଯୋଗରେ ୪୨୮ ଟି ନୂତନ ଆମ୍ବୁଲାନ୍ସ ପ୍ରଚଳନ ପାଇଁ ପ୍ରାବଧାନ କରାଯାଇଛି। ​ଏହି କ୍ରମରେ, ପୂର୍ବରୁ ୧୫୦ଟି ଆମ୍ବୁଲାନ୍ସ ଲୋକାର୍ପିତ ହୋଇସାରିଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୫୦ଟି ନୂତନ ଆମ୍ବୁଲାନ୍ସର ଶୁଭାରମ୍ଭ ହେବାକୁ ଯାଉଛି। ସୁସ୍ଥ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ଆମ ସରକାର ନିରନ୍ତର ପ୍ରୟାସରତ। #lokankasarakar
OR
9
12
52
3.3K
NHM Odisha retweetledi
CMO Odisha
CMO Odisha@CMO_Odisha·
Hon’ble CM Shri @MohanMOdisha will launch 250 new 108 ambulances in the 2nd phase, strengthening #Odisha’s emergency healthcare network. With 428 new ambulances being added at a cost of ₹111 crore, this initiative reinforces the Government’s commitment to timely, accessible, and lifesaving medical services across the State. #OdishaCares
CMO Odisha tweet media
English
11
8
56
2.7K
NHM Odisha
NHM Odisha@nhmodisha·
On the occasion of Inaugural Ceremony of Subhadra Shakti Mela–2026, held at Subarnapur on 1st Feb 2026, Nutritional Food Baskets were distributed to adopted under-treatment TB patients of Sonepur Municipality by Hon'ble @CMO_Odisha to the under the Ni-kshay Mitra Initiative.
NHM Odisha tweet mediaNHM Odisha tweet media
English
3
7
12
572
NHM Odisha retweetledi
CMO Odisha
CMO Odisha@CMO_Odisha·
ଲୋକଙ୍କ ସରକାରରେ ଆହୁରି ତ୍ୱରାନ୍ୱିତ ହେବ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିୟମଠାରେ ୧୫୦ ଗୋଟି ୧୦୮- ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି । ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ଏହି ସବୁ ଆମ୍ବୁଲାନ୍ସ ଲୋକଙ୍କ ପାଇଁ ସମୟୋଚିତ ଜରୁରୀକାଳୀନ ସେବା ସୁନିଶ୍ଚିତ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇବ। Emergency healthcare services are being improved under the people's government. Hon'ble Chief Minister Shri @MohanMOdisha inaugurated 150 ambulances (108-service) at Kalinga Stadium.
CMO Odisha tweet mediaCMO Odisha tweet media
OR
11
11
86
4.7K
NHM Odisha retweetledi
Mohan Charan Majhi
Mohan Charan Majhi@MohanMOdisha·
ଲୋକଙ୍କ ସରକାରରେ ସ୍ୱାସ୍ଥ୍ୟ ସେବାକୁ ମିଳୁଛି ସର୍ବୋଚ୍ଚ ପ୍ରାଥମିକତା । ₹୧୧୧ କୋଟି ବିନିଯୋଗରେ ୪୨୮ ଟି ନୂତନ ୧୦୮ ଆମ୍ବୁଲାନ୍ସ ଯାନର ପ୍ରାବଧାନ କରାଯାଇଛି, ଯାହାର ପ୍ରଥମ ପର୍ଯ୍ୟାୟରେ ୧୫୦ ଟି ଆମ୍ବୁଲାନ୍ସର ଲୋକାର୍ପଣ ହୋଇଛି । ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ସହରରୁ ଗ୍ରାମ ପର୍ଯ୍ୟନ୍ତ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଆହୁରି ସୁଦୃଢ଼ ଓ ସହଜ ହେବ ଏବଂ ପ୍ରତ୍ୟେକ ନାଗରିକଙ୍କୁ ଆହୁରି ଉନ୍ନତ ସ୍ୱାସ୍ଥ୍ୟ ସେବା ମିଳିପାରିବ ।
Mohan Charan Majhi tweet media
OR
8
24
95
4K
NHM Odisha retweetledi
CMO Odisha
CMO Odisha@CMO_Odisha·
ଜରୁରୀକାଳୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡ଼ି ହେଲା ଆଉ ଏକ ନୂଆ ଅଧ୍ୟାୟ ପ୍ରଥମ ପର୍ଯ୍ୟାୟରେ ୧୫୦ଟି ନୂଆ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୧୧ କୋଟି ଟଙ୍କାରେ ୪୨୮ଟି ନୂଆ ୧୦୮ ଆମ୍ବୁଲାନ୍ସର ପ୍ରାବଧାନ "ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ପର୍ଯ୍ୟାୟକ୍ରମେ ସମସ୍ତ ପୁରୁଣା ଆମ୍ବୁଲାନ୍ସକୁ ବଦଳାଯାଇ ନୂଆ ଆମ୍ବୁଲାନ୍ସ ବ୍ୟବହାର କରାଯିବ"- ମାନ୍ୟବର ମୁଖ୍ୟମନ୍ତ୍ରୀ In a major boost to healthcare in Odisha, Hon’ble CM Shri @MohanMOdisha launched a new fleet of emergency ambulances to strengthen emergency medical services across the State. Key highlights: * 150 new 108 ambulances launched in the first phase * ₹111 crore provision for 428 new 108 ambulances by the Health Department * Improved emergency response time and wider coverage for citizens
OR
20
16
97
3.7K
NHM Odisha
NHM Odisha@nhmodisha·
Yesterday(16.12.2025) a virtual training of NTEP district staff conducted on the My Bharat Portal. The objective of the training was to strengthen convergence of youth centric activities with the TB programme across the state & to enhance awareness among Youth.
NHM Odisha tweet media
English
1
3
10
636