Rourkela Municipal Corporation

5.4K posts

Rourkela Municipal Corporation banner
Rourkela Municipal Corporation

Rourkela Municipal Corporation

@RourkelaMC

Municipal Corporation, Rourkela

Rourkela Katılım Haziran 2016
92 Takip Edilen13.5K Takipçiler
Rourkela Municipal Corporation
ଆମର ଜନଗଣନା - ଆମର ବିକାଶ। ଜନଗଣନାରୁ ଜନକଲ୍ୟାଣକୁ ସୁନିଶ୍ଚିତ କରିବା ପାଇଁ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଜନଗଣନା କାର୍ଯ୍ୟକ୍ରମରେ ଆପଣଙ୍କ ସଠିକ୍ ଓ ନିର୍ଭୁଲ ତଥ୍ୟ ପ୍ରଦାନ କରନ୍ତୁ ଏବଂ ଏହି କାର୍ଯ୍ୟକ୍ରମକୁ ସଫଳ କରନ୍ତୁ। @CMO_Odisha @DCOOdisha @IPR_Odisha @DMSundargarh #census2027 #census #database #rmc
OR
0
1
4
127
Rourkela Municipal Corporation retweetledi
DCOOdisha
DCOOdisha@DCOOdisha·
‘ଜନଗଣନା ୨୦୨୭’ - ଦେଶର ସବୁଠାରୁ ବଡ଼ ସର୍ବସାଧାରଣ ଅଂଶଗ୍ରହଣ ଅଭିଯାନ ଏପ୍ରିଲ(୨୦୨୬)ରୁ ଆରମ୍ଭ ହେବାକୁ ଯାଉଛି। ‘ବିକଶିତ ଭାରତ ୨୦୪୭’ ର ଭିତ୍ତିକୁ ମଜଭୁତ କରିବା ଦିଗରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇବ। @CensusIndia2027 #CensusofIndia #Census2027 #ViksitBharat2047 #जनगणना #जनगणना2027
DCOOdisha tweet media
OR
2
36
184
7.3K
Rourkela Municipal Corporation retweetledi
I & PR Department, Odisha
ବିଦ୍ୟୁତ ସରଞ୍ଜାମ ବ୍ୟବହାର କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ, ସୁରକ୍ଷିତ ରୁହନ୍ତୁ। ଦୟାକରି ନିମ୍ନ ପ୍ରଦତ୍ତ ବିଷୟ ଉପରେ ଧ୍ୟାନ ଦିଅନ୍ତୁ:
I & PR Department, Odisha tweet media
OR
0
19
122
5.4K
Rourkela Municipal Corporation retweetledi
DCOOdisha
DCOOdisha@DCOOdisha·
ଏକ ଉଜ୍ଜ୍ବଳ ଭବିଷ୍ୟତ ଏବଂ ବିକଶିତ ରାଷ୍ଟ୍ର ଗଠନ ନିମନ୍ତେ ସଠିକ୍ ଜନଗଣନା ସମୟର ଆବଶ୍ୟକତା । ଜନଗଣନା ପ୍ରକ୍ରିୟାକୁ ସ୍ବଚ୍ଛ ଏବଂ ସଫଳ କରିବାକୁ ଗଣନାକାରୀମାନଙ୍କୁ ନିର୍ଭୁଲ ତଥ୍ୟ ପ୍ରଦାନକରି ସଚେତନ ନାଗରିକର ଦାୟିତ୍ଵ ତୁଲାନ୍ତୁ । @CensusIndia2027 #CensusofIndia #Census2027 #जनगणना #जनगणना2027
DCOOdisha tweet media
OR
1
41
280
8.6K
Rourkela Municipal Corporation
ଡାକ୍ତରଖାନା ପରିସରକୁ ରୋଗୀ କୈନ୍ଦ୍ରିକ କରିବା, ବର୍ଜ୍ୟବସ୍ତୁ ପରିଚାଳନା, ପରିଷ୍କାର ପରିଚ୍ଛନ୍ନତା, ସହାୟକ ସେବା, ସଂକ୍ରମଣ ନିୟନ୍ତ୍ରଣ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ମିଳିଛି। ଯାହା ତୃଣମୂଳସ୍ତରରେ ପ୍ରଦାନ କରାଯାଉଥିବା ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାକୁ ସୂଚାଉଛି। #award #helath #Sanitation
OR
0
0
2
66
Rourkela Municipal Corporation
ଡାକ୍ତରଖାନା ପରିସରକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ସହ ସଂକ୍ରମଣ ନିୟନ୍ତ୍ରଣ କରି ଗୁଣାତ୍ମକ ରୋଗୀ ସେବା ପ୍ରଦାନ କରିବା ହେତୁ @MoHFW_INDIA ତରଫରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। #MedicalAid #medicalhelp #patient #rourkela
OR
1
0
2
117
Rourkela Municipal Corporation
ରାଉରକେଲା ମହାନଗର ନିଗମ ଅଞ୍ଚଳର ୧୦ ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ପାନପୋଷ ସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଳିଲା ସମ୍ମାନଜନକ କାୟାକଳ୍ପ ପୁରସ୍କାର। ତନ୍ମଧ୍ୟରୁ ତିଲକାନଗର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛି। #hospital #rmc
Rourkela Municipal Corporation tweet media
OR
1
0
11
238
Rourkela Municipal Corporation
ଡ୍ରେନ୍ ସଫା ସମୟରେ ସମସ୍ତ କଠିନ ବର୍ଜ୍ୟବସ୍ତୁ ଏବଂ ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟଗୁଡିକୁ ସେଥିରୁ ବାହାର କରିବା, ସର୍ବୋପରି ଆବଶ୍ୟକୀୟ ସୁରକ୍ଷା ଉପକରଣ ବ୍ୟବହାର କରି ସଫେଇ କାର୍ଯ୍ୟ କରିବା ଉପରେ ଗୁରୁତ୍ଵ ଦିଆଯାଇଥିଲା। (୨) #waste #monsoons #rourkela
Rourkela Municipal Corporation tweet mediaRourkela Municipal Corporation tweet mediaRourkela Municipal Corporation tweet media
OR
0
1
3
149
Rourkela Municipal Corporation
ମୌସୁମୀ ପୂର୍ବରୁ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ଡ୍ରେନ୍ ଗୁଡିକର ସଫେଇ ନିମନ୍ତେ ଆରଏମସି କମିଶନରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ସଠିକ୍ ଭାବେ ଡ୍ରେନ୍ ଗୁଡିକ ସଫେଇ ସହ (୧) #drains #cleaning #meeting #rmc
Rourkela Municipal Corporation tweet mediaRourkela Municipal Corporation tweet mediaRourkela Municipal Corporation tweet mediaRourkela Municipal Corporation tweet media
OR
1
1
6
249
Rourkela Municipal Corporation
ପାଇଁ ସ୍ଵତନ୍ତ୍ର ଶଯ୍ୟା ପ୍ରସ୍ତୁତ ରଖିବା ସହ ଗ୍ରୀଷ୍ମ ପ୍ରବାହ ତଥା ଅଂଶୁଘାତର ସଫଳ ମୁକାବିଲା ପାଇଁ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ (#IECCampaign) ମାଧ୍ୟମରେ ଜନ ସଚେତନତାକୁ ସକ୍ରିୟ କରିବା ଉପରେ ଆଲୋଚନା କରାଯାଇଥିଲା।(୨) #heatwave #Rourkela #Meeting
Rourkela Municipal Corporation tweet mediaRourkela Municipal Corporation tweet mediaRourkela Municipal Corporation tweet media
OR
0
1
3
140
Rourkela Municipal Corporation
ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଆରଏମସି ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସହରରେ ଥିବା ବଜାର ତଥା ଜନଗହଳି ପୂର୍ଣ୍ଣ ସ୍ଥାନ ଗୁଡିକରେ ଜଳଛତ୍ରର ବ୍ୟବସ୍ଥା କରିବା, ସମସ୍ତ ସରକାରୀ ଚିକିତ୍ସାଳୟ ଗୁଡିକରେ ଯଥେଷ୍ଟ ପରିମାଣର ଔଷଧ ଓ ଓଆରଏସ ମହଜୁଦ୍ ରଖିବା, ଅଂଶୁଘାତର ଶିକାର ହୋଇଥିବା ରୋଗୀଙ୍କ (୧) #rmc
Rourkela Municipal Corporation tweet mediaRourkela Municipal Corporation tweet mediaRourkela Municipal Corporation tweet media
OR
1
1
5
219