Nihar Ranjan

78 posts

Nihar Ranjan

Nihar Ranjan

@niharranjan782

Journalist

Bhubaneshwar, India Katılım Şubat 2016
102 Takip Edilen76 Takipçiler
Nihar Ranjan
Nihar Ranjan@niharranjan782·
ପୂର୍ବତନ ସାଂସଦ ସୁଶୀଳା ତିରିଆଙ୍କ ଦେହାନ୍ତ । ଜନଜାତିଙ୍କ କଲ୍ୟାଣ ଦିଗରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
OR
0
0
0
2
Nihar Ranjan
Nihar Ranjan@niharranjan782·
I urge the govt @homeodisha @DGPOdisha @spnayagarh to take necessary & exemplary action against this unsocial goon, who is scolding the Chief minister and the govt with slang words.
English
0
0
0
7
Nihar Ranjan
Nihar Ranjan@niharranjan782·
Happy New Year 2026
Nihar Ranjan tweet media
English
0
0
0
7
Nihar Ranjan
Nihar Ranjan@niharranjan782·
@khesariLY ये इलेक्शन है बबुआ...सिनेमा नहीं । ब्रह्मा जी के बारे में जो बोला था, लगता है ब्रह्मा जी ने इसे personally लेलिया । 😂😂😂
हिन्दी
0
0
0
0
Khesari Lal Yadav (खेसारी)
क्या हार में क्या जीत में, किंचित नहीं भयभीत मैं, संघर्ष पथ पर जो मिला, ये भी सही वो भी सही… जनता मेरे लिए तब भी सर्वोपरि थी, आज भी है और हमेशा रहेगी! मुद्दा तब भी उठल बा, आगे भी उठी...जय बिहार! 🙏🏻
Khesari Lal Yadav (खेसारी) tweet media
हिन्दी
8.8K
3.4K
33.9K
2.6M
Prakash Chandra Behera
Prakash Chandra Behera@prakashbehera07·
ପଶ୍ଚିମବଙ୍ଗର ଦୁର୍ଗାପୁର ସ୍ଥିତ ଏକ ଘରୋଇ ମେଡିକାଲ କଲେଜରେ ଓଡ଼ିଶାର ଜଣେ ଡାକ୍ତରୀ ଛାତ୍ରୀଙ୍କ ପ୍ରତି ହୋଇଥିବା ସାମୁହିକ ଦୁଷ୍କର୍ମ ଘଟଣାକୁ ମୁଁ କଡା ଭାଷାରେ ନିନ୍ଦା କରୁଛି । ମହିଳା ମୁଖ୍ୟମନ୍ତ୍ରୀ ଥିବା ଏକ ରାଜ୍ୟରେ ମହିଳାମାନେ କେତେ ଅସୁରକ୍ଷିତ ଏଥିରୁ ଅନୁମାନ କରାଯାଇପାରେ । ମୁଖ୍ୟମନ୍ତ୍ରୀ @CMO_Odishaଙ୍କୁ ଅନୁରୋଧ କରୁଛି ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବା ସହ ପୀଡ଼ିତ ପରିବାରଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବେ ।
OR
1
0
1
31
Nihar Ranjan
Nihar Ranjan@niharranjan782·
ପବିତ୍ର ଦଶହରା ଅବସରରେ ଶୁଭେଚ୍ଛା ଓ ଶୁଭ କାମନା ।
Nihar Ranjan tweet media
OR
0
0
0
8
Prakash Chandra Behera
Prakash Chandra Behera@prakashbehera07·
ନେପାଳ ହିଂସାକାଣ୍ଡ ଯୋଗୁଁ ସେଠାରେ ଫସି ରହିଥିବା ୨୩ ଜଣ ଓଡ଼ିଆ ପର୍ଯ୍ୟଟକ ନୂଆଦିଲ୍ଲୀ ମୁଖ୍ୟ ଆବାସିକ କମିଶନରଙ୍କ ଉଦ୍ୟମରେ ସୁରକ୍ଷିତ ଭାବେ ସ୍ବଦେଶ ଫେରିଛନ୍ତି । ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଦେଶ ମନ୍ତ୍ରାଳୟ ଓ କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସକୁ ଧନ୍ୟବାଦ ।
Prakash Chandra Behera tweet media
OR
1
0
3
33
Prakash Chandra Behera
Prakash Chandra Behera@prakashbehera07·
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରମ ବ୍ରହ୍ମ ତସ୍ମୟୀ ଶ୍ରୀଗୁରବେ ନମଃ
Prakash Chandra Behera tweet media
OR
1
1
2
47
Prakash Chandra Behera
Prakash Chandra Behera@prakashbehera07·
ପ୍ରଫେଟ ମହମ୍ମଦଙ୍କ ଜନ୍ମତିଥିରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ତାଙ୍କର କରୁଣା, ମାନବତା ଏବଂ ସହନଶୀଳତାର ଶିକ୍ଷା ସମଗ୍ର ମାନବ ସମାଜ ପାଇଁ ମାର୍ଗଦର୍ଶୀ ହେଉ। ଏହି ପବିତ୍ର ଦିନ ଆମ ସମାଜରେ ଶାନ୍ତି ଏବଂ ମଙ୍ଗଳ ଆଣିଦେଉ। ଇଦ୍ ମୁବାରକ୍ #EidMiladUnNabi
Prakash Chandra Behera tweet media
OR
1
1
3
53
Prakash Chandra Behera
Prakash Chandra Behera@prakashbehera07·
An early Diwali bonanza for the nation as promised by the honorable PM Shri @narendramodi ji from red fort . Carrying forward that vision, the @GST_Council has now approved landmark reforms that simplify tax rates, cut down on compliance burdens and make life easier for citizens and businesses alike. Grateful to Hon’ble PM Shri @narendramodi ji and FM Smt. @nsitharaman ji for this remarkable step towards ease of living, ease of doing business and strengthening India’s economy under Modi ji’s leadership. #NextGenGST
Prakash Chandra Behera tweet media
English
1
0
1
36
Nihar Ranjan
Nihar Ranjan@niharranjan782·
@prakashbehera07 ଆପଣଙ୍କ ପ୍ରୟାସ ସଫଳ ହୋଇଛି । ଏଥିପାଇଁ ଧନ୍ୟବାଦ୍ । ମୋ ଜାଣିବାରେ ପ୍ରକାଶ ଚନ୍ଦ୍ର ବେହେରା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ସାଲେପୁରକୁ NAC ମାନ୍ୟତା ଦେବା ପାଇଁ ବିଧାନସଭାରେ ଧାରଣାରେ ବସିଥିଲେ ।
OR
0
0
0
13
Prakash Chandra Behera
Prakash Chandra Behera@prakashbehera07·
ସଂଘର୍ଷ କେବେ ବ୍ୟର୍ଥ ଯାଏ ନାହିଁ.....
Prakash Chandra Behera tweet media
OR
3
1
7
64
Nihar Ranjan
Nihar Ranjan@niharranjan782·
@prakashbehera07 ଦି ପ୍ରଗତି କ୍ଲବର ଏହି ପ୍ରୟାସ ସ୍ଥାନୀୟ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ମୂଳଦୁଆକୁ ଆହୁରି ମଜବୁତ୍ କରିବ ।
OR
0
0
0
5
Prakash Chandra Behera
Prakash Chandra Behera@prakashbehera07·
ଜଗତପୁର ସ୍ଥିତ ଦି ପ୍ରଗତି କ୍ଲବ ଦ୍ୱାରା ନିତିଦିନିଆ ହେଲଥ କେୟାର ହସ୍ପିଟାଲର ଶୁଭ ଉଦ୍ଘାଟନ କରିବା ସହିତ ସେଠାରେ ଆୟୋଜିତ ପ୍ରଭୂ ଗଜାନନଙ୍କ ପୂଜାରେ ଯୋଗଦେଇ ବିଭୁକୃପା ଲାଭ କଲି । ସ୍ଥାନୀୟ ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କ୍ଲବ ତରଫରୁ ନିଆଯାଇଥିବା ଏହି ଜନ କଲ୍ୟାଣକାରୀ ପ୍ରୟାସ ବାସ୍ତବରେ ପ୍ରଶଂସନୀୟ । ଏଥିପାଇଁ କ୍ଲବର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସାଧୁବାଦ୍ ଜଣାଉଛି ।
Prakash Chandra Behera tweet mediaPrakash Chandra Behera tweet mediaPrakash Chandra Behera tweet mediaPrakash Chandra Behera tweet media
OR
1
0
2
33
Nihar Ranjan
Nihar Ranjan@niharranjan782·
Deeply saddened by the devastation unfolding in #Dharali and #Uttarkashi. In mere moments, countless lives have been impacted by the unforgiving force of nature. again seeing the ferocious form of nature! May God protect everyone.
Nihar Ranjan tweet mediaNihar Ranjan tweet media
English
0
0
0
139
Nihar Ranjan
Nihar Ranjan@niharranjan782·
@NayakEsKay @odishalokadala @BJP4Odisha @bjd_odisha @INCOdisha ସରୋଜ ବାବୁ ଏ ରାଜ୍ୟରେ ବହୁତ୍ ବସ୍ ଚାଲୁଛି ଯାହା ନାଁ ନନ୍ଦିଘୋଷ , ତାଳଧ୍ଵଜ ସେ ସବୁକୁ କଣ ବନ୍ଦ କରି ଦେବା । ଜ୍ଞାନୀ ବାବା କହୁଛନ୍ତି ଏ ବୟସରେ ଏମିତି ବାଉଳା ଚାଉଲା ହୋଇ କଣ ସବୁ ଲେଖୁଛନ୍ତି । X ରେ ଆକାଉଣ୍ଟ ଅଛି ବୋଲି କଣ ଯାହା ତାହା ଲେଖି ଦେବେ ନା କଣ ? ପ୍ରଥମେ ଅସ୍ମିତା ଶବ୍ଦର ମାନେ ବୁଝନ୍ତୁ।
OR
0
1
0
51
Saroj Kumar Nayak
Saroj Kumar Nayak@NayakEsKay·
ବ୍ୟାସେ ଶୁଣିଛ ତ? କଳିଙ୍ଗ ରେଜିମେଣ୍ଟ ନ ହେଲେ କଣ ହବ ଏଭିଏମ ସରକାର ମହାବାହୁଙ୍କ ରଥ ନାଁ ରେ ଗୋଟେ ସାମରିକ ଗାଡିର ନାଁ ଦେଇ #ଓଡ଼ିଆ_ଅସ୍ମିତା ର ଚୀର ହରଣ କରିଛନ୍ତି ଦେଖିବା ହେଉ ମାଗଣା ଖିଆ ଏ ଜାତି। #ଛି_ଛି_ଲଜ୍ୟା @odishalokadala @BJP4Odisha @bjd_odisha @INCOdisha
OR
20
0
40
5.2K
Nihar Ranjan
Nihar Ranjan@niharranjan782·
जमाना कर ना सका उसकें कद का अंदाजा वो आसमान था मगर सर झुका के चलता था। My deepest condolences to the pathfinder of Indian economy Growth. 💐🙏
Nihar Ranjan tweet media
0
0
0
31