ଓଡ଼ିଆ ଉଇକିପିଡ଼ିଆ (Odia Wikipedia)

1.7K posts

ଓଡ଼ିଆ ଉଇକିପିଡ଼ିଆ (Odia Wikipedia) banner
ଓଡ଼ିଆ ଉଇକିପିଡ଼ିଆ (Odia Wikipedia)

ଓଡ଼ିଆ ଉଇକିପିଡ଼ିଆ (Odia Wikipedia)

@OdiaWiki

ଉଇକିପିଡ଼ିଆ (ଜ୍ଞାନକୋଷ): https://t.co/Y960xQ0IMs 🌍ଉଇକିପାଠାଗାର (ପାଠାଗାର): https://t.co/xey8QuskMq 📚 ଉଇକିଅଭିଧାନ: https://t.co/RIdBdIcoQ1 🌈Odia @Wikimedia projects

Earth Katılım Mart 2011
175 Takip Edilen7.3K Takipçiler
ଓଡ଼ିଆ ଉଇକିପିଡ଼ିଆ (Odia Wikipedia)
ଓଡ଼ିଆ ଉଇକିପିଡ଼ିଆର ମୋଟ ପ୍ରସଙ୍ଗ ୧୬,୦୦୦ ପହଞ୍ଚିଲା । କେବଳ ସ୍ୱେଚ୍ଛାସେବୀମାନଙ୍କ ଶ୍ରମରେ ତିଆରି ଏ ଜ୍ଞାନକୋଷରେ (ଏନସାଇକ୍ଲୋପିଡ଼ିଆ) ବିବିଧ ବିଷୟରେ ଲେଖା ରହିଛି । ଆଗରୁ ଥିବା ପ୍ରସଙ୍ଗର ସମ୍ପାଦନା ଓ ନୂଆ ପ୍ରସଙ୍ଗ ତିଆରି ସମସ୍ତଙ୍କ ପାଇଁ ଖୋଲା । or.wikipedia.org
ଓଡ଼ିଆ ଉଇକିପିଡ଼ିଆ (Odia Wikipedia) tweet media
OR
0
5
20
0
ଓଡ଼ିଆ ଉଇକିପିଡ଼ିଆ (Odia Wikipedia) retweetledi
Argus News
Argus News@ArgusNews_in·
ଓଡ଼ିଆ ଉଇକିମିଡ଼ିଆ ଇଉଜର ଗ୍ରୁପ୍ ଦ୍ୱାରା ୨ ଦିନିଆ ଉଇକିମାନିଆ ମେଳଣ ଅନୁଷ୍ଠିତ #wikimania #Wikimania2022 #Odisha argusnews.in/article/odisha…
OR
1
5
10
0
ଓଡ଼ିଆ ଉଇକିପିଡ଼ିଆ (Odia Wikipedia)
ଭୁବନେଶ୍ୱରେ ଓଡ଼ିଆ @OdiaWiki ଓ ସାନ୍ତାଳୀ @satwikipedia ଉଇକିପିଡ଼ିଆରେ ସ୍ୱେଚ୍ଛାରେ ଲେଖା ସମ୍ପାଦନା କରୁଥିବା ଉଇକିଆଳିମାନେ ଦୁଇଦିନ ଧରି ଏକାଠି ହୋଇ ଖୋଲାରେ ତଥ୍ୟଗତ ସୂଚନା ଅଧିକ ଲୋକଙ୍କ ପାଖେ ପହଞ୍ଚାଇବା ବାବଦରେ ଯୋଜନା କରିଥିଲେ । ଏ ମେଳଣ ବାବଦରେ ଅଧିକ: or.wikipedia.org/s/1nzx #Wikimania
ଓଡ଼ିଆ ଉଇକିପିଡ଼ିଆ (Odia Wikipedia) tweet media
OR
1
2
8
0
ଓଡ଼ିଆ ଉଇକିପିଡ଼ିଆ (Odia Wikipedia)
@Wikimania @chinumishra007 @MKar_Odia @soumendrak_ @ssgapu22 @Saileshpat @Ramjit_Tudu ଓଡ଼ିଶା ସରକାରଙ୍କ ପ୍ରକାଶିତ ଫଟୋ/ପୁସ୍ତକ ଉଇକିପିଡ଼ିଆରେ ପୁନଃବ୍ୟବହାର ପାଇଁ ନୀତିଗତ ଉଦ୍ୟମ କରିଆସିଥିବା @manojmishrasays ମଧ୍ୟ ଆଜି ଆମ ଗହଣରେ । ଅଧିକ ସୂଚନା creativecommons.org/2019/11/12/gov… via @creativecommons #wikimania
ଓଡ଼ିଆ ଉଇକିପିଡ଼ିଆ (Odia Wikipedia) tweet media
OR
0
3
12
0
ଓଡ଼ିଆ ଉଇକିପିଡ଼ିଆ (Odia Wikipedia)
ଓଡ଼ିଆ ସିନେ ସମୀକ୍ଷକ, ସାମ୍ବାଦିକ ଓ ଗବେଷକ ସୂର୍ଯ୍ୟ ଦେଓଙ୍କ (@SuryadeoSurya) ରଚିତ "କାଲିପାଇଁ କାଲିର ସିନେମା" ପୁସ୍ତକ ପାଇଁ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ସିନେମା ରଚନା ଶ୍ରେଣୀରେ ବିଶେଷ ଉଲ୍ଲେଖ ହୋଇଛି । ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । 💐 or.wikipedia.org/s/1nqk
ଓଡ଼ିଆ ଉଇକିପିଡ଼ିଆ (Odia Wikipedia) tweet media
OR
0
1
5
0
ଓଡ଼ିଆ ଉଇକିପିଡ଼ିଆ (Odia Wikipedia)
ଦ୍ରୌପଦୀ ମୁର୍ମୁ ହେବେ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି । ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଏକ ସାନ୍ତାଳୀ ପରିବାରରେ ଜନ୍ମନେଇଥିଲେ । ତାଙ୍କୁ ଏହି ବିରାଟ ସଫଳତା ଅବସରରେ ଅଶେଷ ଶୁଭେଚ୍ଛା । ତାଙ୍କ ବାବଦରେ ଅଧିକ ସୂଚନା: or.wikipedia.org/s/t44 ଫଟୋ: Prime Minister's Office (GODL-India).
ଓଡ଼ିଆ ଉଇକିପିଡ଼ିଆ (Odia Wikipedia) tweet media
OR
0
1
5
0
ଓଡ଼ିଆ ଉଇକିପିଡ଼ିଆ (Odia Wikipedia)
କୃଷି, ଉଦ୍ଭିଦ ଆଣବିକ ଜୀବବିଜ୍ଞାନ ଓ ବାୟୋଟେକ୍‌ନୋଲୋଜି ଆଦି ବିଷୟରେ ଜୀବନବ୍ୟାପୀ ଗବେଷଣାରତ ଓଡ଼ିଆ ଜୀବବିଜ୍ଞାନୀ ଅଜୟ କୁମାର ପରିଡ଼ାଙ୍କର ୫୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ତାଙ୍କୁ ଅଶେଷ ଶ୍ରଦ୍ଧାଞ୍ଜଳି । (ଫଟୋ: President's Secretariat. GODL-India.)
ଓଡ଼ିଆ ଉଇକିପିଡ଼ିଆ (Odia Wikipedia) tweet media
OR
0
0
4
0
ଓଡ଼ିଆ ଉଇକିପିଡ଼ିଆ (Odia Wikipedia)
ବିଭିନ୍ନ ବିଶ୍ୱ ଭାଷାରେ ଅନୂଦିତ ଚିକିତ୍ସା ବିଜ୍ଞାନ ସମ୍ବନ୍ଧିତ ପ୍ରସଙ୍ଗ ମଧ୍ୟରେ ଓଡ଼ିଆରେ ଲିଖିତ ପ୍ରସଙ୍ଗସବୁ ସବୁଠୁ ଅଧିକ (୪୯୩୮୮ ଜଣ) ଥର ପଢ଼ାଯାଇଛି । ଏ ପ୍ରକଳ୍ପ ପଛରେ ଓଡ଼ିଆ ଉଇକିଆଳି ଡଃ ସୁବାସ ଚନ୍ଦ୍ର ରାଉତଙ୍କ ଅବଦାନ ଉଲ୍ଲେଖନୀୟ । ତାଙ୍କୁ ଆମମାନଙ୍କ ତରଫରୁ ଶୁଭେଚ୍ଛା! mdwiki.toolforge.org/Translation_Da…
ଓଡ଼ିଆ ଉଇକିପିଡ଼ିଆ (Odia Wikipedia) tweet media
OR
0
1
3
0