PARAMESWAR BAL

19 posts

PARAMESWAR BAL

PARAMESWAR BAL

@parameswarbal

Katılım Kasım 2024
11 Takip Edilen42 Takipçiler
PARAMESWAR BAL
PARAMESWAR BAL@parameswarbal·
ସରକାରଙ୍କୁ ପଚାରିବାକୁ ଚାହୁଁଛି ସତରେ କଣ ଉଚ୍ଚ ଶିକ୍ଷା ରେ ଅଧ୍ୟୟନ କରିବା କଣ ଭୁଲ୍ ଥିଲା ? ଯଦି ଆପଣଙ୍କ ମତରେ ଭୁଲ୍ ନଥିଲା କାହିଁକି ssb case କୁ ତାରିଖ ପରେ ତାରିଖ ଗଡେଇଚାଲିଛ । ଏହି ମାନସିକ ଯନ୍ତ୍ରଣା ରୁ ୮୫୦୦୦ ପିଲାଙ୍କୁ ମୁକ୍ତି ଦିଅନ୍ତୁ ଆଜ୍ଞା । @suryabanshibjp @CMO_Odisha @PrithivirajBJP @dpradhanbjp
OR
8
38
23
430
PARAMESWAR BAL
PARAMESWAR BAL@parameswarbal·
ରାତି 4ଟା ବାଜିଲାଣି ଜୋରସେ ବର୍ଷା ହେଉଛି କିନ୍ତୁ ଦୁଃଖର କଥା ଏପର୍ଯ୍ୟନ୍ତ ମୋର 6ଟି ଦାବୀକୁ ପୂରଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ କି ଉଚ୍ଚଶିକ୍ଷା ମନ୍ତ୍ରୀ ସଭାସ୍ଥଳକୁ ଆସିଲେନି ତଥାପି ମୋର hunger strike ଜାରିରହିବ ଯେପର୍ଯ୍ୟନ୍ତ ପ୍ରତିଶ୍ରୁତି ମିଳିନାହିଁ।
OR
34
135
526
22.2K
PARAMESWAR BAL
PARAMESWAR BAL@parameswarbal·
ସରକାରଙ୍କୁ ଅନୁରୋଧ ଅକ୍ଟୋବର -9 ରେ ଉଚନ୍ୟାଳୟରେ ଥିବା ssb case କୁ ସାରିବାର ପ୍ରତିଶ୍ରୁତି ସହିତ ମୋର 6 ଗୋଟି ଦାବୀକୁ ପୂରଣ କରିବାକୁ ଯେପର୍ଯ୍ୟନ୍ତ ପ୍ରତିଶ୍ରୁତି ନପାଇଛି ସେ ପର୍ଯ୍ୟନ୍ତ ମୋର ଆମରଣ ଅନଶନ ଜାରିରହିବ। ଆଶା ଆପଣ 85000 ଛାତ୍ର/ଛାତ୍ରି ଙ୍କ ହିତ ପାଇଁ ଶୀଘ୍ର ନିଷ୍ପତି ନେବେ।
PARAMESWAR BAL tweet media
OR
0
13
14
867
PARAMESWAR BAL retweetledi
mdsadique 9861
mdsadique 9861@Mdsadique913506·
ଆଜି ଅଗଷ୍ଟ 30 ହେଇଗଲା | 22000 ପୋଷ୍ଟ ବାହାରିବ ବୋଲି କୁହାଯାଇଥିଲା ଅଗଷ୍ଟ 31 ସୁଦ୍ଧା| ସରକାରଙ୍କୁ ମନେପକେଇଦେଲି @CMO_Odisha
OR
2
12
12
799
PARAMESWAR BAL
PARAMESWAR BAL@parameswarbal·
ଓଡ଼ିଶା ସରକାରଙ୍କୁ ଅନୁରୋଧ କରୁଛୁ ଜେ Aug-25ରେ ହେବାକୁ ଥିବା ssb-lecturer case ର ଶୁଣାଣିରେ ଉପସ୍ଥିତ ରହି 85000 ଛାତ୍ର/ଛାତ୍ରୀଙ୍କୁ ନ୍ୟାୟ ଦେବେ ବୋଲି ଆମର ଆଶା ଓ ବିଶ୍ବାସ ରଖିଛୁ। ଶୀଘ୍ର exam କରିବାକୁ ଅନୁରୋଧ। @MohanMOdisha @dpradhanbjp @suryabanshibjp @PrithivirajBJP
PARAMESWAR BAL tweet media
OR
13
80
101
6.1K
PARAMESWAR BAL
PARAMESWAR BAL@parameswarbal·
ଓଡ଼ିଶା ସରକାରଙ୍କୁ ଅନୁରୋଧ କରୁଛୁ ଜେ 85000 ଛାତ୍ର/ ଛାତ୍ରୀଙ୍କ ଭବିଷ୍ୟତକୁ ଆଖିଆଗରେ ରଖି aug-25ରେ ହେବାକୁ ଥିବା ssb- leacturer ର ଶୁଣାଣିରେ ଉପସ୍ଥିତ ରହି ପିଲାମାନଙ୍କୁ ନ୍ୟାୟ ଦେବେ ବୋଲି ଆମର ଆଶା ଓ ବିଶ୍ବାସ ଅଛି। @suryabanshibjp @dpradhanbjp @MohanMOdisha @DHE_Odisha @PrithivirajBJP
PARAMESWAR BAL tweet media
OR
1
23
25
894