Ashok Kumar Pratihary

129 posts

Ashok Kumar Pratihary

Ashok Kumar Pratihary

@pratihary

Katılım Şubat 2013
71 Takip Edilen5 Takipçiler
Ashok Kumar Pratihary
Ashok Kumar Pratihary@pratihary·
ବନ୍ଦେ ଉତ୍କଳ ଜନନୀ 🙏ପବିତ୍ର ଉକୂଳ ଦିବସର ହାର୍ଦିକ ଅଭିନନ୍ଦନ 🪴🙏🙏🙏
OR
0
0
0
2
Ashok Kumar Pratihary
Ashok Kumar Pratihary@pratihary·
Post your badge on a social media platform (Fireside Forum, X, Instagram, etc.) using #PiOpenNetwork. After sharing, return here and submit your post link to enter the raffle.
Ashok Kumar Pratihary tweet media
English
0
0
1
5
Ashok Kumar Pratihary
Ashok Kumar Pratihary@pratihary·
ଇଂରାଜୀ ନବବର୍ଷ ୨୦୨୬ ଆପଣଙ୍କ ନିମିତ୍ତ ସୁଖ ଶାନ୍ତି ଓ ସମ୍ରୂଦ୍ଧିର ବର୍ଷ ହେଉ👏 ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ କରୁଣା ଆପଣଙ୍କୁ ଏବଂ ତତସହିତ ସପରିବାରଙ୍କୁ ପ୍ରାପ୍ତ ହେଉ ଏହା ହିଁ ଈଶ୍ୱଙ୍କ ନିକଟରେ ପ୍ରାଥନା ( 🙏ଜୟ ଜୟ ଶ୍ରୀଜଗନ୍ନାଥ🙏) 🪷🪷🙏🙏🪷🪷
OR
0
0
0
9
Ashok Kumar Pratihary
Ashok Kumar Pratihary@pratihary·
🪔💞💐ଶୁଭ ଦୀପାବଳୀ 🪔💞💐 ।ଆଲୋକର ପର୍ବ ଦୀପାବଳୀ ଅବସରରେ ଆପଣଙ୍କୁ ତଥା ଆପଣଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଆପଣଙ୍କର କଲ୍ୟାଣ କରନ୍ତୁ ଏତିକି କାମନା।ଜୟ ଜୟ ଶ୍ରୀ ଜଗନ୍ନାଥ।🙏💞🫂 💐💐💐💐💐💐💐💐💐
OR
0
0
1
2
Ashok Kumar Pratihary retweetledi
Panchayati Raj and Drinking Water Department
ପ୍ରିୟ ଭଉଣୀମାନଙ୍କୁ ସ୍ନେହପୂର୍ଣ୍ଣ ଅନୁରୋଧ ପଦେ, ସେନେହ ଡୋରିରେ ମମତାର ମାଳି ଗୁନ୍ଥି, ଭାଇ ହା‌ତେ ଭଉଣୀ ବାନ୍ଧି ଦେବ ରାକ୍ଷୀ। ଖଣ୍ଡିଏ ରେଶମୀ ଡୋର ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ମୂକସାକ୍ଷୀ ହେବ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ଗାଁଠୁ ସହର। ଆଜିର ଡିଜିଟାଲ୍‌ ଯୁଗରେ ସାମାଜିକ ଗଣମାଧ୍ୟମରେ ପରସ୍ପରକୁ ଶୁଭେଚ୍ଛା ଜଣାଉଥିଲେ ମଧ୍ୟ ଏହି ଦିନ ଭାଇଟିଏ ଯେତେ ଦୂରରେ ଥାଉନା କାହିକିଁ ଭଉଣୀଟିଏ ତା’ ପାଖକୁ ଧାଇଁ ଆସେ ସେନେହର ଡୋରିଟିଏ ହାତରେ ବାନ୍ଧି ଦେବାକୁ। ଏବେ ଏହି ପର୍ବ କେବଳ ଭାଇ ଓ ଭଉଣୀଙ୍କ ସ୍ନେହବନ୍ଧନର ପ୍ରତୀକ ଭିତରେ ସୀମିତ ହୋଇନାହିଁ, ଆମ ଗ୍ରାମୀଣ ଶିଳ୍ପ, ସ୍ଵାବଲମ୍ବନ ଓ ପରିବେଶ ସୁରକ୍ଷା ପାଇଁ ଏକ ସୁନ୍ଦର ଅବସର ଆଣିଦେଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାର ସ୍ଵୟଂ ସହାୟକ ଗୋଷ୍ଠୀର ମା’ମାନେ @PRDeptOdisha ବିଭାଗ ଅଧୀନସ୍ଥ @ormas_odisha ସହଯୋଗରେ ସବାଇ ଘାସ, ମାଟି, ଝୋଟ, ଧାନ, ଟସର ସୂତା, ସମ୍ବଲପୁରୀ କପଡ଼ା ଓ ଅନ୍ୟାନ୍ୟ ପରିବେଶ ପ୍ରିୟ ଉପାଦାନ ବ୍ୟବହାର କରି ସୁନ୍ଦର, ଆକର୍ଷଣୀୟ ସ୍ଵଦେଶୀ ରାକ୍ଷୀ ପ୍ରସ୍ତୁତ କରିଛନ୍ତି। ପ୍ରତିଟି ଭଉଣୀ ଏହି ରାକ୍ଷୀ କିଣିବା ପାଇଁ ଆଗେଇ ଆସନ୍ତୁ। ଏହା ଆମ ଗ୍ରାମୀଣ ମହିଳାଙ୍କୁ ସ୍ଵାବଲମ୍ବନଶୀଳ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ବାଲେଶ୍ବର, ବରଗଡ, ବୌଦ୍ଧ, କଟକ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡା, ରାୟଗଡ଼ା, ସମ୍ବଲପୁରରେ ଥିବା ଓରମାସ୍ ଷ୍ଟଲଗୁଡ଼ିକରେ ଏହି ସ୍ଵଦେଶୀ ରାକ୍ଷୀ ସବୁ ମିଳୁଛି। #HarGharSwadeshi #OrmasRakhi #VocalForLocal #Odisha
Panchayati Raj and Drinking Water Department tweet media
OR
3
18
58
3.3K
Ashok Kumar Pratihary retweetledi