Integrated Farming Programme

270 posts

Integrated Farming Programme banner
Integrated Farming Programme

Integrated Farming Programme

@sppif_odisha

The Special Program for Promotion of Integrated Farming in Tribal Areas is for enhancing production, income and household level food security & reducing climate

Bhubaneswar, Odisha Katılım Ocak 2021
42 Takip Edilen288 Takipçiler
Integrated Farming Programme retweetledi
କୃଷି ବିଭାଗ, ଓଡ଼ିଶା
Under the Forgotten Food Pilot Project, our Chitrakonda trail in Malkangiri is blossoming! The first flowers of red maize, black bean, groundnut, cowpea and more signal our progress in reviving nutritious, climate-resilient crops for a sustainable food future.
କୃଷି ବିଭାଗ, ଓଡ଼ିଶା tweet media
English
0
1
8
666
Integrated Farming Programme retweetledi
କୃଷି ବିଭାଗ, ଓଡ଼ିଶା
ନୂଆପଡ଼ାର କୁଶଳୀ ମହିଳା ଚାଷୀ ପୁଷ୍ପା ଭୁଞ୍ଜିଆଙ୍କ ହାତ ତିଆରି ‘ଗୁଞ୍ଜ ମାଳି’। ଏହି କୃଷି-କଳାକୃତି କେବଳ ଆମ ସଂସ୍କୃତିର ପରିଚାୟକ ନୁହେଁ, ବରଂ ଆର୍ଥିକ ସଶକ୍ତିକରଣର ଏକ ମାଧ୍ୟମ ମଧ୍ୟ। ବିଶ୍ୱାସ କରାଯାଏ ଯେ ଏହା ଜୀବନରେ ସକାରାତ୍ମକତା ଆଣିଥାଏ। ଆମର ଏହି ପାରମ୍ପରିକ କଳାକୃତିର ଆନ୍ତର୍ଜାତୀୟ ବଜାରରେ ମଧ୍ୟ ବେଶ୍ ଚାହିଦା ରହିଛି।
କୃଷି ବିଭାଗ, ଓଡ଼ିଶା tweet media
OR
0
4
35
1.2K
Integrated Farming Programme retweetledi
କୃଷି ବିଭାଗ, ଓଡ଼ିଶା
16 traditional seed varieties are being conserved at the Agro-Ecology Centre, Rajulkonda farm trial field Chitrakonda, Malkangiri. From Horse gram, Lima beans, Lablab bean, Niger to Sesame, preserving biodiversity for a sustainable future.
କୃଷି ବିଭାଗ, ଓଡ଼ିଶା tweet media
English
0
3
18
854
Integrated Farming Programme retweetledi
କୃଷି ବିଭାଗ, ଓଡ଼ିଶା
ପରମ୍ପରାର ମହକରେ ମହକୁଛି ନୂଆପଡାର ଭରୁଆମୁଣ୍ଡା ଗାଁ ! ଏଠାରେ ଆୟୋଜିତ ଏକ ଗ୍ରାମ୍ୟସ୍ତରୀୟ ତଥ୍ୟାବଳୀ କାର୍ଯ୍ୟକ୍ରମରେ ଚାଷୀମାନେ ସେମାନଙ୍କର ସମୃଦ୍ଧ ପାରମ୍ପରିକ ଜ୍ଞାନକୁ ପରିବେଷଣ କରିଛନ୍ତି। ୩୦ ପ୍ରକାରର ଦେଶୀ ଫସଲ କିସମ ଓ ୧୮ ପ୍ରକାରର ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ କରି ସେମାନେ ଅଞ୍ଚଳର ଜୈବ ବିବିଧତାକୁ ପୁନର୍ଜୀବିତ କରିଛନ୍ତି।
କୃଷି ବିଭାଗ, ଓଡ଼ିଶା tweet media
OR
0
2
17
793
Integrated Farming Programme retweetledi
କୃଷି ବିଭାଗ, ଓଡ଼ିଶା
ବିଭାଗ ତରଫରୁ ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ଆମର ବିସ୍ମୃତ ଖାଦ୍ୟ ସମୂହର ପ୍ରଚାର ଓ ପ୍ରସାର ପାଇଁ ପ୍ରୟାସ ଜାରି ରହିଛି। ଆମର ସମୃଦ୍ଧ ଖାଦ୍ୟ ପରମ୍ପରାକୁ ସୁଦୂରପ୍ରସାରୀ କରିବା ସହ ବିସ୍ମୃତ ଖାଦ୍ୟର ସଂରକ୍ଷଣ ଦିଗରେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଜନଜାତି ଭାଇଭଉଣୀଙ୍କ ନିରବଚ୍ଛିନ୍ନ ଉଦ୍ୟମ ଆମକୁ ଉତ୍ସାହିତ କରିଛି। @arvindpadhee
OR
0
3
10
749
Integrated Farming Programme
Integrated Farming Programme@sppif_odisha·
The Forgotten Foods Initiative team, under the SPPIF Scheme, participated in the state-level Krushak Divas 2025 held on the auspicious occasion of Akshaya Tritiya at the Instructional Farm, OUAT. Hon’ble Chief Minister Shri Mohan Charan Majhi graced the event and visited the stall set up under the Forgotten Foods Initiative. ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଓୟୁଏଟି ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଦିବସରେ ସମ୍ୱନ୍ୱିତ କୃଷିକୁ ପ୍ରୋତ୍ସାହନ ଦେବା ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅଧିନରେ ବିସ୍ମୃତ ଖାଦ୍ୟ ପ୍ରକଳ୍ପ ଦ୍ୱାରା ଏକ ଷ୍ଟଲ ସ୍ଥାନ ପାଇଥିଲା । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିସ୍ମୃତ ଖାଦ୍ୟ ଷ୍ଟଲ ପରିଦର୍ଶନ କରିଥିଲେ ।
English
0
0
2
84
Integrated Farming Programme retweetledi
କୃଷି ବିଭାଗ, ଓଡ଼ିଶା
ଆମର ସମୃଦ୍ଧ ଖାଦ୍ୟ ପରମ୍ପରାକୁ ଆହୁରି ବଳିଷ୍ଠ କରିବା ସହ ବିସ୍ମୃତ ଖାଦ୍ୟ ସମୂହର ପ୍ରସାର ନିମନ୍ତେ ବିଭାଗ ତରଫରୁ ଜାରି ରହିଛି ନିରନ୍ତର ପ୍ରୟାସ। ଏହି କ୍ରମରେ ଆଜି ଜାଣନ୍ତୁ ବିଭିନ୍ନ ଜିଲ୍ଲାରେ ବସବାସ କରୁଥିବା ଆମ ଜନଜାତି ଭାଇଭଉଣୀମାନଙ୍କର ଅନ୍ୟତମ ପ୍ରିୟ ଖାଦ୍ୟ ବାହାଲ୍ ଭାଜି ସମ୍ପର୍କରେ। @KVSinghDeo1 @arvindpadhee
OR
0
5
27
1.1K
Integrated Farming Programme
Integrated Farming Programme@sppif_odisha·
କୋରାପୁଟ ଜିଲ୍ଲାର ସହାଭାଗୀ ସଂସ୍ଥା ପ୍ରଗତି ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ସ୍ୱଦେଶୀ ବିହନ ଏବଂ ଖାଦ୍ୟ ମହୋତ୍ସବରେ ବିସ୍ମୃତ ଖାଦ୍ୟ ଭିତ୍ତିକ ଏକ ଷ୍ଟଲ ସ୍ଥାନ ପାଇଥିଲା । ଏହି ଷ୍ଟଲରେ ବିଭିନ୍ନ ପ୍ରକାରର ଡାଲି, ତୈଳବୀଜ, ପନିପରିବା ଏବଂ କନ୍ଦମୂଳ ଆଦି ପ୍ରଦର୍ଶନ କରାଯାଇଥିଲା । The Forgotten Food Initiative team participated in the state-level Indigenous Seed and Food Festival 2025, organised by Pragati NGO at Koraput. The stall set up by the team displayed a variety of pulses, oilseeds, vegetables, and tuber landraces on the occasion. @Pragatikoraput
Integrated Farming Programme tweet mediaIntegrated Farming Programme tweet mediaIntegrated Farming Programme tweet mediaIntegrated Farming Programme tweet media
OR
0
1
2
89
Integrated Farming Programme
Integrated Farming Programme@sppif_odisha·
ପାରମ୍ପରିକ ଖାଦ୍ୟ ଦିବସ "ଆମ ରୁଚି, ଆମ ଖାଦ୍ୟ" ଅବସରରେ ନୂଆପଡା ଜିଲ୍ଲା ଆମନାରା ଗ୍ରାମ ପଞ୍ଚାୟତ ସ୍ଥିତ ଡାଲିପାଖନା ଗ୍ରାମରେ ବିସ୍ମୃତ ଫସଲ ଏବଂ ପାରମ୍ପରିକ ଖାଦ୍ୟ ସଂସ୍କୃତିର ଡକ୍ୟୁମେଣ୍ଟେସନ୍ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନୂଆପଡାର ଚୁକ୍ତିଆ ଭୁଞ୍ଜିଆ, ଗୋଣ୍ଡ, କେଉଟ, ପହରିଆ ଆଦି ସମ୍ପ୍ରଦାୟର ପ୍ରାୟ ୭୦ ଜଣ ଚାଷୀ ଅଂଶଗ୍ରହଣ କରିଥିଲେ । ୧୨ ଟି ଭିନ୍ନ ଏବଂ ସାଂସ୍କୃତିକ ଭାବରେ ସମୃଦ୍ଧ ପାରମ୍ପରିକ ଇଙ୍ଗରାଜି ଭାଜି, କୁଲିହାର ଭାଜି, ମୁନି ଭାଜି, କଟେଇ ଭେଣ୍ଡି ଶାଗ, କୁମୁଡ଼ା ଭାଜି ଆଦି ଖାଦ୍ୟ ପ୍ରଦର୍ଶିତ ହୋଇଥିଲା। ଏହାସହ ଫସଲ କ୍ୟାଲେଣ୍ଡର, ଭେରିଏଟାଲ୍ ମାଟ୍ରିକ୍ସ ସୂଚକାଙ୍କ ମାଧ୍ୟମରେ ବିସ୍ମୃତ ଫସଲର ଡକ୍ୟୁମେଣ୍ଟେସନ୍ କରାଯିବା ସହ ମହିଳାମାନେ ସ୍ଲୋଗାନ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ । On the occasion of Paramparika Khadya Divas, themed "Our Taste, Our Food", documentation of neglected crops and traditional food culture was carried out in Dalipakhna village, Amanara GP, Nuapada block. The event saw participation of 70 farmers belonging to diverse communities - Chuktia Bhunjia, Gond, Keunt, and Paharia - from across Nuapada block. A total of 12 unique and culturally rich traditional recipes (such as Ingraji Bhaji, Kulihar Bhaji, Muni Bhaji, Katei Bhendi Saag, Kumuda Bhaji, and others) were showcased. Documentation of neglected crops was also conducted using crop calendars, four-cell analysis and the varietal matrix index. @krushibibhag @DM_Nuapada
Integrated Farming Programme tweet mediaIntegrated Farming Programme tweet mediaIntegrated Farming Programme tweet mediaIntegrated Farming Programme tweet media
OR
0
2
5
245
Integrated Farming Programme
Integrated Farming Programme@sppif_odisha·
The Bargarh Biodiversity Festival was held at Kharamal, Paikamal in Bargarh district. As part of the event, over 40 indigenous germplasm varieties - including cereals, pulses, oilseeds, tubers and vegetables - were showcased under the Forgotten Foods Initiative. ସମ୍ୱନ୍ୱିତ କୃଷିର ପ୍ରୋତ୍ସାହନ ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ (ଏସପିପିଆଇଏଫ୍) ଅଧୀନରେ ବରଗଡ଼ ଜିଲ୍ଲା ପାଇକମାଲର ଖରାମାଲଠାରେ ଅନୁଷ୍ଠିତ "ବରଗଡ଼ ଜୈବ ବିବିଧତା ମହୋତ୍ସବ"ରେ ବିସ୍ମୃତ ଖାଦ୍ୟ ଷ୍ଟଲ ସ୍ଥାନ ପାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଖାଦ୍ୟଶସ୍ୟ, ଡାଲି, ତୈଳବୀଜ, କନ୍ଦମୂଳ ଏବଂ ପନିପରିବା ସମେତ ୪୦ ରୁ ଅଧିକ ସ୍ୱଦେଶୀ ଜର୍ମପ୍ଲାଜମ୍ ପ୍ରଦର୍ଶିତ ହୋଇଥିଲା।
Integrated Farming Programme tweet mediaIntegrated Farming Programme tweet mediaIntegrated Farming Programme tweet media
English
0
0
1
90
Integrated Farming Programme
Integrated Farming Programme@sppif_odisha·
Pakhala Dibasa was celebrated at Mission Shakti Cafe, Chitrakonda, under the Forgotten Foods Initiative of SPPIF. The event was attended by the Tahasildar, additional Tahasildar, BDO staff, CDPO staff, BAO staff, Forest Ranger, Welfare Officer and staff, BEO staff, Postal staff, doctors and health workers. To mark the occasion, a variety of traditional dishes were served alongside Pakhala - a popular Odia dish made with fermented rice water. The menu featured Kolatha Je Panasha, Saag, Kumda Je Dangarani, Langal Kanda Je Buta Semi, Bhaji Saag and Sukhila Mach, offering a delightful taste of Odisha’s culinary heritage. ବିଶ୍ୱ ପଖାଳ ଦିବସ ଅବସରରେ ସମ୍ୱନ୍ୱିତ କୃଷି ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ (ଏସପିପିଆଇଏଫ୍) ଅଧିନରେ ବିସ୍ମୃତ ଖାଦ୍ୟ ତରଫରୁ ଚିତ୍ରୋକୋଣ୍ଡା ସ୍ଥିତ ମିଶନ ଶକ୍ତି କାଫେରେ ବିଶ୍ୱ ପଖାଳ ଦିବସ ପାଳନ କରାଯାଇଛି । ଏହି ଅବସରରେ ପଖାଳ ସହିତ କୋଳଥ ଜେ ପଣସ ଶାଗ, କୁମଡା ଜେ ଡଙ୍ଗରାଣୀ, ଲଙ୍ଗଲ କନ୍ଦା ଜେ ବୁଟ ସେମି, ଭାଜି ସାଗ ଏବଂ ଶୁଖୁଆ ଆଦି ପାରମ୍ପରିକ ଖାଦ୍ୟ ପରଷା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ତହସିଲଦାର, ଅତିରିକ୍ତ ତହସିଲଦାର, ବିଡ଼ିଓ କର୍ମଚାରୀ, ବିଭାଗୀୟ ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଏବଂ କର୍ମଚାରୀ, ବ୍ଳକ କୃଷି ଅଧିକାରୀ, ବନଖଣ୍ଡ ଅଧିକାରୀ, କଲ୍ୟାଣ ଅଧିକାରୀ ଏବଂ କର୍ମଚାରୀ, ବିଇଓ କର୍ମଚାରୀ, ପୋଷ୍ଟାଲ କର୍ମଚାରୀ, ଡାକ୍ତର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ସମ୍ମାନିତ ଅତିଥିମାନେ ଯୋଗ ଦେଇଥିଲେ ।
Integrated Farming Programme tweet mediaIntegrated Farming Programme tweet mediaIntegrated Farming Programme tweet mediaIntegrated Farming Programme tweet media
English
0
0
0
97
Integrated Farming Programme
Integrated Farming Programme@sppif_odisha·
An awareness programme, “Forgotten Foods Champions Event,” was organised to mark the celebration of International Women's Day at Papermetla Anganwadi, Chitrakonda, Malkangiri. The programme aimed to highlight the importance of forgotten foods in daily diets and their nutritional benefits. Over 50 students and 50 mothers participated, engaging in discussions on food security and the regular consumption of these traditional foods. A local self-help group prepared and distributed traditional recipes such as Mandia Pitha, Suan Khiri, Kolatha Biri Khichdi and Batripallo Halwa among the children. The event was attended by CDPO Office Supervisor, Smt. Bhamamati Sahatra, Sarpanch Shri Narsing Sinderi and others. ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଚିତ୍ରକୋଣ୍ଡାର ପେପରମେଟଲା ଅଙ୍ଗନୱାଡିଠାରେ "ବିସ୍ମୃତ ଖାଦ୍ୟ ଚାମ୍ପିଅନ୍ସ ଇଭେଣ୍ଟ" ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଦୈନନ୍ଦିନ ଖାଦ୍ୟରେ ବିସ୍ମୃତ ଖାଦ୍ୟର ଗୁରୁତ୍ୱ ଏବଂ ଏଥିରୁ ପ୍ରସ୍ତୁତ ବ୍ୟଞ୍ଜନର ପୁଷ୍ଟିକର ଗୁଣକୁ ପ୍ରୋତ୍ସାହିତ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ଉକ୍ତ କାର୍ଯ୍ୟକ୍ରମରେ ଶିଶୁ ବିକାଶ ପ୍ରକଳ୍ପ ଅଫିସ୍ ସୁପରଭାଇଜର ଶ୍ରୀମତୀ ଭାମାମତୀ ସହତ୍ରା, ସରପଞ୍ଚ ଶ୍ରୀ ନରସିଂ ସିନ୍ଦେରୀ, ସମିତି ସଭା ଶ୍ରୀମତୀ କୌଶଳା ଖିଲା ଏବଂ ନ୍ୟାୟ ସରପଞ୍ଚ ଶ୍ରୀମତୀ ମଣି ପାଙ୍ଗୀଙ୍କ ସମେତ ପେପରମେଟଲା, ତେନ୍ତୁଲିଗୁଡ଼ା ଏବଂ ସାରିଆଗୁଡ଼ା ଅଙ୍ଗନୱାଡି କର୍ମୀ ଏବଂ ସହାୟିକାମାନେ ମଧ୍ୟ ଯୋଗ ଦେଇଥିଲେ। ଏହାସହ ୫୦ ଊର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଏବଂ ୫୦ ଜଣ ମା' ଏହି ଏଥିରେ ଅଂଶଗ୍ରହଣ କରି ଖାଦ୍ୟ ସୁରକ୍ଷା ଏବଂ ବିସ୍ମୃତ ଖାଦ୍ୟର ଦୈନନ୍ଦିନ ବ୍ୟବହାର ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ଦ୍ୱାରା ପ୍ରସ୍ତୁତ ମାଣ୍ଡିଆ ପିଠା, ସୁଆଁ ଖିରି, କୋଳଥ ବିରି ଖେଚୁଡ଼ି ଏବଂ ହାଲୁଆ ଆଦି ଭଳି ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ କରାଯିବା ସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା ।
Integrated Farming Programme tweet mediaIntegrated Farming Programme tweet mediaIntegrated Farming Programme tweet media
English
0
0
1
90
Integrated Farming Programme
Integrated Farming Programme@sppif_odisha·
Shri Himanshu Mohan Mishra, Joint Director, Shree Anna Abhiyan and IFS, and Shri Sharada Prasanna Kar, Deputy Director of Agriculture, IFS, visited various interventions under SPPIF in Bangomunda, Turekela, and Khaprakhol blocks of Balangir district from 28th February to 1st March 2025. They were accompanied by the CDAO, Balangir; Scheme Officer, SPPIF & SAA; Block Agriculture Officers; Assistant Horticulture Officers; and team members of Lokashakti FA and staff of KUSPCL FPO. During the visit, they inaugurated model vegetable patches, ICPU units, and NFFM units in Bangomunda and Turekela blocks. They also visited GS, PNS, fish harvesting sites, trellis units, and model vegetable patches at Sahajot village of Bangomunda Block, Hial village of Turekela Block, and Baliabahal village of Khaprakhol Block. ଶ୍ରୀ ଅନ୍ନ ଅଭିଯାନ ଏବଂ ସମ୍ୱନ୍ୱିତ କୃଷି ପଦ୍ଧତିର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ହିମାଂଶୁ ମୋହନ ମିଶ୍ର ଏବଂ କୃଷି ଉପନିର୍ଦ୍ଦେଶକ ଶ୍ରୀ ଶାରଦା ପ୍ରସନ୍ନ କର ଫେବୃଆରୀ ୨୮ ତାରିଖରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲାର ସମ୍ୱନ୍ୱିତ କୃଷିର ପ୍ରୋତ୍ସାହନ ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ(ଏସପିପିଆଇଏଫ୍) ଅଧିନରେ ଥିବା ବଙ୍ଗୋମୁଣ୍ଡା, ତୁରେକେଲା ଏବଂ ଖପ୍ରାଖୋଲ ବ୍ଲକ ପରିଦର୍ଶନ କରିଥିଲେ । ଏହି ଗସ୍ତରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଏସପିପିଆଇଏଫ୍ ଏବଂ ଶ୍ରୀ ଅନ୍ନ ଅଭିଯାନର ପ୍ରକଳ୍ପ ଅଧିକାରୀ, ବ୍ଲକ କୃଷି ଅଧିକାରୀ, ସହକାରୀ ଉଦ୍ୟାନ ଅଧିକାରୀ ଏବଂ ଲୋକଶକ୍ତି ସହାଭାଗୀ ସଂସ୍ଥାର ସଦସ୍ୟ ଏବଂ କେୟୁଏସପିସିଏଲ୍ ର କର୍ମଚାରୀମାନେ ଉପସ୍ଥିତ ଥିଲେ । ଗସ୍ତ ସମୟରେ, ସେମାନେ ବଙ୍ଗୋମୁଣ୍ଡା ଏବଂ ତୁରେକେଲା ବ୍ଲକରେ ମଡେଲ ପନିପରିବା ପ୍ୟାଚ୍, ଆଇସିପିୟୁ ୟୁନିଟ୍ ଏବଂ ଏନଏଫ୍ଏଫ୍ଏମ୍ ୟୁନିଟ୍ ର ଉଦଘାଟନ କରିଥିଲେ । ସେମାନେ ବଙ୍ଗୋମୁଣ୍ଡା ବ୍ଲକର ସହଜୋତ ଗ୍ରାମ, ତୁରେକେଲା ବ୍ଲକର ହିଆଲ ଗ୍ରାମ ଏବଂ ଖପ୍ରାଖୋଲ ବ୍ଲକର ବାଲିଆବାହାଲ ଗ୍ରାମରେ ଜିଏସ୍, ପିଏନ୍ଏସ୍, ମାଛ ଅମଳ, ଟ୍ରେଲିସ୍ ୟୁନିଟ୍ ଏବଂ ମଡେଲ ପନିପରିବା ପ୍ୟାଚ୍ ମଧ୍ୟ ପରିଦର୍ଶନ କରିଥିଲେ ।
Integrated Farming Programme tweet mediaIntegrated Farming Programme tweet mediaIntegrated Farming Programme tweet mediaIntegrated Farming Programme tweet media
English
0
0
2
93
Integrated Farming Programme
Integrated Farming Programme@sppif_odisha·
The two-day training programme on standardised traditional recipes and plating techniques was conducted for Women Self-Help Groups (WSHGs) under the "Forgotten Food Initiative" of the SPPIF Scheme at IHM Bhubaneswar, in collaboration with Mission Shakti, from 3rd to 4th March 2025.
English
0
0
1
71
Integrated Farming Programme
Integrated Farming Programme@sppif_odisha·
Poda Saru: A tuber rich in taste and tradition Poda Saru is a traditional tuber deeply rooted in the dietary and cultural practices of Odisha’s indigenous communities, including the Paraja, Rana, and Dora. While its name suggests it’s eaten only in boiled or roasted form, this tuber is used in a variety of delicious dishes. Grown mainly in May and June, Poda Saru matures by December to January, making it a seasonal delight. But its significance goes beyond the kitchen. During Push Parab, a festival celebrated in January, this special tuber plays a sacred role. It is tied around the necks of cows as an offering and cooked into khichdi to feed the animals. ପୋଡା ସାରୁ: ସ୍ୱାଦ ଏବଂ ପରମ୍ପରାରେ ସମୃଦ୍ଧ ପୋଡା ସାରୁ ହେଉଛି ଏକ ପାରମ୍ପରିକ କନ୍ଦ ଯାହା ଓଡ଼ିଶାର ପରଜା, ରାଣା ଏବଂ ଦୋରା ଆଦିବାସୀ ସମ୍ପ୍ରଦାୟଙ୍କ ଖାଦ୍ୟ ଏବଂ ସଂସ୍କୃତି ସହିତ ଜଡିତ। ଏହାର ନାମ ସୂଚାଇ ଦେଉଛି ଯେ ଏହାକୁ କେବଳ ସିଝାଇ କିମ୍ବା ଭଜା କରି ଖିଆଯାଏ । ଏହି କନ୍ଦରୁ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରାଯାଏ। ମୁଖ୍ୟତଃ ମେ ଏବଂ ଜୁନ୍ ମାସରେ ଚାଷ କରାଯାଉଥିବା ଏହି ପୋଡା ସାରୁ ଡିସେମ୍ବରରୁ ଜାନୁଆରୀ ସୁଦ୍ଧା ପରିପକ୍ୱ ହୋଇଯାଏ । ଜାନୁଆରୀ ମାସରେ ପାଳନ କରାଯାଉଥିବା ପୁଷ ପରବ ସମୟରେ, ଏହି କନ୍ଦ ଖାଦ୍ୟରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରେ । ଏହାକୁ ଗାଈମାନଙ୍କ ବେକରେ ବାନ୍ଧି ଦିଆଯିବା ସହ ଏଥିରେ ଖେଚୁଡ଼ି ପ୍ରସ୍ତୁତ କରି ଗାଈଗୋରୁଙ୍କୁ ଖାଇବାକୁ ଦିଆଯାଏ ।
Integrated Farming Programme tweet mediaIntegrated Farming Programme tweet mediaIntegrated Farming Programme tweet mediaIntegrated Farming Programme tweet media
English
0
1
1
99
Integrated Farming Programme
Integrated Farming Programme@sppif_odisha·
ପବିତ୍ର ସରସ୍ବତୀ ପୂଜା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ🌸
Integrated Farming Programme tweet media
OR
0
0
1
87