UTSTA(Utkal Trained Sanskrit Teachers Association)

81 posts

UTSTA(Utkal Trained Sanskrit Teachers Association) banner
UTSTA(Utkal Trained Sanskrit Teachers Association)

UTSTA(Utkal Trained Sanskrit Teachers Association)

@prasaniit

If U Don’t Fight💪 For What U Want, Then Don’t Cry😢 For What U Lost.....

Puri, India เข้าร่วม Haziran 2020
41 กำลังติดตาม153 ผู้ติดตาม
UTSTA
UTSTA@AdharaBehe9080·
@prasaniit "उत्तिष्ठत जाग्रत प्राप्य वरान्निबोधत" "Arise, awake, and stop not till the goal is reached". "ନାହିଁ ଦୁନ୍ଦୁଭି ଶବଦ ନାହିଁ ଶରତୁଣୀର ତଥାପି ଆହ୍ୱାନ ଏ ଖୋର୍ଦ୍ଧାଗଡର। ନାହିଁ ମନ୍ଦାରମାଳ ନାହିଁ ବୀରସିନ୍ଦୁର ତଥାପି ଆହ୍ବାନ ଏ ଖୋର୍ଦ୍ଧାଗଡର"।।
UTSTA tweet media
21
73
47
1.4K
NandighoshaTV
NandighoshaTV@NandighoshaTV·
ମିଶନ ମ୍ୟାନ୍ ଭି.କେ. ପାଣ୍ଡିଆନ: ରାଉରକେଲା ବିକାଶ ଧାରାକୁ ଦେଇଛନ୍ତି ସଞ୍ଜିବନୀ nandighoshatv.com/vk-pandian-giv…
OR
1
0
5
196
CMO Odisha
CMO Odisha@CMO_Odisha·
ବିକାଶ ପ୍ରକ୍ରିୟାରେ ଆହୁରି ଆଗକୁ ବଢିବ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲା। ଗ୍ରାମାଞ୍ଚଳ ବିକାଶକୁ ଗୁରୁତ୍ଵ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଅନ୍ତର୍ଗତ ଖୋର୍ଦ୍ଧାରେ ₹୯୫ କୋଟିର ୨୭୬୩ଟି ପ୍ରକଳ୍ପ ଏବଂ ଜଗତସିଂହପୁରରେ ₹୯୯କୋଟିର ୨୯୨୨ ଟି ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବାକୁ ଯାଉଛନ୍ତି। #AmaOdishaNabinaOdisha #5T
CMO Odisha tweet media
OR
41
52
434
21.9K
UTSTA(Utkal Trained Sanskrit Teachers Association)
Odisha's beloved Chief Minister Mr.Naveen Patnaik has been praised all over the world for all the improvement work done by the people of Odisha.Out of which 5t program is very commendable. request to our dear chief minister and 5T Chairman to give state cadre.
UTSTA(Utkal Trained Sanskrit Teachers Association) tweet media
English
25
80
51
465

76
96
56
584
Pranab Prakash Das
Pranab Prakash Das@pranabpdas·
ମା'ଙ୍କ ଆଗମନ ସଭିଙ୍କ ମନରେ ନୂଆ ଉତ୍ସାହ ଆଉ ଖୁସି ଭରିଛି। ଜଗତଜନନୀ ମା' ଦୁର୍ଗା ସମସ୍ତଙ୍କୁ ସୁଖ ଓ ଶାନ୍ତିର ଆଶୀର୍ବାଦ କରନ୍ତୁ। ସମସ୍ତଙ୍କୁ ମୋର ଶାରଦୀୟ ଅଭିନନ୍ଦନ। ଜୟ ମା' ଦୁର୍ଗା 🙏🏻
Pranab Prakash Das tweet media
OR
74
64
572
11.2K
UTSTA(Utkal Trained Sanskrit Teachers Association)
ଓଡ଼ିଶାର ସାଢେ ଚାରିକୋଟି ଲୋକଙ୍କର ମଉଡ଼ମଣି ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ଏତିକି ନିବେଦନ। ହିନ୍ଦୀ,ସଂସ୍କୃତ ଶିକ୍ଷକ ମାନଙ୍କୁ ଷ୍ଟେଟ୍ କ୍ୟାଡର୍ କରାଯାଉ। ଓଡ଼ିଶାର ଜନସାଧାରଣ ମାନଙ୍କର ସବୁ ଆଶା,ଆକାଂକ୍ଷା,ଅଭିଳାଷ, ଅଭିଯୋଗକୁ ପୂରଣ କରୁଥିବା ଆମ ସମସ୍ତଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ କଣ ଏତିକି ଦୁଃଖ ଶୁଣିବେନି.@CMO_Odisha @MoSarkar5T
UTSTA(Utkal Trained Sanskrit Teachers Association) tweet media
OR
71
60
38
340
UTSTA(Utkal Trained Sanskrit Teachers Association)
ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ଶିକ୍ଷକ ସମାଜର ଏତିକି ନିବେଦନ,ହିନ୍ଦୀସଂସ୍କୃତ ଶିକ୍ଷକ ମାନଙ୍କୁ ଷ୍ଟେଟକ୍ୟାଡର୍ କରାଯାଉ।ଜଣେ ଶିକ୍ଷକ ଯେତେବେଳେ ଶାରୀରିକ ଓ ମାନସିକ ସ୍ତରରେ ନିର୍ଯାତିତ ସେତେବେଳେ ଶତପ୍ରତିଶତ ସମର୍ପିତ ଶିକ୍ଷା ପ୍ରଦାନ କରିବ କେମିତି?? @CMO_Odisha @MoSarkar5T @pranabpdas @otvnews @SudamMarandi @vkpandianod
UTSTA(Utkal Trained Sanskrit Teachers Association) tweet media
OR
55
112
53
605
NandighoshaTV
NandighoshaTV@NandighoshaTV·
Headlines@7AM | 31st July 2023 | NandighoshaTV
English
25
9
42
2K