
ଓଡ଼ିଆ ପକ୍ଷ -୨୦୨୬ ପାଳନ ଅବସରର ଷଷ୍ଠ ଦିବସରେ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସହିତ ବିଭାଗୀୟ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଜିଲ୍ଲା ପରିଷଦ କାର୍ଯ୍ୟ।ଳୟ ପରିସରରେ ସ୍ଵଛତା ଅଭିଯାନରେ ସାମିଲ ହୋଇଛନ୍ତି ।
@SwachataAbhiyan


OR
Zilla Parishad, Rayagada
435 posts

@ZP_Rayagada
Official twitter account of Zilla Parishad, Rayagada












