✿▓Pʀᴀʙнᴀт▓❿ ⁷࿐@Chiku_MP·8 Nis@Sanu3601 ଭାଇ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା 💐🎉🎂ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ କୃପା ସବୁବେଳେ ଥାଉ 🥳ترجمہ OR00011
Sanu17@Sanu3601·17 Marପବିତ୍ର ବାରୁଣୀ ଅମାବାସ୍ୟାର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା,ବାରୁଣୀରେ ସ୍ନାନ କଲେ କୋଟି ଜନ୍ମର ପୁଣ୍ୟ ମିଳେ,ଜୟମାଚଣ୍ଡାଦେବୀ, ଜୟଶ୍ରୀବଳଦେବଜୀୟୁ 🙏🙏🙏💛💛💛❤️❤️❤️❤️❤️ #ବାରୁଣୀସ୍ନାନ #ଇନ୍ଦୁପୁର #ତୁଳସୀକ୍ଷେତ୍ରترجمہ OR2029354
Sanu17@Sanu3601·8 Marକେନ୍ଦ୍ରାପଡା ହୋଲିର ଢେର ସାରା ଶୁଭେଚ୍ଛା,ଓ ଶୁଭକାମନା, ❤️❤️❤️💛💛💛🥰🥰 #ହୋଲି #ପଞ୍ଚୁଦୋଳ #କେନ୍ଦ୍ରାପଡାترجمہ OR51532.1K1
✿▓Pʀᴀʙнᴀт▓❿ ⁷࿐ ری ٹویٹ کیا𝐊𝐫𝐢𝐬𝐡𝐧𝐚𝐩𝐫𝐞𝐞𝐭𝐢@Krishnavallabhi·4 ŞubFoods that clean your Organs Naturally!ترجمہ English199052.4K63.8K1.9K
Sannu006@Sannu006·12 Ocaବାପା ❣️ ପୁଅ Promotion hela ❤️ ପରିବାର ବଢ଼ିଲା ❤️ #hilights #everyone #viralphotochallengeترجمہ206109
✿▓Pʀᴀʙнᴀт▓❿ ⁷࿐@Chiku_MP·7 Oca@Silent_bt_Vio @Ashutos_Parida @BishnuMohanPat2 @itzchampak @ItismitaCodes03 @ImSubhaOdisha @Purnach38183756 @priyabrat3 @Rabipandacug @neegam_kumar Rose 👌👌👌👌ترجمہ English00231
🦋͜͡⍣pragati♪═♥@prag_07·20 Kasପାଠ ପଢ଼ିବାବେଳେ ସେ ଚେୟାର ପ୍ରତି ଦୁର୍ବଳତା, ଶିକ୍ଷକତା କଲାପରେ ଏ ବେଞ୍ଚ୍ ପ୍ରତି ଦୁର୍ବଳତା ଦିନକୁ ଦିନ ବଢି ବଢି ଯାଉଛି । ଏ ବେଞ୍ଚ୍ ରେ ବସିଲେ ଲାଗେ ମୁଁ ସେଇ ଯୁକ୍ତ ତିନି ବର୍ଷର ପ୍ରଥମ ଧାଡ଼ିର ଛାତ୍ରୀ। #ସ୍ମୃତିترجمہ OR11101716.1K2
ଲକ୍ଷ୍ମୀପ୍ରିୟା ସ୍ଵାଇଁ (ଲିପି)@journalist_Lipi·12 Kasଅଷ୍ଟମୀ ମୂରୁଜ........ ଆମର ଏଥର ପଞ୍ଚୁକରେ ମୂରୁଜ ପଡ଼ିନଥିଲା ତ ଭାବିଲି ଆଜି ପକେଇଦେବିترجمہ OR1301592.5K1
🦋͜͡⍣pragati♪═♥@prag_07·12 Kasମୋର ମାମୁଁ ଘର ତରଫରୁ ଆଜି ଶେଷ ଅଷ୍ଟମୀ, ଘରେ ଥିବାବେଳେ ମୋ ସାନ ଭାଇ ସହ ଏଇ ଦିନ ବହୁତ୍ ଝଗଡ଼ା ହୁଏ , ମାମୁଁ ଘରୁ ଆସିଥିବା ଡ୍ରେସ୍ ସଜ ଜିନିଷ ସେ ଲୁଚେଇ ଦେଇ କାନ୍ଦେ, ବୋଉ ଦିଦି ପାଇଁ ଆସିଚି ମୋ ପାଇଁ ଡ୍ରେସ୍ କାଇଁ ... ବୋଉ ତାକୁ ବୁଝେଇ କୁହେ ତୁ କାଲି ପିନ୍ଧିବୁ 😁 ସେ ସବୁ ଆଜି ବହୁତ୍ ମନେ ପଡୁଛି ...🥹 #ପ୍ରଥମାଷ୍ଟମୀترجمہ OR1921863.9K6
Sanu17@Sanu3601·13 Kasକଣ ମାଲିକେ ଆଉ ସବୁ ରେଡ୍ଡୀ ତ ଏସିଆ ମହାଦେଶର ସର୍ବବୃହତ ଖୋଲା ଆକାଶ ମେଳା ଐତିହାସିକ ବାଲିଯାତ୍ରାକୁ ଦେଖିବା ପାଇଁ, ଆଉ ରହି ହେଲାନି, ଦହିବରାରୁ ଆରମ୍ଭ ❤️❤️❤️❤️🥰🥰🥰🥰 #ବାଲିଯାତ୍ରା #କଟକترجمہ OR43992.2K2
ଲକ୍ଷ୍ମୀପ୍ରିୟା ସ୍ଵାଇଁ (ଲିପି)@journalist_Lipi·6 Kasକାର୍ତ୍ତିକ ପୂର୍ଣ୍ଣିମା ଏତେ ଭିଡରେ ତା ମହୋଦଧିରେ ଡ଼ଙ୍ଗା ଭସେଇ ତାକୁ ଦର୍ଶନ କରିବାର ସୌଭାଗ୍ୟ ପାଇଲି ବାପା କହିଲେ ଯାଆନି ଏତେ ଭିଡରେ ଠାକୁରଙ୍କୁ ଦେଖିପାରିବୁନି ହଇରାଣ ହବ କିନ୍ତୁ ସେ ପରା କାଳିଆ ଡାକିଚି ଯେତେବେଳେ ଦର୍ଶନ ଦବନି କେମିତି ଭଲରେ ଦର୍ଶନ କଲି.....🙏 #ମୋଜଗା ❤️ #puri #jagannathtemple #Odishaترجمہ OR1011112.5K2
ଲକ୍ଷ୍ମୀପ୍ରିୟା ସ୍ଵାଇଁ (ଲିପି)@journalist_Lipi·5 Kasଏଥର ମହୋଦଧି ରେ କାର୍ତ୍ତିକ ପୂର୍ଣ୍ଣିମା ଡ଼ଙ୍ଗା ଭସା....... #puri #Odisha #kartikapurnimaترجمہ OR1001272.5K
ଲକ୍ଷ୍ମୀପ୍ରିୟା ସ୍ଵାଇଁ (ଲିପି)@journalist_Lipi·2 Kasଆଜିର #ପ୍ରମେୟ ମତ ଓ ମନ୍ତବ୍ୟରେ ଯେଉଁମାନେ ଦୁର୍ନୀତିରେ ଲିପ୍ତ ସେମାନେ ଦୁର୍ନୀତି ହଟାଇବେ ବୋଲି କହୁଛନ୍ତି......... 👍 #politics @NEWS7Odiaترجمہ OR30321.4K
ସୁଜ୍ଞାନୀ ଭଟ୍ଟ@D_pujabhatta·13 Ekiଘର ଅଗଣାରେ ମୁରୁଜ କରିବା ସମୟ ରେ କେବେ ଭାବି ନଥିଲି ମୁରୁଜ ପାଇଁ ଦିନ ASIA BOOK OF Record & INDIA BOOK OF Record ରେ ଆମେ ସ୍ଥାନ ପାଇବୁ 😊ସବୁ ଆପଣଙ୍କ ଇଚ୍ଛା ପ୍ରଭୁ 🙏🙏🙏ترجمہ OR661361510.8K9
🇮🇳kumar.sa 🇲🇿ପାଇକ ପୁଅ@jenamanas520·12 Ekiପଣସ ପକୁଡ଼ି ଖାଇବ ଆସ 😋 #ଆଫ୍ରିକାترجمہp R R@QRbabunରବିବାର ମାନେ ଅଧିକ ଶୋଇବା ମନ ପସନ୍ଦର ଖାଇବା ଏଇତ ଜୀବନ 😌 #ଓଡ଼ିଆ_ପଖାଳ ❤️ OR3013497