Sub-Collector & SDM Sadar Sambalpur ری ٹویٹ کیا

ସମ୍ବଲପୁର ଜିଲ୍ଲାର ଉପ-ଜିଲ୍ଲାପାଳ ତଥା ସମ୍ବଲପୁର ବିଧାନସଭା କ୍ଷେତ୍ରର ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ERO) ଡ. ପୁଷ୍ପାଞ୍ଜଳି ପଣ୍ଡା ରାଜ୍ୟ ସ୍ତରୀୟ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ତାହାର ଅଧିବେଶନଗୁଡ଼ିକ ସମ୍ପର୍କରେ ନିଜ ମତାମତ ପ୍ରକାଶ କରିଛନ୍ତି।
ବିଭିନ୍ନ ଜିଲ୍ଲାର ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ERO), ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (AERO) ଓ ଡେପୁଟି କଲେକ୍ଟର (ନିର୍ବାଚନ) ମାନେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ଏହି ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ଏଥିରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାରେ ERO ଓ AERO ମାନଙ୍କର ଭୂମିକା ଓ ଦାୟିତ୍ୱ ବିଷୟରେ ଆଲୋଚନା କରାଯାଇଥିଲା।
@ECISVEEP
@PIB_India
@IPR_Odisha
@DDNational
@dd_odia
@sdmsbp
#ECI #CEOOdisha #SIR #VoterMapping #SIRMapping #Odisha
OR

































