Bibhrant Biswajeet
225 posts

Bibhrant Biswajeet
@bibhrant
Ambedkarite & Student Leader & Public Speaker Founder Member, Mulnivasi Student and Youth Front.Odisha Mob:7327999775 Email:[email protected]

କେନ୍ଦ୍ରାପଡ଼ା ନାବାଳିକାକୁ ଯୌନ ନିର୍ଯ୍ୟାତନା ଉଦ୍ୟମରେ ୨ମାସ ବିତିବାକୁ ବସିଲାଣି ଅପରାଧୀ ଗିରଫ ହୋଇପାରୁନାହିଁ, ଅପରପକ୍ଷରେ ଅପରାଧୀ ତାର ସହଯୋଗୀଙ୍କୁ ନେଇ ପିଡ଼ିତା ପରିବାରକୁ ହତ୍ୟା କରିବାକୁ ଧମକ ଦେଉଛି। ତଥାପି ପ୍ରଶାସନ ଚୁପ!ତୁରନ୍ତ ଗିରଫ କରାଯାଉ। @CMO_Odisha @homeodisha @odisha_police @dmkendrapara @spkendrapara

🚨OFFICE OF THE DISTRICT POLICE JAJPUR 🚨 ADVERTISEMENT!!! Jajpur District Police invites applications from Retired Police Officers for engagement as Special Police Officers (SPO) on a contractual basis. 👮 Total Posts: 28 🚦🚦Read Here for Detail Notification.

ଯାଜପୁର ସଦର ଥାନା ବରୁଆଁ ଚୋରୀ ସନ୍ଦେହରେ ୧୦ ଘଣ୍ଟା କାଳ ଖୁଣ୍ଟରେ ବନ୍ଧି ମାଡ଼ ମାରିବା, ଘର ଜାଳିଦେବା, ମା ଭଉଣୀଙ୍କୁ ବଳାତ୍କାର କରିବା ପାଇଁ ଧମକ ଦେବା ଘଟଣାର ସତ୍ୟାସତ୍ୟ ତଦନ୍ତ କରି ଏହି ଗାଁ ଲୋକଙ୍କୁ ତୁରନ୍ତ ଗିରଫ କରୁ ପୋଲିସ ପ୍ରଶାସନ। @CMO_Odisha @odisha_police @dm_jajpur @spjajpur

उन्होंने हमारी जमीन चुरा ली, उन्होंने हमारा धन चुरा लिया, उन्होंने हमारी विरासत चुरा ली, उन्होंने हमारी आज़ादी चुरा ली, उन्होंने हमारी पहचान चुरा ली, उन्होंने हमारा सब कुछ चुरा लिया, फिर उन्होंने हमें एक किताब दी जिसमें लिखा था, "चोरी मत करो" !