PANCHAYAT SAMITI NIMAPADA
13 posts












ମାନ୍ୟବର #ଜିଲ୍ଲାପାଳ ମହୋଦୟ #ନିମାପଡାବ୍ଲକ #ଧନୁଆଁଜିପିର ଶୁଣୁଗୋରାଡ଼ି ଗ୍ରାମର #ପ୍ରମୋଦକୁମାରଦତ୍ତ #ଫନିଠାରୁ ଘର ସମ୍ପୂର୍ଣ ଭାଙ୍ଗି ନଷ୍ଟ ହୋଇଯାଇଥିଲେ ମଧ୍ୟ ସହାୟତା ମିଳିନାହିଁ ବର୍ଷା ଦିନରେ ନିଜର ଘର ନଥିବାରୁ ଅନ୍ୟଜଣଙ୍କ ଘରେ ଆଶ୍ରୟ ନେଇଛନ୍ତି #ସାହାଯ୍ୟ କରାଯାଉ🙏🙏 @samarth_verma @Puri_Official







ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ସଲଙ୍ଗ ଗ୍ରାମ ପଞ୍ଚାୟତ ଅାମରଙ୍ଗ ଗ୍ରାମର ବିଜୟ କୁମାର ଦାସଙ୍କ ରହିବାକୁ ଘର ଖଣ୍ଡେ ନାହିଁ । ବର୍ଷା ହେଲେ ଘରେ ପାଣି ଭର୍ତ୍ତି।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡେ ଯୋଗାଇ ଦେବା ପାଇଁ @samarth_verma ସାରଙ୍କୁ ଅନୁରୋଧ @CMO_Odisha @BNimapada @Puri_Official

#ବିଶେଇ_ସାହିକୁ_ପକ୍କା_ରାସ୍ତା_କେବେ ? ପୁରୀ ଜିଲ୍ଲା ନୟାହାଟ ନିକଟସ୍ଥ ବାହାରଣା ପଞ୍ଚାୟତର ବିଶେଇ ସାହିର ଲୋକମାନଙ୍କ ପାଇଁ ପକ୍କା ରାସ୍ତା ସ୍ବପ୍ନ ପାଲଟିଛି । @Puri_Official @CMO_Odisha @MoSarkar5T @PRDeptOdisha @gapg_dept @SecyChief @RDOdisha @PWD_Odisha @samarth_verma Sir kindly look into the matter.












