Odisha Rural

9.6K posts

Odisha Rural banner
Odisha Rural

Odisha Rural

@RDOdisha

Rural Development Department, Odisha

Bhubaneshwar, India Katılım Haziran 2016
2 Takip Edilen156.6K Takipçiler
Aman Chandra Nayak, Social Activists ✍️
ଅଞ୍ଚଳବାସୀ ଙ୍କ ସମସ୍ୟା ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ଦୟାକରି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ବିନମ୍ର ଅନୁରୋଧ। @RDOdisha @PRDeptOdisha @CMO_Odisha @MohanMOdisha @RabiNaikBJP @_anugarg @SecyChief @DC_Odisha @IPR_Odisha @DMKandhamal @zpkandhamal
Aman Chandra Nayak, Social Activists ✍️ tweet mediaAman Chandra Nayak, Social Activists ✍️ tweet media
OR
1
5
7
147
Odisha Rural retweetledi
Mohan Charan Majhi
Mohan Charan Majhi@MohanMOdisha·
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ରଜତ ଜୟନ୍ତୀ ଅବସରରେ ଓଡ଼ିଶାକୁ ‘Connecting Maximum Habitations’ ବର୍ଗରେ ମିଳିଥିବା ଜାତୀୟ ସ୍ୱୀକୃତି ଅତ୍ୟନ୍ତ ଗୌରବର ବିଷୟ। ଓଡ଼ିଶାର ପ୍ରଗତି ପ୍ରତି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ ଏବଂ କେନ୍ଦ୍ର ସରକାରଙ୍କ ନିରନ୍ତର ସହଯୋଗ ଯୋଗୁଁ ଆଜି ଆମ ରାଜ୍ୟ ଗ୍ରାମୀଣ ଭିତ୍ତିଭୂମି କ୍ଷେତ୍ରରେ ଏହି ସଫଳତା ହାସଲ କରିଛି। କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ ମାଧ୍ୟମରେ ରାଜ୍ୟର ପ୍ରତିଟି ଅଞ୍ଚଳକୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆମେ ପ୍ରୟାସ ଜାରି ରଖିଛୁ। ଏହି ଗୌରବମୟ ଉପଲବ୍ଧି ପାଇଁ ମୁଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଏବଂ ଏହି କାର୍ଯ୍ୟରେ ନିୟୋଜିତ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱିତ ଉଦ୍ୟମ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ପ୍ରଶସ୍ତ ମାର୍ଗ ପ୍ରସ୍ତୁତ କରୁଛି।
Mohan Charan Majhi tweet media
OR
5
12
58
2.4K
Odisha Rural
Odisha Rural@RDOdisha·
Mr. Murthy emphasised modernisation of the government accounting system, technology-driven reforms, and the role of departmental officers in ensuring good governance. He praised Odisha’s WAMIS, describing it as a model for other States.(3/3)
English
0
0
0
214
Odisha Rural
Odisha Rural@RDOdisha·
The inaugural session was attended by CAG K Sanjay Murthy, Deputy CAG Subramanian virtually, Deputy CAG (Eastern Region) Kirti Tiwari, State Finance Deptt Principal Secretary Sanjeeb Kumar Mishra, Principal Accountant General D Sahu, and Secretary,RD Yamini Sarangi(2/3).
Română
1
0
3
373
Odisha Rural
Odisha Rural@RDOdisha·
Odisha is a leading State in digital governance initiatives, said Deputy Comptroller and Auditor General CAG (HR) KS Subramanian during the ‘Second Annual Conference of Executive Engineers and Divisional Accountants–2026’ held at Lok Seva Bhavan, Bhubaneswar on 11.05.26. (1/3)
Odisha Rural tweet media
English
1
0
3
584