AIDSO, Odisha State Council

320 posts

AIDSO, Odisha State Council banner
AIDSO, Odisha State Council

AIDSO, Odisha State Council

@AIDSO_ODISHA

Official page of Odisha state Council of All India Democratic Students' Organisation. (AIDSO)

61,Gangotri Nagar, Bhubaneswar Katılım Nisan 2020
41 Takip Edilen561 Takipçiler
AIDSO, Odisha State Council
AIDSO, Odisha State Council@AIDSO_ODISHA·
ନିଟ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ବିରୁଦ୍ଧରେ ଏଆଇଡିଏସଓ ପକ୍ଷରୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଛାତ୍ର ବିକ୍ଷୋଭ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଗଲା..... #NEET #Neetexam @PMOIndia @dpradhanbjp @aajtak @kanak_news @otvkhabar @NandighoshaTV #AIDSO @AIDSO_ODISHA
AIDSO, Odisha State Council tweet mediaAIDSO, Odisha State Council tweet media
OR
0
2
4
131
AIDSO, Odisha State Council
AIDSO, Odisha State Council@AIDSO_ODISHA·
#ଚାରଣ_କବି_ବାଞ୍ଛାନିଧି_ମହାନ୍ତି ଙ୍କ ଜୟନ୍ତୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି। #AIDSO @AIDSO_ODISHA
AIDSO, Odisha State Council tweet media
OR
0
1
1
62
AIDSO, Odisha State Council
AIDSO, Odisha State Council@AIDSO_ODISHA·
#ସରକାରୀ_ସ୍କୁଲଗୁଡ଼ିକରେ_ଛାତ୍ରଛାତ୍ରୀଙ୍କ_ସୁରକ୍ଷାକୁ_ସୁନିଶ୍ଚିତ_କରାଯାଉ ମୟୂରଭଞ୍ଜ, କାକବନ୍ଧ ଆଶ୍ରମ ସ୍କୁଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଦୋଷୀମାନଙ୍କ।ବିରୁଦ୍ଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ @CMO_Odisha @SMEOdisha @SecyChief #AIDSO @AIDSO_ODISHA
AIDSO, Odisha State Council tweet media
OR
0
2
3
50
AIDSO, Odisha State Council
AIDSO, Odisha State Council@AIDSO_ODISHA·
#୨୯_ମାର୍ଚ୍ଚ ମହାନ ସ୍ୱାଧୀନତା ସଂଗ୍ରାମୀ #ଶହୀଦ_ଲକ୍ଷ୍ମଣ_ନାୟକଙ୍କ ଫାଶୀ ଦିବସ ଯଥାଯୋଗ୍ୟ ମର୍ଯ୍ୟାଦା ର ସହ ପାଳନ କରନ୍ତୁ। #saheedlaxmannayak #AIDSO @AIDSO_ODISHA
AIDSO, Odisha State Council tweet media
OR
0
0
5
62
AIDSO, Odisha State Council
AIDSO, Odisha State Council@AIDSO_ODISHA·
ରାଜ୍ୟର ସମସ୍ତ ସରକାରୀ #ବିଶ୍ଵବିଦ୍ୟାଳୟରେ କୁଳପତି ସମେତ ଖାଲି ପଡ଼ିଥିବା #ଅଧ୍ୟାପକ_ପ୍ରଫେସର_ଓ_ଶିକ୍ଷା_କର୍ମଚାରୀ_ପଦବୀ_ପୂରଣ ଦାବିରେ #ସାରା_ଓଡ଼ିଶା_ଦାବି_ଦିବସ। @GovernorOdisha @AmitShahOffice @CMO_Odisha @_anugarg @DHE_Odisha #AIDSO @AIDSO_ODISHA facebook.com/10006472932703…
AIDSO, Odisha State Council tweet media
OR
0
4
8
84
AIDSO, Odisha State Council
AIDSO, Odisha State Council@AIDSO_ODISHA·
#୧୦_ମାର୍ଚ୍ଚ ମହାନ ସମାଜ ସଂସ୍କାରକ ଓ ନାରୀ ଶିକ୍ଷାର ଅଗ୍ରଦୂତ #ସାବିତ୍ରୀବାଇଫୁଲେ ଙ୍କ ମୃତ୍ୟୁ ଦିବସ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି। #SavitribaiPhule #Womeneducation #AIDSO @AIDSO_ODISHA
AIDSO, Odisha State Council tweet media
OR
0
2
6
57
AIDSO, Odisha State Council
AIDSO, Odisha State Council@AIDSO_ODISHA·
#୨୭_ଫେବୃଆରୀ ସ୍ୱାଧୀନତା ଆନ୍ଦୋଳନର ମହାନ #ଶହୀଦ_ଚନ୍ଦ୍ରଶେଖର_ଆଜାଦଙ୍କ_୯୫ତମ #ଶହୀଦ_ଦିବସକୁ ଯଥାଯୋଗ୍ୟ ମର୍ଯ୍ୟାଦାର ସହ ପାଳନ କରନ୍ତୁ । #AIDSO @AIDSO_ODISHA
AIDSO, Odisha State Council tweet media
OR
0
0
5
42
AIDSO, Odisha State Council
AIDSO, Odisha State Council@AIDSO_ODISHA·
#୨୩ଜାନୁଆରୀ ସ୍ୱାଧୀନତା ଆନ୍ଦୋଳନର ଆପୋଷହୀନ ଧାରାର ବଳିଷ୍ଠତମ ଅଭିବ୍ୟକ୍ତି #ନେତାଜୀ_ସୁଭାଷ_ଚନ୍ଦ୍ର_ବୋଷଙ୍କ ଜୟନ୍ତୀ ଯଥାଯୋଗ୍ୟ ମର୍ଯ୍ୟାଦାର ସହ ପାଳନ କରନ୍ତୁ। #NetajiSubhashChandraBose #AIDSO @AIDSO_ODISHA
AIDSO, Odisha State Council tweet media
OR
0
0
3
84
AIDSO, Odisha State Council
AIDSO, Odisha State Council@AIDSO_ODISHA·
ନବଜାଗରଣର ସ୍ରଷ୍ଟା #ବ୍ୟାସକବି_ଫକୀର_ମୋହନ_ସେନାପତିଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି। #AIDSO @AIDSO_ODISHA
AIDSO, Odisha State Council tweet media
OR
0
0
3
80
AIDSO, Odisha State Council
AIDSO, Odisha State Council@AIDSO_ODISHA·
#Savepubliceducation #Resist_NEP_2020 #୨୮ଡିସେମ୍ବର #୭୨ତମ_ପ୍ରତିଷ୍ଠା_ଦିବସରେ_ଶପଥ_ନିଅ ଶିକ୍ଷା - ସଂସ୍କୃତି - ମାନବତାକୁ ସୁରକ୍ଷା ଦେବା ଏବଂ ସରକାରୀ ଶିକ୍ଷାକୁ ବଞ୍ଚାଇବା ପାଇଁ ଆନ୍ଦୋଳନରେ ଯୋଗ ଦିଅନ୍ତୁ। #AIDSO @AIDSO_ODISHA facebook.com/share/p/1DUTb8…
AIDSO, Odisha State Council tweet media
OR
0
1
6
108
AIDSO, Odisha State Council
AIDSO, Odisha State Council@AIDSO_ODISHA·
ରବିନ୍ଦ୍ରନାଥଙ୍କ ଗୀତକୁ 'ଦେଶ ବିରୋଧୀ' କହିବା ପରେ ବିଜେପି ବର୍ତ୍ତମାନ ରାଜା ରାମମୋହନ ରାୟଙ୍କ ପଛରେ ପଡ଼ିଛି!ଭାରତୀୟ ନବଜାଗରଣ ଯୁଗର ମହାନ ପ୍ରବର୍ତ୍ତକ ରାଜା ରାମମୋହନ ରାୟଙ୍କୁ କହିଛନ୍ତି;#ବ୍ରିଟିଶ_ଦଲାଲ_ମଧ୍ୟପ୍ରଦେଶର_ବିଜେପି_ନେତାଙ୍କ ଦ୍ୱାରା ଦିଆଯାଇଥିବା ଏହି ମନ୍ତବ୍ୟ #ଏଆଇଡିଏସଓ ଦୃଢ଼ ଭାଷାରେ ନିନ୍ଦା କରୁଛି। #AIDSO
AIDSO, Odisha State Council tweet media
OR
0
1
5
114