Md. Azaz Alam

1.1K posts

Md. Azaz Alam

Md. Azaz Alam

@AzazAlam_98

Born to Win

Katılım Temmuz 2014
725 Takip Edilen67 Takipçiler
Md. Azaz Alam
Md. Azaz Alam@AzazAlam_98·
NH ରୋଡ ମରାମତି ପାଇଁ ଦାବି କଲେ ବୀରମିତ୍ରପୁର ବିଧାୟକ | ଆଜି ବୀରମିତ୍ରପୁର ବିଧାୟକଙ୍କ ଶ୍ରୀ ରୋହିତ ଯୋସେଫ ତିର୍କ ଙ୍କ ନିର୍ଦେଶ କ୍ରମେ ବୀରମିତ୍ରପୁର ଥାନା ଅଧିକାରୀ ରାମ ପ୍ରସାଦଙ୍କୁ ଜରିଆରେ ବୀରମିତ୍ରପୁର NH ରୋଡ ତୁରନ୍ତ ମରାମତି ପାଇଁ NH ବିଭାଗ କୁ ଦାବି ପତ୍ର ଦିଆଗଲା | @NHAI_Official @DMSundargarh @spsundargarh
Md. Azaz Alam tweet media
OR
0
0
1
18
Md. Azaz Alam
Md. Azaz Alam@AzazAlam_98·
ଓଡ଼ିଶା ବାସି ଆପରଙ୍କର ରୁଣି କେବେ ସୁଝି ପାରିବେ ନାହିଁ | ଯିଏ ଦିନ କୁ ରାତି ଆଉ ରାତି କୁ ଦିନ ନା ଦେଖି ଓଡ଼ିଶା ବାସୀଙ୍କ ପାଇଁ ଅହିର ପରିଶ୍ରମ କରୁଥିଲେ |@Vkpandianfancl1 @manojsenapati08 @bjd_odisha @RohitJosephTir1 @HimansupandaBJD
Md. Azaz Alam tweet media
OR
2
3
36
815
Md. Azaz Alam
Md. Azaz Alam@AzazAlam_98·
ଆଜି ବିଳମ୍ବିତ ରାତିରେ ବାନ୍ସଜୋର ହାଇସ୍କୁଲ୍ ଠାରେ ଏକ ସଡ଼କ ଦୁର୍ଘଟଣା ଖବର ପାଇ ବୀରମିତ୍ରପୁର ଡାକ୍ତରଖାନା ପହଂଚି ଆହତ ହାଇଥିବା ଯୁବକ କୁ ରାଉରକେଲା ସରକାର ଡାକ୍ତରଖାନା କୁ ପଠାହେବ ଏ ନେଇ ଡାକ୍ତରଙ୍କୁ ସହ ଅଲୋଚନା କରି ରାଉରକେଲା ସରକାର ଡାକ୍ତରଖାନା ପଠାଇଲି | @spsundargarh @nitin_gadkari @SundargarhRto @RTO_14
Md. Azaz Alam tweet mediaMd. Azaz Alam tweet mediaMd. Azaz Alam tweet mediaMd. Azaz Alam tweet media
OR
0
0
0
18
Md. Azaz Alam
Md. Azaz Alam@AzazAlam_98·
ଆପଣଙ୍କର ଶୁଭେଚ୍ଛା ପାଇଁ ଧନ୍ୟବାଦ। *ଇପ୍ସିତା ସାହୁ *_ରାଜ୍ୟ ସଭାପତି ଵିଜୁ ଛାତ୍ର ଜନତା ଦଳ |_ ମନୋଜ ସେନାପତି ଭାଇ ରାଜ୍ୟ ଉପ ସଭାପତି ଵିଜୁ ଯୁବ ଜନତା ଦଳ |
Md. Azaz Alam tweet mediaMd. Azaz Alam tweet media
OR
0
0
0
18
Md. Azaz Alam
Md. Azaz Alam@AzazAlam_98·
ମୋ ଓଡ଼ିଶା ଗୁଜୁରାଟ ଭଳି କାହିଁକି ହେବ? ତା ଠୁ ଆହୁରି ଭଲ କର ଯେମିତି ଅନ୍ୟ ରାଜ୍ଯ ଓଡ଼ିଶାକୁ Copy କରିବେ @AmitShah @MohanMOdisha @Naveen_Odisha @spnrkl24
OR
0
0
0
14
Md. Azaz Alam
Md. Azaz Alam@AzazAlam_98·
ରାଜସ୍ବ ମନ୍ତ୍ରୀ ଶ୍ରୀଯୁକ୍ତ @sureshpujariofc ହଠାତ ଅସୁସ୍ଥ ହୋଇ ଏମ୍ସ ହସ୍ପିଟାଲ ର ଆଇ ସି ୟୁ ରେ ଚିକିତ୍ସିତ ହେଉଛନ୍ତି l ତାଙ୍କର ଆସୁ ଆରୋଗ୍ୟ ପାଇଁ ଅଲଲହଙ୍କ ଠାରେ ପ୍ରାର୍ଥନା କରୁଅଛି l
OR
0
0
0
11
Md. Azaz Alam
Md. Azaz Alam@AzazAlam_98·
ମୋହନ ବାବୁଙ୍କ ବଜେଟରେ ଆମ #ସୁନ୍ଦରଗଡ଼ ଜିଲା ପାଇଁ କିଛି ଅଛି କି? ୧. କୃଷି, ମତ୍ସ୍ୟ କି ପ୍ରାଣୀ ମହାବିଦ୍ୟାଳୟ ?...ନାହିଁ୨. ଆୟୁର୍ବେଦ ମେଡିକାଲ କଲେଜ ?...ନାହିଁ ୩. ସରକାରୀ ଇଞ୍ଜିନିୟରିଂ କଲେଜ ?...ନାହିଁ ୫. ନୂତନ ଶିଳ୍ପ ପ୍ରତିଷ୍ଠା ..ନାହିଁ ୬. ସ୍ଵତନ୍ତ୍ର ଇକୋନୋମିକ ଜୋନ? ...ନାହିଁ୭. ନୂଆ ଏକ୍ସପ୍ରେସ୍ ୱେ? ...ନାହିଁ
Md. Azaz Alam tweet media
OR
0
0
0
6
Md. Azaz Alam retweetledi
Deepali Das
Deepali Das@deepalidas95·
ମଣ୍ଡିରେ ଚାଷୀ ହଇରାଣ ଓ ଧାନ ସଂଗ୍ରହକୁ ନେଇ ନିର୍ବାଚନୀ ପ୍ରତିଶ୍ରୁତି ପାଳନ ନ କରିବା ଓଡ଼ିଶା ବିଜେପି ସରକାରର ଚରମ ବିଫଳତାକୁ ପ୍ରକାଶ କରୁଛି। ଚଳିତ ଖରିଫ ଋତୁରେ ରାଜ୍ୟର ଅନ୍ନଦାତାମାନେ କଟନୀ-ଛଟନୀ, ମନ୍ଥର ଧାନ ସଂଗ୍ରହ, ପ୍ରାପ୍ୟ ପ୍ରଦାନରେ ଅହେତୁକ ବିଳମ୍ବ ଓ ପ୍ରଶାସନିକ ଉଦାସୀନତାର ସମ୍ମୁଖୀନ ହେଉଛନ୍ତି। ବିଜେପି ନିର୍ବାଚନ ସମୟରେ କଟନୀ-ଛଟନୀ ବନ୍ଦ, ୪୮ ଘଣ୍ଟାରେ DBT ଜରିଆରେ ପ୍ରାପ୍ୟ ଓ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ୍‌ ସବ୍‌ସିଡିର ପ୍ରତିଶ୍ରୁତି ଦେଇଥିଲେ; କିନ୍ତୁ ଆଜି ମଣ୍ଡିଗୁଡ଼ିକ ଚାଷୀଙ୍କ ପାଇଁ ନ୍ୟାୟ ନୁହେଁ, ଶୋଷଣର କେନ୍ଦ୍ରରେ ପରିଣତ ହୋଇଛି। ୧୫୦ କ୍ୱିଣ୍ଟାଲ ସିଲିଙ୍ଗ୍‌ ଧାର୍ଯ୍ୟ କରି ସରକାର ନିଜ ପ୍ରତିଶ୍ରୁତିକୁ ନିଜେ ଭଙ୍ଗ କରିଛନ୍ତି। ଓଡ଼ିଶାର ଚାଷୀ କାହାର ଦୟା ଚାହୁଁନାହାନ୍ତି, ସେମାନେ କେବଳ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ ନିଜ ହକ୍‌ ଚାହୁଁଛନ୍ତି। ଚାଷୀଙ୍କ ସ୍ୱାର୍ଥରେ କଟନୀ-ଛଟନୀ ବନ୍ଦ, ସିଲିଙ୍ଗ୍‌ ପ୍ରତ୍ୟାହାର, ସମସ୍ତ ଧାନ କ୍ରୟ ଓ ସମୟମଧ୍ୟରେ ପ୍ରାପ୍ୟ ପ୍ରଦାନ ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। #BJDWithOdisha #BJDWithFarmers
Naveen Patnaik@Naveen_Odisha

ମଣ୍ଡିରେ ଚାଷୀ ହଇରାଣ ହେବା ଏବଂ ଧାନ ସଂଗ୍ରହ ନେଇ ନିର୍ବାଚନୀ ପ୍ରତିଶ୍ରୁତି ପାଳନ ନ କରିବା ଓଡ଼ିଶା ବିଜେପି ସରକାରର ଚରମ ବିଫଳତା। ଚଳିତ ଖରିଫ ଧାନ ସଂଗ୍ରହ ସମୟରେ ଆମ ରାଜ୍ୟର ଅନ୍ନଦାତାମାନେ ବ୍ୟବସ୍ଥାଗତ ଶୋଷଣ, ପ୍ରଶାସନିକ ଉଦାସୀନତା ଓ ନିର୍ବାଚନ ପ୍ରତିଶ୍ରୁତି ପାଳନରେ ବିଫଳତା ଜନିତ କଷଣର ସମ୍ମୁଖୀନ ହେଉଛନ୍ତି। ଏନେଇ ଦୁଃଖର ସହ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ (@MohanMOdisha) ଦୃଷ୍ଟି ଆକର୍ଷଣ କରିଛି। ୨୦୨୪ ନିର୍ବାଚନ ସମୟରେ ବିଜେପିର ନିର୍ବାଚନୀ ଇସ୍ତାହାରର ୨ ନମ୍ବର ପଏଣ୍ଟରେ ଧାନର ସର୍ବାଧିକ ସହାୟକ ମୂଲ୍ୟ ବୃଦ୍ଧି ଓ କଟନୀ-ଛଟନୀ ସମ୍ପୂର୍ଣ୍ଣ ବନ୍ଦ କରିବା ନେଇ ଆମର ଚାଷୀ ଭାଇଭଉଣୀମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ବାସ୍ତବ ସ୍ଥିତି ହେଉଛି, ରାଜ୍ୟରେ ଥିବା ମଣ୍ଡିଗୁଡ଼ିକ ଏବେ ଚାଷୀଙ୍କ ପାଇଁ ନିର୍ଯାତନାର କେନ୍ଦ୍ର ପାଲଟି ଯାଇଛି। ଅନ୍ନଦାତାଙ୍କଠାରୁ ବିନା କୌଣସି ଅସୁବିଧାରେ ଧାନ ସଂଗ୍ରହ କରିବାକୁ ଆପଣଙ୍କ ସରକାର ପ୍ରତିଶ୍ରୁତି ଦେଇଥିବା ସତ୍ତ୍ୱେ ଆଦ୍ରତା ଓ ନିମ୍ନମାନର ଧାନ ଆଦି ବିଭିନ୍ନ ଆଳରେ ସେମାନଙ୍କଠାରୁ କ୍ୱିଣ୍ଟାଲ ପିଛା ୫ ରୁ ୭ କେଜି ପର୍ଯ୍ୟନ୍ତ କଟନୀ-ଛଟନୀ କରିବା ପରିତାପର ବିଷୟ। ଅନେକ ଜିଲ୍ଲାରେ ଏଭଳି ଶୋଷଣ ଚାଷୀମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ମିଲର ଓ ସ୍ଥାନୀୟ ଅଧିକାରୀମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀମାନେ ସେମାନଙ୍କ କଠିନ ପରିଶ୍ରମର ମୂଲ୍ୟ ପାଉନାହାନ୍ତି। ନିର୍ବାଚନ ସମୟରେ ବିଜେପି ଦେଇଥିବା ମିଥ୍ୟା ପ୍ରତିଶ୍ରୁତିର ଏହା ଏକ ଉଦାହରଣ ନୁହେଁ କି? କେବେ ଏ କଟନୀ-ଛଟନୀ ବନ୍ଦ ହେବ? ଆପଣଙ୍କ ସରକାର ନିର୍ବାଚନ ପ୍ରତିଶ୍ରୁତି କେବେ ପାଳନ କରିବ? ନିର୍ବାଚନ ଇସ୍ତାହାର ମୁତାବକ ଚାଷୀ କେବେ ନ୍ୟାୟ ପାଇବ? ସେହିପରି ରାଜ୍ୟର ସବୁ ଚାଷୀ ଭାଇଭଉଣୀଙ୍କୁ କ୍ୱିଣ୍ଟାଲ ପିଛା ଇନପୁଟ୍‌ ସବ୍‌ସିଡି ୮୦୦ ଟଙ୍କା ଲେଖାଏଁ ଦେବା ପାଇଁ ବିଜେପି ସରକାର ଘୋଷଣା କରିଥିଲେ। କିନ୍ତୁ ନିକଟରେ ଆପଣଙ୍କ ସରକାର ଏହି ସବ୍‌ସିଡି ପାଇଁ ଚାଷୀ ପିଛା ସର୍ବାଧିକ ୧୫୦ କ୍ୱିଣ୍ଟାଲ ସିଲିଙ୍ଗ୍‌ ଧାର୍ଯ୍ୟ କରିବା ପ୍ରତିଶ୍ରୁତି ଭଙ୍ଗର ନିଚ୍ଛକ ଉଦାହରଣ। ଏହି ସିଲିଙ୍ଗ୍‌ ଅଧିକ ଉତ୍ପାଦନ କରୁଥିବା ଚାଷୀମାନଙ୍କ ପାଇଁ ଦଣ୍ଡ ସ୍ୱରୁପ ଏବଂ ଏହା ବିଜେପି ସଂକଳ୍ପ ପତ୍ରର ବିରୁଦ୍ଧାଚରଣ କରୁଛି। ଚାଷୀଙ୍କୁ ସେମାନଙ୍କର ସମଗ୍ର ଉତ୍ପାଦନ ଉପରେ ୩୧୦୦ ଟଙ୍କା ଇନପୁଟ୍‌ ସବ୍‌ସିଡି ଦେବା ପାଇଁ ଘୋଷଣାରୁ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି? ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଭାରତ ସରକାର ଧାନର ସଂଗ୍ରହ ମୂଲ୍ୟରେ ୬୯ ଟଙ୍କା ବୃଦ୍ଧି କରିଛନ୍ତି। ଓଡ଼ିଶାର ଚାଷୀଙ୍କୁ ଏହି ବର୍ଦ୍ଧିତ ୬୯ ଟଙ୍କା ନ ଦେବା ଏକ ପ୍ରତାରଣା ନୁହେଁ କି? ଦୁଃଖର ସହ ଜଣାଇବାକୁ ଚାହେଁ ଯେ, ଧାନ ମଣ୍ଡିଗୁଡ଼ିକରେ ସଂଗ୍ରହ ପ୍ରକ୍ରିୟା ଆଶ୍ଚର୍ଯ୍ୟଜନକ ଭାବେ ମନ୍ଥର ଗତିରେ ଚାଲିଛି। ତେଣୁ ଧାନକୁ କାକର ଓ ଚୋରୀରୁ ରକ୍ଷା କରିବା ପାଇଁ ଚାଷୀମାନଙ୍କୁ ରାତିସାରା ଜଗି ରହିବାକୁ ପଡୁଛି। ମଣ୍ଡିଗୁଡ଼ିକରେ ସର୍ବନିମ୍ନ ସୁବିଧାର ଅଭାବ, ଟୋକନ ବ୍ୟବସ୍ଥାରେ ବିଫଳତା ଏବଂ ପ୍ରାପ୍ୟ ପ୍ରଦାନରେ ଅହେତୁକ ବିଳମ୍ବ ଆଦି ସମସ୍ୟା ଚାଷୀମାନଙ୍କୁ ଆନ୍ଦୋଳନାତ୍ମକ ମାର୍ଗ ବାଛିବାକୁ ବାଧ୍ୟ କରୁଛି। ବିଜେପି ନିର୍ବାଚନୀ ଇସ୍ତାହାରର ଦୁଇ ନମ୍ବର ପଏଣ୍ଟରେ ୪୮ ଘଣ୍ଟା ମଧ୍ୟରେ DBT ଜରିଆରେ ପ୍ରାପ୍ୟ ଦେବା ପାଇଁ କୁହା ଯାଇଥିଲା, କିନ୍ତୁ ଅଧିକାଂଶ କ୍ଷେତ୍ରରେ ଚାଷୀମାନଙ୍କୁ ସେମାନଙ୍କର ହକ୍‌ ପାଇବାକୁ ଏକ ସପ୍ତାହରୁ ଅଧିକ ସମୟ ଲାଗୁଛି। ଏହା ବିଜେପିର ନିର୍ବାଚନ ପ୍ରତିଶ୍ରୁତି ପାଳନରେ ବିଫଳତା ନୁହେଁ କି? କଟନୀ-ଛଟନୀ, ୧୫୦ କ୍ୱିଣ୍ଟାଲ ସିଲିଙ୍ଗ୍‌ ଏବଂ ଧାନ ସଂଗ୍ରହ ଓ ପ୍ରାପ୍ୟ ପ୍ରଦାନରେ ଅହେତୁକ ବିଳମ୍ବ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିଛି। ଯେଉଁଥିପାଇଁ ଚାଷୀମାନେ ଅସାଧୁ ବ୍ୟବସାୟୀ ଓ ମିଲରମାନଙ୍କ ଶୋଷଣର ଶୀକାର ହେଉଛନ୍ତି। ଚାଷୀକୁ ତା'ର ଋଣ ପରିଶୋଧ କରିବା ପାଇଁ ବାଧ୍ୟ ହୋଇ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ବହୁତ କମ୍‌ ଦରରେ ଧାନ ବିକିବାକୁ ପଡୁଛି। ଓଡ଼ିଶାର ଚାଷୀ କାହାର ଦୟା ଚାହାନ୍ତି ନାହିଁ। ସେମାନେ ବିଜେପିର ନିର୍ବାଚନ ପ୍ରତିଶ୍ରୁତି ମୁତାବକ ସେମାନଙ୍କ ହକ୍‌ ଚାହାନ୍ତି। କୃଷି ହେଉଛି ଓଡ଼ିଶାର ଜୀବନରେଖା। ଆମ ଅନ୍ନଦାତା ସର୍ବଦା ସମ୍ମାନର ପାତ୍ର। ଚାଷୀଙ୍କ ବୃହତ୍ତର ସ୍ୱାର୍ଥ ସାଧନ ପାଇଁ ମୁଖ୍ୟମନ୍ତ୍ରୀ ମହୋଦୟ ତୁରନ୍ତ ନିମ୍ନପ୍ରଦତ୍ତ ବିଷୟ ପ୍ରତି ଦୃଷ୍ଟି ଦିଅନ୍ତୁ: ୧. କଟନୀ-ଛଟନୀ ବନ୍ଦ କରିବା ପାଇଁ ତୁରନ୍ତ ମଣ୍ଡିଗୁଡ଼ିକରେ ସ୍ପେଶାଲ୍ ସ୍କ୍ୱାର୍ଡ ନିୟୋଜିତ କରାଯାଉ ଏବଂ ଦୋଷୀ ମିଲ୍‌ ମାଲିକ ଓ ସରକାରୀ ଅଫିସରଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ୨. ଇନପୁଟ୍‌ ସବ୍‌ସିଡି ପ୍ରଦାନ ପାଇଁ ରଖାଯାଇଥିବା ଚାଷୀ ପିଛା ସର୍ବାଧିକ ୧୫୦ କ୍ୱିଣ୍ଟାଲ୍ ସିଲିଙ୍ଗ୍‌ ସର୍ତ୍ତ ତୁରନ୍ତ ପ୍ରତ୍ୟାହାର କରାଯାଉ ଏବଂ ତାଲିକାଭୁକ୍ତ ସମସ୍ତ ଚାଷୀଙ୍କଠାରୁ ସବୁ ଧାନ କିଣାଯାଉ। ୩. ବିଜେପିର ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ସବୁ ଚାଷୀଙ୍କୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ସିଧାସଳଖ ବ୍ୟାଙ୍କ ଖାତାରେ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଉ। ୪. ୭୨ ଘଣ୍ଟା ମଧ୍ୟରେ ମଣ୍ଡିଗୁଡ଼ିକରେ ଖୋଲାରେ ପଡ଼ିଥିବା ଚାଷୀଙ୍କ ସବୁ ଧାନକୁ ଶତ ପ୍ରତିଶତ ଉଠାଯାଉ। ଚାଷୀମାନଙ୍କ ଅଭିଯୋଗଗୁଡ଼ିକର ସମାଧାନରେ ସରକାରଙ୍କ ବିଫଳତା ସାରା ରାଜ୍ୟରେ ଚାଷୀ ଆନ୍ଦୋଳନକୁ ତୀବ୍ର କରୁଛି। ମୁଁ ଆଶା କରୁଛି ଆପଣଙ୍କ ସରକାର ଉପରୋକ୍ତ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ପ୍ରାଥମିକତା ଭିତ୍ତିରେ ପଦକ୍ଷେପ ନେବ ଏବଂ ନିର୍ବାଚନ ସମୟରେ ଚାଷୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବ। #BJDWithOdisha #BJDWithFarmers

OR
0
1
16
286
Md. Azaz Alam
Md. Azaz Alam@AzazAlam_98·
ଝାରସୁଗୁଡ଼ା ମାଟିର ସୁଯଗ୍ୟ ସନ୍ତାନ ସ୍ୱର୍ଗତ ନବ କିଶୋର ଦାସଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ର ଭକ୍ତିପୂର୍ବକ ଶ୍ରଦ୍ଧାଞ୍ଜଳି 🙏🙏🙏 #jharsuguda @deepalidas95
Md. Azaz Alam tweet media
OR
0
0
0
26
Md. Azaz Alam
Md. Azaz Alam@AzazAlam_98·
Thank you jawed bhai for this special moment.
Md. Azaz Alam tweet mediaMd. Azaz Alam tweet mediaMd. Azaz Alam tweet mediaMd. Azaz Alam tweet media
English
0
0
0
10