Panchayat Samiti Khaprakhol

512 posts

Panchayat Samiti Khaprakhol banner
Panchayat Samiti Khaprakhol

Panchayat Samiti Khaprakhol

@BDOKhaprakhol

At/Po- Khaprakhol, PS- Khaprakhol, Dist- Bolangir, Odisha Pin- 767028

Katılım Temmuz 2023
74 Takip Edilen156 Takipçiler
Panchayat Samiti Khaprakhol retweetledi
DCOOdisha
DCOOdisha@DCOOdisha·
'ଜନଗଣନା-୨୦୨୭' ଦେଶ ତଥା ରାଜ୍ୟର ବିକାଶ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଦାୟିତ୍ୱବାନ୍ ନାଗରିକ ଭାବେ ଜନଗଣନାରେ ସଠିକ୍ ତଥ୍ୟ ଦିଅନ୍ତୁ, ସମୃଦ୍ଧ ରାଷ୍ଟ୍ର ଗଠନରେ ଭାଗୀଦାର ହୁଅନ୍ତୁ। Census 2027 is crucial for the development of our country & state. As responsible citizens, let us provide accurate information during the census process and contribute to building a stronger and more prosperous nation. #census2027 @IPR_Odisha @CensusIndia2027
DCOOdisha tweet media
7
64
248
13.4K
Panchayat Samiti Khaprakhol
Panchayat Samiti Khaprakhol@BDOKhaprakhol·
"ଓଡ଼ିଶା ଦିଵସ ଉପଲକ୍ଷେ ରଙ୍ଗିନ୍ ଆଲୋକ ମାଳରେ ସଜାଇ ହୋଇଛି ପଞ୍ଚାୟତ ସମିତି ଖପ୍ରାଖୋଲ" #ଓଡ଼ିଆ_ପକ୍ଷ
Panchayat Samiti Khaprakhol tweet mediaPanchayat Samiti Khaprakhol tweet mediaPanchayat Samiti Khaprakhol tweet media
OR
0
0
4
35
Panchayat Samiti Khaprakhol retweetledi
Kanak Vardhan Singh Deo (Modiji Ka Parivar)
ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ କପସିପାଲି ଠାରୁ ହରିଶଙ୍କର ରାସ୍ତା ଭାୟା-ଗୁଣ୍ଡ୍ରିପାଲି ରାସ୍ତା ନିର୍ମାଣ ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲି। ଏହି ନୂତନ ପକ୍କା ରାସ୍ତା ନିର୍ମାଣ ହେବା ଫଳରେ କପସିପାଲି ଏବଂ ଗୁଣ୍ଡ୍ରିପାଲି ଭଳି ଅଞ୍ଚଳର ଜନସାଧାରଣଙ୍କ ପାଇଁ ଯୋଗାଯୋଗ ବ୍ୟବସ୍ଥା ଅତି ସହଜ ଓ ସୁଗମ ହୋଇପାରିବ। ବିଶେଷ କରି ଚାଷୀମାନେ ନିଜର ଉତ୍ପାଦିତ ଦ୍ରବ୍ୟ ବଜାରକୁ ନେବା, ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନକୁ ଯିବା ଏବଂ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ବିରାଟ ପରିବର୍ତ୍ତନ ଆଣିବ। ହରିଶଙ୍କର ଭଳି ପ୍ରମୁଖ ସ୍ଥାନକୁ ସଂଯୋଗ କରୁଥିବାରୁ ଏହା ପର୍ଯ୍ୟଟନର ବିକାଶରେ ମଧ୍ୟ ସହାୟକ ହେବ। ଗାଁର ବିକାଶ ହିଁ ରାଜ୍ୟର ବିକାଶ। ଗମନାଗମନର ସୁବିଧା ପ୍ରତିଟି ନାଗରିକଙ୍କ ମୌଳିକ ଅଧିକାର ଏବଂ ଏହି ଲକ୍ଷ୍ୟ ପୂରଣ ଦିଗରେ ଆମେ ନିରନ୍ତର ଚେଷ୍ଟା କରୁଛୁ। @CMO_Odisha @krushibibhag @EnergyOdisha #patnagarh #balangir
Kanak Vardhan Singh Deo (Modiji Ka Parivar) tweet mediaKanak Vardhan Singh Deo (Modiji Ka Parivar) tweet mediaKanak Vardhan Singh Deo (Modiji Ka Parivar) tweet mediaKanak Vardhan Singh Deo (Modiji Ka Parivar) tweet media
OR
1
5
13
217
Panchayat Samiti Khaprakhol retweetledi
Kanak Vardhan Singh Deo (Modiji Ka Parivar)
ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ଟଙ୍କପାଣି ଠାରୁ ରାସ୍ତା ଭାୟା-ଗୁଣ୍ଡ୍ରିପାଲି ରାସ୍ତା ନିର୍ମାଣ ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲି। ଏହି ରାସ୍ତା ନିର୍ମାଣ ଦ୍ୱାରା ଅଞ୍ଚଳବାସୀଙ୍କ ଗମନାଗମନ ସୁବିଧା ହେବା ସହ ଆର୍ଥିକ ଓ ସାମାଜିକ ଅଭିବୃଦ୍ଧିରେ ଏହା ସହାୟକ ହେବ। ଗମନାଗମନ କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ପ୍ରତ୍ୟେକ ଗାଁକୁ ସହର ସହ ଯୋଡ଼ିବା ଆମ ସରକାରଙ୍କର ପ୍ରାଥମିକତା। #balangir #patnagarh #kvsinghdeo
Kanak Vardhan Singh Deo (Modiji Ka Parivar) tweet mediaKanak Vardhan Singh Deo (Modiji Ka Parivar) tweet mediaKanak Vardhan Singh Deo (Modiji Ka Parivar) tweet mediaKanak Vardhan Singh Deo (Modiji Ka Parivar) tweet media
OR
1
4
14
235
Panchayat Samiti Khaprakhol retweetledi
Kanak Vardhan Singh Deo (Modiji Ka Parivar)
ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ବାଞ୍ଜିପାଲି ଠାରୁ ପୁତୁଲାମହୁଲ ରାସ୍ତା ଉନ୍ନତିକରଣ ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲି। ଆମ ସରକାର ପ୍ରତିଟି ଗାଁକୁ ସହର ସହ ଯୋଡ଼ିବା ଏବଂ ପ୍ରତ୍ୟେକ ନାଗରିକଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ସଙ୍କଳ୍ପବଦ୍ଧ।
Kanak Vardhan Singh Deo (Modiji Ka Parivar) tweet mediaKanak Vardhan Singh Deo (Modiji Ka Parivar) tweet mediaKanak Vardhan Singh Deo (Modiji Ka Parivar) tweet mediaKanak Vardhan Singh Deo (Modiji Ka Parivar) tweet media
OR
0
2
11
144
Panchayat Samiti Khaprakhol retweetledi
Kanak Vardhan Singh Deo (Modiji Ka Parivar)
ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ଆର.ଡି ରାସ୍ତା ଠାରୁ କେଛୋବାହାଲ ରାସ୍ତା ଉନ୍ନତିକରଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲି।
Kanak Vardhan Singh Deo (Modiji Ka Parivar) tweet mediaKanak Vardhan Singh Deo (Modiji Ka Parivar) tweet mediaKanak Vardhan Singh Deo (Modiji Ka Parivar) tweet mediaKanak Vardhan Singh Deo (Modiji Ka Parivar) tweet media
OR
1
2
13
157
Panchayat Samiti Khaprakhol
Panchayat Samiti Khaprakhol@BDOKhaprakhol·
ଗତ କାଲି ଖପ୍ରାଖୋଲ ସମ୍ମିଳନୀ କକ୍ଷରେ ଆଗାମୀ ଦିନରେ ହେବାକୁ ଥିବା "ସ୍ଵତନ୍ତ୍ର ସଘନ ସଂଶୋଧନ" (SIR) ର ପ୍ରାକ୍ ପ୍ରସ୍ତୁତି ଓ ସମୀକ୍ଷା ବୈଠକ, AERO ତଥା ଗୋଷ୍ଟୀ ଉନ୍ନୟନ ଅଧିକାରୀ ଏବଂ AERO ତଥା ତହସିଲଦାର ଖପ୍ରାଖୋଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଖପ୍ରାଖୋଲ ର ସମସ୍ତ BLO ଓ BLO supervisor ଉପସ୍ଥିତ ଥିଲେ l
Panchayat Samiti Khaprakhol tweet mediaPanchayat Samiti Khaprakhol tweet mediaPanchayat Samiti Khaprakhol tweet media
OR
0
0
3
50
Panchayat Samiti Khaprakhol
Panchayat Samiti Khaprakhol@BDOKhaprakhol·
ଆଜି ଖପ୍ରାଖୋଲ ସ୍ଥିତ ଓ. ଆ. ବି. ରେ ଚଳିତ ବର୍ଷ ହେବାକୁ ଥିବା ଜନଗଣନା ସମ୍ପର୍କୀୟ ତାଲିମ୍ ଶିବିର ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅତିରିକ୍ତ ତହସିଲଦାର ପରିଦର୍ଶନ କରିଥିଲେ l
Panchayat Samiti Khaprakhol tweet mediaPanchayat Samiti Khaprakhol tweet mediaPanchayat Samiti Khaprakhol tweet media
OR
1
0
2
37
Panchayat Samiti Khaprakhol
Panchayat Samiti Khaprakhol@BDOKhaprakhol·
ଗତ କାଲି ଖପ୍ରାଖୋଲ ସମ୍ମିଳନୀ କକ୍ଷରେ ଗ୍ରାମୀଣ ଜଳ ଓ ପରିମଳ ବିଭାଗ ପକ୍ଷରୁ ଆଗାମୀ ଗ୍ରୀଷ୍ମ ଋତୁ କୁ ଆଖି ଆଗରେ ରଖି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ସ୍ଥାନୀୟ SEM ଓ ପମ୍ପ ଡ୍ରାଇଭର୍ ଉପସ୍ଥିତ ଥିଲେ l
Panchayat Samiti Khaprakhol tweet mediaPanchayat Samiti Khaprakhol tweet media
OR
0
0
1
37
Panchayat Samiti Khaprakhol
Panchayat Samiti Khaprakhol@BDOKhaprakhol·
Ayushman Arogya Mandir (Sub Centre) Baghmund has received the prestigious "National Quality assurance Standard (NQAS) " certification alomg Best performing SC-AAM JAS Award from Zilla Swasthya Samiti, Balangir. Kudos to the whole team of Baghmund Gram Panchayat!
Panchayat Samiti Khaprakhol tweet mediaPanchayat Samiti Khaprakhol tweet mediaPanchayat Samiti Khaprakhol tweet mediaPanchayat Samiti Khaprakhol tweet media
English
0
0
2
66
Panchayat Samiti Khaprakhol retweetledi
Mohan Charan Majhi
Mohan Charan Majhi@MohanMOdisha·
ଓଡ଼ିଆ ଅସ୍ମିତାର ମହାକୁମ୍ଭ 'ଓଡ଼ିଆ ପକ୍ଷ - ୨୦୨୬' ଆମ ସମସ୍ତଙ୍କ ପାଇଁ ଏକ ଗୌରବମୟ ଅବସର। ଏପ୍ରିଲ ୧ ଓଡ଼ିଶା ଦିବସଠାରୁ ଆରମ୍ଭ କରି ଏପ୍ରିଲ ୧୪ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ଆମ ଭାଷା, ସଂସ୍କୃତି ଓ ପରମ୍ପରାର ଏହି ଅନନ୍ୟ ଉତ୍ସବ ସାରା ରାଜ୍ୟରେ ପାଳିତ ହେବାକୁ ଯାଉଛି। ରାଜ୍ୟବ୍ୟାପୀ ଆୟୋଜିତ ହେବାକୁ ଥିବା ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଆମ ଓଡ଼ିଆ ପରିଚୟକୁ ବିଶ୍ୱ ଦରବାରରେ ଆହୁରି ସୁଦୃଢ଼ କରିବାକୁ ମୁଁ ସମସ୍ତଙ୍କୁ ଆହ୍ୱାନ କରୁଛି। ଆସନ୍ତୁ, ସମସ୍ତେ ମିଳିମିଶି ଗର୍ବର ସହ ପାଳନ କରିବା 'ଓଡ଼ିଆ ପକ୍ଷ'। ଆମ ମାଟି, ଆମ ଭାଷା, ଆମ ସଂସ୍କୃତି, ଆମ ଗୌରବ। #OdiaPakhya2026 #ଓଡ଼ିଆପକ୍ଷ୨୦୨୬
Mohan Charan Majhi tweet media
OR
17
35
165
6.8K
Panchayat Samiti Khaprakhol retweetledi
DCOOdisha
DCOOdisha@DCOOdisha·
Census is the foundation of our democracy. It is essential to submit accurate socio-economic data, as it plays a crucial role in effective planning and sustainable development of the nation. @CensusIndia2027 @IPR_Odisha #CensusofIndia #Census2027 #जनगणना #जनगणना2027
DCOOdisha tweet media
English
1
37
118
3.9K
Panchayat Samiti Khaprakhol
Panchayat Samiti Khaprakhol@BDOKhaprakhol·
ଗତ କାଲି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ବଲାଙ୍ଗିର ଖପ୍ରାଖୋଲ ବ୍ଳକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ଓ କ୍ଷେତ୍ର ପ୍ରଦର୍ଶନ କରିଥିଲେ l
Panchayat Samiti Khaprakhol tweet mediaPanchayat Samiti Khaprakhol tweet mediaPanchayat Samiti Khaprakhol tweet mediaPanchayat Samiti Khaprakhol tweet media
OR
0
1
4
40
Panchayat Samiti Khaprakhol
Panchayat Samiti Khaprakhol@BDOKhaprakhol·
ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖପ୍ରାଖୋଲ ଗତ କାଲି ବାଘମୁଣ୍ଡ ଗ୍ରାମ ପଞ୍ଚାୟତର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (Sub Centre) ପରିଦର୍ଶନ କରିଥିଲେ l ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି ଏକ Heat Stroke କକ୍ଷ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ l
Panchayat Samiti Khaprakhol tweet media
OR
0
0
3
38
Panchayat Samiti Khaprakhol
Panchayat Samiti Khaprakhol@BDOKhaprakhol·
23.03.2026. ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ବାଘମୁଣ୍ଡ ଗ୍ରାମ ପଞ୍ଚାୟତ ରେ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଥିଲା l ଏଥିରେ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବିଭିନ୍ନ ବିଭାଗର ବ୍ଲକ ପ୍ରମୁଖ ଉପସ୍ଥିତ ଥିଲେ l #goodgovernance #Grievance_hearing
Panchayat Samiti Khaprakhol tweet mediaPanchayat Samiti Khaprakhol tweet mediaPanchayat Samiti Khaprakhol tweet mediaPanchayat Samiti Khaprakhol tweet media
OR
0
0
3
47