
ଆଜି କୋରାପୁଟ ଜିଲ୍ଲାର ପଞ୍ଚାୟତ ସମିତି କାର୍ଯ୍ଯାଳୟ, ଲମତାପୁଟ ଠାରେ 'ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିର' ଅନୁଷ୍ଠିତ ହୋଇଅଛି | ଏହି ଶିବିରରେ ଅତିରିକ୍ତ ଜ଼ିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜ଼ିଲ୍ଲା ଆରକ୍ଷୀ ଅଧିକାରୀ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଶୁଣାଣି କରିଥିଲେ।
@dmkoraput
@ZP_Koraput
@IPR_Odisha




OR


































































