
ଓଡ଼ିଆ ପକ୍ଷ -୨୦୨୬ ପାଳନ ଅବସରରେ ପାଳନ ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସହିତ ବିଭାଗୀୟ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ପାରମ୍ପରିକ ହସ୍ତତନ୍ତ ପୋଷାକ ପରିଧାନ କରି "ଆମ ପୋଷାକ ଆମ ପରିଚୟ" ଅଭିଯାନରେ ସାମିଲ ହୋଇଛନ୍ତି।
#OdiaPakhya2026
#ଓଡ଼ିଆପକ୍ଷ୨୦୨୬
@CMO_Odisha
@HTH_Odisha
@Culturedeptt
@IPR_Odisha


OR
























































