
ବକୁଳ ଫାଉଣ୍ଡେସନର ସମ୍ପାଦକ ଶ୍ରୀ ସୁଜିତ ମହାପାତ୍ର,ସୋକ୍ରାଟସ୍ ଫାଉଣ୍ଡେସନର ନିର୍ଦ୍ଦେଶକ ଶ୍ରୀ ଦେବଜିତ୍ ମିତ୍ର ଏବଂ ଡ଼.ଅରବିନ୍ଦ ମିଶ୍ରଙ୍କ ସହ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେଲା।ଯେଉଁଥିରେ ଆମେ ବିକଶିତ ଓଡ଼ିଶାର ଦୃଷ୍ଟିକୋଣକୁ ଏକ ଜଳବାୟୁ ସହିଷ୍ଣୁ ପଦ୍ଧତି ମାଧ୍ୟମରେ କିପରି ସାକାର କରାଯାଇପାରିବ ସେ ବିଷୟରେ ବିଶଦ ଆଲୋଚନା ହୋଇଥିଲା।


















