BDO RAJNAGAR
67 posts

BDO RAJNAGAR retweetledi

"ମହିଳା ମାନଙ୍କୁ ସର୍ବୋଚ୍ଚ ସମ୍ମାନ"
ଏହାପାଇଁ ପ୍ରତିଶୃତିବଦ୍ଧ ଶାସନ ଓ ପ୍ରଶାସନ
#DoubleEngine #DoubleThrust #DoubleTrust
@PMOIndia @CMO_Odisha @SecyChief @BdoRajnagar @dmkendrapara

OR
BDO RAJNAGAR retweetledi
BDO RAJNAGAR retweetledi

BDO RAJNAGAR retweetledi

BDO RAJNAGAR retweetledi

Joint Grievence Hearing at Rajnagar Block.. Collector,SP along with all District Level Officials were present in this grievence.
@dept_ga
@rdmodisha
@IPR_Odisha



English
BDO RAJNAGAR retweetledi

ସମସ୍ତଙ୍କ ପାଖରେ କିଛି ନା କିଛି ଲୁକ୍କାୟିତ ପ୍ରତିଭା ରହିଛି। ଏହି ପ୍ରତିଭାକୁ ଚିହ୍ନି ଏହାର ବିକାଶ କରି ପାରିଲେ ଆମେ ଜୀବନରେ ସଫଳ ହୋଇପାରିବା। ଏଥିପାଇଁ ପାଠପଢ଼ାରେ ବୈଷୟିକ ଜ୍ଞାନ ବ୍ୟବହାରକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତେଲକୋଇ ବ୍ଲକ୍ ସିରିଗିଡ଼ାଠାରେ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅବସରରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

OR
BDO RAJNAGAR retweetledi
BDO RAJNAGAR retweetledi

ଜରୁରୀକାଳୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡ଼ି ହେଲା ଆଉ ଏକ ନୂଆ ଅଧ୍ୟାୟ
ପ୍ରଥମ ପର୍ଯ୍ୟାୟରେ ୧୫୦ଟି ନୂଆ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୧୧ କୋଟି ଟଙ୍କାରେ ୪୨୮ଟି ନୂଆ ୧୦୮ ଆମ୍ବୁଲାନ୍ସର ପ୍ରାବଧାନ
"ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ପର୍ଯ୍ୟାୟକ୍ରମେ ସମସ୍ତ ପୁରୁଣା ଆମ୍ବୁଲାନ୍ସକୁ ବଦଳାଯାଇ ନୂଆ ଆମ୍ବୁଲାନ୍ସ ବ୍ୟବହାର କରାଯିବ"- ମାନ୍ୟବର ମୁଖ୍ୟମନ୍ତ୍ରୀ
In a major boost to healthcare in Odisha, Hon’ble CM Shri @MohanMOdisha launched a new fleet of emergency ambulances to strengthen emergency medical services across the State.
Key highlights:
* 150 new 108 ambulances launched in the first phase
* ₹111 crore provision for 428 new 108 ambulances by the Health Department
* Improved emergency response time and wider coverage for citizens
OR
BDO RAJNAGAR retweetledi

ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟ ଏବଂ ଜନଜାତୀୟ କାର୍ଯ୍ୟ ମନ୍ତ୍ରାଳୟର ମିଳିତ ଆନୁକୂଲ୍ୟରେ ୨୦୨୫ ଡିସେମ୍ବର ୨୩ ଓ ୨୪ ତାରିଖରେ ଆନ୍ଧ୍ରପ୍ରଦେଶଠାରେ ଆୟୋଜିତ ହେଉଥିବା 'ଜାତୀୟ ପେସା ମହୋତ୍ସବ' ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବାର୍ତ୍ତା :-
Hon'ble Chief Minister Shri @MohanMOdisha's message on the 'National PESA Mahotsav'. The festival will be held on December 23 & 24, 2025, in Andhra Pradesh, jointly organized by the Ministry of Panchayati Raj and the Ministry of Tribal Affairs, Government of India. #PESAMahotsav2025
OR
BDO RAJNAGAR retweetledi

ଜିଲ୍ଲାପାଳ ରଘୁରାମ ଆର ଆୟର ବିଭିନ୍ନ ପେକ୍ସ ପରିଦର୍ଶନ କରି ଧାନ ସଂଗ୍ରହ ପ୍ରସ୍ତୁତି ସମୀକ୍ଷା କରିଛନ୍ତି |
@Coop_Odisha
@Food_Odisha
@rdmodisha
@IPR_Odisha

OR
BDO RAJNAGAR retweetledi

୨୦୭ଟି ଗ୍ରାମୀଣ ମେଗା ପାଇପଜଳ ଯୋଗାଣ ପ୍ରକଳ୍ପର ୩-ଦିନିଆ ରାଜ୍ୟସ୍ତରୀୟ ସମୀକ୍ଷା ଆଜି ସମାପ୍ତ ହୋଇଛି। ଶ୍ରଦ୍ଧେୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ @RabiNaikBJP ଯଥାସମୟରେ କାର୍ଯ୍ୟ ସମାପ୍ତ କରିବା ପାଇଁ କଠୋର ନିର୍ଦ୍ଦେଶ ଜାରି କରିଛନ୍ତି, ବିଳମ୍ବ ହେଲେ ବ୍ଲାକଲିଷ୍ଟିଙ୍ଗ ଏବଂ FIR କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଗ୍ରାମର ପ୍ରତ୍ୟେକ ଘରକୁ ଶୁଦ୍ଧ ପାନୀୟ ଜଳ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର ପ୍ରତିବଦ୍ଧ।
#ViksitOdishaViksitBharat #PRDeptOdisha
#drinkingwaterforall
@RWSS_Odisha
@CMO_Odisha




OR
BDO RAJNAGAR retweetledi

Hon'ble MP Kendrapara Sj. Baijayant Panda inaugurated the 500 MT Cold storage in the premises of the RMC Kendrapara.
@krushibibhag
@Coop_Odisha
@rdmodisha
@IPR_Odisha

English


























