Biraja Choudhury🇮🇳

9 posts

Biraja Choudhury🇮🇳 banner
Biraja Choudhury🇮🇳

Biraja Choudhury🇮🇳

@Biraja1994

Opportunity don't happen, You create them..👍🏻

Katılım Ağustos 2023
259 Takip Edilen13 Takipçiler
I & PR Department, Odisha
I & PR Department, Odisha@IPR_Odisha·
ଲୋକଙ୍କୁ ଗୁଣାତ୍ମକ ସେବା ପ୍ରଦାନ ଲକ୍ଷ୍ୟରେ ସମୃଦ୍ଧ ଓଡ଼ିଶା ବଜେଟ୍ ୨୦୨୫-୨୬ (ଆର୍ଥିକ ବର୍ଷ) ରେ ବିବିଧ ନୂଆ ଯୋଜନା ପାଇଁ ଆର୍ଥିକ ବ୍ୟବସ୍ଥା କରାଯାଇଛି। ଏଥିରେ ସାମାଜିକ ସୁରକ୍ଷା, ଯୋଗାଯୋଗ, ପୁଷ୍ଟି ସାଧନ ସହ ଶିକ୍ଷା ଆଦି କ୍ଷେତ୍ରକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି। #ସମୃଦ୍ଧଓଡ଼ିଶାବଜେଟ୍ #SamruddhaOdishaBudget #BudgetForViksitOdisha #ViksitOdishaBudget #OdishaBudget2025
I & PR Department, Odisha tweet media
OR
25
37
285
20.4K
I & PR Department, Odisha
I & PR Department, Odisha@IPR_Odisha·
କ୍ୟାବିନେଟ୍ ନିଷ୍ପତ୍ତି | ଅନ୍ତୋଦୟ ଗୃହ ଯୋଜନା ସମାଜର ଦୁର୍ବଳ ବର୍ଗର ଲୋକମାନଙ୍କୁ ପକ୍କାଘର ଯୋଗାଇ ଦେଇ ସେମାନଙ୍କ ଜୀବନ ଧାରଣର ମାନ ପରିବର୍ତ୍ତନ କରିବା ଅନ୍ତୋଦୟ ଗୃହ ଯୋଜନା'ର ମୂଳ ଲକ୍ଷ୍ୟ। ପ୍ରାକୃତିକ ଅଥବା ମନୁଷ୍ୟକୃତ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ପରିବାର, ବିଭିନ୍ନ ସରକାରୀ ପ୍ରକଳ୍ପ ହେତୁ ବିସ୍ଥାପିତ ହୋଇଥିବା ପରିବାର, ଭିନ୍ନକ୍ଷମ ବ୍ୟକ୍ତି ମୁଖ୍ୟ ଉପାର୍ଜନକାରୀ ହୋଇଥିବା ପରିବାର, ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ ପରିବାର ଏବଂ ପ୍ରଚଳିତ ଗୃହ ନିର୍ମାଣ ଯୋଜନାରେ ଉପକୃତ ହୋଇ ନ ଥିବା ଯୋଗ୍ୟ ପରିବାରବର୍ଗଙ୍କୁ ଏହି ଯୋଜନାରେ ପକ୍କାଘର ଯୋଗାଇ ଦିଆଯିବ। ଏହି ଯୋଜନାରେ ହିତାଧିକାରୀ, (ଶୌଚାଳୟର ଅଞ୍ଚଳକୁ ହିସାବକୁ ନ ନେଇ) ୨୫ ବର୍ଗ ମିଟର ପରିଧି ବିଶିଷ୍ଟ ପକ୍କା ଘର ନିର୍ମାଣ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପାଇପାରିବେ। ତିନି ବର୍ଷ ମଧ୍ୟରେ ଏହି ଯୋଜନାରେ ଅନ୍ୟୁନ୍ୟ ୨, ୨୫,୦୦୦ ନୂତନ ପକ୍କା ଘର ମଞ୍ଜୁର କରାଯିବ। ଅନ୍ତୋଦୟ ଗୃହ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ), ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (PM-JANMAN) ଓ ଅନ୍ୟାନ୍ୟ ସରକାରୀ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର ହିତାଧିକାରୀ, ଯେଉଁମାନେ ପ୍ରଥମ କିସ୍ତି ପାଇବାର ୪ ମାସ ଓ ୬ ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କରୁଛନ୍ତି, ସେମାନଙ୍କୁ ଯଥାକ୍ରମେ ୨୦ ହଜାର ଟଙ୍କା ଏବଂ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ଏହି ଯୋଜନାରେ ପକ୍କାଘରର ସଂଜ୍ଞାକୁ ସରଳୀକରଣ କରାଯାଇ ଆଜବେସଟସ୍, ଟିଣ ଓ ଟାଇଲ ଛାତଘରକୁ କଚ୍ଚାଘର ରୂପେ ବିବେଚନା କରାଯାଇଛି। କେବଳ ସିମେଣ୍ଟ ଯୋଡେଇ କାନ୍ଥ ସହିତ ଆର.ସି.ସି. ଛାତକୁ ପକ୍କାଘରର ମାନ୍ୟତା ପ୍ରଦାନ କରାଯାଉଛି। ପରିବାରର ସଂଜ୍ଞାକୁ ମଧ୍ୟ ସରଳୀକରଣ କରାଯାଇ ଯୋଜନାରେ ପରିବାରର ଅର୍ଥ ସ୍ୱାମୀ, ସ୍ତ୍ରୀ, ନିର୍ଭରଶୀଳ ପିତାମାତା ଓ ସନ୍ତାନଙ୍କୁ ବୁଝାଉଛି। ଏହାଦ୍ୱାରା ସୃଷ୍ଟି ହୋଇଥିବା ନୂଆ ପରିବାର ମାନେ ଯୋଜନାରେ ଉପକୃତ ହୋଇ ପାରିବେ। ଏହି ଯୋଜନା ପାଇଁ 7,550 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।
OR
3
18
198
16.8K
BCCI
BCCI@BCCI·
🚨India’s squad for ICC Men’s T20 World Cup 2024 announced 🚨 Let's get ready to cheer for #TeamIndia #T20WorldCup
BCCI tweet media
English
12.6K
15.2K
112.7K
8.3M
Biraja Choudhury🇮🇳
Biraja Choudhury🇮🇳@Biraja1994·
@narendramodi Dear Modi sir, Happy Birthday to you sir, I'm a small person staying on Odisha. In my word, Sir God Biswakarma is always Grate, no one can higher than him. But you are the today's Biswakarma of india because you connecting India to everyone, every place and every were in world.🙏
English
0
1
0
49
Narendra Modi
Narendra Modi@narendramodi·
भगवान विश्वकर्मा की जयंती पर अपने सभी परिवारजनों को बहुत-बहुत बधाई। इस अवसर पर अपनी लगन, प्रतिभा और परिश्रम से समाज में नवनिर्माण को आगे ले जाने वाले सभी शिल्पकारों और रचनाकारों का हृदय से वंदन करता हूं।
हिन्दी
8.2K
19K
104.6K
2.3M
BCCI
BCCI@BCCI·
Here's the #TeamIndia squad for the ICC Men's Cricket World Cup 2023 🙌 #CWC23
BCCI tweet media
English
8.3K
9.5K
78.5K
13.5M