Bjd Loisingha

36 posts

Bjd Loisingha banner
Bjd Loisingha

Bjd Loisingha

@BjdLoisingha

BALAGIR DIST LOISINGHA-66 BIJU JANTA DAL LOISINGHA CONSTITUENCY JAY B.J.D

Loisingha Katılım Eylül 2022
32 Takip Edilen4 Takipçiler
Bjd Loisingha retweetledi
Ranju Raiman
Ranju Raiman@RanjuRaiman·
ଦିର୍ଘ ବର୍ଷ ଧରି ଲୋଇସିଂହା ସହର ବାସୀ ଏନ୍ଏସି ମାନ୍ୟତା ଦାବୀ କରି ଆସୁଥିବା ଥିବା ବେଳେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ଲୋଇସିଂହା କୁ ଏନ୍ଏସି ଘୋଷଣା କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ। 🙏 @CMO_Odisha @bjd_odisha
Ranju Raiman tweet mediaRanju Raiman tweet mediaRanju Raiman tweet media
OR
0
1
2
79
Bjd Loisingha retweetledi
Ranju Raiman
Ranju Raiman@RanjuRaiman·
୭୭ତମ ସ୍ବାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ।ଏହି ପବିତ୍ର ଦିବସରେ ଆମ ମହାପୁରୁଷମାନଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଶାନ୍ତି, ମୈତ୍ରୀ ଓ ଏକତାର ପଥରେ ଆଗକୁ ବଢିବା।🙏 ଜୟ ହିନ୍ଦ 🇮🇳 ଭାରତ ମାତା କି ଜୟ 🇮🇳 ବନ୍ଦେ ମାତରଂମ 🇮🇳 #jayhind #jaybharat
Ranju Raiman tweet media
OR
0
1
6
112
Bjd Loisingha retweetledi
Ranju Raiman
Ranju Raiman@RanjuRaiman·
Ranju Raiman tweet media
ZXX
1
3
17
161
Bjd Loisingha retweetledi
Biju Janata Dal
Biju Janata Dal@bjd_odisha·
ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଦକ୍ଷନୀତି ଯୋଗୁଁ ମହିଳା ସଶକ୍ତିକରଣ କ୍ଷେତ୍ରରେ ସାରା ଦେଶରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହୋଇଛି।ନ୍ୟାସନାଲ ଫ୍ୟାମିଲି ହେଲ୍ଥ ସର୍ଭେ ଅନୁଯାୟୀ ଦେଶରେ ୭୮.୬% ମହିଳା (୧୫-୪୯ ବର୍ଷ ବୟସ) ବ୍ୟାଙ୍କ ଖାତାଧାରୀ ହୋଇଥିବାବେଳେ ରାଜ୍ୟରେ ଏହା ୮୭ % ରହିଛି: ଯାହାକି ଜାତୀୟସ୍ତରଠାରୁ ଅଧିକ। #OdishaLeads
Biju Janata Dal tweet media
OR
25
27
128
2.9K
Bjd Loisingha retweetledi
Ranju Raiman
Ranju Raiman@RanjuRaiman·
ଲୋଇସିଂହା ନିର୍ବାଚନ ମଣ୍ଡଳୀର ପୁଇଁନ୍ତଳା ବ୍ଲକ ବିଲେଇସର୍ଡା ଗ୍ରାମ ରେ ସର୍ବ ଓଡିଶା ଫୁଡ଼ବଳ ଫାଇନାଲ ପ୍ରତିଯୋଗିତା ରେ ମୋତେ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଥିବା ରୁ ଆୟୋଜକ କମିଟିଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।🙏🏻 @CMO_Odisha @Naveen_Odisha @bjd_odisha @pranabpdas @SusantaSingh11 @TukuniSahu @MoSarkar5T
Ranju Raiman tweet mediaRanju Raiman tweet mediaRanju Raiman tweet mediaRanju Raiman tweet media
OR
0
3
5
179
Bjd Loisingha retweetledi
Ranju Raiman
Ranju Raiman@RanjuRaiman·
ଓଡିଶାରେ ପୁରୁଷ ବିଶ୍ବକପ ହକି ମ୍ୟାଚ ଉଦଘାଟିତ ଉତ୍ସବ ରୁ ସିଧାପ୍ରସାରଣ ଏଲଇଡି ମାଧ୍ୟମ ରେ ଦେଖିବାକୁ ଟିଟିଲାଗଡ ପ୍ରଶାସନ ପକ୍ଷରୁ ଟିଟିଲାଗଡ ମହାରାଜ ସାଗର କଡ ପାର୍କ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। @CMO_Odisha @Naveen_Odisha @TukuniSahu @bjd_odisha @pranabpdas @BJDITWing @MoSarkar5T @TigSDM
Ranju Raiman tweet mediaRanju Raiman tweet mediaRanju Raiman tweet mediaRanju Raiman tweet media
OR
1
3
10
168
Bjd Loisingha retweetledi
Ranju Raiman
Ranju Raiman@RanjuRaiman·
"ସତ୍ୟ ମେ ବିଯୌତେ" ଲୋଇସିଂହା ନିର୍ବାଚନ ମଣ୍ଡଳୀର ଆଗଲପୁର ପୋଲିସ ଫାଣ୍ଟି କୁ ଥାନା ରୂପେ ମାନ୍ୟତା ଦେଇଥିବାରୁ ଓଡ଼ିଶାର ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଅଶେଷ ଧନ୍ୟବାଦ୍ l @CMO_Odisha @Naveen_Odisha @MoSarkar5T @CollectorBgr @spbalangir @bjd_odisha @IPR_Odisha
Ranju Raiman tweet mediaRanju Raiman tweet mediaRanju Raiman tweet mediaRanju Raiman tweet media
OR
0
2
6
110
Bjd Loisingha retweetledi
Ranju Raiman
Ranju Raiman@RanjuRaiman·
ଲୋଇସିଂହା ନିର୍ବାଚନ ମଣ୍ଡଳୀର ପୁଇଁତଳା ବ୍ଳକ ମହିମୁଣ୍ଡା ଗାଁରେ ଯୁଗ ଜ୍ୟୋତି ଫୁଟବଲ ଆସୋସିଏଶନ ପକ୍ଷରୁ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମୋତେ ମୁଖ୍ଯଅତିଥି ଭାବେ ନିମନ୍ତ୍ରଣ କରିଥିବାରୁ ଆୟୋଜକ କମିଟିଙ୍କୁ ଧନ୍ୟବାଧ🙏 @CMO_Odisha @Naveen_Odisha @bjd_odisha @pranabpdas @SusantaSingh11 @TukuniSahu @Vkpandianfancl1
Ranju Raiman tweet mediaRanju Raiman tweet mediaRanju Raiman tweet mediaRanju Raiman tweet media
OR
2
2
14
0