Collector Boudh

6.7K posts

Collector Boudh banner
Collector Boudh

Collector Boudh

@dmboudh

The Official X handle of Collector Boudh

Boudh, Odisha Katılım Haziran 2016
82 Takip Edilen11.1K Takipçiler
Collector Boudh
Collector Boudh@dmboudh·
ଭାରତ ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ପ୍ରଚାର ପ୍ରସାର ଓ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଏକ ସଚେତନତା ରଥକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ବୌଦ୍ଧ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । #SIR2026
OR
0
4
12
455
Collector Boudh retweetledi
Chief Electoral Officer, Odisha
ସ୍ୱତନ୍ତ୍ର ସଘନ ସଂଶୋଧନ (SIR) 2026 ର ଶୁଭାରମ୍ଭ ପୂର୍ବ ସନ୍ଧ୍ୟାରେ ପୁରୀ ସମୁଦ୍ରତଟରେ ଆଡମ୍ବରପୂର୍ଣ୍ଣ ଭାବେ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମର ଉଦ୍‌ଘାଟନ କରାଯାଇଥିଲା। ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଆକର୍ଷଣୀୟ ବାଲୁକା କଳାକୃତି ମାଧ୍ୟମରେ SIR 2026 ସମ୍ପର୍କିତ ସଚେତନତା ବାର୍ତ୍ତା ଜନସାଧାରଣଙ୍କ ମଧ୍ୟରେ ପ୍ରସାର କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର୍. ଏସ୍. ଗୋପାଳନ ଉଦ୍‌ଘାଟନ କରିଥିଲେ। ଏଥିରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ମିଶ୍ର, ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀ, ଫାଇନାନ୍ସିଆଲ୍ ଆଡଭାଇଜର ଶ୍ରୀ ସଞ୍ଜୟ ଲୁଗୁନ , ଅତିରିକ୍ତ ଜିଲ୍ଲାପାଳ (ନିର୍ବାଚନ) , ଉପ-ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀ ପ୍ରସାଦ ସାହୁ ଓ ଶ୍ରୀମତୀ ଅନାମିକା ସିଂହ, ପୁରୀ ଜିଲ୍ଲାର ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ERO) , ଡେପୁଟି କଲେକ୍ଟର (ନିର୍ବାଚନ) ଏବଂ BLOମାନେ ଉପସ୍ଥିତ ଥିଲେ। ଏହି ଅବସରରେ SIR 2026 ର ପ୍ରକ୍ରିୟା, BLOମାନଙ୍କ ଘରକୁ ଘର ପରିଦର୍ଶନ ଏବଂ ନିର୍ବାଚକମାନଙ୍କ ସକ୍ରିୟ ସହଯୋଗର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। On the eve of the launch of the Special Intensive Revision (SIR) 2026, a special voter awareness programme was inaugurated with great fanfare at Puri Blue flag Beach. An impressive sand art installation created by Padma Shri Sudarsan Pattnaik conveyed the message of SIR 2026 and helped spread awareness among the public. The programme was inaugurated by the Chief Electoral Officer, Odisha, Shri R. S. Gopalan. Among those present were Additional Chief Electoral Officer Shri Sushanta Kumar Mishra, the Collector & District Election Officer, Puri, Financial Advisor Shri Sanjay Lugun, the Additional District Magistrate (Elections), Deputy Chief Electoral Officers Dr. Laxmi Prasad Sahu and Smt. Anamika Singh, Electoral Registration Officers (EROs) of various Assembly Constituencies in Puri district, the Deputy Collector (Elections), and BLOs. On this occasion, information was disseminated regarding the SIR 2026 process, the house-to-house visits to be conducted by BLOs, and the importance of active cooperation from electors in ensuring an accurate and inclusive electoral roll. #SIR2026 #SIRPhase3 #Puri #SandArt #CEOOdisha #ECI
Chief Electoral Officer, Odisha tweet mediaChief Electoral Officer, Odisha tweet mediaChief Electoral Officer, Odisha tweet mediaChief Electoral Officer, Odisha tweet media
OR
0
18
49
2K
Collector Boudh
Collector Boudh@dmboudh·
ଆସନ୍ତାକାଲି, ତା. 30.05.2026 ଠାରୁ ଆରମ୍ଭ ହେଉଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (SIR) - ୨୦୨୬ ପରିପ୍ରେକ୍ଷୀରେ ଆଜି ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକ, ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ବୌଦ୍ଧଙ୍କ ଦ୍ଵାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। #SIRPHASE3 #SIR2026 #SIR
Collector Boudh tweet mediaCollector Boudh tweet media
OR
0
5
16
874
Collector Boudh retweetledi
Chief Electoral Officer, Odisha
BLOଙ୍କ ଘରେ ଘରେ ପହଞ୍ଚିବାର ପଦକ୍ଷେପ ଏବଂ ଆପଣଙ୍କ ଏକ ସକ୍ରିୟ ସହଯୋଗ ମିଶି ଗଢ଼ିବ ଏକ ଅଧିକ ସଠିକ୍, ନିର୍ଭୁଳ ଏବଂ ବିଶ୍ୱସନୀୟ ଭୋଟର ତାଲିକା। 🗳️ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) 2026 ସମୟରେ BLO ଆପଣଙ୍କ ଘରକୁ ଆସିଲେ, ଆବଶ୍ୟକ ସୂଚନା ପ୍ରଦାନ କରି ସହଯୋଗ କରନ୍ତୁ। ଆପଣଙ୍କ ଏହି ଛୋଟ ପଦକ୍ଷେପ ଗଣତନ୍ତ୍ରକୁ କରିବ ଆହୁରି ସଶକ୍ତ। #SIR2026 #BLO #ECI #CEOOdisha #SIRPhase3 #AccurateElectoralRoll #StrongerDemocracy
Chief Electoral Officer, Odisha tweet media
OR
1
56
154
7.6K
Collector Boudh retweetledi
Chief Electoral Officer, Odisha
ସ୍ୱତନ୍ତ୍ର ସଘନ ସଂଶୋଧନ (SIR) 2026 ଆସନ୍ତାକାଲି, ତା. 30.05.2026 ଠାରୁ ଆରମ୍ଭ ହେଉଥିବା ପରିପ୍ରେକ୍ଷୀରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର୍. ଏସ୍. ଗୋପାଳନଙ୍କ ସହ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ମିଶ୍ର, ଉପ-ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀ ପ୍ରସାଦ ସାହୁ ଏବଂ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ-ତଥା-ଯୁଗ୍ମ ଶାସନ ସଚିବ ଶ୍ରୀ ଗୋପୀନାଥ କୁଅଁର ଉପସ୍ଥିତ ଥିଲେ। ସାମ୍ବାଦିକ ସମ୍ମିଳନୀରେ SIR 2026ର ଉଦ୍ଦେଶ୍ୟ, ପ୍ରକ୍ରିୟା, ଗୁରୁତ୍ୱପୂର୍ଣ୍ଣ ସମୟସୀମା, BLOମାନଙ୍କ ଘରକୁ ଘର ପରିଦର୍ଶନ କାର୍ଯ୍ୟକ୍ରମ ଏବଂ ନିର୍ବାଚକମାନଙ୍କ ସକ୍ରିୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। ଏଥିସହ ନିର୍ବାଚକମାନଙ୍କୁ BLOମାନଙ୍କ ସହ ସହଯୋଗ କରି ସଠିକ୍ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତିରେ ଭାଗୀଦାର ହେବାକୁ ଆହ୍ୱାନ କରାଯାଇଥିଲା। #SIR2026 #SIRPhase3 #SIR #CEOOdisha #ECI
Chief Electoral Officer, Odisha tweet mediaChief Electoral Officer, Odisha tweet mediaChief Electoral Officer, Odisha tweet media
OR
1
9
21
1.2K
Collector Boudh retweetledi
Chief Electoral Officer, Odisha
ମିତା ଦିଦିଙ୍କ ମୁହଁରୁ ଶୁଣନ୍ତୁ SIR 2026 ର ସମ୍ପୂର୍ଣ୍ଣ ପ୍ରକ୍ରିୟା। 📋🗳️ ୩୦ ମଇରୁ ୨୮ ଜୁନ ପର୍ଯ୍ୟନ୍ତ BLOମାନେ ଆପଣଙ୍କ ଘରକୁ ଯାଇ ଦୁଇଟି ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ। ସମସ୍ତ ନିର୍ବାଚକଙ୍କୁ ଅନୁରୋଧ — ସଠିକ୍ ତଥ୍ୟ ପ୍ରଦାନ କରନ୍ତୁ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଫର୍ମ ଜମା କରି BLOମାନଙ୍କୁ ସହଯୋଗ କରନ୍ତୁ। ଆସନ୍ତୁ, ଆମେ ସମସ୍ତେ ମିଶି ଏକ ସ୍ୱଚ୍ଛ, ସଠିକ୍ ଓ ଅନ୍ତର୍ଭୁକ୍ତିମୂଳକ ଭୋଟର ତାଲିକା ଗଢ଼ିବା। 🇮🇳 Listen to Mita Didi explain the complete process of SIR 2026. 📋🗳️ From 30th May to 28th June, BLOs will visit households to distribute and collect two Enumeration Forms. All electors are requested to provide accurate information and cooperate with BLOs by submitting the forms within the stipulated timeline. Let us all join hands to build a transparent, accurate and inclusive Electoral Roll. 🇮🇳 @ECISVEEP @PIB_India @IPR_Odisha @DDNational @dd_odia #SIR2026 #SIRPhase3 #BLO #CEOOdisha #ECI
OR
4
41
52
3.4K
Collector Boudh
Collector Boudh@dmboudh·
ନିର୍ବାଚନ ଆୟୋଗଙ୍କ ଦ୍ୱାରା ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ.ଆଇ.ଆର ) SIR ଅନ୍ତର୍ଗତ ୮୫- କଣ୍ଟାମାଳ ବିଧାନସଭା କ୍ଷେତ୍ର ଓ ୮୬-ବୌଦ୍ଧ ବିଧାନସଭା କ୍ଷେତ୍ରର ବିଏଲଓ ଓ ବିଏଲଓ ସୁପରଭାଇଜରମାନଙ୍କ ପାଇଁ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଧାନସଭା କ୍ଷେତ୍ର ସ୍ତରରେ ଅନୁଷ୍ଠିତ ହୋଇଯାଇଛି। #SIR2026 #SIRPHASE3 #SIR
Collector Boudh tweet mediaCollector Boudh tweet mediaCollector Boudh tweet mediaCollector Boudh tweet media
OR
0
2
5
506
Collector Boudh
Collector Boudh@dmboudh·
ଆଜି କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପଲସାଗୋରା ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହେବା ସହିତ ଆସିଥିବା ୬୦ ଅଭିଯୋଗରୁ ୨୩ଟି ତୁରନ୍ତ ସମାଧାନ କରିବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଛି ।
Collector Boudh tweet mediaCollector Boudh tweet media
OR
0
0
1
142
Collector Boudh retweetledi
Chief Electoral Officer, Odisha
ସଠିକ୍ ଏବଂ ଅଦ୍ୟତନ ଭୋଟର ତାଲିକା ପାଇଁ BLO ଆସୁଛନ୍ତି ଆପଣଙ୍କ ଘରକୁ। 📋 ସ୍ୱତନ୍ତ୍ର ସଘନ ସଂଶୋଧନ (SIR) 2026 ଅଭିଯାନ ଅଧୀନରେ ପରିଗଣନା ଫର୍ମ ଗ୍ରହଣ କରନ୍ତୁ, ସଠିକ୍ ଭାବେ ପୂରଣ କରନ୍ତୁ ଏବଂ BLOଙ୍କୁ ସହଯୋଗ କରନ୍ତୁ। 🗓️ ସମୟ ସୀମା: ୩୦.୦୫.୨୦୨୬ ରୁ ୨୮.୦୬.୨୦୨୬ ପର୍ଯ୍ୟନ୍ତ ✅ ସଠିକ୍ ଭୋଟର ତାଲିକା ✅ ସୁଦୃଢ଼ ଗଣତନ୍ତ୍ର ✅ କୌଣସି ଯୋଗ୍ୟ ଭୋଟର ବାଦ୍ ପଡ଼ିବେ ନାହିଁ। @ECISVEEP @PIB_India @IPR_Odisha @DDNational @dd_odia #SIR2026 #BLO #ECI #CEOOdisha #SIR
OR
2
23
49
4.2K
Collector Boudh
Collector Boudh@dmboudh·
ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକ ଆଜି ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ଖୋର୍ଦ୍ଧା ବଲାଙ୍ଗୀର ରେଳ ରାସ୍ତା ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ଓ ପ୍ରଗତିର ସମୀକ୍ଷା କରିବା ସହିତ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି।
Collector Boudh tweet mediaCollector Boudh tweet mediaCollector Boudh tweet mediaCollector Boudh tweet media
OR
2
0
4
213
Collector Boudh
Collector Boudh@dmboudh·
ଆଜି କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହେବା ସହିତ ଆସିଥିବା ୬୭ ଅଭିଯୋଗରୁ ୧୪ଟି ତୁରନ୍ତ ସମାଧାନ କରିବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଛି ।
Collector Boudh tweet mediaCollector Boudh tweet mediaCollector Boudh tweet mediaCollector Boudh tweet media
OR
0
0
3
214
Collector Boudh
Collector Boudh@dmboudh·
ଭାରତବର୍ଷର ଅଜେୟ ସଭ୍ୟତାର ପ୍ରତୀକ ଆଧ୍ୟାତ୍ମିକ ଐତିହ୍ୟ, ସଂସ୍କୃତି ଓ ଅଦମ୍ୟ ଆସ୍ଥାର ପ୍ରତୀକ “ସୋମନାଥ ସ୍ୱାଭିମାନ ପର୍ବ – ଅବିନାଶୀ ଆସ୍ଥାର ୧୦୦୦ ବର୍ଷ” ପୂର୍ତ୍ତି ଅବସରରେ ସ୍ଥାନୀୟ ପ୍ରାଚୀନ ପବିତ୍ର ରାମେଶ୍ୱର ମନ୍ଦିର, ବୌଦ୍ଧ ପରିସରରେ ଏକ ଜିଲ୍ଲାସ୍ତରୀୟ ଭକ୍ତିମୟ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
Collector Boudh tweet mediaCollector Boudh tweet mediaCollector Boudh tweet mediaCollector Boudh tweet media
OR
2
0
3
259
Collector Boudh
Collector Boudh@dmboudh·
ଆଜି ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହେବା ସହିତ ଆସିଥିବା ୭୮ ଅଭିଯୋଗରୁ ୨୯ଟି ତୁରନ୍ତ ସମାଧାନ କରିବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଛି ।
Collector Boudh tweet mediaCollector Boudh tweet mediaCollector Boudh tweet media
OR
0
0
0
196
Collector Boudh
Collector Boudh@dmboudh·
ପରେ ପରେ ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ବାଉଁଶୁଣୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସେଠାରେ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା ଦେଖିବା ସହିତ ରୋଗୀ ମାନଙ୍କୁ ସ୍ୱାସ୍ଥ୍ୟ ଅବସ୍ଥା ଏବଂ ମିଳୁଥିବା ଚିକିତ୍ସା ସହାୟତା ବିଷୟରେ ପଚାରି ବୁଝିଛନ୍ତି l
Collector Boudh tweet mediaCollector Boudh tweet media
OR
0
0
0
165
Collector Boudh
Collector Boudh@dmboudh·
ଜିଲ୍ଲାପାଳ ବୌଦ୍ଧ ଆଜି କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘିକୁଣ୍ଡି ଏବଂ ଗୁଡଭେଲିପଦର ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରିବା ସହିତ ଜଳଛତ୍ର ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରି ନିର୍ଦ୍ଧାରିତ ସମୟରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି l
Collector Boudh tweet mediaCollector Boudh tweet mediaCollector Boudh tweet mediaCollector Boudh tweet media
OR
2
0
6
311
Collector Boudh
Collector Boudh@dmboudh·
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହେବା ସହିତ ଆସିଥିବା ୪୬ ଅଭିଯୋଗରୁ ୧୦ଟି ତୁରନ୍ତ ସମାଧାନ କରିବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଛି ।
Collector Boudh tweet mediaCollector Boudh tweet mediaCollector Boudh tweet mediaCollector Boudh tweet media
OR
0
0
5
233
Collector Boudh
Collector Boudh@dmboudh·
ଜିଲ୍ଲାପାଳ ବୌଦ୍ଧ ଆଜି ହରଭଙ୍ଗା ବ୍ଲକର ଉପାନ୍ତ ଅଞ୍ଚଳ କୁଚପାଯୁ ଓ କୁସୁମଝୋଲି ଗ୍ରାମ ପରିଦର୍ଶନରେ ଯାଇ ପାନୀୟଜଳ, ନଳକୂପ ମରାମତି, ରାସ୍ତାଘାଟ ଉନ୍ନତିକରଣ ଓ ବିଭିନ୍ନ ଭିତ୍ତିଭୂମି ସମସ୍ୟା ଅନୁଧ୍ୟାନ କରିବା ସହିତ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Collector Boudh tweet mediaCollector Boudh tweet mediaCollector Boudh tweet mediaCollector Boudh tweet media
OR
1
0
8
246
Collector Boudh
Collector Boudh@dmboudh·
ଆଜି ସଦର ବ୍ଲକ ବୌଦ୍ଧ ଅନ୍ତର୍ଗତ ତାଳସରଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହେବା ସହିତ ଆସିଥିବା ୪୬ ଅଭିଯୋଗରୁ ୧୮ଟି ତୁରନ୍ତ ସମାଧାନ କରିବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଛି ।
Collector Boudh tweet mediaCollector Boudh tweet mediaCollector Boudh tweet mediaCollector Boudh tweet media
OR
0
0
4
244
Collector Boudh
Collector Boudh@dmboudh·
ଜିଲ୍ଲା ପ୍ରଶାସନ ବୌଦ୍ଧ ତରଫରୁ ସ୍ଥାନୀୟ ମୂର୍ଶୁଣ୍ଢି ସ୍ଥିତ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ମୁଖ୍ୟଅତିଥି ମାନ୍ୟବର ବିଧାୟକ ବୌଦ୍ଧ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି ।
Collector Boudh tweet mediaCollector Boudh tweet mediaCollector Boudh tweet mediaCollector Boudh tweet media
OR
0
0
1
193
Collector Boudh
Collector Boudh@dmboudh·
ଜିଲ୍ଲା ପ୍ରଶାସନ, ବୌଦ୍ଧ ତରଫରୁ ସ୍ଥାନୀୟ ଚନ୍ଦ୍ରଚୂଡ଼ ମନ୍ଦିର ପ୍ରାଙ୍ଗଣରେ ମୁଖ୍ୟଅତିଥି ମାନ୍ୟବର ବିଧାୟକ, ବୌଦ୍ଧ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନଙ୍କ ଉପସ୍ଥିତିର "ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା" ରେ ଏଗାର ଯୋଡ଼ି ନବଦମ୍ପତ୍ତିଙ୍କ ସାମୁହିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l
Collector Boudh tweet mediaCollector Boudh tweet mediaCollector Boudh tweet mediaCollector Boudh tweet media
OR
0
0
2
174