ଦୀପକ ମୁଦୁଲି 💐 Deepak Muduli

2.1K posts

ଦୀପକ ମୁଦୁଲି 💐 Deepak Muduli banner
ଦୀପକ ମୁଦୁଲି 💐 Deepak Muduli

ଦୀପକ ମୁଦୁଲି 💐 Deepak Muduli

@DeepakMuduli5

ସାମୁଦ୍ରିକ ବିଜ୍ଞାନ ରେ ସ୍ନାତକୋତ୍ତର//ପ୍ରକୃତି ଓ ସମୁଦ୍ର ପ୍ରେମି//ଖାଣ୍ଟି ବରହମପୁରିଆ//ଓଡ଼ିଆ ପୁଅ ଭାରି ସ୍ୱାଭିମାନି// ଓଡ଼ିଶା ଓ ଓଡ଼ିଆ ଭାଷା ପାଇଁ ସଦାସର୍ବଦା ଗର୍ବିତ😍❤️❤️🙏💚

ଗଞ୍ଜାମ Katılım Mart 2015
278 Takip Edilen431 Takipçiler
Sabitlenmiş Tweet
ଦୀପକ ମୁଦୁଲି 💐 Deepak Muduli
ବଡ଼ ବଡ଼ ହୋଟେଲର ବିଭିନ୍ନ ପ୍ରକାରର ବ୍ୟଞ୍ଜନ ର ସ୍ୱାଦ ଯେଉଁଠି ଫିକା ପଡ଼ିଯାଏ ତାହା ହେଲା ବୋଉ ହାତ ରନ୍ଧା ମୁଠେ ପଖାଳ। ଅନେକ ଦିନ ପରେ ଆଜି ଘୋଟଣା ଖାଇବାକୁ ମିଳିଲା, ଜୀବନରେ ଆଉ କଣ ଖୁସି ଦରକାର ଯେ ? @saurav_cs @OdiaCulture @Drakshays @drgynaec @Sulagna_Speaks @bimalendu71 @odiajagat
ଦୀପକ ମୁଦୁଲି 💐 Deepak Muduli tweet media
OR
26
12
382
0
ଦୀପକ ମୁଦୁଲି 💐 Deepak Muduli
@AdvGantayat ଶ୍ରୀମତୀ ପ୍ରତିଭା ରାୟ ରଜନେତ୍ରୀ ନୁହଁ ସେ ଜଣେ କବୟିତ୍ରୀ ବା ଲେଖିକା । ସିଏ କଣ ପାଇଁ ତମ ରାଜନୀତି ରେ ପଶିବେ, ତାପରେ ନିଶିକାନ୍ତ ଦୁବେ ତାଙ୍କ ଭୁଲ ପାଇଁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥିରେ ସାହିତ୍ୟିକା ମାନଙ୍କୁ ଆପଣ ଆପଣଙ୍କ ରାଜନୀତି ପାଇଁ କାହିଁକି ଟାଣିଲେ ଜଣାପଡୁନି। ବିରୋଧୀ ଦଳ ର ମୂଲ୍ୟ ରଖ ।
OR
0
0
2
17
Advocate MonaLisha 🫶🏻StateGeneralsecretary
ଓଡ଼ିଶା ର ଭୂମିପୁତ୍ର ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକ ଅପମାନ କଲେ ଭାରତୀୟ ଜନତା ପାର୍ଟି ସରକାର ଏ ମହିଳା ମଧ୍ୟ ଚୁପ୍ ରହିଲେ କି ଦୁର୍ଭାଗ୍ୟ ଓଡ଼ିଶାକୁ କି ସ୍ବାର୍ଥ ଏ ମାନଙ୍କ ର ନହେଲେ ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବ ନାହିଁ ଧିକ ଓଡ଼ିଆ ଧିକ ଛି ଛି ଛି ଏହିପରି ମହିଳା ମାନଙ୍କୁ
Advocate MonaLisha 🫶🏻StateGeneralsecretary tweet media
OR
5
1
27
679
ଦୀପକ ମୁଦୁଲି 💐 Deepak Muduli
@being_pnp ସବୁ ଜାତିଗତ ପରୀକ୍ଷାର୍ଥୀ ମାନଙ୍କ ପାଇଁ ଗୋଟିଏ ଯୋଗ୍ୟତା ମାର୍କ ରଖାଯାଉ । କମ୍ ସେ କମ୍ ୩୩ ପ୍ରତିଶତ ମାର୍କ ରଖିବା ନିହାତି ଅନିବାର୍ଯ୍ୟ। ଶିକ୍ଷାଗତ ଯୋଗ୍ୟତା ଯାହା ଅଛି ସମ୍ପୂର୍ଣ୍ଣ ଠିକ୍ ଅଛି କେବଳ ସ୍ୱଚ୍ଛ ପ୍ରକ୍ରିୟା ଆଉ ସଠିକ୍ ଯାଞ୍ଚ ର ଆବଶ୍ୟକତା ରହିଛି।
OR
0
0
0
81
Dr.Pravakar
Dr.Pravakar@being_pnp·
Any Graduate Should be Eligible for Teacher Job .. - ଏଠି କିଏ ଏରା ଗେରା ଲୋକ ଆନ୍ଧ୍ରରୁ ନାଗାର୍ଜୁନା B.Ed କରିକି ଆସି ଟିଚର୍ ଚାକିରି କରୁଛନ୍ତି... ଆଉ ପିଲାମାନେ SSC, CGL, OAS prelims ଓ mains clear କରି interview ରେ କଟିକି ଘରେ ବେକାର ବସିଛନ୍ତି, ଡିପ୍ରେସନ୍ କୁ ଯାଉଛନ୍ତି, ଭାବୁଛନ୍ତି ଆମେ ଯୋଗ୍ୟ ନୁହେଁ, ଆମର talent ନାହିଁ... କିଭଳି ହେବା ଉଚିତ୍ — ଗୋଟିଏ proper exam system ହେବା ଦରକାର — prelims, mains ଏବଂ ତା ପରେ final selection... ସିଲେକ୍ସନ୍ ପରେ IAS/OAS ଭଳି ଗୋଟେ ବର୍ଷ compulsory training ହେବା ଉଚିତ୍... B.Ed ପାଇଁ ଆଲଗା exam, ପରେ course completion, ପରେ OTET ଭଳି ଜଟିଳ process କମିବା ଦରକାର... ଆଉ B.Ed Exam Certificate ର ଯେଉଁ ବେପାର ଚାଲିଛି, ସେଟା ବି ବନ୍ଦ ହେଇଯିବ ଏହା ଦ୍ୱାରା talented ପିଲାମାନେ ଟିଚର୍ ଲାଇନ୍ କୁ ଆସିପାରିବେ ଏବଂ ଶିକ୍ଷା ବ୍ୟବସ୍ଥା ଆହୁରି ଭଲ ହେବ... This is my personal opinion... Share yours too... #TeacherRecruitment #Odisha #OdishaPolitcs
Dr.Pravakar tweet media
OR
26
19
154
7.8K
ଦୀପକ ମୁଦୁଲି 💐 Deepak Muduli
@being_pnp ଆପଣଙ୍କ ମତ ସହ ମୁଁ ଏକମତ ନୁହଁ। ଓଡ଼ିଶା ସରକାରୀ ପାଠ୍ୟକ୍ରମ ବାଦ୍ ଯେଉଁ ମାନେ ଆନ୍ଧ୍ର ବି. ଏଡ୍ ପାଠ୍ୟକ୍ରମ ରେ ଚାକିରି ପାଉଛନ୍ତି ସେମାନଙ୍କ ଦକ୍ଷତା ପରୀକ୍ଷା କିମ୍ବା ୬ ମାସିଆ ତାଲିମ ବ୍ୟବସ୍ଥା ହେଉ। TET ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା ସମ୍ପୂର୍ଣ୍ଣ ବାଧ୍ୟତାମୂଳକ। ପ୍ରତି ୫ ବର୍ଷ ରେ ଶିକ୍ଷକତା ଦକ୍ଷତା କୁ ଯାଞ୍ଚ କରାଯାଉ।
OR
0
0
0
119
RVCJ Media
RVCJ Media@RVCJ_FB·
🤔🤔
RVCJ Media tweet media
QME
16
119
2.1K
28.6K
ଦୀପକ ମୁଦୁଲି 💐 Deepak Muduli
@Vkpandianfancl1 ଉତ୍ପାଦ ଶୁକ୍ଳ କଣ ଲୋକ ବୁଝନ୍ତି ଆପଣ ବୁଝେଇବା ଦରକାର ନାହିଁ। ଯୁଦ୍ଧ ପରିସ୍ଥିତି ରେ ଆନ୍ତର୍ଜାତୀୟ ସ୍ଥର ରେ କଚା ତେଲ ର ଦାମ୍ କଣ ଅଛି ଆଉ ଏ ପରିସ୍ଥିତି ରେ କଣ କଲେ ଠିକ୍ ସେଇଟା ବି ଲୋକଙ୍କୁ ଠିକ୍ ଜଣା। ଦେଶର ସ୍ବାର୍ଥ କୁ ଉପରେ ରଖ ବିରୋଧୀ ଦଳ ବୋଲି ସମ୍ମାନ ମିଳିବ। ଏ ଭଳି ପରିସ୍ଥିତିରେ ରାଜନୀତି ର ରୁଟି ସେକିବା ହିନମନସିକତା ଛାଡ।
OR
0
1
3
144
Vkpandianfanclub
Vkpandianfanclub@Vkpandianfancl1·
ଧନ୍ୟବାଦ ଓଡ଼ିଆ ଅସ୍ମିତା !ଏବେ ଆମେ ଓଡ଼ିଆ ମାନେ 101 ନୁହଁ 90 ରେ ପେଟ୍ରୋଲ କିଣିବା ସେୟାଇ ତ ?? ନା ଏ ଦଶ ଟଙ୍କା ଭି ଫୁଣି ଲୁଟିକି ନିଜ ପାଣ୍ଠି ରେ ଯୋଡ଼ିବ ?? ଓଡ଼ିଆ ତେଲ ପକେଇଲା ବେଳେ ଟିକିଏ କହିବ ରଟେ କେତେ ଅଛି ? ଟାଉଟର ର ଚରମ ସୀମା I
BJP Odisha@BJP4Odisha

ଇରାନ ଆମେରିକା ଯୁଦ୍ଧ ମଧ୍ୟରେ ମୋଦୀ ସରକାରଙ୍କ ବଡ଼ ପଦକ୍ଷେପ । ପେଟ୍ରୋଲ ଓ ଡିଜେଲ ଉପରୁ ହଟିଲା ଏକ୍ସାଇଜ୍ ଡ୍ୟୁଟି । ପେଟ୍ରୋଲ ଏବଂ ଡିଜେଲ ପାଇଁ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୧୦ ଟଙ୍କା ହ୍ରାସ ।

OR
11
3
34
1.9K
ଦୀପକ ମୁଦୁଲି 💐 Deepak Muduli
@srrashmi1 ମୁଁ ସାନ ଥିଲି ପାଖାପାଖି ୨୨ ବର୍ଷ ହୋଇଯିବ ଆମ ଗାଁ ରେ ରାମ ମନ୍ଦିର ପ୍ରତିଷ୍ଠା ହେବାର, ପ୍ରତି ବର୍ଷ ରାମ ନବମୀ ପରଠୁ ୯ ଦିନ ଯାଏଁ ରାମଙ୍କ ବିମାନ ଗାଁ ଗାଁ ବୁଲିଯାଏ, ଉତ୍ସବ ପାଳନ ହୁଏ ଆଉ ଶେଷ ଦିନ ରାମ ନବମୀ ଯାତ୍ରା ଅନୁଷ୍ଠିତ ନୁହେଁ। ସେବେ ବି ଗାଁ ପଟୁଆର ଥିଲା ଆଜି ବି ଅଛି ବାସ୍ ଟିକେ ପାଳନ ର ଧାରା ବଦଳିଛି ।
OR
0
0
2
425
Dr. RR Sahoo 👩‍🔬🔬 🇮🇳
"ରାମ ନବମୀ ଓଡ଼ିଶା ର ସଂସ୍କୃତି ନୁହଁ। ବିଗତ କିଛି ବର୍ଷ ହେଲା ଜୋର ଜବରଦସ୍ତି ଲଦା ହେଇଛି ଆମ ଉପରେ" ସମୟରେଖା ରେ ଏହା ଉପରେ ଚର୍ଚ୍ଚା ହେଲାଣି ନା ନାହିଁ????
OR
79
9
153
12K
ଦୀପକ ମୁଦୁଲି 💐 Deepak Muduli
ରମେଶ ଭାଇନା ଲୋକଙ୍କର ନେତା ଏଇଟା ପୁରା ଗଞ୍ଜାମ ଜାଣିଛି। ପୁରୁଣା ଦିନରେ ତାଙ୍କ ବୃଦ୍ଧ ବାପା ମା ଙ୍କୁ ହଇରାଣ କରାଯାଇଛି, ଆଜି ଯାଏଁ ଜେନା ବାବୁ ଙ୍କୁ ବ୍ରହ୍ମପୁର ସହର ମନା ରହିଛି। କଂଗ୍ରେସ ତାଙ୍କୁ ଜିତେଇନି ତାଙ୍କ ଅସଲି ମାଲିକ ତାଙ୍କ ଅଞ୍ଚଳ ଲୋକ। ଶ୍ରାଦ୍ଧ ଘର, ଝିଅ ବିଭା ଭୋଜି ରେ ଛିଡ଼ା ହବା ଲୋକ ରମେଶ ଭାଇନା,ଲୋକ ଙ୍କ ନେତା ।
ଓଟିଭି@otvkhabar

ମୋ ପ୍ରତି, ପରିବାର ପ୍ରତି, ନିର୍ବାଚନ ମଣ୍ଡଳୀ ପ୍ରତି ଅନ୍ୟାୟ କରିଥିଲେ। ସୁଯୋଗକୁ ଅପେକ୍ଷା କରିଥିଲି, ନିର୍ବାଚନରେ କ୍ରସ୍‌ ଭୋଟିଂ କରି ପ୍ରତିଶୋଧ ନେଲି: କଂଗ୍ରେସ ବିଧାୟକ ରମେଶ ଜେନା ! #RameshJena #CrossVoting #RajyaSabhaElection #OdishaPolitics #CongressMLA #BJDVsCongress #BhaktaDas #DilipRay #OTV

OR
0
0
0
39
ଦୀପକ ମୁଦୁଲି 💐 Deepak Muduli
@SujitSarangi3 ରାସ୍ତା ଘାଟ ଅଚଳ କରିକି ସାଧାରଣ ଲୋକଙ୍କୁ ହଇରାଣ କଲେ ମରିଥିବା ଲୋକ ଫେରି ଆସିବେ ନା ସ୍ବାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦେଇଦେଲେ ରାତାରାତି SCB ର ବ୍ୟବସ୍ଥା ଠିକ୍ ହେଇଯିବ। ଗଣତନ୍ତ୍ର ହିସାବ ରେ ବିରୋଧ କରିବା ସମସ୍ତଙ୍କ ଅଧିକାର ଅଛି ତାହା ହିଁ କରାଯାଉ କିନ୍ତୁ ମନେ ରହେ ସାଧାରଣ ଲୋକ ଯେମିତି ହଇରାଣ ହରକତ ନ ହୁଅନ୍ତୁ ।
OR
1
0
2
60
Sujit Sarangi
Sujit Sarangi@SujitSarangi3·
ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦାବିରେ ଖାଲି ଗୃହ ଅଚଳ କଲେ ଚଳିବନି, ରାସ୍ତା ଘାଟ ମଧ୍ୟ ଅଚଳ କରିବା ଜରୁରୀ।
OR
5
1
71
1.5K
ଦୀପକ ମୁଦୁଲି 💐 Deepak Muduli
@kanak_news ଏମାନେ ଭାବୁଛନ୍ତି ରମେଶ ଜେନା ଗଞ୍ଜାମ ଟାଇଗର ଆଉ ଏମାନଙ୍କ ଯୋଗୁଁ କୁଆଡେ ଜିତିଛନ୍ତି 😂 ରମେଶ ଭାଇନା ଗାଁର ଶ୍ରାଦ୍ଧ ଭୋଜି ରେ ବି ଛିଡ଼ା ହବା ଲୋକ, ନିଜ ଅଞ୍ଚଳର ଲୋକଙ୍କ ପାଇଁ ସବୁବେଳେ ଠିଆ ହୁଅନ୍ତି ସେଥିପାଇଁ ଲୋକ ଦଳ ନ ଦେଖିକି ତାଙ୍କୁ ଭୋଟ ଦେଇ ଜିତାଇଛନ୍ତି। ଗଞ୍ଜାମ ଟାଇଗର ଥିଲେ ରାମକୃଷ୍ଣ ପଟ୍ଟନାୟକ ରମେଶ ଜେନା ନୁହଁ।
OR
0
0
2
173
Kanak News
Kanak News@kanak_news·
‘#ଟାଇଗର୍_ଘାସ_ଖାଇଦେଲା’ ତାଙ୍କୁ ଗଞ୍ଜାମର ଟାଇଗର୍ କୁହାଯାଉଥିଲା । ଆମେ ଜାଣିଛୁ ଟାଇଗର ଘାସ ଖାଏନି, ହେଲେ ଖାଇଦେଲା । ଏଥିରେ ଆମେ କଣ କରିବୁ: ଭକ୍ତ ଦାସ, ପିସିସି ସଭାପତି । #BhaktaDas #Congress #Odisha #KanakNews
OR
7
24
233
8.2K
Grok
Grok@grok·
ଡେଲହି ଲିକ୍ୱର୍ ସ୍କାମ୍ (ଏକ୍ସାଇଜ୍ ପଲିସି) କେସ୍ କୌଣସି ରାଜନୈତିକ ଦଳ ସିଧାସଳଖ ଫାଇଲ୍ କରି ନଥିଲେ। ସିବିଆଇ ଏହା ୧୯ ଅଗଷ୍ଟ ୨୦୨୨ରେ ରେଜିଷ୍ଟର କରିଥିଲା, ଡେଲହି ଲେଫଟନାଣ୍ଟ ଗଭର୍ନର ଭି.କେ. ସକ୍ସେନାଙ୍କ ସୁପାରିଶ ପରେ। ଗତକାଲି (୨୭ ଫେବ୍ରୁଆରୀ ୨୦୨୬) କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଡିସଚାର୍ଜ କରିଛନ୍ତି, କୌଣସି ପ୍ରମାଣ ନାହିଁ ବୋଲି। ସିବିଆଇ ହାଇକୋର୍ଟରେ ଆପିଲ୍ କରିଛି।
OR
1
0
0
9
Titu panda
Titu panda@Titupanda2·
ଖୁଲାମଖୁଲା ଗଣତନ୍ତ୍ରର ହତ୍ୟା! ନିର୍ଦୋଷ ସାବ୍ୟସ୍ତ ପରେ କାନ୍ଦିଲେ @ArvindKejriwal 🙏 ମିଛରେ କେବଳ ନର୍ବାଚନ ଜିତିବା ପାଇଁ ଜେଲ ମାରିଦେଇଥିଲେ ଆମ @narendramodi ସବୁ ମିଡ଼ିଆ ଟଙ୍କା ଖାଇ କେଜରିବାଲ ଙ୍କ ବିରୋଧରେ କହିଲେ। @bjd_odisha @BJP4Odisha
OR
9
10
136
3.7K
ଦୀପକ ମୁଦୁଲି 💐 Deepak Muduli
@de_moaned ହଁ competitive ପରୀକ୍ଷା ରେ ବି ଅପରାହ୍ନ ଲେଖିଲେ ଭୁଲ ଉତ୍ତର ଆସିଥିଲା । ଣତ୍ଵ ବିଧି ଅନୁସାରେ ଠିକ୍ ଅଛି ।
OR
0
0
0
46
DumbOrator
DumbOrator@de_moaned·
ମହୋଦୟଙ୍କ ସହ ମଧ୍ୟାହ୍ନ ଭୋଜନରେ ପୁଣି ସାକ୍ଷାତ ହେଲା। ତାଙ୍କର ଅବିକଳ ମତ: *"ଣତ୍ଵ" ବିଧି ଅନୁସାରେ ଏବଂ ବହୁ ବିଦ୍ୱାନଙ୍କ ମତକୁ ଭିତ୍ତିକରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛି ଯେ ଠିକ୍ ଶବ୍ଦ ହେଉଛି "ଅପରାହ୍ଣ"*
DumbOrator@de_moaned

ଜଣେ ଓଡ଼ିଆ ଭାଷା ବିଶେଷଜ୍ଞ ଏବେ ଜ୍ଞାନ ଦେଲେ ଯେ ବହୁଳ ବ୍ୟବହୃତ ବନାନ "ଅପରାହ୍ନ" ଭୁଲ। ଠିକ୍ ଶବ୍ଦ "ଅପରାହ୍ଣ"।

OR
5
0
11
808
ମୁଁ ବ୍ରହ୍ମପୁର
New Routes alert 306 Mamata Gandhi stadium to Sunapur blueflag beach via- NIST, Roland This is will help smooth transfer of worker for Bahuda port construction. 305 Brahmapur Railway station to Chatrapur Bus stand Hopefully this service will extend upto Tampara.
ମୁଁ ବ୍ରହ୍ମପୁର tweet mediaମୁଁ ବ୍ରହ୍ମପୁର tweet media
English
4
9
45
1.1K
Sujit Sarangi
Sujit Sarangi@SujitSarangi3·
Galgotia ୟୁନିଭେର୍ସିଟି ଓ ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ଏକ ଅଭୁତ ପୂର୍ବ ଜ୍ଞାନ କୌଶଳ ଉଦ୍ଭାବନ କରାଯାଇଥିବାରୁ ବୈଜ୍ଞାନିକ ମୋଦିଷ୍ଟିନଙ୍କୁ ଧନ୍ୟବାଦ😂। ସେ ପୂର୍ବରୁ ନର୍ଦମା ପାଣିରୁ ରନ୍ଧନ ଗ୍ୟାସ ପ୍ରସ୍ତୁତ କରିବା ପାଇଁ ଜ୍ଞାନ କୌଶଳ ଆବିଷ୍କାର କରି ଉଚ୍ଚ ପ୍ରଶଂଶିତ ହୋଇଥିଲେ 😂
Sujit Sarangi tweet media
OR
1
0
20
330
ଦୀପକ ମୁଦୁଲି 💐 Deepak Muduli
@otvkhabar ସେ ଭିତରେ ମୋଟା କାଗଜ ଗିଲାସ ଆଉ ଚାଖଣା ପାଇଁ ପ୍ଲେଟ ବି ଦିଆଯାଉ ବଦଳରେ ଅଧିକ ୫ ଟଙ୍କା ଦେବାକୁ - ନିଖିଳ ଓଡ଼ିଶା ମଦୁଆ ମହାସଂଘ ପକ୍ଷରୁ ସମ୍ମତି ପ୍ରକାଶ କରାଯାଉଛି ।
OR
3
2
55
1.5K
ଓଟିଭି
ଓଟିଭି@otvkhabar·
#ମୋଟା_କାଗଜ_ଖୋଳରେ_ମିଳିବ_ମଦ -କାଚ ବୋତଲରେ ବଦଳରେ ଫ୍ରୁଟି ଭଳି ମୋଟା କାଗଜ ଖୋଳରେ ମିଳିବ ମଦ -ସନା ମହାକୁଡ଼ଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଉତ୍ତର '-କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ୍ ବ୍ୟବହାର କରାଯିବ' -ଯାହା ପରିବେଶ ସୁରକ୍ଷା ପାଇଁ ଅନୁକୂଳ ମଧ୍ୟ ଅଟେ- ଆଇନ ମନ୍ତ୍ରୀ '-ସରକାର କାଚ ବୋତଲର ପୁନଃ ବ୍ୟବହାର ପାଇଁ ଉତ୍ସାହିତ କରୁଛି' #OdishaLiquor #ExcisePolicy #EcoFriendlyAlcohol #OdishaNews #LiquorReform #EnvironmentProtection #OTV
ଓଟିଭି tweet media
OR
59
7
155
28.9K
ଦୀପକ ମୁଦୁଲି 💐 Deepak Muduli
@manas_muduli Not in favour of dividing Ganjam in 6 districts. 2 district should be made by dividing Ganjam. One is Ghumusar district ( Bhanjanagar+Belaguntha+Jagannath Prasad+ Sorada ) and another one is Ganjam. Make Aska another subdivision of Ganjam.
English
0
0
14
1K
Manas Muduli
Manas Muduli@manas_muduli·
Odisha received public requests seeking the creation of 31 new districts across the state. 📍 Proposed New Districts by Existing District 🔹 Ganjam: • Ghumusar • Kabisuryanagar • Rushikulya (Aska) • Bhanjanagar • Berhampur 🔹 Mayurbhanj: • West Mayurbhanj • Rairangapur • Khiching • Karanjia / Panchipur 🔹 Sundargarh: • Bonai • Vedvyas • Rourkela 🔹 Balasore: • Nilgiri • Soro • Jaleswar 🔹 Balangir: • Titlagarh • Kantabanji • Patnagarh 🔹 Angul: • Talcher • Pallahara 🔹 Cuttack: • Athagarh 🔹 Jajpur: • Chandikhol 🔹 Khurda: • Bhubaneswar 🔹 Bargarh: • Padampur 🔹 Kalahandi: • Dharmagarh 🔹 Kandhamal: • Baliguda 🔹 Keonjhar (Kendujhar): • Anandpur 🔹 Rayagada: • Gunupur 🔹 Puri: • Nimapara
English
46
33
358
28.2K
ଦୀପକ ମୁଦୁଲି 💐 Deepak Muduli
@ChoudhuryHaresh ଆଜ୍ଞା ବ୍ରହ୍ମପୁର ଜିଲ୍ଲା ନହେଲେ କଣ ଅସୁବିଧା କି ??? ମୋ ଗଞ୍ଜାମ କୁ ଭାଙ୍ଗି ପ୍ରସ୍ତାବିତ ୫ ଟି ଜିଲ୍ଲା କରିବା ସପକ୍ଷ ରେ ମୁଁ ଆଦୌ ନାହିଁ। କେବଳ ଭଞ୍ଜନଗର,ଜଗନ୍ନାଥ ପ୍ରସାଦ ଓ ବେଲଗୁଣ୍ଠା କୁ ନେଇ ଘୁମୁସର ଜିଲ୍ଲା କରିବା ସପକ୍ଷରେ ମୋ ବ୍ୟକ୍ତିଗତ ମତ ପ୍ରକାଶ କରୁଛି। ଆସିକା କୁ ଏକ ସଦର ମହକୁମା କରି ଗଞ୍ଜାମ ଜିଲ୍ଲା ରହୁ ।
OR
0
0
1
20
ଦୀପକ ମୁଦୁଲି 💐 Deepak Muduli
@nidhi_budha ଏମାନେ ସଂସଦ ରେ ପାରିତ ବିଲ୍ କୁ ଅଟକେଇ ପାରୁଛନ୍ତି । ମାଗଣା ବଣ୍ଟା ଯୋଜନା କୁ କାହିଁକି ବନ୍ଦ କରୁନାହାନ୍ତି 🤔
OR
0
0
1
15
ନିଧି ଅଜା
ନିଧି ଅଜା@nidhi_budha·
ଭର୍ତ୍ସନା, କଡା ସମାଲୋଚନା ଆଦିରେ କିଛି ବଦଳିବନି ।
ଓଟିଭି@otvkhabar

#ମାଗଣା_ବଣ୍ଟନକୁ_ସୁପ୍ରିମ୍‌_ଭର୍ତ୍ସନା -ରାଜନୈତିକ ଦଳମାନଙ୍କ ଦ୍ୱାରା ମାଗଣା ବଣ୍ଟନକୁ କଡ଼ା ସମାଲୋଚନା -ରାଜନୈତିକ ଦଳମାନଙ୍କର ଏହି କାମକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା -ମାଗଣା ବଣ୍ଟନ ସରକାରୀ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଉଛି -ଫ୍ରିବିଜ୍ ଯୋଜନା ମାଧ୍ୟମରେ ସମ୍ପଦ ବଣ୍ଟନ କରିବା ବଦଳରେ... -.... ରାଜନୈତିକ ଦଳମାନେ ଯୋଜନାବଦ୍ଧ ନୀତି ପ୍ରସ୍ତୁତ କରିବା ଉଚିତ୍ -ଏହି ନୀତି ଲୋକଙ୍କ ଜୀବନଶୈଳୀ ଉନ୍ନତ ପାଇଁ ଯୋଜନା ପ୍ରଦାନ କରିବ -ରାଷ୍ଟ୍ରର ଆର୍ଥିକ ବିକାଶ ମାଗଣା ବଣ୍ଟନ ଦ୍ୱାରା ବାଧାପ୍ରାପ୍ତ ହେବ -ରାଜ୍ୟଗୁଡ଼ିକ କ୍ଷତିରେ ଚାଲୁଛନ୍ତି କିନ୍ତୁ ତଥାପି ମାଗଣା ବଣ୍ଟନ କରୁଛନ୍ତି -ସଂଗୃହୀତ ଆୟର ୨୫% କାହିଁକି ରାଜ୍ୟର ବିକାଶ ପାଇଁ ବ୍ୟବହାର ହେଉନି -କୌଣସି ନିର୍ଦ୍ଦିଷ୍ଟ ରାଜ୍ୟ ନୁହେଁ ସବୁ ରାଜ୍ୟ କଥା ଆମେ ଦର୍ଶାଉଛୁ -ବେକାରୀ ଦୂର ପାଇଁ କାହିଁକି ବଜେଟ୍‌ରେ ବ୍ୟବସ୍ଥା ହେଉ ନାହିଁ -ଦେଶରେ ନିର୍ବାଚନ ଜିତିବାକୁ ମାଗଣା ବଣ୍ଟନକୁ ନେଇ ଉଦ୍‌ବେଗ ଜଣାଇଲେ #Supremecourt #Freebies #Odisha #OTV

OR
2
0
32
1.2K