Sabitlenmiş Tweet
Saurav Subham Kar
1.7K posts

Saurav Subham Kar
@saurav_cs
ଏକ ଭଲ ଶିକ୍ଷକ ହେବାର ଲକ୍ଷ୍ୟରେ। ଫୋଟୁ ତୋଳା କବିତା ଲେଖା
Jajpur, India Katılım Mart 2019
311 Takip Edilen377 Takipçiler
Saurav Subham Kar retweetledi

Saurav Subham Kar retweetledi
Saurav Subham Kar retweetledi

Report କରନ୍ତୁ @mohanmajhi_BJP Handle ଟି କୁ।
ଆମ ନୂଆ CM ଙ୍କର ଏବେର original id ହଉଚି @MohanMOdisha । ଯାହାକି ପୂର୍ବରୁ "mohanmajhi_BJP" ଥିଲା। ଯେହେତୁ ଦାୟିତ୍ଵ ନେଲାପରେ ତାଙ୍କ ନାଁ କଡ଼ରେ BJP mention ହେବା ଶୋଭନୀୟ ହେଇ ନଥାନ୍ତା। ତେଣୁ ସେ ୟାକୁ Change କରିବା ଉଚିତ୍ ମନେ କଲେ।
କିନ୍ତୁ ଏହା ଦ୍ଵାରା...
OR
Saurav Subham Kar retweetledi

ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ ଦ୍ୱାରା ଓଡ଼ିଆ ଭାଷା ସାହିତ୍ୟ ତଥା ସାହିତ୍ୟିକମାନଙ୍କ ବିଷୟରେ ଓଡ଼ିଆ ଉଇକିପିଡ଼ିଆରେ (@odiawiki) ପ୍ରସଙ୍ଗ ଗଢ଼ିବା ପାଇଁ ଆୟୋଜନ କାରାଯାଉଛି "ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନା ୨୦୨୪" ।
୧ ରୁ ୧୫ ଅପ୍ରେଲ ଯାଏଁ ଚାଲିବାକୁ ଥିବା ଏହି ଗଣ-ସମ୍ପାଦନାରେ ଯୋଗ ଦିଅନ୍ତୁ ।
or.wikipedia.org/s/1uf0

OR

@Sucharita_world ଛି ଛି, ଏ ସବୁ ସରକାରୀ ଚାକିରୀଆ ଗୁଡ଼ା ଠକ, ଲାଞ୍ଚୁଆ,ପଇସା ଖିଆ।
ଯଦି ସମାଜ ଆଗରେ ସରକାରୀ ଚାକରୀ ଆଉ ଚାକିରୀଆ ଏମନ୍ତ ନୀତିହୀନ, ତେବେ ସମ୍ପୂର୍ଣ୍ଣ ସମାଜ ଏ ନୀତି ଗତି ହୀନ ମାରିଖିଆ ସରକାରୀ ଚାକିରୀ ପାଇଁ କାଇଁ ଏତେ ବାଇ ଯେ??
ଏ ଚିନ୍ତାଧାରା କେବେ ଯିବ?
OR
Saurav Subham Kar retweetledi

ଶେଷରେ ଅପେକ୍ଷାର ଅନ୍ତ ହେଲା l ପୁରା ଓଡ଼ିଆ ଟ୍ୱିଟର ସହ ଖୋଦ ଡାକ୍ତର ବାବୁ ବି ଯଉଁ ଦିନକୁ ଅପେକ୍ଷା କରିଥିଲେ ଆଜି ହଉଚି ସେଇ ଦିନ l
ଶୁଭେଚ୍ଛା ଆଉ ଶୁଭକାମନା @Drakshays (ଗାଁ ଡାକ୍ତର ) 💐🧿😁
OR
Saurav Subham Kar retweetledi

#ଆକାମାବୈ
#Thread
(୧)
ଆଷାଢେ ବୋଇତ-ସଜ କାଠ-ଅନୁକୂଳ;
କାର୍ତ୍ତିକେ ଦରିଆପାରି ବିଦା ଦିଅନ୍ତି କୁଳ।
ମାଘେ ପ୍ରବାହ ଉଷ୍ମ ଆରବୀ ବାୟୁ ବଳ;
ବୈଶାଖେ ଫେରନ୍ତି ଉପେକ୍ଷି ଦାବାନଳ।
ଆ କା ମା ବୈ ଡାକ ପଡେ ସଚରାଚର,
ରୋମନ୍ଥି ଓଡିଆସ୍ମୃତି ଅତୀତ କଳିଙ୍ଗର। 👇
Rajashree sahoo@Rajshreepuja
ଦୀପାବଳି ପରଦିନ ଦାଣ୍ଡ ଦୁଆରେ ବୋଇତ ବନ୍ଦାଣ ଉତ୍ସବ ବାସନ କୁସନ ଏବଂ ସଉଦା ଇତ୍ୟାଦି ନୂଆଲୁଗା ଦେଇ ପୂଜା କରାଯାଏ। ପୂଜାଶେଷରେ ଘରର ବୋହୁମାନେ ବାଣ ଲଗେଇ ବୋଇତ ମେଲାଣି କରନ୍ତି। ପୂର୍ବେ ଦୀପାବଳି ପରଦିନ ସାଧବପୁଅ ବାଣିଜ୍ୟ କରିବାକୁ ଘରୁ ବାହାରୁ ଥିଲେ। ଏଇ ଉଦେଶ୍ୟରେ ବୋଇତ ବନ୍ଦାଣ ପରମ୍ପରା ପ୍ରଚଳିତ ଫଟୋରେ- (ବୋଉ, ୨ ଖୁଡି,ବଡ଼ବୋଉ)
OR
Saurav Subham Kar retweetledi
Saurav Subham Kar retweetledi

ମାତାଲି ପିଣ୍ଡାରେ ଅରମା ଗଛ, ସେଠି ତାସ୍ ଗାମୁଛା ଆଉ ପଡୁ ନାହିଁ, ତା' ସିମେଣ୍ଟ ଚଟାଣରେ ଲୁଡୁ ଗୋଟି ଗଡୁ ନାହିଁ, ଦାଣ୍ଡକୁ ମୁହଁ କରିଥିବା କାଠ ଦୁଆରେ କଳଙ୍କି ଲଗା କୋଲପ। ବାଡ଼ି କଡ଼ ଚାଳ ଘର ମାଟିରେ ମିଶିବାକୁ ଅନେଇ ବସିଛି, ମାଟି କାନ୍ଥରେ କେବଳ କଣି, ଝଟା, ମାଟି ଝଡ଼ି ସାରିଛି କୋଉ କାଳୁ।
ମାତାଲି ଥିଲା ଦମ୍ଭିଲା, ଆଠ ଆଠୁଟା ପୁଅର ମାଆ। ଠେଙ୍ଗା ଧରି ବାହାରି ପଡ଼ିବ ନିଜେ କୋଉଠି ଗଣ୍ଡଗୋଳ, ପାଟିମୁଣ୍ଡ ହେଲେ। ଦେଖିଲେ ପଚାରିବ - ବେ ଆଇଲୁ, କିଛି ଆଣିଲୁ ନାହିଁ। ଯାଆ କଣ ଟିକେ ଘିନି ଆସିବୁ।
ମାତାଲି ଉପରେ ଏଣିକି ଅନର୍ଯ୍ୟାପ ଘାସ, ମାଟିରେ ତା'ର ଅବସ୍ଥାନର ଚିହ୍ନବର୍ଣ୍ଣ ନାହିଁ, ବରଂ ଯିଏ ଆଦରରେ ଝାଳ ପୋଛି ଆଣୁଥିଲା ସରାଗରେ- ଏବେ ସିଏ ଭୂତ, ଭୟର ପ୍ରତୀକ।
ଯିଏ ଯାଏ ସେ ଯାଏ, ସୁଖର ଭାତହାଣ୍ଡିରେ ଆଉ ସ୍ଥାନ ନାହିଁ ତା'ର, ମଣିଷର ମନହାଣ୍ଡିରୁ ପୋଛି ଦିଆଯାଏ ସେ। ସେ ଅଲୋଡ଼ା, ଯିଏ ଅନ୍ଧାର ରାତିରେ ଦୋକଡ଼ି କତିରେ ଠିଆ ହୋଇ ଆପଣା ଲୋକଙ୍କୁ ଦେଖେ, ଆଉ ଛୁଇଁପାରେ ନାହିଁ, ଆଉ ସେ କେହି ନୁହେଁ, ସେ କେବଳ ଗୋଟାଏ ଭୁଲା ଚରିତ୍ର।
#ଗାଁ
OR
Saurav Subham Kar retweetledi

ଏବେ ବାଘାଯତୀଙ୍କ ଉପରେ ଫିଲ୍ମଟିଏ ଆସୁଛି । ବହୁତ ଭଲ କଥା । କିନ୍ତୁ ଶୁଭପଲ୍ଲବର ପ୍ରାରମ୍ଭିକ ସମୟରେ ତାଙ୍କ ଉପରେ @saipjena ଭାଇଙ୍କ ଦ୍ୱାରା ଲିଖିତ ଏକ ଆଲେଖ୍ୟ ପ୍ରକାଶିତ ହୋଇଥିଲା ।
shubhapallaba.in/bagha-kalikata…
#ବାଘାଯତୀନ #ଶୁଭପଲ୍ଲବ #Shubhapallaba #BaghaJatin
OR
Saurav Subham Kar retweetledi
Saurav Subham Kar retweetledi
Saurav Subham Kar retweetledi

ଆମ ଲୋକ ସଙ୍ଗୀତକୁ ନେଇ ପ୍ରୋଗ୍ରାମ୍ ଟିଏ ।
ଏଭଳି ଆତ୍ମା ଥିବା କାର୍ଯ୍ୟକ୍ରମଟିଏ କେବଳ DD Odia ରେ ହିଁ ସମ୍ଭବ ।
ଭାଗ ନେଇଥିବା ତିନି ଯୁବ ବ୍ୟକ୍ତିଙ୍କ ବାର୍ତ୍ତାଳାପ ଦେଖନ୍ତୁ, ମନ ପ୍ରଫୁଲ୍ଲିତ ହୋଇଯିବ ।
youtu.be/N1rBv1dwZxU

YouTube
OR
Saurav Subham Kar retweetledi

Are Squash drink a fad now!
During 80s, a get together was incomplete without serving a glass of fruit #squash to guests. And,it was quite easy & economical to prepare.. jus add water, sugar & ice (if available) to the squash liquid, stir/taste it & serve it with a smile..

English
Saurav Subham Kar retweetledi

@DG_NTA @ugc_india Many students unabled to fill the CSIR form due to technical issue.Kindly extend the CSIR-UGC NET online application date for few more days.
English


















