Kataka Municipal Corporation

12.2K posts

Kataka Municipal Corporation banner
Kataka Municipal Corporation

Kataka Municipal Corporation

@KMCKataka

Official account of Kataka Municipal Corporation, Government of Odisha. 24*7 Call Centre : 1800-34567-28 / 89473-59742

Cuttack, India Katılım Temmuz 2016
199 Takip Edilen114.3K Takipçiler
Kataka Municipal Corporation
@CMO_Odisha @IPR_Odisha @HUDDeptOdisha @KatakaDM @lcf_in ଏଥିରେ ୧୧ଟି କଂପାନୀର ନିଯୁକ୍ତିଦାତା ଯୋଗଦେଇ ଛାତ୍ରଛାତ୍ରୀ ଚୟନ କରିଛନ୍ତି। ୩୦୦ରୁ ଅଧିକ ସ୍ଥାନୀୟ ଯୁବକ, ଯୁବତୀ ଏହି ମେଳାରେ ସାମିଲ ହୋଇଥିଲେ।
Kataka Municipal Corporation tweet mediaKataka Municipal Corporation tweet mediaKataka Municipal Corporation tweet media
OR
0
0
0
75
Kataka Municipal Corporation
ରାଜ୍ୟ ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ, କଟକ ମହାନଗର ନିଗମର ସହଯୋଗରେ ପରିଚାଳିତ ଲାଇଟ୍ ହାଉସ୍ କମ୍ୟୁନିଟିଜ୍ ଫାଉଣ୍ଡେସନ୍ ପକ୍ଷରୁ ଏକ ମେଗା ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଚାଉଳିଆଗଞ୍ଜରେ ଆୟୋଜିତ ଏହି ମେଳାକୁ କେଏମସିର ମାନ୍ୟବର ମେୟର ଶ୍ରୀ ସୁବାସ ସିଂହ ଉଦଘାଟନ କରିଥିଲେ। #jobfair #kataka #kmc
Kataka Municipal Corporation tweet mediaKataka Municipal Corporation tweet mediaKataka Municipal Corporation tweet mediaKataka Municipal Corporation tweet media
OR
2
0
2
2.2K
Kataka Municipal Corporation
@CMO_Odisha @HUDDeptOdisha @IPR_Odisha @moefcc @KatakaDM ବନ ମହୋତ୍ସବ ପାଳନ ପକ୍ଷ ଅବସରରେ ଆୟୋଜିତ ଚାରା ବଣ୍ଟନ କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ଶ୍ରୀ ପ୍ରଦୀପ କୁମାର ରାଉତ, ପାର୍କ ପ୍ଲାଣ୍ଟେସନ ବିଭାଗର ଅଧିକାରୀ ସୀମା ଜେନା ପ୍ରମୁଖ ଯୋଗଦେଇଥିଲେ।
OR
0
0
1
58
Kataka Municipal Corporation
କଟକ ମହାନଗର ନିଗମର ୩ ନମ୍ବର ୱାର୍ଡର ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖରେ ଚାରା ବଣ୍ଟନ କରାଯାଇଛି। କେଏମସିର ମାନ୍ୟବର ମେୟର ଶ୍ରୀ ସୁବାସ ସିଂହ ସ୍ଥାନୀୟ ଜନସାଧାରଣଙ୍କୁ ଏହି ଚାରା ବଣ୍ଟନ କରିଥିଲେ। #ekpedmaakenaam #kmc #kataka #katakamunicipalcorporation
Kataka Municipal Corporation tweet mediaKataka Municipal Corporation tweet mediaKataka Municipal Corporation tweet mediaKataka Municipal Corporation tweet media
OR
1
0
3
1.9K
Kataka Municipal Corporation
@CMO_Odisha @HUDDeptOdisha @IPR_Odisha @KatakaDM ବୈଠକରେ କେଏମସିର ଡେପୁଟି ମେୟର, ବିଭିନ୍ନ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ/ ଅଧ୍ୟକ୍ଷା ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ୱାୟତ୍ତ ଶାସନ ଦିବସର ସଫଳ ଆୟୋଜନ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
OR
0
0
1
89
Kataka Municipal Corporation
ସ୍ୱାୟତ୍ତ ଶାସନ ଦିବସ-୨୦୨୬ ପାଳନ ପାଇଁ କଟକ ମହାନଗର ନିଗମ ପକ୍ଷରୁ ବିଜୁ ଭବନଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ମାନ୍ୟବର ମେୟର ଶ୍ରୀ ସୁବାସ ସିଂହ ଏଥିରେ ଅଧ୍ୟକ୍ଷତା କରିଥିଲେ। #KMC #LocalSelfGovernanceDay #KatakaMunicipalCorporation
Kataka Municipal Corporation tweet mediaKataka Municipal Corporation tweet mediaKataka Municipal Corporation tweet mediaKataka Municipal Corporation tweet media
OR
1
0
12
2.7K
Kataka Municipal Corporation
କଟକ ମହାନଗର ନିଗମ ପକ୍ଷରୁ ସୋମବାର ଜନଶୁଣାଣି ଅନୁଷ୍ଠିତ ହୋଇଛି । ନାଗରିକମାନେ ନିଜର ସମସ୍ୟା ଓ ଅଭିଯୋଗ ଦାଖଲ କରିଛନ୍ତି I ମହାନଗର ନିଗମ ଅଧିକାରୀମାନେ ସେସବୁ ଗ୍ରହଣ କରି, ଏହାର ତ୍ୱରିତ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି I #PublicService #Kataka #Grievance
Kataka Municipal Corporation tweet mediaKataka Municipal Corporation tweet mediaKataka Municipal Corporation tweet mediaKataka Municipal Corporation tweet media
OR
2
0
11
3.1K
Kataka Municipal Corporation
No Sunday. Only commitment to democracy. Hearings for No-Mapping cases under #SIR2026 continued today in the 90-Barabati Assembly Constituency, led by AERO-cum-Dy Commissioner, KMC, Smt. Sweta Snigdha, ensuring every eligible voter is accurately reflected in the electoral roll.
Kataka Municipal Corporation tweet mediaKataka Municipal Corporation tweet mediaKataka Municipal Corporation tweet mediaKataka Municipal Corporation tweet media
English
0
1
12
3.3K
Kataka Municipal Corporation
କେଏମସି ଜନସ୍ୱାସ୍ଥ୍ୟ, ବିଦ୍ୟୁତ ଓ ଜଳ ଯୋଗାଣ, ସ୍ୱଚ୍ଛତା ଏବଂ ପରିବେଶ ଷ୍ଟାଣ୍ଡିଂ କମିଟିର ଏକ ସମୀକ୍ଷା ବୈଠକ ବିଜୁଭବନଠାରେ ଅନୁଷ୍ଠିତ ହୋଇଛି। ଏଥିରେ ସହରର ସଫେଇ, ପଙ୍କ ଉଦ୍ଧାର, ଷ୍ଟ୍ରିଟ ଲାଇଟ ମରାମତି, ଶୌଚାଳୟ ଓ ଶ୍ମଶାନର ରକ୍ଷଣାବେକ୍ଷଣ ଆଦି ବିଷୟରେ ଆଲୋଚନା ହୋଇଥିଲା।
OR
0
0
5
2.6K
Kataka Municipal Corporation
@CMO_Odisha @HUDDeptOdisha @IPR_Odisha @KatakaDM ଏହି ବୈଠକରେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଦୀପ୍ତିମୟୀ ମୂଳିଆଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
OR
0
0
1
109
Kataka Municipal Corporation
କେଏମସି ଜନସ୍ୱାସ୍ଥ୍ୟ, ବିଦ୍ୟୁତ ଓ ଜଳ ଯୋଗାଣ, ସ୍ୱଚ୍ଛତା ଏବଂ ପରିବେଶ ଷ୍ଟାଣ୍ଡିଂ କମିଟିର ଏକ ସମୀକ୍ଷା ବୈଠକ ବିଜୁଭବନଠାରେ ଅନୁଷ୍ଠିତ ହୋଇଛି। ଏଥିରେ ସହରର ସଫେଇ, ପଙ୍କ ଉଦ୍ଧାର, ଷ୍ଟ୍ରିଟ ଲାଇଟ ମରାମତି, ଶୌଚାଳୟ ଓ ଶ୍ମଶାନର ରକ୍ଷଣାବେକ୍ଷଣ ଆଦି ବିଷୟରେ ଆଲୋଚନା ହୋଇଥିଲା। #kmc #kataka #katakamunicipalcorporation
Kataka Municipal Corporation tweet mediaKataka Municipal Corporation tweet mediaKataka Municipal Corporation tweet mediaKataka Municipal Corporation tweet media
OR
1
0
11
3.9K