Kishan Barai IIMC

3.6K posts

Kishan Barai IIMC banner
Kishan Barai IIMC

Kishan Barai IIMC

@KishanMedia

ଶ୍ରୀଜଗନ୍ନାଥ ମୋ ଇଷ୍ଟ ଦେବତା | ସାମ୍ବାଦିକ ଏବଂ ଯୋଗାଯୋଗ ବିଶେଷଜ୍ଞ | ଓଡ଼ିଆ ସାହିତ୍ୟ, ଖବର, ଚିନ୍ତାଧାରା ଏବଂ ସଂସ୍କୃତି ମୋ ଦୁର୍ବଳତା | ଓଡ଼ିଶା ଓ IIMC ମୋର ଗର୍ବ🙏

Odisha Katılım Şubat 2012
381 Takip Edilen1.3K Takipçiler
Sabitlenmiş Tweet
Kishan Barai IIMC
Kishan Barai IIMC@KishanMedia·
ମୋ ବସ @CRUT_BBSRରେ ଯଦି ଧୀର ସ୍ଵରରେ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ବାଜନ୍ତା, କେତେ ବଢ଼ିଆ ହୁଅନ୍ତା (ଷ୍ଟପେଜ୍ ଘୋଷଣା ସହ) । କିଏ ସୁଖରେ ହଜି ଯାଆନ୍ତା, କାହାର ଦୁଃଖ ହଜି ଯାଆନ୍ତା। @OSRTC_Odisha, @LAccMI_Odisha ବସରେ ବାଜିଲେ ବି ହୁଅନ୍ତା । ମଝିରେ ମଝିରେ ଭିକାରୀ ବଳଙ୍କ ସଙ୍ଗୀତ । ଓଃ! ଓଡ଼ିଆପଣରେ ବିଭୋର ହୁଅନ୍ତେ ଯାତ୍ରୀ ।
OR
43
63
751
37.4K
Kishan Barai IIMC retweetledi
State Transport Authority, Odisha
ଆଖି ପିଛୁଳାକେ ଚାଲିଯାଇପାରେ ଅମୂଲ୍ୟ ଜୀବନ, କାରଣ ରାସ୍ତାରେ ସାମାନ୍ୟ ଅସାବଧାନତା ମଧ୍ୟ ବଡ଼ ଦୁର୍ଘଟଣାର କାରଣ ହୋଇପାରେ। ତେଣୁ ସୁରକ୍ଷିତ ଯାତ୍ରା ପାଇଁ ସଡ଼କ ସୁରକ୍ଷା ନିୟମର ପାଳନକୁ ସର୍ବଦା ପ୍ରାଥମିକତା ଦିଅନ୍ତୁ। ଏହି ଭିଡ଼ିଓଟିକୁ ଦେଖନ୍ତୁ, ନିଜେ ସଚେତନ ହୁଅନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାନ୍ତୁ। #RoadSafety #Odisha #SafeDriveSaveLife #STA #DriveSafe #TrafficRules
OR
1
6
35
3.4K
Kishan Barai IIMC retweetledi
State Transport Authority, Odisha
ଟିକେ ବିଳମ୍ବରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା କଷ୍ଟ ଦେବ, ନା ପରିବାର ପାଖକୁ କେବେ ନ ଫେରିପାରିବା ଦୁଃଖ ଦେବ? ଆପଣ ଯେତେବେଳେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ କରି ଗାଡ଼ି ଚଳାନ୍ତି, ସେତେବେଳେ କେବଳ ଦୁର୍ଘଟଣାର ଆଶଙ୍କା ବୃଦ୍ଧି କରନ୍ତି ନାହିଁ, ବରଂ ନିଜ ପରିବାରଠାରୁ ସବୁଦିନ ପାଇଁ ଦୂରେଇ ଯିବାର ସୁଯୋଗ ମଧ୍ୟ ସୃଷ୍ଟି କରନ୍ତି। ସେଥିପାଇଁ ସଡ଼କ ଯାତ୍ରା ସମୟରେ ସବୁବେଳେ ସୁରକ୍ଷାକୁ ପ୍ରାଧାନ୍ୟ ଦିଅନ୍ତୁ। #RoadSafety #DriveSafe #SpeedThrillsButKills #Odisha #SaveLives #FamilyFirst #ObeyTrafficRules
State Transport Authority, Odisha tweet media
OR
1
10
29
1K
Kishan Barai IIMC retweetledi
Bibhuti Bhusan Jena
Bibhuti Bhusan Jena@BibhutiJena93·
ଆରଟିଓ (RTO) ପକ୍ଷରୁ ବସଗୁଡ଼ିକର କଡ଼ା ଯାଞ୍ଚ କରାଯାଇ, ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ସମୁଦାୟ ୪୭ଟି ଚାଲାଣ କଟାଯିବା ସହ ୨ଟି ଡ୍ରାଇଭିଂ ଲାଇସେନ୍ସ (DL) ସସପେଣ୍ଡ ପାଇଁ ଜବତ କରାଯାଇଛି। ଏହି ଅଭିଯାନରେ ମୋଟ ₹୧,୦୮,୦୬୮ ଜରିମାନା ଆଦାୟ ହୋଇଛି।
Bibhuti Bhusan Jena tweet mediaBibhuti Bhusan Jena tweet mediaBibhuti Bhusan Jena tweet mediaBibhuti Bhusan Jena tweet media
OR
5
7
111
8K
Kishan Barai IIMC retweetledi
State Transport Authority, Odisha
ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ତ୍ୱରିତ ସହାୟତା ପ୍ରଦାନ ପାଇଁ AMA RASTA WhatsApp Chatbot (7289911033) ର ବ୍ୟବହାର ସଂପର୍କରେ ସଡ଼କ ସୁରକ୍ଷା ମାଷ୍ଟର ଟ୍ରେନରମାନଙ୍କୁ ନେଇ ଏକ ଭର୍ଚ୍ଚୁଆଲ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ସମେତ ବିଭିନ୍ନ ଜିଲ୍ଲାର ମାଷ୍ଟର ଟ୍ରେନରମାନେ ଯୋଗ ଦେଇଥିଲେ। NIC ର ସିନିୟର ଡାଇରେକ୍ଟର ପ୍ରଶାନ୍ତ କୁମାର ନାୟକ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।
State Transport Authority, Odisha tweet mediaState Transport Authority, Odisha tweet mediaState Transport Authority, Odisha tweet media
OR
6
22
121
6.3K
Kishan Barai IIMC retweetledi
State Transport Authority, Odisha
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିଜର ଓ ଗାଡ଼ିର ଯତ୍ନ ନିଅନ୍ତୁ। ଯାତ୍ରା ପୂର୍ବରୁ ଟାୟାର ଯାଞ୍ଚ କରନ୍ତୁ । ଖରାରେ ଘରୁ ବାହାରୁଥିଲେ ସାଙ୍ଗରେ ପାଣି ବୋତଲ, ଓଆରଏସ୍, ସନଗ୍ଲାସ , ଓଦା ଗାମୁଛା ଏବଂ ଛତା ଆଦି ନେବାକୁ ଭୁଲନ୍ତୁ ନାହିଁ। ଖରାରେ ସୁରକ୍ଷିତ ଯାତ୍ରା ପାଇଁ ସଚେତନ ରୁହନ୍ତୁ। #HeatWaveSafetyTips #RoadSafety #STA
State Transport Authority, Odisha tweet mediaState Transport Authority, Odisha tweet mediaState Transport Authority, Odisha tweet mediaState Transport Authority, Odisha tweet media
OR
0
19
87
4K
Kishan Barai IIMC retweetledi
State Transport Authority, Odisha
ଦ୍ରୁତଗତି ଏବଂ ଲେନ୍ ଶୃଙ୍ଖଳାରୁ ବାହାରିବାର ପରିଣତି! ସାମ୍ନାସାମ୍ନି ହେଲା ଗାଡ଼ି, ଘଟିଗଲା ଭୟଙ୍କର ଦୁର୍ଘଟଣା। ସାମାନ୍ୟ ଅସାବଧାନତା ଏବଂ ନିୟମ ଉଲ୍ଲଂଘନ କେମିତି ମୁହୂର୍ତ୍ତକ ମଧ୍ୟରେ ସର୍ବନାଶ କରିଦିଏ, ଏହା ତାହାର ଏକ ଜ୍ୱଳନ୍ତ ଉଦାହରଣ। ଗାଡ଼ି ଚଳାଇବା ବେଳେ ସଡ଼କ ସୁରକ୍ଷା ନିୟମ ପାଳନ କରନ୍ତୁ, ନିଜ ସହ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ଯାତ୍ରାକୁ ମଧ୍ୟ ସୁରକ୍ଷିତ ରଖନ୍ତୁ । #RoadSafety #LaneDiscipline #DriveSafe #SpeedThrillsButKills #AccidentAwareness #ObeyTrafficRules #SaveLives
OR
1
6
22
2.4K
Kishan Barai IIMC retweetledi
🇮🇳 AMITABH THAKUR 🇮🇳
@sambitkparida @PMOIndia @pmo GoO is establishing 100 on its own and another 190 with the help of GoI. There will be Public Charging Station at every Atal Bus Stand and also in all districts. There will be green corridors on NH and SH by the end of the year. As on date there are more than 1000 PCS.
English
2
2
21
588
Kishan Barai IIMC retweetledi
State Transport Authority, Odisha
ମୋଟର ଯାନ ନିୟମ ଅନୁପାଳନ ସମ୍ବନ୍ଧରେ ଆନ୍ତଃରାଜ୍ୟ ବସ୍‌ଗୁଡ଼ିକରେ ରାଜ୍ୟବ୍ୟାପୀ RTO ମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଯାଞ୍ଚ ଜାରି ରହିଛି। ବୈଧ ପରମିଟ୍, ଫିଟନେସ ନ ଥିବା ଏବଂ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ନେଉଥିବା ଗାଡ଼ିଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହାସହ ମଦ୍ୟପାନ କରି ଗାଡ଼ି ଚାଳନା ବିରୋଧରେ ମଧ୍ୟ କଡ଼ାକଡ଼ି ଏନଫୋର୍ସମେଣ୍ଟ କରାଯାଇଛି। #Odisha #BusCheckingDrive #ObeyTrafficRules #ComeHomeSafe #RoadSafety
State Transport Authority, Odisha tweet mediaState Transport Authority, Odisha tweet mediaState Transport Authority, Odisha tweet mediaState Transport Authority, Odisha tweet media
OR
5
5
72
3.2K
Kishan Barai IIMC retweetledi
State Transport Authority, Odisha
ଅଜ୍ଞାତ ମୋଟରଯାନ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା ପାଇଁ ସରକାର ଅନୁକମ୍ପାମୂଳକ ରାଶି ପ୍ରଦାନ କରିଥାନ୍ତି। ଏହି ଯୋଜନା ଅନୁଯାୟୀ, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଗୁରୁତରଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯାଏ। #HitAndRunCompensation #SolatiumScheme #RoadSafety #Odisha #STAOdisha
OR
0
8
17
1.1K
Kishan Barai IIMC retweetledi
Dr Manas Ranjan Swain
Dr Manas Ranjan Swain@DrManasswain1·
ଖରା ଦିନରେ ଗୋଟେ ପାତ୍ର ରେ କିଛି ପାଣି ରଖନ୍ତୁ ଚଢ଼େଇ ଆଉ ଗୁଣ୍ଡୁଚି ମୂଷା ଭଳି କିଛି ପ୍ରାଣୀଙ୍କ ଜୀବନ ରକ୍ଷା ରେ ସହାୟକ ହୁଅନ୍ତୁ
Dr Manas Ranjan Swain tweet media
OR
4
8
82
1.3K
Kishan Barai IIMC retweetledi
Anand Pradhan
Anand Pradhan@apradhan1968·
Apologies for a bit of self-promotion for IIMC: Dhenkanal campus. Requesting friends and well-wishers to pls RT/share. Thank you! Dear students, Are you preparing to build a bright and satisfying career in media, journalism and communication? I invite you to explore and consider the two newly launched MA programmes and two flagship PG Diploma programmes at #IIMC #Dhenkanal. A serene, renovated and lovely campus that blends creativity, critical thinking, problem solving skills with real-world exposure. Come to IIMC: Dhenkanal where your voice, ideas and future find purpose, direction and respect. #IIMCAdmission26 #CCBM #MCG #EJ #OJ
Anand Pradhan tweet mediaAnand Pradhan tweet media
Indian Institute of Mass Communication@IIMC_India

#IIMCAdmission26 𝑨𝒏𝒏𝒐𝒖𝒏𝒄𝒆𝒎𝒆𝒏𝒕- Counselling for admissions to SIX M.A. and FOUR P.G. Diploma programs of IIMC begins on 26 May 2026. Candidates, who have a valid score in CUET-PG 2026 in COQP17, may register for counselling. For more details- iimc.gov.in/announcements

English
1
16
36
4.3K
Kishan Barai IIMC retweetledi
Ardhendu Das
Ardhendu Das@ArdhenduDasOdia·
A historic and proud moment for the entire nation! 🇮🇳 ​Huge congratulations to the brave women of @BSF_India for successfully summiting Mt. Everest. Singing 'Vande Mataram' at the top of the world is a true testament to the power of #NariShakti. India salutes your courage! 🏔️✨
BSF@BSF_India

21st May 2026 Scaling the world’s highest peak with unmatched courage and determination, BSF’s first ever All Women Mt. Everest Expedition Team has scripted history under #MissionVandeMataram by successfully summiting Mt. Everest. The BSF’s First all women mountaineering team comprising of Constable Kouser Fatima from Ladakh, Constable Munmun Ghosh from West Bengal, Constable Rabeka Singh from Uttarakhand and Constable Tsering Chorol from Kargil, successfully summited the Mt Everest (8848.86 M) at 8 AM (IST) today. Celebrating the BSF Diamond Jubilee Year, the Mahila Seema Praharis carried the spirit of ‘Vande Mataram’ to the top of the world. At an altitude where most people require oxygen support and even standing upright is a challenge, they sang Vande Mataram in one unwavering voice - creating a historic milestone that reflects the strength, resilience and indomitable spirit of Nari Shakti. This extraordinary achievement stands as a proud symbol of women empowerment, national pride and the BSF’s steadfast commitment to excellence. #VandeMataram #BSF #NariShakti #BSF_DiamondJubilee #हीरक_जयंती_उत्सव

English
0
3
4
122
Kishan Barai IIMC retweetledi
State Transport Authority, Odisha
ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନକାରୀଙ୍କୁ ନିୟନ୍ତ୍ରଣ ପାଇଁ ପରିବହନ ବିଭାଗ ଦ୍ୱାରା ରାଜ୍ୟବ୍ୟାପି ଏନଫୋର୍ସମେଣ୍ଟ ଜାରି ରହିଛି । ମଦ୍ୟପାନ କରି ଗାଡ଼ି ଚାଳନା ବିରୋଧରେ କେନ୍ଦୁଝର, ତାଳଚେର, ସୁନ୍ଦରଗଡ଼, କଟକ, ବରଗଡ଼, ସମ୍ବଲପୁର, ଭୁବନେଶ୍ୱର ଆରଟିଓଙ୍କ ସମେତ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଚାଲିଛି। ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଜରିମାନା ଆଦାୟ ହୋଇଛି। ସଡ଼କ ସୁରକ୍ଷା ନିୟମ ମାନି ଗାଡ଼ି ଚଳାନ୍ତୁ, ସୁରକ୍ଷିତ ଘରକୁ ଫେରନ୍ତୁ । #RoadSafety #NoDrunkDriving #ObeyTrafficRules #ComeHomeSafe #STA
State Transport Authority, Odisha tweet mediaState Transport Authority, Odisha tweet mediaState Transport Authority, Odisha tweet mediaState Transport Authority, Odisha tweet media
OR
1
5
27
1.2K
Kishan Barai IIMC retweetledi
State Transport Authority, Odisha
ସାମାନ୍ୟ ଅସାବଧାନତା କିମ୍ବା ବେପରୁଆ ଗାଡ଼ି ଚାଳନା ଯୋଗୁଁ ଯେକୌଣସି ମୁହୂର୍ତ୍ତରେ ଘଟିପାରେ ଭୟଙ୍କର ସଡ଼କ ଦୁର୍ଘଟଣା। ଏହି ଭିଡ଼ିଓଟିକୁ ଦେଖନ୍ତୁ, ଓଭରଟେକିଂ ସମୟରେ ହେଉଥିବା ଭୁଲକୁ ବୁଝନ୍ତୁ ଏବଂ ସଚେତନ ହୁଅନ୍ତୁ। #SafeOvertaking #RoadSafety #DriveSafe #TrafficAwareness #SafeDriving #SaveLives
OR
4
17
147
17K
Kishan Barai IIMC retweetledi
State Transport Authority, Odisha
ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ଚିକିତ୍ସାରେ ଅର୍ଥ ଯେପରି ବାଧକ ନ ହୁଏ ସେଥିପାଇଁ ସରକାରଙ୍କ ନିରନ୍ତର ପ୍ରୟାସ। ‘ପିଏମ୍-ରାହତ’ ଯୋଜନା ମାଧ୍ୟମରେ ଏବେ ପଞ୍ଜିକୃତ ଘରୋଇ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ୭ ଦିନ ଯାଏଁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ। ଏହାସହ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା କରୁଥିବା ବ୍ୟକ୍ତିବିଶେଷଙ୍କୁ ଗୁଡ୍ ସମରିଟାନ୍ ଭାବେ ମଧ୍ୟ ସମ୍ମାନିତ କରାଯାଏ। #PMRahat #RoadSafety #Odisha #SavingLives #GoldenHour
State Transport Authority, Odisha tweet media
OR
1
8
36
839
Kishan Barai IIMC retweetledi
State Transport Authority, Odisha
ଟ୍ରାଫିକ୍ ନିୟମ ମାନିବା ଜଣେ ଦାୟିତ୍ୱବାନ ସଡ଼କ ବ୍ୟବହାରକାରୀର ପରିଚୟ। ଦ୍ରୁତଗତି ଓ ବେପରୁଆ ଗାଡ଼ି ଚାଳନା କେବଳ ଦୁର୍ଘଟଣାକୁ ନିମନ୍ତ୍ରଣ କରିଥାଏ। ସଡ଼କ ଯାତ୍ରା ସମୟରେ ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତୁ। ଆପଣଙ୍କର ଗୋଟିଏ ଭୁଲ୍ ଆପଣଙ୍କ ପରିବାର ଉଜାଡି ଦେଇପାରେ। #TrafficRules #ResponsibleDriving #StaySafe #LifeIsPrecious #RoadSafety
State Transport Authority, Odisha tweet media
OR
1
11
30
857