Labour & ESI Dept. Government of Odisha retweetledi

ତା ୦୧.୦୫.୨୦୨୬ ରିଖ ଦିନ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ, କୃଷି ଶିକ୍ଷା ସଦନ, ଓ.ୟୁ.ଏ.ଟି ଠାରେ ' ଆନ୍ତର୍ଜାତିକ ଶ୍ରମିକ ଦିବସ, ୨୦୨୬' ପାଳନ କରାଯାଇଛି । ଏହି ଅବସରରେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ନିର୍ମାଣ ଶ୍ରମିକ ଓ ଅଣସଙ୍ଗଠିତ ଶ୍ରମିକଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯାଇଥିଲା । ଶ୍ରମିକ ମାନଙ୍କ ମଙ୍ଗଳ ପାଇଁ ବିଭିନ୍ନ କ୍ଷେତ୍ରରେ ଅବଦାନ ଥିବା ଶ୍ରମିକ ନେତା ଙ୍କୁ 'ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ' ସମ୍ମାନ ପ୍ରଦାନ କରାଯାଇଛି ।
#InternationalLaborDay #mayday #LabourOdisha
@CMO_Odisha @GaneshRamBJP @LESIOdisha @IPR_Odisha




OR
















































