Talcher Municipality

64 posts

Talcher Municipality

Talcher Municipality

@MTalcher

This is the official twitter handle Talcher Municipality. Please share #views and #contribute in making of sustainable city.

Talcher, Angul District Katılım Aralık 2021
22 Takip Edilen209 Takipçiler
Talcher Municipality
Talcher Municipality@MTalcher·
The Self-Enumeration Programmme under Census 2027 of the identified VVIPs & VIPs under Talcher Municipality has been undertaken in the presence of Supervisors, Enumerators & Field Trainers.
Talcher Municipality tweet mediaTalcher Municipality tweet mediaTalcher Municipality tweet mediaTalcher Municipality tweet media
English
0
0
3
38
Talcher Municipality
Talcher Municipality@MTalcher·
2nd Phase Census training for Enumerators and Supervisors at Mandapal Multipurpose Hall, Talcher on behalf of Talcher Municipality.
Talcher Municipality tweet media
English
0
0
1
69
Talcher Municipality
Talcher Municipality@MTalcher·
1st Phase Census Training for Enumerators and Supervisors at Mandapal Multipurpose Hall, Talcher on behalf of Talcher Municipality.
Talcher Municipality tweet media
English
0
0
2
44
Talcher Municipality
Talcher Municipality@MTalcher·
ଆଜି ତାଳଚେର ପୌରପରିଷଦ କାର୍ଯ୍ୟାଳୟରେ “୧୬ ତମ ଜାତୀୟ ମତଦାତା ଦିବସ” ଅବସରରେ ମତଦାନ ସଚେତନତା ସମ୍ପର୍କିତ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଶ୍ରୀ ପବିତ୍ର ଭୁତିଆ, ନଗରପାଳଙ୍କ ଅଧ୍ୟକ୍ଷତାରେ ସମସ୍ଥ ପୌରକର୍ମଚାରୀଙ୍କ ଉପସ୍ଥିତିରେ ସରକାରଙ୍କ ନିର୍ଦେଶବଳୀ ଅନୁଯାୟୀ ସମାପନ କରଯାଇଥିଲା । #NVD2026
Talcher Municipality tweet media
Talcher Municipality tweet media
OR
0
0
0
58
Talcher Municipality
Talcher Municipality@MTalcher·
ଆଜି ତାଳଚେର ପୌରାଞ୍ଚଳରେ ଫାଷ୍ଟଗେଟ୍ ଠାରୁ ହାଣ୍ଡିଧୂଆଁ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କରାଯିବା ପାଇଁ ତାଳଚେର ପୌରପରିଷଦ ଦ୍ଵାରା ରାସ୍ତା ଅବରୋଧ ଓ ଜବରଦଖଲ ଉଚ୍ଛେଦ କରଯାଇଥିଲା ।
Talcher Municipality tweet media
Talcher Municipality tweet media
OR
1
0
3
44
Talcher Municipality
Talcher Municipality@MTalcher·
Today the Mobile Service Unit under the SAHAJOG Initiative successfully operated at the Leprosy Colony in Ward No. 20, with Swachha Sathi, Swachha Sathi Supervisor, CSC, and Cluster Coordinator present. Scheme linkage activities were initiated to facilitate beneficiary enrollment
Talcher Municipality tweet mediaTalcher Municipality tweet media
English
0
0
3
59
Talcher Municipality
Talcher Municipality@MTalcher·
Today, the Mobile Service Unit under the SAHAJOG Initiative is flagged off in the presence of the ME, AE, JE, DUDA Team Lead, and all ULB staff, and scheme linkage activities are initiated at Baghuabola Slum to facilitate beneficiary enrollment and access to welfare schemes(13).
Talcher Municipality tweet mediaTalcher Municipality tweet mediaTalcher Municipality tweet mediaTalcher Municipality tweet media
English
0
0
4
37
Talcher Municipality
Talcher Municipality@MTalcher·
ତାଳଚେରର ବାୟୁ ପ୍ରଦୂଷଣ ଗୁଣବର୍ତ୍ତାର ମାନବୃଦ୍ଧି କୁ ଦୃଷ୍ଟିରେ ରଖି ତାଳଚେର ପୌରପରିଷଦ ତରଫରୁ ପ୍ରତ୍ୟେକ ଦିନ ବିଭିନ୍ନ ୱାର୍ଡ ମଧ୍ୟରେ ପାଣି ସିଞ୍ଚନ ଯନ୍ତ୍ର ମାଧ୍ୟମରେ ପାଣି ସିଞ୍ଚନ କାର୍ଯ୍ୟ ସମ୍ପର୍ଣ୍ଣ କରାଯାଉଅଛି ଏବଂ ଏଥିସହିତ ବିଭିର୍ଣ୍ଣ ଢାବା/ହୋଟେଲ ଉପରେ ଚଢାଉ କରାଯାଇ ଜରିମାନା ମଧ୍ୟ ଆଦାୟ କରାଯାଉଅଛି ।
Talcher Municipality tweet mediaTalcher Municipality tweet mediaTalcher Municipality tweet media
OR
0
0
2
21
Talcher Municipality
Talcher Municipality@MTalcher·
ତାଳଚେରର ବିଭିନ୍ନ ୱାର୍ଡକୁ ଅଚାନକ ପରିଦର୍ଶନ କରାଯାଇ ଅନେକ କୋଇଲା ଜବତ କରିବା ସହିତ କୋଇଲା ଆଞ୍ଚ ଗୁଡିକୁ ନଷ୍ଟ କରାଯାଇଥିଲା । ଏଥିସହିତ ଆଜି ସକାଳେ ବିଭିର୍ଣ୍ଣ ଢାବା/ହୋଟେଲ ଉପରେ ଚଢାଉ କରାଯାଇ ସାତହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିଲା
Talcher Municipality tweet mediaTalcher Municipality tweet mediaTalcher Municipality tweet mediaTalcher Municipality tweet media
OR
0
0
2
23
Talcher Municipality
Talcher Municipality@MTalcher·
ତାଳଚେରର ବାୟୁ ପ୍ରଦୂଷଣ ଗୁଣବର୍ତ୍ତାର ମାନବୃଦ୍ଧି କୁ ଦୃଷ୍ଟିରେ ରଖି ତାଳଚେର ପୌରପରିଷଦ ତରଫରୁ ଡାକବାଜି ଜନ୍ତ୍ର ମାଧ୍ୟମରେ ଲୋକମାନଙ୍କୁ କୋଇଲା ନ ଜାଳିବାପାଇଁ ସଚେତନ କରାଯାଇଥିଲା । ଗତ କାଲିଠାରୁ ବିଭିନ୍ନ ୱାର୍ଡ ମଧ୍ୟରେ ପାଣି ସିଞ୍ଚନ ଯନ୍ତ୍ର ମାଧ୍ୟମରେ ପାଣି ସିଞ୍ଚନ କରାଯାଇଥିଲା ।
Talcher Municipality tweet mediaTalcher Municipality tweet mediaTalcher Municipality tweet media
OR
0
0
2
22
Talcher Municipality
Talcher Municipality@MTalcher·
@srikant_talcher @SSEPD2 @angul_dm @DSSOANGUL @CMO_Odisha @IPR_Odisha @SecyAgriGoI @NityanandaBJP ଆପଣଙ୍କ ଅବଗତି ନିମନ୍ତେ ଜଣାଉଅଛୁ କି, ଲାବଣ୍ୟ ସାହୁ ଙ୍କ ପେନସନ ବୃଦ୍ଧି ନିମନ୍ତେ ଗତ ତା.୦୬ / ୦୮ / ୨୦୨୫ ରିଖ ଠାରୁ ତାଳଚେର ପୌରପରିଷଦ କାର୍ଯ୍ୟାଳୟରୁ ଉପ-ଜିଲ୍ଲାପାଳ, ତାଳଚେର ଙ୍କ କାର୍ଯ୍ୟାଳୟକୁ ମଞ୍ଜୁର ନିମନ୍ତେ ପଠାଯାଇଅଛି ।
OR
0
1
1
58
SRIKANT GOCHHAYAT (Ṧ𝗈cᎥáأᎥŝ𝖙) ✍️
#ଲାବଣ୍ୟ ସାହୁ (୮୫), ଅନୁଗୋଳ ଜିଲ୍ଲା ତାଳଚେର ନଗରପାଳିକା ୱାର୍ଡ ନଂ–୧୮ ର ଜଣେ ବିଧବା ମହିଳା। ବର୍ତ୍ତମାନ କେବଳ ₹୧,୦୦୦ ପେନ୍ସନ୍ ପାଉଛନ୍ତି, ଯେଉଁଥିରେ ସେ ₹୩,୫୦୦ ପାଇବାର ଯୋଗ୍ୟ। ସରକାରଙ୍କୁ ଅନୁରୋଧ—ତୁରନ୍ତ ହସ୍ତକ୍ଷେପ କରି ନ୍ୟାୟ ଦିଆଯାଉ। #SocialSecurity #WidowPension @SSEPD2 @angul_dm @DSSOANGUL @MTalcher
SRIKANT GOCHHAYAT (Ṧ𝗈cᎥáأᎥŝ𝖙) ✍️ tweet mediaSRIKANT GOCHHAYAT (Ṧ𝗈cᎥáأᎥŝ𝖙) ✍️ tweet media
OR
2
4
18
454
Talcher Municipality
Talcher Municipality@MTalcher·
ଆଜି ତାଳଚେର ପୌରପରିଷଦ ସଭାଗୃହ ଠାରେ ଭାରତର ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ସାମୂହିକ 'ବନ୍ଦେ ମାତରମ୍' ଗାନ ଏବଂ ଏହା ସହିତ ନୂଆଦିଲ୍ଲୀ ସ୍ଥିତ ଇନ୍ଦିରଗାନ୍ଧୀ ଇନ୍ଦୋର ଷ୍ଟାଡିୟମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜାତୀୟ ସ୍ତରର ମୁଖ୍ୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ପରିବେଷଣ କରାଯାଇଥିଲା ।
Talcher Municipality tweet mediaTalcher Municipality tweet mediaTalcher Municipality tweet media
OR
0
0
2
33
Talcher Municipality
Talcher Municipality@MTalcher·
ସୁଶ୍ରୀ କସ୍ତୁରୀ ସା (IAS) - ନିର୍ବାହୀ ଅଧିକାରୀ ଓ ଡା. ପ୍ରଦୀପ କୁମାର ସାହା (OAS) - ଅତିରିକ୍ତ ନିର୍ବାହୀ ଅଧିକାରୀ, ତାଳଚେର ପୌରପରିଷଦରେ ଥିବା ବସ ଷ୍ଟାଣ୍ଡ ଏବଂ ମଣ୍ଡାପାଳ ସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ କରିବା ସହିତ ଖାଦ୍ୟର ମାନ ନିର୍ଧାରଣ ସ୍ୱରୂପ ନିଜେ ଜନସାଧାରଣଙ୍କ ସହିତ ଖାଦ୍ୟ ଗ୍ରହଣ କରିଥିଲେ ।
Talcher Municipality tweet mediaTalcher Municipality tweet media
OR
0
0
2
52
Talcher Municipality
Talcher Municipality@MTalcher·
From tomorrow, as per the order of the Collector Sir, the night-time cleaning work, 2nd shift, has started under the chairmanship of the Miss Kasthuri Sah, (IAS) Executive Officer.
Talcher Municipality tweet mediaTalcher Municipality tweet mediaTalcher Municipality tweet mediaTalcher Municipality tweet media
English
1
0
2
66
Talcher Municipality
Talcher Municipality@MTalcher·
ତାଳଚେର ପୌରାଞ୍ଚଳରେ ଥିବା ହୋଟେଲ ଗୁଡିକ ଉପରେ ଚଢାଉ କରି ଅପମିଶ୍ରିତ ଓ ବାସୀ ଖାଦ୍ୟ ଯାଞ୍ଚ କରି ଟ. ୫୦,୦୦୦/- ସୁଶ୍ରୀ କସ୍ତୁରୀ ସା (IAS)ନିର୍ବାହୀ ଅଧିକାରୀ, ଡା. ପ୍ରଦୀପ କୁମାର ସାହା (OAS)ଅତିରିକ୍ତ ନିର୍ବାହୀ ଅଧିକାରୀ, ଖାଦ୍ୟ ନିରିକ୍ଷକ ଅଧିକାରୀ ଙ୍କ ସହିତ ପୌର କର୍ମଚାରୀ ଓ ପୋଲିସ ଙ୍କ ଉପସ୍ଥିତିରେ ଜୋରିମାନା ଆଦାୟ କରାଯାଇଅଛି
Talcher Municipality tweet mediaTalcher Municipality tweet media
OR
0
0
2
84
Talcher Municipality
Talcher Municipality@MTalcher·
Today morning Public Awareness , Cleanness Drive & tree plantation (Ek Ped Maa Ke Naam) activity was going on under the theme of Swatchhostav (Swachhata Hi Seva) in respect of Talcher Municipality. @angul_dm @sub_talcher @HUDDeptOdisha
Talcher Municipality tweet mediaTalcher Municipality tweet mediaTalcher Municipality tweet mediaTalcher Municipality tweet media
English
0
0
1
51
Talcher Municipality
Talcher Municipality@MTalcher·
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କର ଜନ୍ମଦିନ ଉପଲକ୍ଷେ ତାଳଚେର ପୌରପରିଷଦ ଦ୍ଵାରା "ଏକ ପେଡ୍ ମା' କେ ନାମ" ଅଭିଯାନରେ ତାଳଚେର ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । @CMO_Odisha @angul_dm @ekpedmaakenaam @sub_talcher
Talcher Municipality tweet mediaTalcher Municipality tweet mediaTalcher Municipality tweet media
OR
0
1
4
265