Sheikh Nazim

958 posts

Sheikh Nazim banner
Sheikh Nazim

Sheikh Nazim

@NAZIMBLS

#Journalist Reporter at @Network10Update ।। सच बोलने का हिम्मत रखता हूं, तभी हमेशा सच बोलता हूं ।। Views are personal..

Journalist Katılım Nisan 2015
581 Takip Edilen126 Takipçiler
Sabitlenmiş Tweet
Sheikh Nazim
Sheikh Nazim@NAZIMBLS·
#ବିଜେପି_ଧାରଣାରେ_ଥିବା_ଛାତ୍ର_ଜାଣନ୍ତିନି_କୁଆଡ଼େ_ଆସିଛନ୍ତି_କାହିଁକି_ଆସିଛନ୍ତି । ଶୁଣନ୍ତୁ, କ’ଣ କହୁଛନ୍ତି @NayakHritick @soubhagyajourno @MousumiMohanty2 @SomyajeetKanak
Baleshwar, India 🇮🇳 OR
14
8
73
0
Sheikh Nazim
Sheikh Nazim@NAZIMBLS·
Payment Screenshot
Sheikh Nazim tweet media
English
1
0
0
26
Sheikh Nazim
Sheikh Nazim@NAZIMBLS·
विशाखापट्टनम के ३नंबर प्लेटफार्म में स्टॉल पर ओवरचार्जिंग कर रहा है । जो लस्सी MRP 30 लिखा हुआ है उसे 40 रुपए में बेचा जा रहा है ।। @IRCTCofficial @RailwaySeva
Sheikh Nazim tweet mediaSheikh Nazim tweet mediaSheikh Nazim tweet mediaSheikh Nazim tweet media
हिन्दी
2
0
1
52
Sheikh Nazim
Sheikh Nazim@NAZIMBLS·
ଧର୍ମ ଆଧାରରେ ହୋଟେଲ ରୁମ୍ ଭଡ଼ା ମନା ।। ମାନ୍ୟବର ପୁରୀ ଜିଲ୍ଲାର ଜିଲ୍ଲାପ୍ରଶାସନ ଏବଂ ପୋଲିସ ପ୍ରଶାସନ ଅଧିକାରୀ ଏହି ଘଟଣା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରୁଛି।। @SPPuri1 @dm_puri @DGPOdisha @CMO_Odisha
Sheikh Nazim tweet media
OR
0
0
0
23
Sheikh Nazim
Sheikh Nazim@NAZIMBLS·
@RailwaySeva I complained twice through 139, but after some time my complaint was closed without any solution.
English
0
0
0
12
Sheikh Nazim
Sheikh Nazim@NAZIMBLS·
Train No 12802, Unauthorized passengers with general tickets have occupied the entire S6 reserved coach causing inconvenience to reserved passengers. @RailwaySeva @RailMinIndia
English
1
0
0
108
Sheikh Nazim
Sheikh Nazim@NAZIMBLS·
@RailwaySeva I've sent my PNR and mobile number to the DM for a long time, but he didn't resolve it then. What will you do now that people have left the coach? No action was taken when the problem existed.
English
0
0
0
16
Sheikh Nazim
Sheikh Nazim@NAZIMBLS·
मनाली के प्राइवेट वोल्वो बस स्टैंड के सामने सारे दुकानदार अपना सामान पर्यटकों से MRP से जादा रुपए में बेच रहें हैं। 10 रुपए के सामान 15, 24के 30 रूपये और भी बहुत कुछ जादा में बेच रहे हैं । इनमें कार्रवाई करने की जरूरत है @DCKullu
Sheikh Nazim tweet media
हिन्दी
0
0
0
28
Sheikh Nazim
Sheikh Nazim@NAZIMBLS·
ପୁଣି ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା, ଅମ୍ରିତ ମଣ୍ଡଳଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ : ଏଭଳି ଘଟଣାକୁ ଯେତେ ନିନ୍ଦା କଲେ ବି କମ୍ ହେବ। ଦୋଷୀଙ୍କୁ କଠୋର ଦଣ୍ଡ ମିଳିବା ଆବଶ୍ୟକ।।
OR
0
0
0
33
Sheikh Nazim
Sheikh Nazim@NAZIMBLS·
ବାଲେଶ୍ଵର ସହରରେ ରାତି ୧୦ଟା ୫୦ ମିନିଟ୍ ରେ ବାଜୁଛି ଉଚ୍ଚ ଶବ୍ଦରେ ଡିଜେ । ଅନୁମତି ପତ୍ରରେ ୧୦ ଘଟିକା ସମୟରେ ବନ୍ଦ କରିଥିବା ଉଲ୍ଲେଖ ଥିଲେ ମଧ୍ୟ କାହିଁକି ଅବମାନନା କରୁଛନ୍ତି ଡିଜେ ମାଲିକ ? ପୋଲିସ ପ୍ରଶାସନ ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରୁଛି।। @SPBalasore
OR
0
0
1
44
Sheikh Nazim
Sheikh Nazim@NAZIMBLS·
2/2 ବିଦ୍ୟାଳୟର ମଝି କାନ୍ଥ ନିର୍ମାଣ କାର୍ଯ୍ୟ ଏମିତି ହୋଇଛି ଯେ ହାତ ମାରିଲେ କାନ୍ଥ ହଲୁଛି , ଭବିଷ୍ୟତରେ କଣ ହେବ ତାହା ଭଗବାନଙ୍କୁ ଜଣା । ଜିଲ୍ଲା ପ୍ରଶାସନ ଏବଂ ନିର୍ବାଚିତ ପ୍ରତିନିଧିଙ୍କୁ ଏଥିପ୍ରତି ଧ୍ୟାନ ଦେଇ ଠିକ୍ ଭାବେ କାର୍ଯ୍ୟ କରାଇବା ପାଇଁ ନିବେଦନ କରୁଛି। @MohanMOdisha @DBalasore @pcsarangi @manaskumardutta
OR
0
0
0
46
Sheikh Nazim
Sheikh Nazim@NAZIMBLS·
ସରକାରୀ ଅର୍ଥ ରେ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ କେମିତି ଚାଲିଛି ଦେଖନ୍ତୁ।। ବାଲେଶ୍ଵର ପୌରପାଳିକା ୪ନଂ ୱାର୍ଡ ପୁଲବଜାରରେ ପଠାଣ ମହଲା ବାଳିକା ପ୍ରାଥମିକ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ନିର୍ମାଣ କାର୍ଯ୍ୟ କିଭଳି ଚାଲିଛି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ। 1/2
OR
1
1
1
103
Sheikh Nazim
Sheikh Nazim@NAZIMBLS·
ବିନା ଟିକଟ ରେ ଯାତ୍ରା ଅସମ୍ଭବ, ଏହା କେମିତି ସମ୍ଭବ ହେଲା ? ରେଳ ବିଭାଗ ଏବଂ ରେଳବାଇ ପୋଲିସ ,ଜିଆରପି ବିଭାଗୀୟ ଅଧିକାରୀ କର୍ମଚାରୀ ଙ୍କ ଦାୟୀତ୍ବ ଉପରେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି।। କେମିତି ରେଳ ଭିତରେ ଗୋ ଚାଲାଣ ହେଉଥିଲା। ଏହି ଘଟଣାରେ ଯେଉଁମାନଙ୍କ ସମ୍ପୃକ୍ତି ରହିଛି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।।
Sheikh Nazim tweet media
OR
0
0
0
34
Sheikh Nazim
Sheikh Nazim@NAZIMBLS·
ପୌରନିର୍ବାଚନ କୁ ୩ ବର୍ଷ ୬ମାସ ବିତିଗଲାଣି କିନ୍ତୁ ନିର୍ବାଚିତ ପ୍ରତିନିଧିଙ୍କ ଏହି ରାସ୍ତାର ଦୁରବସ୍ଥା ପ୍ରତି କିଛି କର୍ଣ୍ଣପାତ କରୁନାହାନ୍ତି। ଯଥାଶୀଘ୍ର ପେଭର ବ୍ଲକ୍ ରାସ୍ତା ଏବଂ ଡ୍ରେନ୍ ନିର୍ମାଣ କରିବା ପାଇଁ ନିବେଦନ କରୁଛି @CMO_Odisha @MohanMOdisha @DBalasore @balasoremunici1 @pcsarangi @manaskumardutta
Sheikh Nazim tweet media
OR
0
0
0
34
IndusInd Bank
IndusInd Bank@MyIndusIndBank·
@NAZIMBLS We regret the inconvenience caused to you. DM us your contact details/Request Number & allow us some time to get back to you with the resolution. Feel free to contact our phone banking number, indusind.com/in/en/personal…
English
1
0
0
31
Sheikh Nazim
Sheikh Nazim@NAZIMBLS·
ଆମ ଦେଶରେ ନିରୀହ ଲୋକଙ୍କ ଜୀବନ ନେଉଥିବା ଆତଙ୍କବାଦୀଙ୍କ ପାଇଁ ଭାରତ ରେ କୌଣସି ଜାଗା ନାହିଁ। ଭାରତ ସରକାରଙ୍କ ନିକଟରେ ଦାବି କରୁଛି ଆତଙ୍କବାଦୀଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଉ।।
OR
0
0
0
29
Sheikh Nazim
Sheikh Nazim@NAZIMBLS·
ଦିଲ୍ଲୀ ବିସ୍ଫୋରଣ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ତଥା ଅସାମାଜିକ ଦୁର୍ବୃତ୍ତଙ୍କ ଉପରେ ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତ ସରକାରଙ୍କ ନିକଟରେ ଦାବି କରୁଛି।।
OR
0
0
0
25
Sheikh Nazim
Sheikh Nazim@NAZIMBLS·
ଏହି ରାସ୍ତାର ଦୁରବସ୍ଥା ଦେଖି ଯଥାଶୀଘ୍ର କାମ ସମ୍ପୁର୍ଣ୍ଣ କରିବା ତଥା ପେଭର ବ୍ଲକ୍ ରାସ୍ତା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ , ବାଲେଶ୍ୱର ଜିଲ୍ଲା ପ୍ରଶାସନ ତଥା ବାଲେଶ୍ଵର ପୌରପାଳିକା , ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଷଡ଼ଙ୍ଗୀ ଏବଂ ସଦର ବିଧାୟକ ଶ୍ରୀଯୁକ୍ତ ମାନସ ଦତ୍ତ ଏବଂ 4/5
Sheikh Nazim tweet mediaSheikh Nazim tweet mediaSheikh Nazim tweet mediaSheikh Nazim tweet media
OR
1
0
0
31
Sheikh Nazim
Sheikh Nazim@NAZIMBLS·
ବିଜେଡି କାଉନସିଲରଙ୍କ ମିଛ ପ୍ରତିଶ୍ରୁତି, ୩ବର୍ଷ ୬ମାସରେ ପାଛିଏ ମାଟି ପଡ଼ିଲା ନାହିଁ। ଏ ହେଉଛି ବିଜେଡି କାଉନସିଲରଙ୍କ ନିପାରିଲା ପଣିଆ। ଏକଥା ଏଥିପାଇଁ କହୁଛି ଆପଣମାନେ ଏହି ରାସ୍ତାର ଦୁରବସ୍ଥା ଦେଖିଲେ ନିଜେ ଅନୁଭବ କରିପାରିବେ। 1/5
Sheikh Nazim tweet mediaSheikh Nazim tweet mediaSheikh Nazim tweet mediaSheikh Nazim tweet media
OR
1
0
0
38