PCCF KL ODISHA
8 posts

PCCF KL ODISHA
@PCCFKL
Kendu leaves in Odisha, is an important forest produce and natural resource and plays a vital role in the lives of poor people especially tribals of our state.
https://maps.app.goo.gl/TqWEeg Katılım Mayıs 2023
1 Takip Edilen21 Takipçiler
PCCF KL ODISHA retweetledi
PCCF KL ODISHA retweetledi

କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ବିକାଶଧାରା ଆହୁରି ତ୍ୱରାନ୍ୱିତ ହେଉଛି। ସେମାନଙ୍କ ସାମାଜିକ ସୁରକ୍ଷାକୁ ଗୁରୁତ୍ୱ ଦେଇ ୨୦୨୨ ଶସ୍ୟବର୍ଷର ୩ୟ ପର୍ଯ୍ୟାୟରେ ₹୫୬ କୋଟିର ବୋନସ୍ ଓ ପ୍ରୋତ୍ସାହନ ବ୍ୟବସ୍ଥା ହୋଇଛି। ଏଥିରେ ୮ ଲକ୍ଷରୁ ଊର୍ଦ୍ଧ୍ଵ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେଉଥିବା ବେଳେ ସେମାନଙ୍କ ଜୀବନଧାରଣମାନରେ ଆହୁରି ଉନ୍ନତି ଆସିବ। #OdishaCares
OR
PCCF KL ODISHA retweetledi

ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ୩ୟ ପର୍ଯ୍ୟାୟରେ ₹୫୬ କୋଟିର ବୋନସ୍ ଓ ପ୍ରୋତ୍ସାହନ ଘୋଷଣା କରିଛନ୍ତି। ଏଥିରେ ୮ ଲକ୍ଷରୁ ଊର୍ଦ୍ଧ୍ଵ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେଉଥିବା ବେଳେ ଶସ୍ୟବର୍ଷ ୨୦୨୨ରେ ₹୨୫୦ କୋଟିର ସର୍ବକାଳୀନ ରେକର୍ଡ ପରିମାଣର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ଏହି ବୋନସ୍ ଓ ପ୍ରୋତ୍ସାହନ ରାଶି ଚଳିତ ଜୁଲାଇ ମାସରେ ଦିଆଯିବ। ଶସ୍ୟବର୍ଷ ୨୦୨୨ ପାଇଁ ୩ୟ ପର୍ଯ୍ୟାୟରେ କେନ୍ଦୁପତ୍ର ତୋଳାଳିମାନେ ୨୫% ବୋନସ୍ ଓ ୪୦ ହଜାର କେନ୍ଦୁପତ୍ର ବନ୍ଧାଳି ଓ ସାମୟିକ କର୍ମଚାରୀ ୫% ପ୍ରୋତ୍ସାହନ ରାଶି ପାଇବେ। କେନ୍ଦୁପତ୍ର ହିତାଧିକାରୀଙ୍କ ଜୀବନଧାରଣମାନର ଉନ୍ନତିରେ ଏହି ଆର୍ଥିକ ସହାୟତା ବିଶେଷ ସହାୟକ ହେବ। #Odisha

OR

@hemprasad_J @PradeepJenaIAS @Subratsahu2000 @CMO_Odisha @Naveen_Odisha @DmKalahandi @MoSarkar5T @TPCentralOdisha @TPWesternOdisha @3Nityananda @AnilKum29841990 @BapiJen01483811 @SanjibBaliars12 @OfficialTeamATA @Tusara21 @Maa__Mangala @Harisch32443203 @ErPriyadarsini @SecyChief Enquiry made by CCF(KL) Bolangir regarding the alleged illegal monetary transaction in KL Bush cutting payment, Sri Tapas Ranjan Ghadei, Forester of Dabugaon KL Range of Nabarangpur KL Division has been suspended by DFO, Nabarangpur ( KL) w.e.f. 02.05.2023.
Indonesia

@PradeepJenaIAS @Subratsahu2000 @CMO_Odisha @Naveen_Odisha @DmKalahandi @MoSarkar5T @TPCentralOdisha @TPWesternOdisha @3Nityananda @AnilKum29841990 @BapiJen01483811 @SanjibBaliars12 @OfficialTeamATA @Tusara21 @Maa__Mangala @Harisch32443203 @ErPriyadarsini @SecyChief Today I have tracked you all day regarding this news, but there is no response from your side yet @PradeepJenaIAS sir.
Plz look into the matter

English

ଭାରତ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଲୋକେ ବିଦ୍ୟୁତ ସେବାରୁ ବଞ୍ଚିତ l କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ରେ ଏମିତି ଦୃଶ୍ୟ ଶୋଭା ପାଉନି ଉକ୍ତ ଗ୍ରାମକୁ ପୁଣି ଥରେ ବିଦ୍ୟୁତ ସଂଯୋଗ କରିବା ପାଇଁ ଆପଣଙ୍କୁ ଅନୁରୋଧ@CMO_Odisha @Naveen_Odisha @DmKalahandi @PradeepJenaIAS @MoSarkar5T @TPCentralOdisha @TPWesternOdisha

OR

@hemprasad_J @PradeepJenaIAS We have already asked the CCF ( KL ), Bolangir to enquire into the matter and report at the earliest.
English

I hope and believe that you will take appropriate action after seeing this news.
Respect @PradeepJenaIAS Sir 🙏
Hemprasad Jagat@hemprasad_J
@DMnabarangpur @mahanta_keshari @CMO_Odisha @narendramodi @Naveen_Odisha @SRC_Odisha @PradeepJenaIAS @PRDeptOdisha @gyana_r_das @satyabrata1967 @prameyaodia @NEWS7Odia @MoSarkar5T @KCSahu_OAS @BJharigam @CDONGP @rameshmajhinp @PrakashChMajhi @PMOIndia @DMnabarangpur @PradeepJenaIAS Plz look into #LabourDay
English



