Bapi Jena

12.5K posts

Bapi Jena

Bapi Jena

@BapiJen01483811

social worker b jena

KrushnaPrasad, puri,odisha Katılım Aralık 2020
4.9K Takip Edilen4.1K Takipçiler
Bapi Jena retweetledi
Samir Rout
Samir Rout@SamirRout6·
#ତିନିମାସ ପାଖାପାଖି ହେବ ନୂତନ ବିଦ୍ୟୁତ୍ ସଂଯୋଗ ପାଇଁ ଟଙ୍କା ପୈଠ ହୋଇଥିଲେ ମଧ୍ୟ ଅଦ୍ୟାବଧି କୌଣସି #ସଂଯୋଗୀକରଣ ହୋଇନାହିଁ, ବାର୍ ବାର୍ ଅଭିଯୋଗ ସତ୍ତ୍ୱେ ମଧ୍ୟ କୌଣସି #ଅଧିକାରୀଙ୍କ ଦେଖା ନାହିଁ। @TPCentralOdisha @CMO_Odisha @dm_puri @EnergyOdisha @KVSinghDeo1 @PradeepJenaIAS please look into the matter 🙏
Samir Rout tweet media
OR
6
5
10
329
Bapi Jena retweetledi
Jena
Jena@BaliapalPurna·
@odisha_police ସାର୍ ଏହି ସମସ୍ୟାରେ ଚୁପ୍ କଣ ପାଇଁ କହିବେ କି @CMO_Odisha @PrithivirajBJP ଏହା କଣ ଡବଲ ଇଞ୍ଜିନ ସରକାର @homeodisha ସାର୍ ଏହି ସମସ୍ୟା ଉପରେ ଟିକିଏ ଦୃଷ୍ଟି ଦିଅନ୍ତୁ 🙏🙏🙏
Jena@BaliapalPurna

@homeodisha ସାର୍ ଆପଣଙ୍କୁ ବିନମ୍ର ଅନୁରୋଧ ଦୟାକରି ଏହି ସମସ୍ୟାର ସମାଧାନ ଶୀଘ୍ର କରାଯାଉ @DGPOdisha ସାର୍ ଜଣେ ASI କୁ ୨ଜଣ କନେଷ୍ଟବଳ ପୁଣି ୧୨ ଟି ପଞ୍ଚାୟତ @SPBalasore ସାର୍ ବାଲେଶ୍ଵର ଜିଲ୍ଲା ର ବାଲିଆପାଳ ଥାନା ଅନ୍ତର୍ଗତ ଜାମୁକୁଣ୍ଡା ଫାଣ୍ଡି ର ଦୃଶ୍ୟ @igerbalasore ସାର୍ ଅଧିକ କର୍ମଚାରୀ ଯୋଗାଇ ଦିଅନ୍ତୁ @CMO_Odisha

OR
1
2
6
45
Bapi Jena retweetledi
Binod kumar Nayak
Binod kumar Nayak@Binodku25201131·
C A 080026989774 ୨୪ ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଅନେକ ଥର ଅଭିଯୋଗ ପରେ ବିଦ୍ୟୁତ୍ ବିଭାଗ ଖାମଖିଆଲି ମନୋଭାବ ଯୋଗୁଁ ବିଦ୍ୟୁତ ସଂଯୋଗ ହୋଇ ପାରି ନାହିଁ @CMO_Odisha @TPCentralOdisha
OR
0
1
1
42
Bapi Jena retweetledi
Rashmiranjan Patra
Rashmiranjan Patra@Rashmiranj98817·
#ମାଳ ମାଳ ସରକାରୀ ଯୋଜନା କାହା ପାଇଁ #ଭଙ୍ଗା ଚାଳ ଘରେ #ପାଞ୍ଚ ପ୍ରାଣୀ କୁଟୁମ୍ବ ନେଇ ବିତୁଛି #ବିଚିତ୍ରଙ୍କ ଜୀବନ #କେବେ ମିଳିବ ଘର ଖଣ୍ଡେ #ପୁରୀ ଜିଲ୍ଲା #ଅସ୍ତରଙ୍ଗ ବ୍ଲକ #ଆଳସାହି ର #ବିଚିତ୍ର ବେହେରା @dm_puri @PRDeptOdisha @MohanMOdisha @SecyChief @AstarangaP @AstarangaBdo @IPR_Odisha @DC_Odisha ଅନୁରୋଧ
Rashmiranjan Patra tweet mediaRashmiranjan Patra tweet mediaRashmiranjan Patra tweet mediaRashmiranjan Patra tweet media
OR
3
6
13
214
Bapi Jena
Bapi Jena@BapiJen01483811·
ଆଉ କେତେ ବର୍ଷ ଏମିତି ଅନ୍ଧାରରେ ଏବଂ ଗରମରେ ଛଟପଟ ହେଲେ ସରକାର ସନ୍ତୂଷ୍ଟ ହେବେ । ପ୍ରଶାସନିକ ଅଧିକାରୀ ମଧ୍ୟ ସମସ୍ତେ ଚୁପ୍ । ଲୋକଙ୍କ ସରକାରରେ ମଧ୍ୟ ଗରିବ ଲୋକଙ୍କୁ ସହାୟତା ମିଳୂନି । ବିଭାଗିୟ ଅଧିକାରୀ ଙ୍କୁ ଅନୁରୋଧ ଏହି ୩ ଗୋଟି ପରିବାର କୁ ତୁରନ୍ତ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଅନ୍ତୁ। @CMO_Odisha @KVSinghDeo1 @dm_puri
Bapi Jena@BapiJen01483811

#ପୁରୀ ଜିଲ୍ଲା #କୃଷ୍ଣପ୍ରସାଦ ବ୍ଲକ୍ #ବଡଝାଡ ଗ୍ରାମ ପଞ୍ଚାୟତ #ବାଲିସାହି ଗ୍ରାମ ନିକଟରେ ସ୍ବର୍ଗତ #ମହେଶ୍ବର ଜେନା ଙ୍କ ନୂତନ ବାସଗୃହ କୁ ବିଦ୍ୟୁତ୍ ସଂଯୋଗ ହୋଇନାହିଁ। ୫ ରୁ ୭ ମାସ ହେବ ବିଧବା #ପ୍ରମିଳା ଜେନା ଅନ୍ଧାରରେ ରହିଆସିଛନ୍ତି। ବିଭାଗିୟ @TPSODL ଅଧିକାରୀ ଙ୍କୁ ଅନୁରୋଧ "ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା" ରେ

OR
2
0
6
184
Bapi Jena retweetledi
MR.PRADUMNA
MR.PRADUMNA@biswalp123·
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅଞ୍ଚଳରେ ଏ ପଯ୍ୟନ୍ତ ଜଳଛତ୍ର ଖୋଲା ଯାଇନାହିଁ । କୃଷ୍ଣପ୍ରସାଦ ବ୍ଳକ୍ ଏକ ଚିଲିକା ଅଞ୍ଚଳ ହୋଇଥିବା ଯୋଗୁଁ ଏଠି ଜଳ ର ଘୋର ସଙ୍କଟ । ଦୟକରୀ ଏହି ସମସ୍ୟା ଉପରେ ଦୃଷ୍ଟି ଦେବାକୁ ଅନୁରୋଧ । @CMO_Odisha @dm_puri @KrushnaprasadB @SRC_Odisha
MR.PRADUMNA tweet media
OR
0
2
5
73
Bapi Jena retweetledi
Nityananda Pradhan 3@gmal.com
@CMO_Odisha @sambitswaraj @dm_puri @PWD_Odisha @PWD_Puri @SecyChief @PRDeptOdisha @DelangaS @BdoSatyabadi ମାନ୍ୟବର ମୂଖ୍ୟମନ୍ତ୍ରୀ ମହୋଦୟ, ଜିଲ୍ଲାପାଳ ମହୋଦୟ ପୁରୀ, ପ୍ରଶାସନିକ ଅଧିକାରୀ ମହୋଦୟ ଙ୍କୁ ବିନମ୍ର ଅନୁରୋଧ ଭିତର ପୃଷ୍ଠାରେ ଲିଖିତ ଅଭିଯୋଗ କୁ ଆଧାର କରି ଉଚିତ୍ ପଦକ୍ଷେପ ଗ୍ରହଣ କରନ୍ତୁ 🙏।
Nityananda Pradhan 3@gmal.com tweet mediaNityananda Pradhan 3@gmal.com tweet mediaNityananda Pradhan 3@gmal.com tweet mediaNityananda Pradhan 3@gmal.com tweet media
OR
0
10
20
356
Bapi Jena retweetledi
Barun Kumar Kanhar
Barun Kumar Kanhar@barun_kanhar·
#କନ୍ଧମାଳ_ଜିଲ୍ଲା,କ.ନୂଆଗାଁ ବ୍ଲକ #ସାରଙ୍ଗଡ଼_ପଞ୍ଚାୟତ ବରସାହି ଗ୍ରାମର #ସୁଦ୍ରା_ପ୍ରଧାନ ଙ୍କ ବୟସ(୮୧) ଦୟାକରି #ବର୍ଦ୍ଧିତ_ଭତ୍ତା ୩୫୦୦ ଟଙ୍କା ପ୍ରଦାନ କରିବା ନିମନ୍ତେ @DMKandhamal ମହୋଦୟ ଙ୍କୁ ବିନମ୍ର ଅନୁରୋଧ। @CMO_Odisha @SSEPD2 @Dssokandhamal @Subcollectorblg @NityanandaBJP @SecyChief @psknuagon
Barun Kumar Kanhar tweet mediaBarun Kumar Kanhar tweet mediaBarun Kumar Kanhar tweet media
OR
1
4
10
87
Bapi Jena retweetledi
Nityananda Pradhan 3@gmal.com
ଖବର ପ୍ରକାଶିତ ପରେ ମିଳୁଛି ଧମକ। @CMO_Odisha @PravatiPOdisha @Shubha_Sarma @WCDOdisha @OSCPSODISHA @dm_puri @SPPuri1 @homeodisha ମାନ୍ୟବର ମୂଖ୍ୟମନ୍ତ୍ରୀ ମହୋଦୟ ଓଡିଶା ସରକାର, ପ୍ରକାଶିତ ଖଵର କୁ ଆଧାର କରି ଉଚିତ୍ ପଦକ୍ଷେପ ଗ୍ରହଣ କରିବା ଲାଗି ପ୍ରଶାସନିକ ଅଧିକାରୀ ମହୋଦୟ ଙ୍କୁ ବିନମ୍ର ଅନୁରୋଧ 🙏।
Nityananda Pradhan 3@gmal.com tweet mediaNityananda Pradhan 3@gmal.com tweet mediaNityananda Pradhan 3@gmal.com tweet mediaNityananda Pradhan 3@gmal.com tweet media
OR
3
7
21
905
Bapi Jena retweetledi
Nityananda Pradhan 3@gmal.com
@CMO_Odisha @SecyChief @dm_puri @dcmo_pravati @Shubha_Sarma @WCDOdisha @OSCPSODISHA ମାନ୍ୟବର ମୂଖ୍ୟମନ୍ତ୍ରୀ ମହୋଦୟ ଓଡିଶା ସରକାର, ପ୍ରଶାସନିକ ଅଧିକାରୀ ମହୋଦୟ ଙ୍କୁ ବିନମ୍ର ଅନୁରୋଧ ପ୍ରକାଶିତ ଖଵର କୁ ଆଧାର କରି ଉଚିତ୍ ପଦକ୍ଷେପ ଗ୍ରହଣ କରିବା ଲାଗି ବିନମ୍ର ଅନୁରୋଧ 🙏।
Nityananda Pradhan 3@gmal.com tweet media
OR
0
2
8
238
Bapi Jena retweetledi
Nityananda Pradhan 3@gmal.com
ଶଵ କୁ ମିଳୁନି ସର୍ମାନ ସ୍ଵର୍ଗଦ୍ଵାର ରେ @CMO_Odisha @sambitswaraj @dcmo_pravati @SecyChief @dm_puri ମାନ୍ୟବର ମୂଖ୍ୟମନ୍ତ୍ରୀ ମହୋଦୟ ,ସାଂସଦ ମହୋଦୟ, ଉପମୂଖ୍ଯ ମନ୍ତ୍ରୀ ମହୋଦୟା, ମୂଖ୍ୟ ଶାସନ ସଚିବ ମହୋଦୟା ,ପୁରୀ ଜିଲ୍ଲାପାଳ ମହୋଦୟ ଙ୍କୁ ଅନୁରୋଧ ଭିତର ପୃଷ୍ଠାର ଅଭିଯୋଗ କୁ ଆଧାର କରି ପଦକ୍ଷେପ ଗ୍ରହଣ କରନ୍ତୁ 🙏
Nityananda Pradhan 3@gmal.com tweet mediaNityananda Pradhan 3@gmal.com tweet mediaNityananda Pradhan 3@gmal.com tweet mediaNityananda Pradhan 3@gmal.com tweet media
OR
1
4
17
617
Bapi Jena retweetledi
Daitary panda
Daitary panda@daitary_pa30660·
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିଧବା ମହିଳାଙ୍କ ଅଭିଯୋଗ ଗ୍ରହଣ କରାଯାଉନାହିଁ. ବାରାହାଟିପୁରା ଗ୍ରାମ ଘଟଗାଁ ଥାନାର ବିଧବା ମହିଳା ସୁଲଚନା ସେଠିଙ୍କ ଅଭିଯୋଗ ଗ୍ରହଣ କରାଯାଉନାହିଁ.ଦୟାକରି ନିଜ ଜିଲ୍ଲାର ଲୋକଙ୍କୁ ଆଗ ନ୍ୟାୟଦିଅନ୍ତୁତାପରେ ଓଡିଶା କଥା ବୁଝିବେ @MohanMOdisha @spkeonjhar @homeodisha @DrHariBabuK @drupadi_murmu
Daitary panda tweet mediaDaitary panda tweet media
OR
6
6
17
574
Bapi Jena retweetledi
Santosh Kumar Nayak
Santosh Kumar Nayak@Santosh88512716·
ମହାକାଳପଡ଼ାରେ ୨ ହଜାର ଲୋକ ବିଦ୍ୟୁତ୍ ସେଵାରୁ ବଞ୍ଚିତ। ଘରେ ଜଳୁଛି ଡିଵିରି ଆଲୁଅ । ପ୍ରକାଶିତ ଖବରକୁ ଯାଞ୍ଚ କରି ତୁରନ୍ତ ପଦକ୍ଷେପ ନେବାପାଇଁ ଅନୁରୋଧ। @KVSinghDeo1 @dmkendrapara @JanaSunani @EnergyOdisha @TPCentralOdisha @MohanMOdisha @CMO_Odisha @PravatiPOdisha @GovernorOdisha 🙏
Santosh Kumar Nayak tweet media
OR
1
7
10
175