PMO Alerts

8.5K posts

PMO Alerts

PMO Alerts

@PMOAlerts

A bot tracking follows and likes of key figures related to the GoI, so we can try and figure out what is influencing decisions on Raisina Hill

Bengaluru, India Katılım Mart 2018
0 Takip Edilen535 Takipçiler
PMO Alerts
PMO Alerts@PMOAlerts·
Sambit Patra liked the tweet: twitter.com/suryabanshibjp…
Suryabanshi Suraj@suryabanshibjp

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦକ୍ଷ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ୯ ବର୍ଷର ସଫଳତାର ସମାପ୍ତି ଅବସରରେ @BJP4India ଦ୍ୱାରା ପରିଚାଳିତ ବିକାଶ ତୀର୍ଥଯାତ୍ରା ପରିପ୍ରେକ୍ଷୀରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ ଭଦ୍ରକ ଜିଲ୍ଲାରେ ନିର୍ମିତ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ୱିଙ୍ଗ (MCHW)କୁ ରାଷ୍ଟ୍ରୀୟ ପ୍ରବକ୍ତା @sambitswaraj ଓ ରାଜ୍ୟ ସଭାପତି @SamalManmohan7 ମହୋଦୟ ଗସ୍ତ କରିଛନ୍ତି। ପ୍ରତ୍ୟେକ ମାସ ୯ତାରିଖ ଦିନ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ(PMSMA) କାର୍ଯ୍ୟକ୍ରମ ଅନୁକ୍ରମରେ ମାତୃତ୍ଵ ଲାଭ କରିବାକୁ ଯାଉଥିବା ମାଆମାନଙ୍କ ସ୍ବାସ୍ଥ୍ୟ ସେବା ସହ ସମସ୍ତ ପ୍ରକାର ଆବଶ୍ୟକୀୟ ପରୀକ୍ଷା ମାଗଣାରେ କରାଯାଉଛି । ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ତଥା ମିଶନ ଇନ୍ଦ୍ରଧନୁଷ ହେଉ ଅବା ଆୟୁଷ୍ମାନ ଭାରତ ପରି ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନାରେ କୋଟି କୋଟି ଦେଶବାସୀ ଆଜି ଲାଭ ପାଇଛନ୍ତି। ବିଗତ ବର୍ଷମାନଙ୍କରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ କରିଥିବା ଐତିହାସିକ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହୃଦୟରୁ କୃତଜ୍ଞତା ଏବଂ ଧନ୍ୟବାଦ।

English
1
0
0
308
PMO Alerts
PMO Alerts@PMOAlerts·
Sambit Patra liked the tweet: twitter.com/DrDGoswamiBJP/…
Dr. Dineshanand Goswami@DrDGoswamiBJP

आज शाम #महा_जनसंपर्क अभियान के तहत #ओडिशा के #पुरी लोकसभा क्षेत्र के #सत्यवादी विधानसभा अंतर्गत भाजपा अलुगुम मंडल द्वारा आयोजित जनसभा को राष्ट्रीय प्रवक्ता सह पुरी लोकसभा के पूर्व प्रत्याशी @sambitswaraj जी के साथ संबोधित किया। सेवा, सुशासन एवं गरीब कल्याण की दिशा में आगे बढ़ रही मोदी सरकार के 9 वर्षों की गौरवशाली कार्यकाल की जनकल्याणकारी नीतियों और उपलब्धियों को बताया। @BJP4India @BJP4Odisha @BJP4Jharkhand @narendramodi @JPNadda @AmitShah @MundaArjun @tarunchughbjp

English
1
0
0
152