PWD Ganjam

207 posts

PWD Ganjam banner
PWD Ganjam

PWD Ganjam

@PWD_Ganjam

Official handle of Works Department, Ganjam District, Odisha

Ganjam, Odisha Katılım Mart 2021
19 Takip Edilen213 Takipçiler
PWD Ganjam retweetledi
CMO Odisha
CMO Odisha@CMO_Odisha·
'ମୋ ସରକାର' କାର୍ଯ୍ୟକ୍ରମର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଏହାକୁ ବିକାଶର ଏକ ନୂଆ ମଡେଲ୍ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ସବୁ ବିଭାଗକୁ ପରାମର୍ଶ ଦେବା ସହିତ ସମସ୍ତ ସରକାରୀ କାର୍ଯ୍ୟକ୍ରମର ନିୟମିତ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
CMO Odisha tweet media
OR
31
50
312
0
PWD Ganjam retweetledi
CMO Odisha
CMO Odisha@CMO_Odisha·
ଏହି କାର୍ଯ୍ୟକ୍ରମ ପ୍ରଶାସନିକ ପ୍ରକ୍ରିୟାରେ ଏବେ ଲୋକଙ୍କ ସହଭାଗୀତା ବୃଦ୍ଧି କରିଛି। ନାଗରିକଙ୍କ ସନ୍ତୋଷ ଏକ ଲକ୍ଷ୍ୟ ନୁହେଁ, ଏହା ଏକ ନିରନ୍ତର ଯାତ୍ରା। ଏ ଦିଗରେ ନିରନ୍ତର ପ୍ରୟାସ ଦ୍ବାରା ଏକ ସମତା ଏବଂ ନ୍ୟାୟଭିତ୍ତିକ ସମାଜ ଗଠନର ଲକ୍ଷ୍ୟ ସଫଳ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଖୁସିପ୍ରକାଶ କରି କହିଛନ୍ତି। #MoSarkar @MoSarkar5T
CMO Odisha tweet media
OR
5
27
135
0
PWD Ganjam retweetledi
CMO Odisha
CMO Odisha@CMO_Odisha·
ଏହି ଅବସରରେ 'ମୋ ସରକାର' ଉପକ୍ରମରେ @FdOdisha, @PWD_Odisha, ଓ @CTOdisha ବିଭାଗ ସାମିଲ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଯୁଗାନ୍ତକାରୀ କାର୍ଯ୍ୟକ୍ରମ ସରକାର ଓ ସରକାରୀ ଅନୁଷ୍ଠାନ ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ଆସ୍ଥା ସ୍ଥାପନ କରିବାରେ ସଫଳ ହେଉଛି।
CMO Odisha tweet media
OR
7
43
172
0
PWD Ganjam retweetledi
CMO Odisha
CMO Odisha@CMO_Odisha·
ଏହି ଅବସରରେ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିକଶିତ ବିଭିନ୍ନ ସୁବିଧା ସୁଯୋଗକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବା ସହ ଋଷିକୂଲ୍ୟା ନଦୀ ତଟ ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶାନ୍ତି ଓ ସହଯୋଗ ଭିତ୍ତିରେ ଗଞ୍ଜାମର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି।
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
9
88
404
0
PWD Ganjam retweetledi
CMO Odisha
CMO Odisha@CMO_Odisha·
ମା'ଙ୍କ ମନ୍ଦିରର ନୂଆ ରୂପକୁ ଓଡ଼ିଶାର କଳା ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଅନୁପମ ନିଦର୍ଶନ ଭାବେ ଦର୍ଶାଇ ଏହାକୁ ସଫଳ କରିଥିବା ଶିଳ୍ପୀ ଓ କାରିଗରମାନଙ୍କୁ ମୁଖ୍ୟମନ୍ତ୍ରୀ ବିଶେଷ ଅଭିନନ୍ଦନ ଜଣାଇଛନ୍ତି। ମନ୍ଦିରର ଏହି ନୂଆ ରୂପ ଓ ବିକଶିତ ପରିବେଶ ଅଧିକ ଭକ୍ତ ତଥା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
16
100
419
0
PWD Ganjam retweetledi
CMO Odisha
CMO Odisha@CMO_Odisha·
ମା' ତାରାତାରିଣୀଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଯୋଗଦେଇ ଗଞ୍ଜାମବାସୀଙ୍କ ସମେତ ପ୍ରତିଟି ଓଡ଼ିଆଙ୍କ ମଙ୍ଗଳ କାମନା କରିଛନ୍ତି। ଆଜିର ଦିନଟିକୁ ପବିତ୍ର ଦିନ ଭାବେ ବର୍ଣ୍ଣନା କରି ଏହି କାର୍ଯ୍ୟରେ ସହଯୋଗ ପାଇଁ ସ୍ଥାନୀୟ ବାସିନ୍ଦା ଓ ସେବାୟତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
33
183
1.1K
0
PWD Ganjam retweetledi
Works Department, Odisha
Works Department, Odisha@PWD_Odisha·
Micro plans were discussed in detail to expedite work for all projects and complete it by the end of the year 2022.
English
1
1
4
0
PWD Ganjam retweetledi
Works Department, Odisha
Works Department, Odisha@PWD_Odisha·
Er Manoranjan Mishra, Special Secretary, and other @PWD_Ganjam officials reviewed the progress of major ongoing infrastructure projects in Ganjam, including the ITI Building at Bhanjanagar, Berhampur Ring Road & Multi-Purpose Halls.
Works Department, Odisha tweet mediaWorks Department, Odisha tweet mediaWorks Department, Odisha tweet mediaWorks Department, Odisha tweet media
English
4
2
37
0
PWD Ganjam retweetledi
Works Department, Odisha
Works Department, Odisha@PWD_Odisha·
ସମସ୍ତ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବା ଏବଂ ୨୦୨୨ ବର୍ଷ ଶେଷ ସୁଦ୍ଧା ସେଗୁଡିକ ସମ୍ପୂର୍ଣ୍ଣ କରିବା ପାଇଁ ଅଣୁ ଯୋଜନା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା।
OR
0
1
4
0
PWD Ganjam retweetledi
Works Department, Odisha
Works Department, Odisha@PWD_Odisha·
ଇଂ ମନୋରଞ୍ଜନ ମିଶ୍ର, ସ୍ୱତନ୍ତ୍ର ଶାସନ ସଚିବ, ଏବଂ @PWD_Ganjam ର ଅନ୍ୟ ଅଧିକାରୀଗଣ ଭଞ୍ଜନଗର ଠାରେ ଆଇଟିଆଇ କୋଠା, ବ୍ରହ୍ମପୁର ରିଙ୍ଗ୍ ରୋଡ଼ ଏବଂ ମଲ୍ଟି ପ୍ରପୋଜ୍ ହଲ ସମେତ ବର୍ତ୍ତମାନ ଚାଲିଥିବା ପ୍ରମୁଖ ସଂରଚନା ପ୍ରକଳ୍ପଗୁଡିକର ଅଗ୍ରଗତି ସମୀକ୍ଷା କରିଥିଲେ।
OR
1
1
5
0
PWD Ganjam retweetledi
CMO Odisha
CMO Odisha@CMO_Odisha·
ପବିତ୍ର ଅକ୍ଷୟ ତୃତୀୟା ଅବସରରେ କୃଷକଙ୍କ ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha କାଳିଆ ସହାୟତା ବଣ୍ଟନର ଶୁଭାରମ୍ଭ କରିବେ। ଏହି ଅବସରରେ ୮୦୦ କୋଟିରୁ ଅଧିକ ଟଙ୍କାର ସହାୟତା ବଣ୍ଟନ କରାଯିବ ଓ ପ୍ରାୟ ୪୧ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହାଦ୍ବାରା ଲାଭବାନ ହେବେ। #OdishaForFarmers #Kalia
CMO Odisha tweet media
OR
37
102
468
0
PWD Ganjam retweetledi
Naveen Patnaik
Naveen Patnaik@Naveen_Odisha·
ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଚାଷୀମାନଙ୍କ ଅଖିମୁଠି ଅନୁକୂଳ ଶୁଭଙ୍କର ହେଉ। ଏହି ଅବସରରେ ଚାଷୀ ଭାଇଭଉଣୀଙ୍କ ସୁଖ ଓ ସମୃଦ୍ଧିମୟ ଜୀବନ କାମନା କରୁଛି।
Naveen Patnaik tweet media
OR
46
200
1.6K
0
PWD Ganjam retweetledi
Works Department, Odisha
Works Department, Odisha@PWD_Odisha·
Warm greetings from @PWD_Odisha on the auspicious occasion of #AkshayaTritiya. ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ନିର୍ମାଣ ବିଭାଗ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ।
Works Department, Odisha tweet media
0
1
13
0
PWD Ganjam retweetledi
Works Department, Odisha
Works Department, Odisha@PWD_Odisha·
May the spirit of #Eid bring joy & prosperity to our lives and lead us on the path of love, harmony and compassion. #EidMubarak
Works Department, Odisha tweet media
English
1
2
24
0
PWD Ganjam retweetledi
Works Department, Odisha
Works Department, Odisha@PWD_Odisha·
ରାଜ୍ୟ-ଅନୁମୋଦିତ ନୂତନ ଯୋଜନା ଅଧୀନରେ ମୌସୁମୀ ୠତୁ ସମୟରେ ପର୍ଯ୍ୟାପ୍ତ ଜଳ ମହଜୁଦ ରଖିବାକୁ ବିଭିନ୍ନ ନଦୀରେ ସେତୁ ଓ କଲଭର୍ଟଗୁଡିକରେ ଚେକ ଡ୍ୟାମ-ତଥା-ୱେର ନିର୍ମାଣ କରାଯାଉଛି। ଏହି ଜଳ ମହଜୁଦ ବ୍ୟବସ୍ଥାକୁ ଜଳସେଚନ, ପାନୀୟ ଜଳ ଏବଂ ମଧୁର ଜଳ ମତ୍ସ୍ୟଚାଷ ଆଦି ବିବିଧ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ।
OR
2
8
13
0
PWD Ganjam retweetledi
Works Department, Odisha
Works Department, Odisha@PWD_Odisha·
ମାନନୀୟ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଇଂ ମନୋରଞ୍ଜନ ମିଶ୍ର, ସ୍ୱତନ୍ତ୍ର ଶାସନ ସଚିବ ଓ @PWD_Odisha ର ଅନ୍ୟ ଅଧିକାରୀ ମାନଙ୍କ ସହିତ ଢେଙ୍କାନାଳ-କାମାକ୍ଷାନଗର ରାସ୍ତାରେ ରାମିଆଳ ନଦୀ ଉପରେ ଥିବା ସୁଉଚ୍ଚ ସେତୁ ତଳେ ଚେକ ଡ୍ୟାମ-ତଥା-ୱେର ର ସ୍ୱୟଂଚାଳିତ ଫାଟକଗୁଡିକ ସମୀକ୍ଷା ଓ ଯାଞ୍ଚ କରିଥିଲେ।
OR
2
8
16
0
PWD Ganjam retweetledi
Works Department, Odisha
Works Department, Odisha@PWD_Odisha·
Under the state-approved new scheme, check dams-cum-weirs will be built on bridges & culverts along various rivers to store adequate water during monsoons. The storage facility can further be used for multiple activities such as irrigation, drinking water, and aquaculture.
English
1
3
3
0
PWD Ganjam retweetledi
Works Department, Odisha
Works Department, Odisha@PWD_Odisha·
Hon'ble Minister of Works, Shri Prafulla Kumar Mallick along with Er Manoranjan Misra, Special Secretary & other @PWD_Odisha officials reviewed & tested the automatic gates of the check dam-cum-weir under the high-level bridge over Ramial river on Dhenkanal-Kamakhyanagar road.
Works Department, Odisha tweet mediaWorks Department, Odisha tweet mediaWorks Department, Odisha tweet media
English
2
8
42
0
PWD Ganjam retweetledi
Works Department, Odisha
Works Department, Odisha@PWD_Odisha·
ଓଡ଼ିଶାର ଜନସାଧାରଣଙ୍କ ଉନ୍ନତି ତଥା ଏକ ସମୃଦ୍ଧ ଭବିଷ୍ୟତର ପଥରେ ଆମେ ଆଗେଇ ଚାଲିଛୁ। ଏହି ଉତ୍କଳ ଦିବସ ଅବସରରେ ଓଡ଼ିଶା ନିର୍ମାଣ ବିଭାଗ ତରଫରୁ ସମସ୍ତ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା। #ଉତ୍କଳଦିବସ
Works Department, Odisha tweet media
OR
2
10
63
0