PWD Jagatsinghpur

48 posts

PWD Jagatsinghpur

PWD Jagatsinghpur

@PWD_Jspur

Official handle of Works Department, Jagatsinghpur District, Odisha

Jagatsinghpur, Odisha Katılım Mart 2021
3 Takip Edilen244 Takipçiler
PWD Jagatsinghpur retweetledi
CMO Odisha
CMO Odisha@CMO_Odisha·
ଏହି କାର୍ଯ୍ୟକ୍ରମ ପ୍ରଶାସନିକ ପ୍ରକ୍ରିୟାରେ ଏବେ ଲୋକଙ୍କ ସହଭାଗୀତା ବୃଦ୍ଧି କରିଛି। ନାଗରିକଙ୍କ ସନ୍ତୋଷ ଏକ ଲକ୍ଷ୍ୟ ନୁହେଁ, ଏହା ଏକ ନିରନ୍ତର ଯାତ୍ରା। ଏ ଦିଗରେ ନିରନ୍ତର ପ୍ରୟାସ ଦ୍ବାରା ଏକ ସମତା ଏବଂ ନ୍ୟାୟଭିତ୍ତିକ ସମାଜ ଗଠନର ଲକ୍ଷ୍ୟ ସଫଳ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଖୁସିପ୍ରକାଶ କରି କହିଛନ୍ତି। #MoSarkar @MoSarkar5T
CMO Odisha tweet media
OR
5
27
130
0
PWD Jagatsinghpur retweetledi
CMO Odisha
CMO Odisha@CMO_Odisha·
ଏହି ଅବସରରେ 'ମୋ ସରକାର' ଉପକ୍ରମରେ @FdOdisha, @PWD_Odisha, ଓ @CTOdisha ବିଭାଗ ସାମିଲ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଯୁଗାନ୍ତକାରୀ କାର୍ଯ୍ୟକ୍ରମ ସରକାର ଓ ସରକାରୀ ଅନୁଷ୍ଠାନ ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ଆସ୍ଥା ସ୍ଥାପନ କରିବାରେ ସଫଳ ହେଉଛି।
CMO Odisha tweet media
OR
7
43
167
0
PWD Jagatsinghpur retweetledi
CMO Odisha
CMO Odisha@CMO_Odisha·
ଏହି ଅବସରରେ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିକଶିତ ବିଭିନ୍ନ ସୁବିଧା ସୁଯୋଗକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବା ସହ ଋଷିକୂଲ୍ୟା ନଦୀ ତଟ ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶାନ୍ତି ଓ ସହଯୋଗ ଭିତ୍ତିରେ ଗଞ୍ଜାମର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି।
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
9
88
400
0
PWD Jagatsinghpur retweetledi
CMO Odisha
CMO Odisha@CMO_Odisha·
ମା'ଙ୍କ ମନ୍ଦିରର ନୂଆ ରୂପକୁ ଓଡ଼ିଶାର କଳା ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଅନୁପମ ନିଦର୍ଶନ ଭାବେ ଦର୍ଶାଇ ଏହାକୁ ସଫଳ କରିଥିବା ଶିଳ୍ପୀ ଓ କାରିଗରମାନଙ୍କୁ ମୁଖ୍ୟମନ୍ତ୍ରୀ ବିଶେଷ ଅଭିନନ୍ଦନ ଜଣାଇଛନ୍ତି। ମନ୍ଦିରର ଏହି ନୂଆ ରୂପ ଓ ବିକଶିତ ପରିବେଶ ଅଧିକ ଭକ୍ତ ତଥା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
16
100
414
0
PWD Jagatsinghpur retweetledi
CMO Odisha
CMO Odisha@CMO_Odisha·
ମା' ତାରାତାରିଣୀଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଯୋଗଦେଇ ଗଞ୍ଜାମବାସୀଙ୍କ ସମେତ ପ୍ରତିଟି ଓଡ଼ିଆଙ୍କ ମଙ୍ଗଳ କାମନା କରିଛନ୍ତି। ଆଜିର ଦିନଟିକୁ ପବିତ୍ର ଦିନ ଭାବେ ବର୍ଣ୍ଣନା କରି ଏହି କାର୍ଯ୍ୟରେ ସହଯୋଗ ପାଇଁ ସ୍ଥାନୀୟ ବାସିନ୍ଦା ଓ ସେବାୟତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
33
183
1.1K
0
PWD Jagatsinghpur retweetledi
Works Department, Odisha
Works Department, Odisha@PWD_Odisha·
@PWDBhubaneswar ଇଂ ତୁଷାର ପଣ୍ଡା, ମୁଖ୍ୟ ନିର୍ମାଣଯନ୍ତ୍ରୀ, @PWDBhubaneswar, ଖୋର୍ଦ୍ଧା ଜିଲ୍ଲା ଜଜ୍ ଙ୍କ ସହିତ ଉପ ଜିଲ୍ଲାପାଳ ଓ ତହସିଲଦାରଙ୍କ କାର୍ଯ୍ୟାଳୟ ଓଏଟିକୁ ସ୍ଥାନାନ୍ତର କରିବାକୁ ସ୍ଥାନ ଚିହ୍ନଟ ନିମିତ୍ତ ମିଳିତ ପରିଦର୍ଶନ କରିଥିଲେ। ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ନଭେମ୍ବର ମଧ୍ୟ ଭାଗ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
OR
1
11
8
0
PWD Jagatsinghpur retweetledi
Works Department, Odisha
Works Department, Odisha@PWD_Odisha·
Er. Tushar K Panda, Chief Construction Engineer, @PWDBhubaneswar & District Judge, Khordha conducted a joint visit to finalize the location for shifting Sub-Collector & Tahasildar offices to OAT. Instructions were given to complete minor repair & renovation by mid-November.
Works Department, Odisha tweet mediaWorks Department, Odisha tweet media
English
1
19
37
0
PWD Jagatsinghpur retweetledi
Works Department, Odisha
Works Department, Odisha@PWD_Odisha·
@PWD_Ganjam ଇଂ ଦୁର୍ଗା ଚରଣ ବେହେରା, ମୁଖ୍ୟ ନିର୍ମାଣ ଯନ୍ତ୍ରୀ, @PWD_Ganjam ର ଅନ୍ୟ ଅଧିକାରୀ ମାନଙ୍କ ସହିତ ବ୍ରହ୍ମପୁରର ପାଲୁର ହିଲ୍ସ ସ୍ଥିତ ଜରା ନିବାସର ନିରୀକ୍ଷଣ କରିଥିଲେ। ମୁଖ୍ୟ କୋଠା (ସଂରଚନା କାର୍ଯ୍ୟ) ଓ ଯୋଗ ହଲ କାମ ସମ୍ପୂର୍ଣ୍ଣ ହୋଇଛି। ପ୍ରକଳ୍ପର ଚୂଡାନ୍ତ କାର୍ଯ୍ୟ ଆଗେଇ ଚାଲିଛି ଏବଂ ଏହା ୨୦୨୧ ଡିସେମ୍ବର ସୁଦ୍ଧା ଶେଷ ହେବ।
OR
0
13
7
0
PWD Jagatsinghpur retweetledi
Works Department, Odisha
Works Department, Odisha@PWD_Odisha·
Er Durga Charan Behera, Chief Construction Engineer with other @PWD_Ganjam officials inspected Old age home at Palur Hills, Berhampur. Main building (structural work) & Yoga Hall have been completed. The finishing work of project is underway & will be completed by December 2021.
Works Department, Odisha tweet mediaWorks Department, Odisha tweet mediaWorks Department, Odisha tweet mediaWorks Department, Odisha tweet media
English
2
21
64
0
PWD Jagatsinghpur retweetledi
Works Department, Odisha
Works Department, Odisha@PWD_Odisha·
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ୨୦୨୧, ଆଜି ଠାରୁ ଆରମ୍ଭ ହେଉଥିବା ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ଶାସନ ସଚିବ ଇଂ. ମନୋରଂଜନ ମିଶ୍ରଙ୍କ ନେତୃତ୍ୱରେ @PWD_Odisha ର ଅଧିକାରୀମାନେ ଜନସାଧାରଣଙ୍କ ସ୍ୱାର୍ଥରକ୍ଷା ଦିଗରେ କାର୍ଯ୍ୟ କରିବା ନେଇ ବିଭାଗର ପ୍ରତିବଦ୍ଧତା ଦୋହରାଇ ସଂହତିର ଶପଥ ପାଠ କରିଥିଲେ । #VigilanceAwarenessWeek
OR
0
13
9
0
PWD Jagatsinghpur retweetledi
Works Department, Odisha
Works Department, Odisha@PWD_Odisha·
On the occasion of #VigilanceAwarenessWeek2021 starting today, October 26, 2021, @PWD_Odisha officials led by Special Secretary Er Manoranjan Misra took the integrity pledge reinforcing the organization's commitment to transparency and working for the public interest.
Works Department, Odisha tweet mediaWorks Department, Odisha tweet media
English
3
20
59
0
PWD Jagatsinghpur retweetledi
Works Department, Odisha
Works Department, Odisha@PWD_Odisha·
ଯାଜପୁରରେ ୧୦୦ ସ୍ଥାନ ବିଶିଷ୍ଟ ନୂଆ ମେଡିକାଲ କଲେଜ ଓ ୫୦୦ ଶଯ୍ୟାବିଶିଷ୍ଟ ପ୍ରଶିକ୍ଷଣ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଇଂ ଗୌରାଙ୍ଗ ସାହୁ, ମୁଖ୍ୟଯନ୍ତ୍ରୀ, କୋଠାବାଡି, @PWD_Odisha, ନିର୍ମାଣ ସ୍ଥଳ ଅନୁଧ୍ୟାନ କରି ମୂଳଦୁଆ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରକଳ୍ପ ୨୦୨୪ ଆଦ୍ୟ ଭାଗରେ ଶେଷ ହେବ।
OR
0
6
30
0
PWD Jagatsinghpur retweetledi
Works Department, Odisha
Works Department, Odisha@PWD_Odisha·
Construction of 100 seated New Medical College & 500 bedded Teaching Hospital, Jajpur is underway. Er Gouranga Sahu, Chief Engineer, Buildings, @PWD_Odisha, inspected the site & instructed to expedite mobilisation & foundation work. The project will be completed by early 2024.
Works Department, Odisha tweet mediaWorks Department, Odisha tweet media
English
3
13
71
0
PWD Jagatsinghpur retweetledi
Works Department, Odisha
Works Department, Odisha@PWD_Odisha·
The longest bridge in Odisha over river Mahanadi connecting Gopinathpur-Baideshwar in Cuttack District is getting ready. Today @Krishan_Kumar09, Secretary, @PWD_Odisha, along with senior officers, visited the site and reviewed its progress. The length of the bridge is over 3 Km.
Works Department, Odisha tweet mediaWorks Department, Odisha tweet mediaWorks Department, Odisha tweet mediaWorks Department, Odisha tweet media
English
12
64
433
0
PWD Jagatsinghpur retweetledi
Works Department, Odisha
Works Department, Odisha@PWD_Odisha·
ଇଂ ଅଶୋକ କୁମାର ଗିରି, ଅତିରିକ୍ତ ମୁଖ୍ୟଯନ୍ତ୍ରୀ (ପୂର୍ବ ସର୍କଲ), ବାଲେଶ୍ୱର ଓ @PWD_Odisha ଟିମ ଜାମୁଝାଡି-ବାସୁଦେବପୁର-ଧାମରା ପ୍ରକଳ୍ପ ପାଇଁ ୱେଟ ମିକ୍ସ ପକ୍କା ସଡକର ନିର୍ମାଣ ଓ ଗ୍ରେଡିଂ ମାନ ନିରୀକ୍ଷଣ କରିଥିଲେ। ବର୍ତ୍ତମାନ ସଡକକୁ ପ୍ରଶସ୍ତ କରି ୨-ଲେନ୍ ରେ ପରିଣତ କରିବା କାର୍ଯ୍ୟ ୨୦୨୨ ଆଦ୍ୟ ଭାଗରେ ଶେଷ ହେବା ଆଶା କରାଯାଉଛି।
OR
1
7
12
0
PWD Jagatsinghpur retweetledi
Works Department, Odisha
Works Department, Odisha@PWD_Odisha·
Er Ashok Kumar Giri, Addl. Chief Engineer (Eastern Circle), Balasore & @PWD_Odisha team reviewed construction quality & grading of Wet Mix Macadam for Jamujhadi-Basudevpur-Dhamra Project. Widening of existing carriageway to a 2-lane road is expected to be completed by early 2022.
Works Department, Odisha tweet media
English
1
14
47
0
PWD Jagatsinghpur retweetledi
Works Department, Odisha
Works Department, Odisha@PWD_Odisha·
ଇଂ ଗୌରାଙ୍ଗ ସାହୁ, ମୁଖ୍ୟଯନ୍ତ୍ରୀ (କୋଠାବାଡି), @MoSarkar5T ଅଧୀନରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ, କୋରାପୁଟରେ @PWD_Koraput ଦ୍ଵାରା ନିର୍ମାଣଧୀନ ୬୫୦ ଶଯ୍ୟା ବିଶିଷ୍ଟ ପ୍ରଶିକ୍ଷଣ ହସ୍ପିଟାଲର କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପ ଅଗଷ୍ଟ ମାସ, ୨୦୨୩ ସୁଦ୍ଧା ଶେଷ ହେବାର ଲକ୍ଷ୍ୟ ରହିଛି।
OR
1
6
17
0
PWD Jagatsinghpur retweetledi
Works Department, Odisha
Works Department, Odisha@PWD_Odisha·
Er Gouranga Sahu, Chief Engineer, Buildings reviewed the progress of the ongoing foundation work by @PWD_Koraput for a 650 bedded teaching hospital at Saheed Laxman Nayak Medical College & Hospital, Koraput under @MoSarkar5T. Work is being expedited to complete by August 2023.
Works Department, Odisha tweet mediaWorks Department, Odisha tweet mediaWorks Department, Odisha tweet media
English
2
21
105
0
PWD Jagatsinghpur retweetledi
Works Department, Odisha
Works Department, Odisha@PWD_Odisha·
@WorldBank @PWD_Odisha ର ଅଧିକାରୀଗଣ ଖଲ୍ଲିକୋଟ ସ୍ଥିତ ରିଜିଓନାଲ କଲେଜ ଅଫ ମ୍ୟାନେଜମେଣ୍ଟର ମୂଳଦୁଆ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଏହି ପ୍ରକଳ୍ପ @Worldbank ସମର୍ଥିତ ଶିକ୍ଷା ଓ ସମତା ପାଇଁ ଓଡିଶା ଉଚ୍ଚ ଶିକ୍ଷା କାର୍ଯ୍ୟକ୍ରମ (ଓଏଚଇପିଇଇ) ଅଧୀନରେ ଆସୁଛି। ଏହା ୨୦୨୧ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବା ଆଶା କରାଯାଉଛି ।
OR
0
7
10
0