Padmalochan Panda

1.9K posts

Padmalochan Panda banner
Padmalochan Panda

Padmalochan Panda

@Padupanda

Official X Account Of Member Of The Legislative Assembly,Simulia /Ex_Minister, Odisha/DPC Chairman, Baleshwar District

Markon,Simulia,Balasore Katılım Şubat 2024
60 Takip Edilen192 Takipçiler
Padmalochan Panda retweetledi
Mohan Charan Majhi
Mohan Charan Majhi@MohanMOdisha·
ରାଜ୍ୟ ସରକାରଙ୍କ ଶିଳ୍ପ ଅନୁକୂଳ ନୀତି, ପ୍ରଶାସନିକ ସ୍ପଷ୍ଟତା ଓ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ବଳରେ ଓଡ଼ିଶାର ଶିଳ୍ପାୟନ ଇତିହାସରେ ଏକ ନୂତନ ସ୍ୱର୍ଣ୍ଣିମ ସୂର୍ଯ୍ୟୋଦୟ ହୋଇଛି, ଯାହା ଆମ ଅର୍ଥନୈତିକ ସ୍ୱାଭିମାନ ଓ ସଂକଳ୍ପକୁ ଜାତୀୟ ସ୍ତରରେ ଏକ ନୂଆ ପରିଚୟ ପ୍ରଦାନ କରୁଛି। ପାରାଦ୍ବୀପରେ JSW ଷ୍ଟିଲ୍‌ର ବୃହତ୍ ପ୍ରକଳ୍ପର କାର୍ଯ୍ୟାରମ୍ଭ ଏହି ପ୍ରଗତିଶୀଳ ନୀତିର ଏକ ଯୁଗାନ୍ତକାରୀ ଉଦାହରଣ, ଯାହା ଦୀର୍ଘ ଦୁଇ ଦଶନ୍ଧିର ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ବାସ୍ତବ ରୂପ ନେଇଛି। ରାଜ୍ୟରେ ଶିଳ୍ପାୟନର ବ୍ୟାପକ ପ୍ରସାର ଏବଂ ଆମ ଯୁବବର୍ଗଙ୍କ ପାଇଁ ସ୍ଥାନୀୟ ସ୍ତରରେ ସମୃଦ୍ଧ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଏହି ମେଗା ପ୍ରକଳ୍ପ ଓଡ଼ିଶାର ସୁଦୃଢ଼ ସରକାରୀ ନୀତି ପ୍ରତି ବିଶ୍ୱସ୍ତରୀୟ ନିବେଶକଙ୍କ ଅତୁଟ ବିଶ୍ୱାସକୁ ପ୍ରମାଣିତ କରୁଥିବାବେଳେ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିବା ଆମ ‘ଡବଲ ଇଞ୍ଜିନ ସରକାର’ର ପ୍ରକୃତ କାର୍ଯ୍ୟଦକ୍ଷତାକୁ ଦର୍ଶାଉଛି। ଆମ ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ Two-Coast Strategy ଏବଂ ସମ୍ମାନଜନକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ‘ପୂର୍ବୋଦୟ’ ପରିକଳ୍ପନା ଆଧାରରେ ପାରାଦ୍ବୀପ ପୂର୍ବ ଭାରତର ପ୍ରଧାନ ବାଣିଜ୍ୟିକ ମୁଖଶାଳା ସାଜିବ ଏବଂ ଏହି ଅଞ୍ଚଳରେ ହେବାକୁ ଥିବା ବୃହତ୍ ପୁଞ୍ଜିନିବେଶ ଓଡ଼ିଶାକୁ ଦେଶର ‘ଷ୍ଟିଲ୍ ରାଜଧାନୀ’ ଭାବେ ପ୍ରତିଷ୍ଠିତ କରିବ। ସମୃଦ୍ଧ ଶିଳ୍ପ ଭିତ୍ତିଭୂମି ହିଁ ଓଡ଼ିଶାର ସ୍ୱାଭିମାନ ଓ ପ୍ରଗତିର ପ୍ରକୃତ ଆଧାର; ଆସନ୍ତୁ ଆମେ ସମସ୍ତେ ଏକମନ ଓ ଏକପ୍ରାଣ ହୋଇ ଏହି ବିକାଶ ଯାତ୍ରାରେ ସହଭାଗୀ ହେବା ଏବଂ ସାମୂହିକ ସଂକଳ୍ପ ବଳରେ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା। @jswsteel @sajjanjindal @InvestInOdisha
Mohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet media
OR
0
3
12
361
Chiranjibi Behera
Chiranjibi Behera@Chiranjibi94740·
Respected MLA Shri Padma Lochan Panda Sir, Our family from Khaira Block, Balasore, GP-sardang is living in a broken and unsafe house condition. Even after being poor and needy, we have not received any government housing scheme please give attention Sir. @CMO_Odisha @Padupanda
Chiranjibi Behera tweet mediaChiranjibi Behera tweet media
English
1
0
0
15
Padmalochan Panda
Padmalochan Panda@Padupanda·
ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସଡ଼କ, ପରିବହନ ଓ ରାଜମାର୍ଗ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ମହୋଦୟଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । @nitin_gadkari
Padmalochan Panda tweet media
OR
0
0
0
7
Padmalochan Panda
Padmalochan Panda@Padupanda·
ବାଲେଶ୍ଵର ଜିଲ୍ଲାର ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକରେ ଯୋଗଦାନ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମାନ୍ୟବର ସାଂସଦ, ଜିଲ୍ଲାପାଳ, ବିଧାୟକ ବୃନ୍ଦ ଏବଂ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ସମନ୍ୱିତ ପ୍ରୟାସ ପାଇଁ ଆଲୋଚନା ହୋଇଛି। @MohanMOdisha @CMO_Odisha
Padmalochan Panda tweet mediaPadmalochan Panda tweet mediaPadmalochan Panda tweet mediaPadmalochan Panda tweet media
OR
0
0
1
12
Padmalochan Panda retweetledi
Mohan Charan Majhi
Mohan Charan Majhi@MohanMOdisha·
12 Years of Progress, Performance & Transformation under the visionary leadership of Hon’ble Prime Minister Shri @narendramodi ji. From housing and healthcare to digital empowerment and farmer welfare, transformative initiatives have strengthened the lives of crores of Indians and accelerated the journey towards a stronger, self-reliant New India. With trust, vision and commitment, India continues to move ahead with confidence towards inclusive growth and empowerment for all.
English
9
11
37
984
Padmalochan Panda retweetledi
Mohan Charan Majhi
Mohan Charan Majhi@MohanMOdisha·
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ବଳିଷ୍ଠ ନେତୃତ୍ୱ ଏବଂ ବିଜେପିର ସେବା ଓ ନୀତି ଆଦର୍ଶ ପ୍ରତି ଆଜି ସାରା ରାଜ୍ୟରେ ଜନମାନସର ବିଶ୍ୱାସ ଅଭୂତପୂର୍ବ ଭାବେ ସୁଦୃଢ଼ ହେଉଛି। ଏହି ଜନଆସ୍ଥାର ମହାପ୍ରବାହ କ୍ରମରେ, ଓଡ଼ିଶାର ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ @debashish_mla ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ଚିନ୍ତାଧାରା ଏବଂ ଓଡ଼ିଶାରେ ଆମ 'ଡବଲ ଇଞ୍ଜିନ' ସରକାରଙ୍କ ଜନକଲ୍ୟାଣକାରୀ ବିକାଶଧାରାରେ ଅନୁପ୍ରାଣିତ ହୋଇ ସେ ଏହି ନିଷ୍ପତ୍ତି ନେଇଥିବାରୁ ତାଙ୍କୁ ସାଧୁବାଦ ଜଣାଇବା ସହ ବିଜେପି ପରିବାରକୁ ସ୍ୱାଗତ ଓ ଅଭିନନ୍ଦନ ଜଣାଉଛି। @BJP4India @BJP4Odisha
Mohan Charan Majhi tweet mediaMohan Charan Majhi tweet media
OR
11
12
115
2.8K
Padmalochan Panda
Padmalochan Panda@Padupanda·
ଓଡ଼ିଶା ପ୍ରଶାସନିକ ସେବା, ୨୦୨୪-୨୫ ରେ କୃତକାର୍ଯ୍ୟ ହୋଇଥିବା ପ୍ରତ୍ୟେକ ପ୍ରତ୍ୟାଶାବାଦୀ ବନ୍ଧୁଙ୍କୁ ବହୁତ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କରୁଣାରୁ ଆପଣଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ।
OR
0
0
2
51
Padmalochan Panda
Padmalochan Panda@Padupanda·
"ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ"କୁ ବାସ୍ତବରେ ପରିଣତ କରିଛନ୍ତି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ । ମୋଦୀଜୀଙ୍କ ନେତୃତ୍ୱରେ- ଗୌରବମୟ ସଫଳତାର ୧୨ ବର୍ଷ । @narendramodi @PMOIndia @BJP4India
Padmalochan Panda tweet media
OR
0
0
0
11
Padmalochan Panda retweetledi
Manmohan Samal
Manmohan Samal@SamalManmohan7·
ଆଜି ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟଠାରେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଶ୍ରୀ ଦେବାଶିଷ ସାମନ୍ତରାୟ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କଲେ । ଓଡ଼ିଶାର ପ୍ରଭାରୀ ଶ୍ରୀ @vijaypalbjp ଜୀ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ @ArunSinghbjp ଜୀଙ୍କ ଉପସ୍ଥିତରେ ତାଙ୍କୁ ଆମ ଦଳକୁ ସ୍ୱାଗତ ଜଣାଇଲୁ । ଏହି ଅବସରରେ ମାନ୍ୟବର ରାଷ୍ଟ୍ରୀୟ ଅଧ୍ୟକ୍ଷ @NitinNabin ଜୀ ଏବଂ ଆମ ରାଜ୍ୟର ସାଂସଦ ବୃନ୍ଦ ତାଙ୍କୁ ବିଜେପି ପରିବାରକୁ ସ୍ୱାଗତ ଜଣାଇବା ସହ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।
Manmohan Samal tweet mediaManmohan Samal tweet mediaManmohan Samal tweet mediaManmohan Samal tweet media
OR
5
9
111
2.8K
Padmalochan Panda retweetledi
Dharmendra Pradhan
Dharmendra Pradhan@dpradhanbjp·
ନୂଆଦିଲ୍ଲୀ ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଓଡ଼ିଶାର ବରିଷ୍ଠ ନେତା, ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଧାୟକ @debashish_mla ଆଜି ଆମ ଦଳରେ ଯୋଗ ଦେଇଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଙ୍କ ନେତୃତ୍ୱ ଏବଂ ଡବଲ ଇଞ୍ଜିନ ସରକାରର ଜନକଲ୍ୟାଣକାରୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଦଳରେ ମିଶିଥିବାରୁ ତାଙ୍କୁ ସାଧୁବାଦ । ଏହି ଯୋଗଦାନ ଆମ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବ । @BJP4India
Dharmendra Pradhan tweet mediaDharmendra Pradhan tweet media
OR
133
45
375
20.2K
Padmalochan Panda retweetledi
Mohan Charan Majhi
Mohan Charan Majhi@MohanMOdisha·
Called on Shri @NitinNabin Ji, Hon’ble National President of the Bharatiya Janata Party, in New Delhi today. We discussed organisational matters and the holistic development of Odisha. Grateful for his continuous support and guidance. ଆଜି ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ @NitinNabin ଜୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ସଂଗଠନ ଏବଂ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ଆଲୋଚନା କଲି। ତାଙ୍କର ନିରନ୍ତର ସହଯୋଗ ଓ ମାର୍ଗଦର୍ଶନ ପାଇଁ ଧନ୍ୟବାଦ।
Mohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet media
English
8
34
270
4.5K
Padmalochan Panda
Padmalochan Panda@Padupanda·
ଛାତ୍ରାବସ୍ଥାରୁ ଦେଶର ମୁକ୍ତି ସଂଗ୍ରାମରେ ସକ୍ରିୟ ଯୋଗଦାନ ପୂର୍ବକ ପରବର୍ତ୍ତୀ ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ ରୂପେ ଜନ ଅନେକ ମଙ୍ଗଳକାରୀ କାର୍ଯ୍ୟଧାରା ପ୍ରଣୟନ କରିଥିବା ସ୍ଵର୍ଗୀୟ ବୀରେନ୍ ମିତ୍ରଙ୍କ ତିରୋଧାନ ଦିବସରେ ଭକ୍ତିପୂତ ପ୍ରଣାମ ଜଣାଉଛି #BirenMitra #padunana4simulia #bjp4simulia #mlasimulia #padmalochanpanda
Padmalochan Panda tweet media
OR
0
0
1
21
Padmalochan Panda retweetledi
CMO Odisha
CMO Odisha@CMO_Odisha·
ସାମ୍ପ୍ରତିକ ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ଦେଶରେ ପେଟ୍ରୋଲ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସଚିବାଳୟ ଠାରୁ ଆରମ୍ଭ କରି ସମସ୍ତ ସରକାରୀ ବିଭାଗର ଉପଖଣ୍ଡ, ତହସିଲ, ବ୍ଲକ୍‌ସ୍ତର ସହିତ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଉଦ୍ୟୋଗ, ସଂସ୍ଥା, ବିଶ୍ୱବିଦ୍ୟାଳୟ, ସମିତିମାନଙ୍କରେ ନିର୍ଦ୍ଦେଶାବଳୀ କଡ଼ାକଡ଼ି ଅନୁପାଳନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାବଳୀ- ✅ ଅତି ଆବଶ୍ୟକ ନ ହେଲେ ସରକାରୀ ସ୍ତରର ବିଭିନ୍ନ ବୈଠକ, ସମୀକ୍ଷା, ପ୍ରଶିକ୍ଷଣ, କର୍ମଶାଳା ଆଦି ଭର୍ଚୁଆଲ ମୋଡ୍‌ରେ କରାଯିବ। ପ୍ରତ୍ୟକ୍ଷ ଉପସ୍ଥିତିର ଆବଶ୍ୟକତା ନ ଥିବା କ୍ଷେତ୍ରରେ ଅଧିକାରୀ ଓ କର୍ମଚାରୀମାନେ ଭର୍ଚୁଆଲ ମୋଡ୍‌ରେ ଯୋଗ ଦେବେ। ✅୧ ଜୁନ୍ ୨୦୨୬ ଠାରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କିଣାଯିବାକୁ ଥିବା ସମସ୍ତ ଦୁଇ ଚକିଆ ଓ ଚାରି ଚକିଆ ଯାନ ବୈଦ୍ୟୁତିକ ଯାନ (EV) ହୋଇଥିବା ବାଧ୍ୟତାମୂଳକ। ସେହିଭଳି, ଜୁନ୍ ପହିଲାରୁ ସରକାରୀ କାର୍ଯ୍ୟାଳୟରେ ଭଡ଼ା ସୂତ୍ରରେ ନିଆଯାଉଥିବା ସରକାରୀ ଚାରିଚକିଆ ଯାନ EV ହେବା ବାଧ୍ୟତାମୂଳକ କରାଯିବ । ✅ ବ୍ୟକ୍ତିଗତ ସରକାରୀ ବ୍ୟବହାର ପାଇଁ ସରକାରୀ ଯାନ ପାଇଥିବା ବରିଷ୍ଠ ଅଧିକାରୀମାନେ ନିଜ ନିଜ ମଧ୍ୟରେ କାରପୁଲିଂ କରିବେ, ଅର୍ଥାତ୍ ଯିବା ଆସିବା ପାଇଁ କେବଳ ଗୋଟିଏ ଗାଡ଼ି ବ୍ୟବହାର କରିବେ। ✅ ଦୂରସ୍ଥାନକୁ ପରିଦର୍ଶନରେ ଯିବାବେଳେ ଅଧିକାରୀ ଓ କର୍ମଚାରୀମାନେ ବସ୍ କିମ୍ୱା ରେଳଯାତ୍ରା କରିବେ। ✅ବହୁଳମାତ୍ରାରେ ସରକାରୀ କର୍ମଚାରୀ ରହୁଥିବା ସ୍ଥାନରୁ କର୍ମଚାରୀମାନଙ୍କ ଯିବା ଆସିବା ପାଇଁ ବୈଦ୍ୟୁତିକ ବସ୍ କିମ୍ୱା ମିନିବସ୍ ସେବା ଯୋଗାଇ ଦିଆଯିବ।
OR
103
9
72
6K
Padmalochan Panda retweetledi
Mohan Charan Majhi
Mohan Charan Majhi@MohanMOdisha·
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ଦୃଢ଼ ସମର୍ଥନ ଓ ମାର୍ଗଦର୍ଶନରେ 'ବିକଶିତ ଓଡ଼ିଶା' ଗଠନ ଦିଗରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେଉଛି। ରାଜ୍ୟର ଯୁବଶକ୍ତିଙ୍କ ଦକ୍ଷତା ବିକାଶ ସହ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଓଡ଼ିଶାରେ ଶିଳ୍ପ ଓ ନିବେଶ ପାଇଁ ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ ଅନୁକୂଳ ପରିବେଶ ସୃଷ୍ଟି କରିବା ଆମର ସଂକଳ୍ପ। ସମୟର ଆବଶ୍ୟକତା ଅନୁଯାୟୀ ଆମର ଯୁବବର୍ଗଙ୍କୁ ଆଧୁନିକ ପ୍ରଶିକ୍ଷଣ ପ୍ରଦାନ କରି ରାଜ୍ୟରେ ବ୍ୟାପକ ନିଯୁକ୍ତି ଓ ସ୍ୱାବଲମ୍ବନର ସୁଯୋଗ ସୃଷ୍ଟି କରିବା ପାଇଁ ଆମେ ନିରନ୍ତର ଉଦ୍ୟମ ଜାରି ରଖିଛୁ। ସମସ୍ତଙ୍କ ସହଯୋଗରେ ଓଡ଼ିଶା ପ୍ରଗତିର ଏକ ନୂତନ ଶିଖର ଛୁଇଁବ।
OR
22
20
84
3.4K