study with pragyan

113 posts

study with pragyan banner
study with pragyan

study with pragyan

@PragyanWith

Katılım Kasım 2022
55 Takip Edilen180 Takipçiler
study with pragyan
study with pragyan@PragyanWith·
@CMO_Odisha Jay marangburu majhi sir, police si exam au heboni ki, budha ku ani appointment daucho ame 1 year pareigola dauduchu podhuchu exam nai balku budha ku nijukti
0
6
7
135
CMO Odisha
CMO Odisha@CMO_Odisha·
ରାଜ୍ୟ ସରକାରଙ୍କ ଐତିହାସିକ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ଦିଗରେ ବେଶ୍ ସହାୟକ ହୋଇଛି। ଆଗାମୀ ଦିନରେ କୃଷି ସହିତ ମାଛ ଚାଷ, ଗୋ-ପାଳନ, ପ୍ରାଣୀ ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ତେଣୁ ପ୍ରାଣୀପାଳନ ପରି ଲାଭଦାୟକ ବ୍ୟବସାୟ ଅଧିକ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ‘ମତ୍ସ୍ୟ-ପ୍ରାଣୀ ସମାବେଶ, ଓଡ଼ିଶା- ୨୦୨୬’ ଉଦ୍‌ଘାଟନୀ ଅବସରରେ କହିଛନ୍ତି।
CMO Odisha tweet media
OR
35
3
39
1.7K
study with pragyan
study with pragyan@PragyanWith·
60 ବର୍ଷ ଅବସର ପ୍ରାପ୍ତ ଯୁବ ମାନଂକୁ ପୁନଃ ନିଯୁକ୍ତି ହେଲେ cpse 2024 ପରୀକ୍ଷା କୁ ଅପେକ୍ଷା କରିଥିବା ଆଶାୟୀ ଙ୍କୁ ଆଉ କେତେ ବର୍ଷ ଅପେକ୍ଷା @CMO_Odisha #conductcpsesiexam Police si 2024 ପରୀକ୍ଷା ତୁରନ୍ତ କରି ନିଯୁକ୍ତି ଦିଆଯାଉ @homeodisha @odisha_police @otvkhabar @_anugarg @IPR_Odisha
study with pragyan tweet media
OR
9
95
51
720
study with pragyan
study with pragyan@PragyanWith·
ଅବସର ପୋଲିସ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ହେଲେ ଆବେଦନ କରି ପରୀକ୍ଷା କୁ 1 ବର୍ଷ ରୁ ଅଧିକ ସମୟ ଅପେକ୍ଷା କରିଥିବା ପରୀକ୍ଷର୍ଥୀ ମାନଂକୁ ହତାଶ କରାଯାଉଛି #conductpolicesiexam We want police si 2024 exam date @CMO_Odisha @homeodisha @odisha_police @SecyChief @otvkhabar
study with pragyan tweet mediastudy with pragyan tweet media
OR
12
87
54
1K
study with pragyan
study with pragyan@PragyanWith·
Cpse 2024 ପରୀକ୍ଷା କେବେ ହେବ ସରକାର, ଯୁବ ଦିବସ ରେ ପିଲା ରାଜ ରାସ୍ତା ରେ, ଓଡ଼ିଆ ଅସ୍ମିତା କୁଆଡେ ଗଲା, ଓଡିଶା ପୋଲିସ ପାଇଁ ପିଲା ଖାଲି ପରିଶ୍ରମ କରୁଥିବେ ହେଲେ ଫଳ ଶୂନ #conductcpse2024exam @CMO_Odisha @SecyChief @homeodisha @odishapoli45165 @otvkhabar
study with pragyan tweet media
OR
4
51
31
388
study with pragyan
study with pragyan@PragyanWith·
Police si ରେ form ଭରି କଣ ଆମ ଭୁଲ ବର୍ଷେ ବିତିଗଲା, 2 ଥର ପରୀକ୍ଷା ବାତିଲ ହେଲା, corruption ପାଇଁ cbi investigation ହେଲା ହେଲେ ଏଥିରେ 1.5 ଲକ୍ଷ୍ୟ ପିଲାଙ୍କ ଭୁଲ କଣ, ଯେଉଁମାନେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ପୋଲିସ si ପାଇଁ #ConductCPSE2024exam @CMO_Odisha @homeodisha @SecyChief @odisha_police
study with pragyan tweet media
OR
9
69
44
1.8K
study with pragyan
study with pragyan@PragyanWith·
conduct cpse si exam ରାଜ୍ୟ ସରକାର ଙ୍କୁ ନିବେଦନ ପୋଲିସ si 2024 ର ପରୀକ୍ଷା କୁ ଯଥା ଶୀଘ୍ର ସ୍ୱଛତା ସହ କରାଯାଉ ଏବଂ ଦୋଷୀ କୁ ଦଣ୍ଡ ଦିଆଯାଉ, ଯୋଗ୍ୟ ପିଲା କୁ ଚୟନ କରାଯାଉ #conductcpsesiexam @CMO_Odisha @SecyChief @homeodisha @OdishaReporter
study with pragyan tweet media
OR
1
8
7
145
study with pragyan
study with pragyan@PragyanWith·
Police si exam date We wnat cpse 2024 exam କେତେ ଦିନ ଆଉ ଅପେକ୍ଷା କରିବୁ defence post ପାଇଁ, ପରୀକ୍ଷା ବାତିଲ, ଦୁର୍ନୀତି, ଯୋଗ୍ୟ ପିଲା ଘରେ, ଯଥା ଶୀଘ୍ର ପୋଲିସ si 2024 ପରୀକ୍ଷା ସ୍ୱଛତା ସହ କରାଯାଉ, ନହଲେ ଆଗକୁ ରାଜାରାସ୍ତା କୁ ଓଲ୍ହେଇବେ ପୋଲିସ ଆଶାୟୀ @CMO_Odisha @homeodisha @SecyChief @odisha_police @otv
study with pragyan tweet media
OR
34
107
70
1.1K
study with pragyan retweetledi
study with pragyan
study with pragyan@PragyanWith·
ଓଡିଶା ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ sir ପୋଲିସ ସବ-ଇନ୍ସ୍ପେକଟର ଆଶାୟୀ ଙ୍କ କଥା ବୁଝୋନ୍ତୁ, ଏକ ବର୍ଷ ହେଲା form ପକେଇ କେବଳ ପ୍ରସ୍ତୁତି କରୁଛୁ ଏବଂ ଆଡମିଟ କାର୍ଡ ଧରିଲା ପରେ ପରୀକ୍ଷା ବାତିଲ ନୋଟିସ ପାଉଛୁ #Conductcpse2024exam @CMO_Odisha @PMOIndia @odisha_police @SecyChief @homeodisha @otvkhabar
study with pragyan tweet media
OR
9
76
45
710