
@GokulanandaBJP @narendramodi @MohanMOdisha କିଛି ଲାଭ ନାହିଁ ବନ୍ଧୁ. Bank ଵାଲା online application ର କିଛି value ରଖୁ ନାହାନ୍ତି. ଡିଜିଟାଲ approval letter କୁ drawer ରେ ପୁରେଇ ରଖି ଦେଉଛନ୍ତି. ଲାଭ କଣ ଡିଜିଟାଲ india ଆଉ online process ର ଯଦି କେହି ତାଙ୍କୁ process କରୁ ନାହାନ୍ତି 🙏🙏🙏



















































